ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନଭରେହ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ଜରିଆରେ ଶ୍ରୀ ମୋଦୀ କହିଛନ୍ତି-
“ସମସ୍ତଙ୍କୁ ନଭରେହର ଶୁଭେଚ୍ଛା! ନଭରେହର ସ୍ଵତନ୍ତ୍ର ଅବସରରେ ଆପଣଙ୍କର ସମ୍ପୂର୍ଣ୍ଣ ବର୍ଷଟି ଖୁସି ଏବଂ ସଫଳତାରେ ଭରି ଯାଉ ବୋଲି ପ୍ରାର୍ଥନା କରୁଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ମଧ୍ୟ ପ୍ରାର୍ଥନା କରୁଛି ।
Navreh greetings to you all!
— Narendra Modi (@narendramodi) April 13, 2021
On the special occassion of Navreh, praying for a year filled with joy and success. I also pray for the good health and well-being of everyone.


