ସାର ଛୋଟୁ ରାମ ଜୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
କୃଷକଙ୍କ କଲ୍ୟାଣ ଦିଗରେ ତାଙ୍କର ସେବାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସାର ଛୋଟୁ ରାମ କେବଳ କୃଷକଙ୍କ ଅଧିକାର ପାଇଁ ଲଢୁନଥିଲେ, ସେ ସମାଜର ଶ୍ରମିକ, ବଞ୍ଚିତ ଏବଂ ଶୋଷିତଙ୍କ ପାଇଁ ମଧ୍ୟ ସ୍ଵର ଉତ୍ତୋଳନ କରୁଥିଲେ । ସମାଜର ଅଗ୍ରଗତିରେ ତାଙ୍କର ଭୂମିକା ପାଇଁ ସେ ସ୍ମରଣୀୟ ହୋଇ ରହିବେ, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
जन सेवा और किसान कल्याण के लिए अपना जीवन समर्पित करने वाले सर छोटू राम जी को उनकी जयंती पर शत-शत नमन। उन्होंने न केवल देश के अन्नदाताओं के अधिकारों के लिए संघर्ष किया, बल्कि वे मजदूरों, वंचितों और शोषितों की भी आवाज बने। समाज के उत्थान में उनका योगदान सदैव अविस्मरणीय रहेगा। pic.twitter.com/8jiTPgzVA7
— Narendra Modi (@narendramodi) November 24, 2020


