ସେୟାର
 
Comments
ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହା ଏକ ଐତିହାସିକ ବର୍ଷ ଥିଲା । କ୍ଷୁଦ୍ର ଅଭିବୃଦ୍ଧି ହାର, ମାତ୍ରାଧିକ ମୁଦ୍ରାସ୍ଫିତି ଏବଂ ହ୍ରାସ ପାଉଥିବା ଉତ୍ପାଦନ ର ବର୍ଷରୁ ଏନଡିଏ ସରକାର କେବଳ ଆମର ବୃହତ୍ ଅର୍ଥବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ କରଛନ୍ତି ତାହା ନୁହେଁ ବରଂ ଏହାର ଗତିକୁ ଏକ ନୂତନ ବେଗ ପ୍ରଦାନ କରିଛନ୍ତି । ଭାରତର ଜିଡିପି ବୃଦ୍ଧିହାର 7.4 %କୁ ସ୍ପର୍ଶ କଲା ଯାହା ବିଶ୍ୱର ବୃହତ୍ ଅର୍ଥବ୍ୟବସ୍ଥାମାନଙ୍କ ମଧ୍ୟରେ ଦୃତତମ ।ଏନଡିଏ ସରକାରଙ୍କ ଅଧୀନରେ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ହାର କ୍ଷିପ୍ର ଗତିରେ ବୃଦ୍ଧି ପାଇବ ବୋଲି ବିଭିନ୍ନ ମୂଲ୍ୟାଙ୍କନକାରୀ ସଂସ୍ଥା ଏବଂ ବିଜ୍ଞ ବ୍ୟକ୍ତିମାନେ ଭବିଷ୍ୟତ ବାଣୀ ଶୁଣାଇଛନ୍ତି । ସୁଦୃଢ ଭିତ୍ତିଭୂମି ଏବଂ ଏନଡିଏ ସରକାରଙ୍କ ଦ୍ୱାରା ନିଆଯାଉଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଭରସା କରି “ମୁଡିଜ୍” ନିକଟ ଅତୀତରେ ଭାରତର ପାହ୍ୟା ସ୍ଥିର ରୁ ପୋଜିଟିଭ କୁ ପରିବର୍ତ୍ତିତ କରିଛନ୍ତି ।
 
ବ୍ରିକ୍ସ (BRICS) ର ଆରମ୍ଭ ହେବା ପରେ ଲୋକମାନଙ୍କୁ ଲାଗିବାକୁ ଲାଗିଲା ଯେ ''ଆଇ'' (ଇଣ୍ଡିଆ) ଏହି ରେସର ଘୋଡ଼ା ନାହିଁ ଏବଂ ଭାରତକୁ ସନ୍ଦେହ ସହିତ ଦେଖାଗଲା । ଆଜି ଭାରତ ହିଁ , ଯାହା ବିଷୟରେ ବିଚାର କରାଯାଉଛି ଯେ ଏହା ବ୍ରିକ୍ସ  ସହିତ ବିକାଶ ଇଞ୍ଜିନ ରୂପେ ତାହାକୁ ଶକ୍ତି ପ୍ରଦାନ କରିବ ।
 
ନିର୍ମାଣ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଜୋର ଦିଆଯିବା ଫଳରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ ଗତବର୍ଷର ଋଣାତ୍ମକ ତୁଳନାରେ ଚଳିତ ବର୍ଷ 2.1% ହୋଇଛି । ମୁଦ୍ରାସ୍ଫିତି ହାର ଗତ ଏପ୍ରିଲ 2014 ର  5.55% ରୁ ଅନବରତ ଭାବେ ହ୍ରାସ ପାଇ ଏପ୍ରିଲ 2015 ରେ  -2.65% ରହିଛି । ବିଦେଶି ପୁଞ୍ଜିଲଗାଣ ଐତିହାସିକ ଗତିରେ ବୃଦ୍ଧି ପାଇଛି । ଇକ୍ୱ୍ୱିଟି କ୍ଷେତ୍ରରେ ବିଦେଶୀ ପୁଞ୍ଜିଲଗାଣ ଗତ ବର୍ଷର 1,25,960 କୋଟି ଟଙ୍କା ତୁଳନାରେ 40% ବୃଦ୍ଧି ପାଇ 1,75,886 କୋଟି ଟଙ୍କାରେ ପହଞ୍ଚିଛି । ବିତ୍ତୀୟ ନିଅଣ୍ଟ ସ୍ଥିର ଗତିରେ ହ୍ରାସ ପାଇବାରେ ଲାଗିଛି । ଭାରତର ଚଳନ୍ତି ଜମା ନିଅଣ୍ଟ ଗତବର୍ଷର ଜିଡିପିର  4.7% ରୁ ହ୍ରାସ ପାଇ ଚଳିତ ବର୍ଷ ଜିଡିପିର  1.7% ହୋଇଛି । ଭାରତର ବୈଦେଶିକ ମୁଦ୍ରା ପାଣ୍ଠି ରେ ଉଲ୍ଲେଖନୀୟ ବୃଦ୍ଧି ଘଟଛି । ଏହା 311.8 ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ 352.1 ବିଲିୟନ ଆମେରିକୀୟ ଡଲାର ରେ ପହଞ୍ଚିଛି । ଏହା କୌଣସି ବୈଶ୍ୱିକ ସଙ୍କଟ ପରିସ୍ଥିତିରେ ଭାରତକୁ ସୁରକ୍ଷା ଯୋଗାଇବ ।
 

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Whom did PM Modi call on his birthday? Know why the person on the call said,

Media Coverage

Whom did PM Modi call on his birthday? Know why the person on the call said, "You still haven't changed"
...

Nm on the go

Always be the first to hear from the PM. Get the App Now!
...
PM Modi Adorns Colours of North East
March 22, 2019
ସେୟାର
 
Comments

The scenic North East with its bountiful natural endowments, diverse culture and enterprising people is brimming with possibilities. Realising the region’s potential, the Modi government has been infusing a new vigour in the development of the seven sister states.

Citing ‘tyranny of distance’ as the reason for its isolation, its development was pushed to the background. However, taking a complete departure from the past, the Modi government has not only brought the focus back on the region but has, in fact, made it a priority area.

The rich cultural capital of the north east has been brought in focus by PM Modi. The manner in which he dons different headgears during his visits to the region ensures that the cultural significance of the region is highlighted. Here are some of the different headgears PM Modi has carried during his visits to India’s north east!