ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାମୋ ଆପରେ ୨୫ ସେପ୍ଟେମ୍ବର ୨୦୨୨ ‘ମନ କି ବାତ୍‍' ଉପରେ ଆଧାରିତ କୁଇଜରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଚଳିତ ମାସର ମନ କି ବାତ୍‍ ବନ୍ୟଜନ୍ତୁ ଠାରୁ ଆରମ୍ଭ କରି ପରିବେଶ ତଥା ସଂସ୍କୃତି ଠାରୁ ଆରମ୍ଭ କରି ଭାରତର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ ବିଷୟବସ୍ତୁ ଉପରେ ଆଲୋକପାତ କରିଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ସମ୍ପ୍ରତି ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଆମେ ବନ୍ୟଜନ୍ତୁ ଠାରୁ ଆରମ୍ଭ କରି ପରିବେଶ ଏବଂ ସଂସ୍କୃତି ଠାରୁ ଆରମ୍ଭ କରି ଭାରତର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ ବିଷୟଗୁଡିକୁ ଆବୃତ କରିଛୁ । ନମୋ ଆପ୍‍ରେ ଏକ ମଜାଦାର କୁଇଜ୍ ଅଛି ଯେଉଁଥିରେ ମୁଁ ଆପଣ ସମସ୍ତଙ୍କୁ ଭାଗ ନେବାକୁ ଅନୁରୋଧ କରୁଛି ।”

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ASI sites lit up as India assumes G20 presidency

Media Coverage

ASI sites lit up as India assumes G20 presidency
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 2, 2022
December 02, 2022
ସେୟାର
 
Comments

Citizens Show Gratitude For PM Modi’s Policies That Have Led to Exponential Growth Across Diverse Sectors