ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୀର ସାଭରକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅଦମ୍ୟ ସାହସ ଏବଂ ସଂଘର୍ଷର ଗାଥାକୁ ଚିର କୃତଜ୍ଞ ଦେଶ କେବେ ଭୁଲି ପାରିବ ନାହିଁ । ଦେଶ ପାଇଁ ତାଙ୍କର ତ୍ୟାଗ ଏବଂ ସମର୍ପଣ ଏକ ବିକଶିତ ଭାରତ ନିର୍ମାଣରେ ପଥ ପ୍ରଦର୍ଶର୍କ ହୋଇ ରହିଥିବ ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଭାରତ ମାତାର ସଚ୍ଚୋଟ ପୁତ୍ର ବୀର ସାଭରକରଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ବିଦେଶୀ ଶାସନର କଠୋର ଦଣ୍ଡ ମଧ୍ୟ ମାତୃଭୂମି ପ୍ରତି ତାଙ୍କର ସମର୍ପଣ ଭାବକୁ ଦୋହଲାଇ ପାରିନଥିଲା । ସ୍ୱାଧୀନତାର ଆନ୍ଦୋଳନରେ ତାଙ୍କର ଅଦମ୍ୟ ସାହସ ଏବଂ ସଂଘର୍ଷର ଗାଥାକୁ ଏହି କୃତଜ୍ଞ ରାଷ୍ଟ୍ର କେବେବି ଭୁଲି ପାରିବ ନାହିଁ । ଦେଶ ପାଇଁ ତାଙ୍କର ତ୍ୟାଗ ଏବଂ ସମର୍ପଣ ବିକଶିତ ଭାରତ ନିର୍ମାଣରେ ମଧ୍ୟ ପଥ ପ୍ରଦର୍ଶକ ହୋଇ ରହିଥିବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's growth story 'remains intact', bets on rising consumer aspirations for future growth: Dabur

Media Coverage

India's growth story 'remains intact', bets on rising consumer aspirations for future growth: Dabur
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional