PM Modi to visit Gujarat, Tamil Nadu, Daman & Diu and Puducherry
Daman & Diu: PM to launch various development projects, hand over certificates to beneficiaries of various official schemes
Tamil Nadu: PM to attend inauguration of the 'Amma Two Wheeler Scheme' – a welfare scheme of the State Government
PM Modi to visit Aurobindo Ashram at Puducherry, interact with students of Sri Aurobindo International Centre of Education
PM Modi in Gujarat: To flag off the “Run for New India Marathon

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦୁଇଦିନ ମଧ୍ୟରେ ଦୁଇଟି ରାଜ୍ୟ – ଗୁଜରାଟ ଓ ତାମିଲନାଡୁ ଏବଂ ଦୁଇଟି କେନ୍ଦ୍ରଶାସିତ ଅଂଚଳ ଦାମନ ଏବଂ ଡିୟୁ ତଥା ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି  ।

ପ୍ରଧାନମନ୍ତ୍ରୀ ଶନିବାର ଦିନ ଦାମନ ଠାରେ ପହଂଚି ସେଠାରେ ବିଭିନ୍ନ ବିକାଶ ପରିଯୋଜନାର ଶୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ପ୍ରମୁଖ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର ଲାଭାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ  ।  ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ  ।

ପ୍ରଧାନମନ୍ତ୍ରୀ ଏହାପରେ ତାମିଲନାଡୁ ଗସ୍ତ କରି ଚେନ୍ନାଇଠାରେ ରାଜ୍ୟ ସରକାରଙ୍କର କଲ୍ୟାଣକାରୀ ଯୋଜନା ଆମ୍ମା ଦୁଇ ଚକିଆ ଯୋଜନାର ଉଦ୍ଘାଟନ ଉତ୍ସବରେ ଯୋଗଦେବେ  ।

ଋବିବାରଦିନ ପ୍ରଧାନମନ୍ତ୍ରୀ ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି  । ସେଠାରେ ଅରବିନ୍ଦ ଆଶ୍ରମ ଯାଇ ଶ୍ରୀ ଅରବିନ୍ଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ  । ଅରବିନ୍ଦ ଅନ୍ତର୍ଜାତୀୟ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ସେ ଆଲୋଚନା କରିବେ । ଅରୋଭିଲର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବେ  ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପୁଡୁଚେରୀଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ  ।

ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟର ସୁରଟଠାରେ ‘ରନ୍ ଫର ନିଉ ଇଣ୍ଡିଆନ ମାରାଥନ’କୁ ପତାକା ଦେଖାଇ ଶୁଭାରମ୍ଭ କରିବେ  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Silicon Sprint: Why Google, Microsoft, Intel And Cognizant Are Betting Big On India

Media Coverage

Silicon Sprint: Why Google, Microsoft, Intel And Cognizant Are Betting Big On India
NM on the go

Nm on the go

Always be the first to hear from the PM. Get the App Now!
...
PM Modi speaks with PM Netanyahu of Israel
December 10, 2025
The two leaders discuss ways to strengthen India-Israel Strategic Partnership.
Both leaders reiterate their zero-tolerance approach towards terrorism.
PM Modi reaffirms India’s support for efforts towards a just and durable peace in the region.

Prime Minister Shri Narendra Modi received a telephone call from the Prime Minister of Israel, H.E. Mr. Benjamin Netanyahu today.

Both leaders expressed satisfaction at the continued momentum in India-Israel Strategic Partnership and reaffirmed their commitment to further strengthening these ties for mutual benefit.

The two leaders strongly condemned terrorism and reiterated their zero-tolerance approach towards terrorism in all its forms and manifestations.

They also exchanged views on the situation in West Asia. PM Modi reaffirmed India’s support for efforts towards a just and durable peace in the region, including early implementation of the Gaza Peace Plan.

The two leaders agreed to remain in touch.