ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପଞ୍ଚାୟତ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡିକରେ ସଶକ୍ତିକରଣ ସମ୍ପର୍କରେ MyGovର ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପଞ୍ଚାୟତ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡିକୁ କିପରି ସଶକ୍ତ କରିଛୁ ସେ ସମ୍ପର୍କରେ ଏକ ସୂଚନାଧର୍ମୀ ଶୃଙ୍ଖଳ ।”
An informative thread on how we are empowering Panchayats and local bodies. https://t.co/h3bnYauWvJ
— Narendra Modi (@narendramodi) April 24, 2023


