ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୪ ସକାଳ ୧୧ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ।

ଶିକ୍ଷା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ ମନ୍ତ୍ରଣାଳୟ, ଡିପିଆଇଆଇଟି, ବୟନ ଶିଳ୍ପ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଏଆଇସିଟିଇ ମିଳିତ ଭାବେ ଜାନୁୟାରୀ ୫, ୨୦୨୧ରେ ଟୟକାଥନ-୨୦୨୧ର ଶୁଭାରମ୍ଭ କରିଥିଲେ । ଅଭିନବ ଖେଳନା ଓ ଗେମ୍ସ ପାଇଁ ନୂଆ ଚିନ୍ତାଧାରା କ୍ରାଉଡସୋର୍ସ ଦ୍ୱାରା ଆମନ୍ତ୍ରିତ କରିବା ଏହାର ଉଦ୍ଦେଶ୍ୟ ଥିଲା ।  ଟୟକାଥନ-୨୦୨୧ରେ ସାରା ଭାରତରୁ ପ୍ରାୟ ୧.୨ ଲକ୍ଷ ପ୍ରତିଯୋଗୀ ପଞ୍ଜିକୃତ ହୋଇ ୧୭୦୦୦ରୁ ଅଧିକ ବିଚାରଧାରା ଉପସ୍ଥାପନ କରିଥିଲେ । ଏଥିରୁ ୧୫୬୭ ବିଚାରକୁ ଜୁନ ୨୨ରୁ ଜୁନ ୨୪ ଯାଏଁ ଆୟୋଜିତ ହେବାକୁ ଥିବା ତିନିଦିନିଆ ଅନଲାଇନ ଟୟକାଥନ ଗ୍ରାଣ୍ଡ ଫିନାଲେ ପାଇଁ ଚୟନ କରା ଯାଇଥିଲା । କୋଭିଡ- ୧୯ କଟକଣା ଯୋଗୁଁ ଏହି ଗ୍ରାଣ୍ଡ ଫିନାଲେରେ ଟିମଗୁଡିକ ଡିଜିଟାଲ ଖେଳନା ବିଚାର (ଟୟ ଆଇଡିଆ) ଉପସ୍ଥାପନ କରିବେ । ତେବେ ନନ-ଡିଜିଟାଲ ଖେଳନା ଅବଧାରଣା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଭାରତର ଘରୋଇ ବଜାର ସହିତ ବିଶ୍ୱ ଖେଳନା ବଜାର ଆମ ଔଦ୍ୟୋଗିକ କ୍ଷେତ୍ରକୁ ବିପୁଳ ସୁଯୋଗ ପ୍ରଦାନ କରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India