ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉପସ୍ଥାପନା ଶେୟାର କରିଛନ୍ତି ଯେଉଁଥିରେ ଜଣେ ସଂଗୀତକାରଙ୍କୁ ବିଭିନ୍ନ ଭାଷାରେ ଗୀତ ଗାଉଥିବାର ଦେଖିବାକୁ ମିଳିବ । ସେ କହିଛନ୍ତି ଯେ, ମଧୁର ସ୍ୱର ସହିତ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାର ଏକ ମହାନ ଅଭିବ୍ୟକ୍ତି ଅଟେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି :
“ପ୍ରତିଭାଶାଳୀ ସ୍ନେହଦୀପ ସିଂହ କାଲସିଙ୍କ ଏହି ଅଦ୍ଭୁତ ଗୀତକୁ ଦେଖିଲି । ମଧୁର ସ୍ୱର ସହିତ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାର ଏକ ମହାନ ଅଭିବ୍ୟକ୍ତି ଅଟେ । ଚମତ୍କାର!
Came across this amazing rendition by the talented @SnehdeepSK. In addition to the melody, it is a great manifestation of the spirit of ‘Ek Bharat Shreshtha Bharat.’ Superb! pic.twitter.com/U2MA3rWJNi
— Narendra Modi (@narendramodi) March 17, 2023


