ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ଉନ୍ନୟନ ବ୍ୟାଙ୍କ ଅଧ୍ୟକ୍ଷ ଶ୍ରୀ ମସାତୋ କାଣ୍ଡାଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ବିଗତ ଦଶକରେ ଭାରତରେ ହୋଇଥିବା ପରିବର୍ତ୍ତନ ଅଗଣିତ ଲୋକଙ୍କୁ ସଶକ୍ତ କରିଛି ଏବଂ ଏହାକୁ ଆଗେଇ ନେବା ଦିଗରେ ଆମେ କାମ କରୁଛୁ’ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
‘ଶ୍ରୀ ମସାତୋ କାଣ୍ଡାଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହେଲା । ବୈଠକରେ ଆମେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ବିନିମୟ କଲୁ । ବିଗତ ଦଶକରେ ଭାରତରେ ହୋଇଥିବା ଦ୍ରୁତ ପରିବର୍ତ୍ତନ ଅଗଣିତ ଲୋକଙ୍କୁ ସଶକ୍ତ କରିଛି ଏବଂ ଏହାକୁ ଆଗେଇ ନେବା ଦିଗରେ ଆମ କାମ କରୁଛୁ ।’
@ADBPresident
Had a wonderful meeting with Mr. Masato Kanda, in which we shared perspectives on a wide range of issues. India’s rapid transformation over the last decade has empowered countless people and we are working to add further momentum in this journey!@ADBPresident https://t.co/40TZ9BsrHV
— Narendra Modi (@narendramodi) June 1, 2025


