PM Modi to visit Gujarat, Tamil Nadu, Daman & Diu and Puducherry
Daman & Diu: PM to launch various development projects, hand over certificates to beneficiaries of various official schemes
Tamil Nadu: PM to attend inauguration of the 'Amma Two Wheeler Scheme' – a welfare scheme of the State Government
PM Modi to visit Aurobindo Ashram at Puducherry, interact with students of Sri Aurobindo International Centre of Education
PM Modi in Gujarat: To flag off the “Run for New India Marathon

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦୁଇଦିନ ମଧ୍ୟରେ ଦୁଇଟି ରାଜ୍ୟ – ଗୁଜରାଟ ଓ ତାମିଲନାଡୁ ଏବଂ ଦୁଇଟି କେନ୍ଦ୍ରଶାସିତ ଅଂଚଳ ଦାମନ ଏବଂ ଡିୟୁ ତଥା ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି  ।

ପ୍ରଧାନମନ୍ତ୍ରୀ ଶନିବାର ଦିନ ଦାମନ ଠାରେ ପହଂଚି ସେଠାରେ ବିଭିନ୍ନ ବିକାଶ ପରିଯୋଜନାର ଶୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ପ୍ରମୁଖ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର ଲାଭାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବେ  ।  ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ  ।

ପ୍ରଧାନମନ୍ତ୍ରୀ ଏହାପରେ ତାମିଲନାଡୁ ଗସ୍ତ କରି ଚେନ୍ନାଇଠାରେ ରାଜ୍ୟ ସରକାରଙ୍କର କଲ୍ୟାଣକାରୀ ଯୋଜନା ଆମ୍ମା ଦୁଇ ଚକିଆ ଯୋଜନାର ଉଦ୍ଘାଟନ ଉତ୍ସବରେ ଯୋଗଦେବେ  ।

ଋବିବାରଦିନ ପ୍ରଧାନମନ୍ତ୍ରୀ ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି  । ସେଠାରେ ଅରବିନ୍ଦ ଆଶ୍ରମ ଯାଇ ଶ୍ରୀ ଅରବିନ୍ଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ  । ଅରବିନ୍ଦ ଅନ୍ତର୍ଜାତୀୟ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ସେ ଆଲୋଚନା କରିବେ । ଅରୋଭିଲର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବେ  ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପୁଡୁଚେରୀଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ  ।

ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟର ସୁରଟଠାରେ ‘ରନ୍ ଫର ନିଉ ଇଣ୍ଡିଆନ ମାରାଥନ’କୁ ପତାକା ଦେଖାଇ ଶୁଭାରମ୍ଭ କରିବେ  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win