ਸੁਭਾਸ਼ ਚੰਦਰ ਬੋਸ ਆਪਦਾ ਪ੍ਰਬੰਧਨ ਪੁਰਸਕਾਰ ਜੇਤੂਆਂ ਦਾ ਅਭਿਨੰਦਨ ਕੀਤਾ
“ਤੁਰਕੀ ਅਤੇ ਸੀਰੀਆ ਵਿੱਚ ਭੂਚਾਲ ਦੇ ਬਾਅਦ ਪੂਰੀ ਦੁਨੀਆ ਨੇ ਭਾਰਤ ਦੇ ਆਪਦਾ ਪ੍ਰਬੰਧਨ ਪ੍ਰਯਤਨਾਂ ਦੀ ਭੂਮਿਕਾ ਨੂੰ ਸਮਝਿਆ ਤੇ ਸਰਾਹਿਆ ਹੈ”
“ਭਾਰਤ ਨੇ ਆਪਦਾ ਪ੍ਰਬੰਧਨ ਨਾਲ ਜੁੜੀ ਟੈਕਨੋਲੋਜੀ ਅਤੇ ਮਾਨਵ ਸੰਸਾਧਾਨ ਨੂੰ ਜਿਸ ਤਰ੍ਹਾਂ ਵਧਾਇਆ ਹੈ, ਉਸ ਨਾਲ ਦੇਸ਼ ਵਿੱਚ ਵੀ ਅਨੇਕ ਜੀਵਨ ਬਚਾਉਣ ਵਿੱਚ ਮਦਦ ਮਿਲੀ ਹੈ”
“ਸਾਨੂੰ ਸਥਾਨਕ ਪੱਧਰ ‘ਤੇ ਆਵਾਸ ਜਾਂ ਨਗਰ ਨਿਯੋਜਨ ਦੇ ਮਾਡਲ ਵਿਕਸਿਤ ਕਰਨੇ ਹੋਣਗੇ, ਸਾਨੂੰ ਇਨ੍ਹਾਂ ਖੇਤਰਾਂ ਵਿੱਚ ਅਡਵਾਂਸ ਟੈਕਨੋਲੋਜੀ ਦੇ ਉਪਯੋਗ ਨੂੰ ਉਤਸ਼ਾਹਿਤ ਕਰਨ ਦੀ ਜ਼ਰੂਰਤ ਹੈ”
“ਸਟੀਕ ਸਮਝ ਅਤੇ ਸਿਸਟਮ ਵਿਕਸਿਤ ਕਰਨਾ ਆਪਦਾ ਪ੍ਰਬੰਧਨ ਨੂੰ ਮਜ਼ਬੂਤ ਕਰਨ ਦੇ ਦੋ ਮੁੱਖ ਘਟਕ ਹਨ”
“ਸਥਾਨਕ ਭਾਗੀਦਾਰੀ ਦੁਆਰਾ ਸਥਾਨਕ ਪੱਧਰ ‘ਤੇ ਮਜ਼ਬੂਤੀ ਦੇ ਮੂਲਮੰਤਰ ਨੂੰ ਅਪਣਾਉਣ ਨਾਲ ਹੀ ਤੁਹਾਨੂੰ ਸਫ਼ਲਤਾ ਮਿਲੇਗੀ”
“ਘਰਾਂ ਦੇ ਟਿਕਾਊਪਣ, ਜਲ ਨਿਕਾਸੀ, ਸਾਡੀ ਬਿਜਲੀ ਅਤੇ ਵਾਟਰ ਇਨਫ੍ਰਾਸਟ੍ਰਕਚਰ ਦੀ ਮਜ਼ਬੂਤੀ ਜਿਹੇ ਪਹਿਲੂਆਂ ‘ਤੇ ਠੋਸ ਜਾਣਕਾਰੀ ਹੋਣ ਨਾਲ ਹੀ ਸਰਗਰਮ ਕਦਮ ਉਠਾਉਣ ਵਿੱਚ ਮਦਦ ਮਿਲੇਗੀ”
“ਐਂਬੂਲੈਂਸ ਨੈੱਟਵਰਕ ਨੂੰ ਭਵਿੱਖ ਦੇ ਲਈ ਤਿਆਰ ਕਰਨ ਦੇ ਲਈ ਏਆਈ, 5ਜੀ ਅਤੇ ਇੰਟਰਨੈੱਟ ਆਵ੍ ਥਿੰਗਸ (ਆਈਓਟੀ) ਦੇ ਉਪਯੋਗ ਬਾਰੇ ਪਤਾ ਲਗਾਓ”
“ਪਰੰਪਰਾ ਅਤੇ ਟੈਕਨੋਲੋਜੀ ਸਾਡੀ ਤਾਕਤ ਹੈ, ਅਤੇ ਇਸੇ ਤਾਕਤ ਨਾਲ ਅਸੀਂ ਕੇਵਲ ਭਾਰਤ ਹੀ ਨਹੀਂ, ਬਲਕਿ ਪ

ସର୍ବ ପ୍ରଥମେ ମୁଁ ବିପର୍ଯ୍ୟୟ ହ୍ରାସ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ସମସ୍ତ ସାଥୀମାନଙ୍କୁ ଶୁଭେଚ୍ଛା ଜଣାଉଛି । କାରଣ କାର୍ଯ୍ୟ ହେଉଛି ଏଭଳି ଯେ, ଆପଣ ଅନେକ ଥର ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଅନ୍ୟମାନଙ୍କର ଜୀବନ ବଂଚାଇବା ପାଇଁ ବହୁତ ଭଲ କାର୍ଯ୍ୟ କରିଥାନ୍ତି । ନିକଟରେ ତୁର୍କୀ ଏବଂ ସିରିଆରେ ଭାରତୀୟ ଦଳର ପ୍ରୟାସକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି ଆଉ ଏହି କଥା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସହିତ ଜଡିତ ମାନବ ସମ୍ବଳ ଏବଂ ବୈଷୟିକ ଦକ୍ଷତାକୁ ଭାରତ ଯେଭଳି ଭାବେ ବୃଦ୍ଧି କରିଛି, ତାହାଦ୍ୱାରା ଦେଶରେ ମଧ୍ୟ ଭିନ୍ନ- ଭିନ୍ନ ବିପର୍ଯ୍ୟୟ ସମୟରେ ଅନେକ ଗୁଡିଏ ଲୋକଙ୍କର ଜୀବନ ବଂଚାଇବାରେ ସହାୟତା ମିଳିଛି । ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ବ୍ୟବସ୍ଥା ସଶକ୍ତ ହେଉ, ଏଥିପାଇଁ ପ୍ରୋତ୍ସାହନ ମିଳୁ, ଏବଂ ସାରା  ଦେଶରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉ, ଏହି କାର୍ଯ୍ୟ ଲାଗି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ପୁରସ୍କାରର ମଧ୍ୟ ଘୋଷଣା କରାଯାଇଛି । ଆଜି ଏଠାରେ ଦୁଇଟି ସଂସ୍ଥାନକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଦିଆଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(Odisha State Disaster Management Authority), ବାତ୍ୟାଠାରୁ ନେଇ ସୁନାମୀ ପର୍ଯ୍ୟନ୍ତ, ବିଭିନ୍ନ ବିପର୍ଯ୍ୟୟ ସମୟରେ ବହୁତ ଭଲ କାର୍ଯ୍ୟ କରୁଛି । ସେହିଭଳି ମିଜୋରମର ଲୁଙ୍ଗଲେଇ ଅଗ୍ନିଶମ କେନ୍ଦ୍ର ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାରେ କଠିନ ପରିଶ୍ରମ କରିଛି, ସମଗ୍ର ଅଂଚଳକୁ ବଂଚାଇଲା ଏବଂ ନିଆଁ ବ୍ୟାପିବାକୁ ରୋକିଲା । ମୁଁ ଏହି ସଂସ୍ଥାନରେ କାର୍ଯ୍ୟ କରୁଥିବା ସମସ୍ତ ସାଥୀମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଚଳିତ ଅଧିବେଶନ ପାଇଁ ଆପଣମାନେ ଥିମ୍ ବା ବିଷୟ ରଖିଛନ୍ତି- ‘ଜଳବାୟୁ ପରିବର୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି କରିବା ।’ ଭାରତର ଏହି ବିଷୟ ସହିତ ପରିଚୟ ଏକ ପ୍ରକାରରେ ହେଉଛି ବହୁତ ପୁରୁଣା, କାରଣ ଆମର ପୁରୁଣା ପରମ୍ପରାର ତାହା ଏକ ଅଭିନ୍ନ ଅଙ୍ଗ ମଧ୍ୟ ହୋଇ ରହିଛି । ଆଜି ମଧ୍ୟ ଯେତେବେଳେ ଆମେ ଆମ କୂଅ, ନଳକୂଅ, ଜଳାଶୟ, ସ୍ଥାନୀୟ ବାସ୍ତୁଶାସ୍ତ୍ର, ପ୍ରାଚୀନ ନଗରଗୁଡ଼ିକୁ ଦେଖୁଛୁ, ସେତେବେଳେ ଏହିସବୁ ଉପାଦାନମାନ ସ୍ପଷ୍ଟ ଭାବେ ଦେଖା ଯାଇଥାଏ । ଭାରତରେ ବିପର୍ଯ୍ୟୟ ପରିଚାଳନା ସହିତ ଜଡ଼ିତ ବ୍ୟବସ୍ଥା ସବୁବେଳେ ସ୍ଥାନୀୟ ହୋଇ ରହିଛି, ସମାଧାନ ସ୍ଥାନୀୟ ସ୍ତରରେ ହୋଇଛି, ରଣନୀତି ମଧ୍ୟ ସ୍ଥାନୀୟ ହୋଇ ରହିଛି । ଏବେ ଯେପରି କଚ୍ଛର ଲୋକମାନେ ଯେଉଁ ଘରଗୁଡ଼ିକରେ ରୁହନ୍ତି ସେଗୁଡ଼ିକୁ ଭୁଙ୍ଗା କୁହନ୍ତି । ମାଟିର ଘର ହୋଇଥାଏ । ଆମେ ଜାଣିଛେ ଯେ ଏହି ଶତାବ୍ଦୀର ଆରମ୍ଭରେ ଆସିଥିବା ଭୀଷଣ ଭୂମିକମ୍ପର କେନ୍ଦ୍ର କଚ୍ଛ ଥିଲା । କିନ୍ତୁ ଏହି ଭୁଙ୍ଗା ଘରଗୁଡ଼ିକ ଉପରେ କୌଣସି ପ୍ରକାରର ପ୍ରଭାବ ଅନୁଭୂତ ହିଁ ହେଲା ନାହିଁ । ବୋଧହୁଏ ବହୁତ କଷ୍ଟରେ କୌଣସି ଗୋଟିଏ ଅଧେ ଜାଗାରେ କୌଣସି ଅସୁବିଧା ହୋଇଥିବ । ନିଶ୍ଚିତ ରୂପେ ଏଥିରେ ଟେକ୍ନୋଲୋଜି ସହିତ ଜଡ଼ିତ ବହୁତଗୁଡ଼ିଏ ଶିଖିବାର କଥା ରହିଛି ହିଁ ରହିଛି । ସ୍ଥାନୀୟ ସ୍ତରରେ ଆବାସ କିମ୍ବା ସହରୀ ଯୋଜନାର ଯେଉଁସବୁ ମଡେଲ ରହିଛି, ସେଗୁଡ଼ିକୁ ଆମେ କ’ଣ ନୂତନ ଟେକ୍ନୋଲୋଜି ହିସାବରେ ବିକଶିତ କରି ପାରିବା ନାହିଁ? ହୁଏତ ସ୍ଥାନୀୟ ନିର୍ମାଣ ସାମଗ୍ରୀ ହେଉ, କିମ୍ବା ନିର୍ମାଣର ଟେକ୍ନୋଲୋଜି, ଏହାକୁ ଆମକୁ ଆଜିକାର ଆବଶ୍ୟକତା, ଆଜିକାର ଟେକ୍ନୋଲୋଜି ଦ୍ୱାରା ସମୃଦ୍ଧ କରିବା ହେଉଛି ସମୟର ଆହ୍ୱାନ । ଆମେ ଯେତେବେଳେ ସ୍ଥାନୀୟ ସ୍ଥିତିସ୍ଥାପକତା ଏଭଳି ଉଦାହରଣ ଦ୍ୱାରା ଭବିଷ୍ୟତର ଟେକ୍ନୋଲୋଜିକୁ ଯୋଡ଼ିବା, ସେତେବେଳେ ଯାଇ ବିପର୍ଯ୍ୟୟ ହ୍ରାସ ଦିଗରେ କିଛି ଉନ୍ନତ ମାନର କାର୍ଯ୍ୟ କରି ପାରିବା ।

ସାଥୀଗଣ,

ପୂର୍ବର ଜୀବନ ଶୈଳୀ ଖୁବ ସହଜ ଥିଲା ଆଉ ଅନୁଭବ ଆମକୁ ଶିଖାଇଥିଲା ଯେ ବହୁତ ଅଧିକ ବର୍ଷା, ବନ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ସହିତ କିଭଳି ମୁକାବିଲା କରିବାକୁ ହେବ । ଏଥିପାଇଁ ସ୍ୱାଭାବିକ ଭାବେ, ସରକାର ମଧ୍ୟ ଆମର ଏଠାରେ ବିପର୍ଯ୍ୟୟ ରିଲିଫ ଏବଂ ଉଦ୍ଧାରକୁ କୃଷି ବିଭାଗ ସହିତ ହିଁ ଯୋଡ଼ିକରି ରଖିଥିଲେ । ଭୂମିକମ୍ପ ଭଳି ଗମ୍ଭୀର ବିପଦମାନ ଆସି ଯାଉଥିଲା, ତେବେ ସ୍ଥାନୀୟ ସଂସାଧନଗୁଡ଼ିକ ଦ୍ୱାରା ହିଁ ଏଭଳି ବିପଦଗୁଡ଼ିକର ସାମ୍ନା କରାଯାଉଥିଲା । ଏବେ ବିଶ୍ୱ କ୍ଷୁଦ୍ର ହେଉଅଛି । ଜଣେ ଅନ୍ୟ ଜଣଙ୍କର ଅନୁଭବରୁ ଶିକ୍ଷା ଲାଭ କରି ନିର୍ମାଣର କୌଶଳରେ ନୂଆ ନୂଆ ପ୍ରୟୋଗ ମଧ୍ୟ ହେଉଛି । ସେଠି ଅନ୍ୟ ପକ୍ଷରେ ବିପର୍ଯ୍ୟୟ ଗୁଡ଼ିକର ପ୍ରକୋପ ମଧ୍ୟ ବୃଦ୍ଧି ହେଉଛି । ପୁରୁଣା ଯୁଗରେ ସମଗ୍ର ଗାଁ ରେ ଜଣେ ବୈଦ୍ୟରାଜ ସମସ୍ତଙ୍କର ଚିକିତ୍ସା କରୁଥିଲେ ଆଉ ସମଗ୍ର ଗାଁ ସୁସ୍ଥ ରହୁଥିଲା । ଏବେ ପ୍ରତ୍ୟେକ ରୋଗର ସ୍ୱତନ୍ତ୍ର ଡାକ୍ତର ରହୁଛନ୍ତି । ଏହିଭଳି ଭାବେ ବିପର୍ଯ୍ୟୟ ପାଇଁ ମଧ୍ୟ ଗତିଶୀଳ ବ୍ୟବସ୍ଥା ବିକଶିତ କରିବାକୁ ହେବ । ଯେଭଳି ବିଗତ ଶହେ ବର୍ଷର ବିପର୍ଯ୍ୟୟର ଅଧ୍ୟୟନ ଫଳରେ ଜୋନିଂ କରାଯାଇ ପାରିବ ଯେ ବନ୍ୟାର ସ୍ତର କେଉଁ ପର୍ଯ୍ୟନ୍ତ ହୋଇ ପାରେ ଆଉ ଏଥିପାଇଁ କେଉଁ ପର୍ଯ୍ୟନ୍ତ ନିର୍ମାଣ କରିବାକୁ ହେବ । ସମୟ ସହିତ ଏହିସବୁ ମାପଦଣ୍ଡର ମଧ୍ୟ ସମୀକ୍ଷା ହେବା ଦରକାର, ହୁଏତ  ସାମଗ୍ରୀର କଥା ହେଉ ଅଥବା ବ୍ୟବସ୍ଥାର ।

ସାଥୀଗଣ,

ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ କରିବା ପାଇଁ ସ୍ୱୀକୃତି ଏବଂ ସଂସ୍କାର ହେଉଛି ବହୁତ ଜରୁରୀ । ସ୍ୱୀକୃତିର ଅର୍ଥ, ଏହା ବୁଝିବାକୁ ହେବ ଯେ କେଉଁଠାରେ ବିପଦର ଆଶଙ୍କା ଅଛି ଏବଂ ତାହା ଭବିଷ୍ୟତ୍ୟରେ କିପରି ଘଟିତ ହୋଇପାରେ? ସଂସ୍କାରର ଅର୍ଥ ହେଉଛି ଯେ ଆମେ ଏଭଳି ବ୍ୟବସ୍ଥା ବିକଶିତ କରିବା ଯେପରି ଆପଦାର ଆଶଙ୍କା କମ୍ ହୋଇଯିବ । ବିପର୍ଯ୍ୟୟର ଆଶଙ୍କାକୁ ହ୍ରାସ କରିବାର ସବୁଠାରୁ ଭଲ କୌଶଳ ଏହା ହେଉଛି ଯେ ଆମେ ବ୍ୟବସ୍ଥାରେ ସୁଧାର ଆଣିବା । ସମୟ ପୂର୍ବରୁ ତା’କୁ ଅଧିକ ସକ୍ଷମ କରିବା ଏବଂ ଏଥିପାଇଁ ସର୍ଟକର୍ଟ ବା କ୍ଷଣସ୍ଥାୟୀ ଅଭିବ୍ୟକ୍ତି ବଦଳରେ ଦୀର୍ଘସ୍ଥାୟୀ ଚିନ୍ତା କରିବାର ଆବଶ୍ୟକତା ଅଛି । ଏବେ ଆମେ ବାତ୍ୟା କଥା ଯଦି କହିବା ତେବେ ବାତ୍ୟା ସମୟରେ ଭାରତର ସ୍ଥିତି ଆଡକୁ ଆମେ ଯଦି ଦୃଷ୍ଟି ଦେବା ତେବେ ଅନେକ କଥା ଧ୍ୟାନକୁ ଆସିଥାଏ । ଗୋଟିଏ ସମୟ ଥିଲା, ଯେତେବେଳେ ଭାରତରେ, ସେତେବେଳେ ଶହ- ଶହ, ହଜାର- ହଜାର ଲୋକଙ୍କର ଅସମୟରେ ମୃତ୍ୟୁ ହୋଇଯାଉଥିଲା । ଆମେ ଓଡ଼ିଶା ଏବଂ ପଶ୍ଚିମ ବଙ୍ଗର ଉପକୂଳ ଅଂଚଳରେ ଏପରି ଅନେକ ଥର ହେଉଥିବା ଦେଖିଛୁ । କିନ୍ତୁ ସମୟ ବଦଳିଲା, ରଣନୀତି ବଦଳିଲା, ପ୍ରସ୍ତୁତି ଅଧିକ ଉନ୍ନତ ହେଲା, ତେଣୁ ବାତ୍ୟା ମୁକାବିଲା କ୍ଷେତ୍ରରେ ଭାରତର କ୍ଷମତା ମଧ୍ୟ ବୃଦ୍ଧି ପାଇଲା । ଏବେ ବାତ୍ୟା ଆସୁଛି ଆସୁଛି ତେବେ ଧନ- ଜୀବନର ଅତି କମ୍ କ୍ଷୟକ୍ଷତି ହେଉଛି । ଏହା ଠିକ ଯେ ଆମେ ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ପାରିବା ନାହିଁ, କିନ୍ତୁ ଆମେ ଏହି ବିପର୍ଯ୍ୟୟରେ କିଭଳି କମ୍ କ୍ଷୟକ୍ଷତି ହେବ, ସେଥିପାଇଁ ବ୍ୟବସ୍ଥା ଗୁଡିକ ତ’ ନିଶ୍ଚୟ କରି ପାରିବା । ଆଉ ଏଥିପାଇଁ ଏହା ଜରୁରୀ ଯେ ଆମେ ପ୍ରତିକ୍ରିୟାଶୀଳ ହେବା ବଦଳରେ ସକ୍ରିୟ ହେବା ।

ସାଥୀଗଣ,

ଆମ ଦେଶରେ ସକ୍ରିୟ ହେବାକୁ ନେଇ ପୂର୍ବରୁ କିଭଳି ସ୍ଥିତି ଥିଲା, ଏବେ କିଭଳି ସ୍ଥିତି ଅଛି, ମୁଁ ଏ ସଂପର୍କରେ ଆପଣମାନଙ୍କ ସମ୍ମୁଖରେ ଆଲୋଚନା କରିବାକୁ ଚାହିଁବି । ଭାରତର ସ୍ୱାଧୀନତା ପରେ ୫ ଦଶକ ବିତିଯାଇଥିଲା, ଅର୍ଦ୍ଧ ଶତାବ୍ଦୀ ବିତି ଯାଇଥିଲା, କିନ୍ତୁ ବିପର୍ଯ୍ୟୟ ପରିଚାଳନାକୁ ନେଇ କୌଣସି ଆଇନ ନ ଥିଲା । ବର୍ଷ 2001 ରେ କଚ୍ଛରେ ଭୂକମ୍ପ ଆସିବା ପରେ ଗୁଜରାଟ ଏଭଳି ପ୍ରଥମ ରାଜ୍ୟ ଥିଲା, ଯିଏ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରସ୍ତୁତ କଲା । ଏହି ଆଇନ ଆଧାରରେ ବର୍ଷ 2005 ରେ କେନ୍ଦ୍ର ସରକାର ମଧ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରସ୍ତୁତ କଲେ । ଏହା ପରେ ହିଁ ଭାରତରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ ହେଲା ।

ସାଥୀଗଣ,

ଆମକୁ, ଆମର ସ୍ଥାନୀୟ ସଂସ୍ଥାରେ, ସହରାଂଚଳ ସ୍ଥାନୀୟ ସଂସ୍ଥାରେ ବିପର୍ଯ୍ୟୟ ପରିଚାଳନା ପ୍ରଶାସନକୁ ସୁଦୃଢ କରିବାକୁ ହେବ । ଯେତେବେଳେ ବିପର୍ଯ୍ୟୟ ଆସେ, ସେତେବେଳେ ସହରାଂଚଳ ସ୍ଥାନୀୟ ସଂସ୍ଥା ପ୍ରତିକ୍ରିୟା ଦେଖାଏ, ଏହା ଦ୍ୱାରା କାର୍ଯ୍ୟ ହେବ, ଏଭଳି କଥା ଏବେ ଆଉ ନାହିଁ । ଆମକୁ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେବ । ଆମକୁ ସ୍ଥାନୀୟ ସ୍ତରରେ ଯୋଜନାର ସମୀକ୍ଷା କରିବାକୁ ହେବ । ଆମକୁ କୋଠା ଗୁଡିକୁ ନିର୍ମାଣ କରିବା ପାଇଁ, ନୂତନ ଭିତିଭୂମି ପ୍ରକଳ୍ପ ଲାଗି ବିପର୍ଯ୍ୟୟ ପରିଚାଳନାକୁ ଧ୍ୟାନରେ ରଖି ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ପଡିବ । ଗୋଟିଏ ପଟେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସଜାଡିବାର ଅଛି । ଏଥିପାଇଁ ଆମକୁ ଦୁଇ ସ୍ତରରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି । ପ୍ରଥମରେ- ଯେଉଁଠାରେ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ଯେଉଁ ବିଶେଷଜ୍ଞ ଅଛନ୍ତି, ସେମାନଙ୍କୁ ଜନଭାଗିଦାରୀ- ସ୍ଥାନୀୟ ଅଂଶଗ୍ରହଣ ଉପରେ ସବୁଠାରୁ ଅଧିକ ଧ୍ୟାନ ଦେବା ଉଚିତ । ଭାରତ ସ୍ଥାନୀୟ ଅଂଶଗ୍ରହଣ ଦ୍ୱାରା କିଭଳି ବଡ଼ ଲକ୍ଷ୍ୟ ହାସଲ କରି ପାରୁଛି, ଏହା ଆମେ ସମସ୍ତେ ଦେଖି ପାରୁଛେ । ଏଥିପାଇଁ ଯେତେବେଳେ ବିପର୍ଯ୍ୟୟ ପରିଚାଳନା କଥା ଆସିଥାଏ, ସେତେବେଳେ ତାହା ମଧ୍ୟ ବିନା ଜନଭାଗିଦାରୀରେ ସମ୍ଭବ ନୁହେଁ । ଏଥିପାଇଁ ଆପଣମାନଙ୍କୁ ସ୍ଥାନୀୟ ଜନ ଭାଗିଦାରୀ ଦ୍ୱାରା ସ୍ଥାନୀୟ ମୁକାବିଲା ପ୍ରସ୍ତୁତି ମନ୍ତ୍ରରେ ଚାଲିବା ଦ୍ୱାରା ହିଁ ସଫଳତା ମିଳି ପାରିବ । ଆମକୁ ନାଗରିକମାନଙ୍କୁ ଭୂମିକମ୍ପ, ବାତ୍ୟା, ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ସହିତ ଜଡ଼ିତ ବିପଦ ପ୍ରତି ସଚେତନ କରିବାର ଏକ ନିରନ୍ତର ପ୍ରକ୍ରିୟା ଜାରି ରଖିବା ଆବଶ୍ୟକ । ଏହା ସହିତ ଜଡିତ ସଠିକ ନିୟମ, କାଇଦା କଟକଣା ଏବଂ କର୍ତବ୍ୟ ଏହି ସମସ୍ତ ବିଷୟ ଉପରେ ନିରନ୍ତର ଭାବେ ସଚେତନତା ଜାରି ରଖିବା ଆବଶ୍ୟକ । ଆମକୁ ଗ୍ରାମ, ସାହି, ବସ୍ତି ସ୍ତରରେ ଆମର ଯୁବ ସାଥୀମାନଙ୍କର ଯୁବ ମଣ୍ଡଳ, ମହିଳା ମଣ୍ଡଳ, ଅନ୍ୟ ଗୋଷ୍ଠୀକୁ ରିଲିଫ ଏବଂ ଉଦ୍ଧାର ସଂପର୍କରେ ତାଲିମ ଦେବାକୁ ହିଁ ପଡିବ । ଅପଦା ମିତ୍ର, ଏନସିସି- ଏନଏସଏସ, ପୂର୍ବତନ ସୈନିକଙ୍କ ଶକ୍ତି ତାକୁ ମଧ୍ୟ ଯଦି ଆମେ, ସୋମନଙ୍କର ଡାଟା ବ୍ୟାଙ୍କ ପ୍ରସ୍ତୁତ କରି ସେମାନଙ୍କର ଶକ୍ତିକୁ କିଭଳି ଉପଯୋଗ କରି ପାରିବା, ଏହାର ଯୋଗାଯୋଗର ବ୍ୟବସ୍ଥା କରିବାକୁ ପଡିବ । ସାମୁଦାୟିକ କେନ୍ଦ୍ରରେ ତ୍ୱରିତ ପ୍ରତିକ୍ରିୟା ପାଇଁ ଜରୁରୀ ଉପକରଣ ଗୁଡିକର ବ୍ୟବସ୍ଥା, ସେଗୁଡିକୁ ଚଳାଇବା ପାଇଁ ତାଲିମର ମଧ୍ୟ ବହୁତ ଆବଶ୍ୟକତା ରହିଛି । ଆଉ ମୋର ଅନୁଭବ ରହିଛି ଯେ କେବେ- କେବେ ଡାଟା ବ୍ୟାଙ୍କ ମଧ୍ୟ କେତେ ଭଲ କାମ କରିଥାଏ । ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ଆମର ସେଠାରେ ଖେଡା ଜିଲ୍ଲାରେ ଏକ ନଦୀ ଅଛି । ସେଥିରେ କେବେ 5-7 ବର୍ଷରେ ଥରେ ଅଧେ ବନ୍ୟା ଆସିଥାଏ । ଥରେ ଏପରି ହେଲା ଯେ ବର୍ଷରେ 5 ଥର ବନ୍ୟା ଆସିଲା କିନ୍ତୁ ସେହି ସମୟରେ ବିପର୍ଯ୍ୟୟକୁ ନେଇ ବହୁତ କିଛି କାର୍ଯ୍ୟକଳାପ ବିକଶିତ ହୋଇଥିଲା । ସେତେବେଳେ ପ୍ରତ୍ୟେକ ଗାଁରେ ମୋବାଇଲ ଫୋନ ଉପଲବ୍ଧ ଥିଲା । ସେତେବେଳେ ତ କୌଣସି ସ୍ଥାନୀୟ ଭାଷାରେ ବାର୍ତା ପଠାଇବାର ବ୍ୟବସ୍ଥା ନ ଥିଲା । କିନ୍ତୁ ଇଂରାଜୀରେ ହିଁ ଗୁଜରାଟୀରେ ଲେଖି ମେସେଜ ବା ବାର୍ତା ପଠାଉଥିଲେ । ଗାଁର ଲୋକମାନଙ୍କୁ ଦେଖନ୍ତୁ ଯେ, ଏଭଳି ସ୍ଥିତି ଅଛି, ଏତେ ଘଂଟା ପରେ ପାଣି ଆସିବାର ସମ୍ଭାବନା ଅଛି ଆଉ ମୋର ବାରମ୍ବାର ମନେ ଅଛି, 5 ଥର ବନ୍ୟା ଆସିବା ପରେ ମଧ୍ୟ କୌଣସି ମଣିଷ ତ ମଣିଷ, ଗୋଟିଏ ହେଲେ ମଧ୍ୟ ପଶୁ ମରି ନ ଥିଲେ । କୌଣସି ଜଣେ ମଣିଷ ମରି ନ ଥିଲେ, ପଶୁ ମଧ୍ୟ ମରି ନ ଥିଲେ । କାରଣ ସମୟ ଅନୁସାରେ ଯୋଗାଯୋଗ ହେଲା ଏବଂ ଏଥିପାଇଁ ଆମେ ଏହି ବ୍ୟବସ୍ଥାଗୁଡ଼ିକୁ କିପରି ଉପଯୋଗ କରୁଛେ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଯଦି ସମୟ ଥାଉ ଥାଉ ଉଦ୍ଧାର କାର୍ଯ୍ୟ ହେବ, ତେବେ ଧନ- ଜୀବନର କ୍ଷତିକୁ ଆମେ କମ କରି ପାରିବା । ଅନ୍ୟଟି ହେଉଛି, ବୈଷୟିକ ଜ୍ଞାନର ଉପଯୋଗ କରି ଆମେ ପ୍ରତ୍ୟେକ ଘର, ପ୍ରତ୍ୟେକ ଗଳିକୁ ନେଇ ପ୍ରକୃତ ସମୟ ପଞ୍ଜିକରଣ, ନୀରିକ୍ଷଣର ବ୍ୟବସ୍ଥା କରିବାକୁ ହେବ । କୌଣସି ଘର କେତେ ପୁରୁଣା ସମୟର, କେଉଁ ଗଳିରେ କିଭଳି ଡ୍ରେନେଜ ବ୍ୟବସ୍ଥାର ସ୍ଥିତି ଅଛି? ଆମର ବିଜୁଳି, ପାଣି ଭଳି ଭିତିଭୂମିର କିଭଳି ମୁକାବିଲା କରାଯାଇ ପାରିବ? ଏବେ ଯେପରି ମୁଁ କିଛି ଦିନ ପୂର୍ବରୁ ବୈଠକ କରୁଥିଲି ଆଉ ମୋର ବୈଠକର ବିଷୟବସ୍ତୁ ଥିଲା ଗ୍ରୀଷ୍ମ ପ୍ରବାହର ପ୍ରସ୍ତୁତି । ତେଣୁ ଆମେ କିଭଳି ଅତି କମରେ, ପୂର୍ବଥର ଆମେ ଦେଖିଥିଲେ ଦୁଇ ଥର ଆମର ହସ୍ପାତାଳରେ ଅଗ୍ନିକାଣ୍ଡ ଘଟିଥିଲା ଆଉ ତାହା ବହୁତ ହୃଦୟବିଦାରକ ହୋଇଥାଏ । ଅନେକ ରୋଗୀ ଅସହାୟ ହୋଇ ଯାଇ ଥାଆନ୍ତି । ଏବେ ସମ୍ପୂର୍ଣ୍ଣ ହସ୍ପାତାଳର ବ୍ୟବସ୍ଥାକୁ ପୁଣିଥରେ ସୂକ୍ଷ୍ମତାର ସହିତ ଦେଖିବା, ହୋଇପାରେ ବହୁତ ବଡ଼ ଦୁର୍ଘଟଣା ଘଟିବାରୁ ଆମକୁ ଏହା ରକ୍ଷା କରି ପାରେ । ମୋତେ ଏହା ଲାଗୁଛି ଯେ ସେଠାକାର ବ୍ୟବସ୍ଥାର ଯେତେ ଅଧିକ ସଠିକ ସୂଚନା ଆମ ପାଖରେ ରହିବ, ତେବେ ଆମେ ସକ୍ରିୟତାର ସହିତ ପଦକ୍ଷେପ ନେଇ ପାରିବା ।

ସାଥୀଗଣ,

ଆଜିକାଲି ଆମେ ଦେଖୁଛେ ଯେ, ବିଗତ ବର୍ଷମାନଙ୍କରେ ଅଧିକ ଘନତା ଥିବା ସହରାଂଚଳ ଗୁଡ଼ିକରେ ଅଗ୍ନିକାଣ୍ଡର ଘଟଣାମାନ ବହୁତ ବୃଦ୍ଧି ପାଇଛି । ଗରମ ବୃଦ୍ଧି ପାଇଥାଏ ତେବେ କୌଣସି ହସ୍ପାତାଳରେ, କୌଣସି କାରଖାନାରେ, କୌଣସି ହୋଟେଲରେ ଅବା କୌଣସି ବହୁତଳ ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଥାଏ । ଏହାର ମୁକାବିଲା ପାଇଁ ଆମକୁ ବହୁତ ବ୍ୟବସ୍ଥିତ ଭାବେ ସେ ମାନବ ସମ୍ବଳ ବିକାଶ ହେଉ, ସେ ବୈଷୟିକ ଜ୍ଞାନ ହେଉ, ସେ ସଂସାଧନ ହେଉ, ସେ ବ୍ୟବସ୍ଥା ହେଉ, ଆମକୁ ସମନ୍ୱିତ ଭାବେ ସଂମ୍ପୂର୍ଣ୍ଣ ପ୍ରଶାସନିକ ଅଭିବ୍ୟକ୍ତି ସହିତ କାର୍ଯ୍ୟ କରିବାକୁ ହେବ । ଯେଉଁ ଘନ ଜନବସତି ଅଂଚଳ ଅଛି, ଯେଉଁଠାକୁ ଗାଡ଼ିରେ ପହଂଚିବା କଷ୍ଟକର ହୋଇଥାଏ, ସେଠାରେ ନିଆଁ ଲିଭାଇବା ପାଇଁ ପହଂଚିବା ବଡ଼ ଆହ୍ୱାନ ହୋଇଥାଏ । ଆମକୁ ଏହାର ସମାଧାନ ଖୋଜିବାକୁ ହେବ । ଅତ୍ୟଧିକ ଉଚ୍ଚ କୋଠାଗୁଡ଼ିକରେ ଲାଗୁଥିବା ନିଆଁକୁ ଲିଭାଇବା ପାଇଁ ଆମର ଯେଉଁ ଆଗ୍ନିକ ଯୋଦ୍ଧା ସାଥୀ ଅଛନ୍ତି, ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆମକୁ ଲଗାତାର କାର୍ଯ୍ୟ କରିବାକୁ ପଡ଼ିବ । ଆମକୁ ଏହା ମଧ୍ୟ ଦେଖିବାକୁ ହେବ ଯେ କେଉଁ ଶିଳ୍ପାଂଚଳରେ ଅଗ୍ନି ନିରାପତା ବ୍ୟବସ୍ଥା ରହିଛି ନା ନାହିଁ, ତାକୁ ଲିଭାଇବା ପାଇଁ ପର୍ଯ୍ୟାପ୍ତ ସଂସାଧନ ରହୁ ।

ସାଥୀଗଣ,

ବିପର୍ଯ୍ୟୟ ପରିଚାଳନାର ଏହି ପ୍ରୟାସ ମଧ୍ୟରେ ସ୍ଥାନୀୟ ସ୍ତରରେ ଦକ୍ଷତା ଏବଂ ଜରୁରୀ ଉପକରଣ, ଏହି ଦୁଇଟି ଆଧୁନିକ ହୋଇ ରହିବା ହେଉଛି ବହୁତ ଆବଶ୍ୟକ । ଯେପରି ଆଜିକାଲି ଏଭଳି ଅନେକ ଉପକରଣ ଆସି ଯାଇଛି, ଯାହା ଜଙ୍ଗଲ ଅବଶିଷ୍ଟାଂଶ ବା ବର୍ଜ୍ୟକୁ ବାୟୋ ଇନ୍ଧନରେ ବଦଳାଇ ଦେଉଛି । କ’ଣ ଆମେ ଆମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି, ସେହି ଭଉଣୀମାନଙ୍କୁ ଏକାଠି କରି ସେମାନଙ୍କୁ ଯଦି ଆମେ ଏଭଳି ଉପକରଣ ଦେଇ ଦେବା, ତେବେ ସେମାନେ ନିଜ ଅଂଚଳରେ ଥିବା ଜଙ୍ଗଲରେ ଯେଉଁ ବର୍ଜ୍ୟ ପଡ଼ିଛି, ତାକୁ ଏକାଠି କରି, ତାକୁ ପରିଚାଳନା କରି, ସେଥିରୁ କିଛି ଜିନିଷ ପ୍ରସ୍ତୁତ କରି ଦେଇ ଦେବେ ଫଳରେ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା କମ୍ ହୋଇଯିବ ଆଉ ସେଥିରୁ ସେମାନଙ୍କର ମଧ୍ୟ ଆୟ ବୃଦ୍ଧି ପାଇବ ଏବଂ ଜଙ୍ଗଲରେ ନିଆଁ ଲାଗିବା ଘଟଣା ମଧ୍ୟ ହ୍ରାସ ପାଇବ । ଉଦ୍ୟୋଗ ଏବଂ ହସ୍ପାତାଳ ଭଳି ସଂସ୍ଥାନ ଯେଉଁଠାରେ ନିଆଁ, ଗ୍ୟାସ ଲିକ୍ ଭଳି ବିପଦ ଅଧିକ ହୋଇଥାଏ, ସେମାନେ ସରକାରଙ୍କ ସହିତ ଭାଗିଦାରୀ କରି ବିଶେଷଜ୍ଞ ଲୋକମାନଙ୍କ ବଳ ପ୍ରସ୍ତୁତ କରି ପାରିବେ । ନିଜର ଆମ୍ବୁଲାନ୍ସ ନେଟୱର୍କକୁ ଆମକୁ ସମ୍ପ୍ରସାରଣ କରିବାକୁ ହେବ ଆଉ ଏହାକୁ ଭବିଷ୍ୟତ ପାଇଁ ମଧ୍ୟ ପ୍ରସ୍ତୁତ କରି ରଖିବାକୁ ହେବ । ଏହାକୁ ଆମ 5-G, ଏଆଇ ଏବଂ ଆଇଓଟି ଭଳି ଟେକ୍ନୋଲୋଜି ସହିତ ଅଧିକ ପ୍ରକିକ୍ରିୟାଶୀଳ ଏବଂ ପ୍ରଭାବଶାଳୀ କିଭଳି କରି ପାରିବା, ଏହା ଉପରେ ମଧ୍ୟ ବ୍ୟାପକ ଆଲୋଚନା କରି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ । ଡ୍ରୋନ ଟେକ୍ନୋଲୋଜି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଅଧିକରୁ ଅଧିକ ଉପଯୋଗ ଆମେ କିପରି କରି ପାରିବା? କ’ଣ ଆମେ ଏଭଳି ଗ୍ୟାଜେଟସ୍ ଉପରେ ଧ୍ୟାନ କେନ୍ଦ୍ରୀତ କରି ପାରିବା, ଯାହା ଆମକୁ ବିପର୍ଯ୍ୟୟକୁ ନେଇ ସତର୍କ କରାଇ ପାରିବ? ଏଭଳି ବ୍ୟକ୍ତିଗତ ଗ୍ୟାଜେଟସ୍ ଯାହା ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ସ୍ଥିତିର ସ୍ଥାନ ବିଷୟରେ ସୂଚନା ଦେଇ ପାରିବ, ବ୍ୟକ୍ତିର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରି ପାରିବ? ଆମକୁ ଏହିଭଳି ନବାଚାର ଉପରେ ନିଶ୍ଚିତ ଦୃଷ୍ଟି ଦେବା ଉଚିତ । ବିଶ୍ୱର ଅନେକ ଦେଶରେ ଏଭଳି ଅନେକ ସାମାଜିକ ସଂସ୍ଥାମାନ ଅଛି, ଯେଉଁମାନେ ବୈଷୟିତ ଜ୍ଞାନର ସହାୟତାରେ ନୂଆ ନୂଆ ବ୍ୟବସ୍ଥାମାନ ପ୍ରସ୍ତୁତ କରୁଛନ୍ତି । ଆମକୁ ମଧ୍ୟ ସେ ସମ୍ପର୍କରେ ଅଧ୍ୟୟନ କରିବା ଉଚିତ, ସେଠାକାର ସର୍ବଶ୍ରେଷ୍ଠ ଅଭ୍ୟାସକୁ ଆପଣାଇବା ଉଚିତ ।

ସାଥୀଗଣ,

ଭାରତ ଆଜି ବିଶ୍ୱରେ ଆସିବାକୁ ଥିବା ବିପର୍ଯ୍ୟୟ ଗୁଡ଼ିକୁ ନେଇ ଦ୍ରୁତ ଗତିରେ ପ୍ରକିକ୍ରିୟାଶୀଳ ହେବାର ପ୍ରୟାସ କରୁଛି ଏବଂ ମୁକାବିଲା ଭିତଭିୂମି ପାଇଁ ପୂର୍ବରୁ ମଧ୍ୟ କରୁଥିଲା । ଭାରତର ନେତୃତ୍ୱରେ ଗଠନ ହୋଇଥିବା ସହଭାଗୀ ବିପର୍ଯ୍ୟୟ ପ୍ରତିରୋଧ ଭିତିଭୂମି(Coalition for Disaster Resilient Infrastructure ) ସହିତ ଆଜି ବିଶ୍ୱର 100 ରୁ ଅଧିକ ଦେଶ ସାମିଲ ହୋଇଛନ୍ତି । ପରମ୍ପରା ଏବଂ ଟେକ୍ନୋଲୋଜି ହେଉଛି ଆମର ଶକ୍ତି । ଏହି ଶକ୍ତି ସହିତ ଆମେ କେବଳ ଭାରତରେ ନୁହେଁ, ବରଂ ସମ୍ପୂର୍ଣ୍ଣ ବିଶ୍ୱରେ ବିପର୍ଯ୍ୟୟ ହ୍ରାସ ପାଇଁ ଉନ୍ନତ ମଡେଲ ପ୍ରସ୍ତୁତ କରି ପାରିବା । ମୋର ବିଶ୍ୱାସ ରହିଛି ଯେ ଏହି ଆଲୋଚନା, ମତାମତ ଏବଂ ସମାଧାନ ଭରପୂର ରହିବ, ଅନେକ ନୂତନ କଥାକୁ ନେଇ ଆମ ପାଇଁ ପଥ ଉନ୍ମୁକ୍ତ ହେବ । ମୋର ଦୃଢ଼ ବିଶ୍ୱାସ ଯେ ଏହି ଦୁଇ ଦିବସୀୟ ସମ୍ମିଳନୀରେ କାର୍ଯ୍ୟାନ୍ୱୟନ ବିନ୍ଦୁ ବାହାରି ପାରିବ । ମୋର ବିଶ୍ୱାସ ଯେ ଆଉ ସମୟ ମଧ୍ୟ ଠିକ ରହିଛି, ବର୍ଷା ଦିନ ପୂର୍ବରୁ ଏହି ପ୍ରକାରର ପ୍ରସ୍ତୁତି ଏବଂ ଏହା ପରେ ରାଜ୍ୟରେ, ରାଜ୍ୟଗୁଡ଼ିକ ପରେ ମହାନଗର ଏବଂ ନଗର ଗୁଡ଼ିକରେ ଏହି ବ୍ୟବସ୍ଥାକୁ ଆମେ ଆଗକୁ ବଢ଼ାଇବା । ଏକ ଧାରା ଚାଲିବ ତେବେ ହୋଇପାରେ ଯେ ବର୍ଷା ପୂର୍ବରୁ ହିଁ ବହୁତଗୁଡ଼ିଏ କଥାକୁ ନେଇ ଆମେ ଏକ ପ୍ରକାରରେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଚଳଚଂଚଳ କରି ପାରିବା, ଯେଉଁଠାରେ ଆବଶ୍ୟକତା ରହିଛି ତାହାକୁ ମଧ୍ୟ ପୂରଣ କରି ପାରିବା ଆଉ ଆମେ କମରୁ ଅତି କମ୍ କ୍ଷତି ହେଉ, ଏଥିପାଇଁ ସଜାଗ ହୋଇ ପାରିବା । ମୋ ତରଫରୁ ଆପଣମାନଙ୍କୁ ଏହି ସମ୍ମିଳନୀକୁ ବହୁତ- ବହୁତ ଶୁଭକାମନା ଜଣାଉଛି ।

ଧନ୍ୟବାଦ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।