ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ଅଭିଜିତ ଗୋଟାନୀଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି;
“ଏହାପୂର୍ବରୁ ଆଜି ଆସାମର ଅଭିଜିତ ଗୋଟାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ସେ ସ୍ମରଣୀୟ ଆଲୋଚନାକୁ ସେ ସେୟାର କରିଛନ୍ତି ।”
Earlier today, Abhijeet Gotani from Assam met PM @narendramodi. He shares his experience from the memorable interaction... pic.twitter.com/uzIwjQCZXs
— PMO India (@PMOIndia) July 22, 2022


