ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସନ୍ଥ ରବିଦାସ ଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିବା ସହ ତାଙ୍କ ମହାନ ବାଣୀଗୁଡିକୁ ସ୍ମରଣ କରୁଛି । ଏହି ଅବସରରେ ତାଙ୍କ ଚିନ୍ତାଧାରା ଅନୁଯାୟୀ ନ୍ୟାୟପ୍ରିୟ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସମୃଦ୍ଧ ସମାଜ ପାଇଁ ନିଜ ସଂକଳ୍ପକୁ ଦୋହରାଉଛି । ତାଙ୍କ ମାର୍ଗ ଅନୁସରଣ କରି ଆମେ ଅନେକ ଉପକ୍ରମ ମାଧ୍ୟମରେ ଗରିବଙ୍କ ସେବା ଓ ସେମାନଙ୍କ ସଶକ୍ତିକରଣ କରୁଛୁ ।”
संत रविदास जी की जयंती पर उन्हें नमन करते हुए हम उनके महान संदेशों का स्मरण करते हैं। इस अवसर पर उनके विचारों के अनुरूप न्यायप्रिय, सौहार्दपूर्ण और समृद्ध समाज के अपने संकल्प को दोहराते हैं। उनके मार्ग पर चलकर ही हम कई पहलों के जरिए गरीबों की सेवा और उनका सशक्तिकरण कर रहे हैं। pic.twitter.com/kKuhw7cB8H
— Narendra Modi (@narendramodi) February 5, 2023