ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ଶାଶ୍ୱତ ଶିକ୍ଷା ସମଗ୍ର ବିଶ୍ୱର ଜୀବନକୁ ଆଲୋକିତ କରୁଛି । ଆମକୁ କରୁଣା, ବିନମ୍ରତା ଏବଂ ସେବା ଆଦିର ମୂଲ୍ୟକୁ ସ୍ମରଣ କରାଉଛି । ସେ ଆହୁରି କହିଛନ୍ତି କି, ଏହି ଶିକ୍ଷା ଆମର ଏକତା ଏବଂ ସଦଭାବର ଭାବନାକୁ ମଜବୁତ କରୁଛି ।

ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଛନ୍ତି କି, ଆମେ ସର୍ବଦା ଶ୍ରୀ ଗୁରୁ ଗନ୍ଥ ସାହିବ ଜୀଙ୍କ ଦ୍ୱାରା ଦର୍ଶାଯାଇଥିବା ଜ୍ଞାନର ମାର୍ଗରେ ଚାଲିଲେ ଏକ ଉନ୍ନତ ବିଶ୍ୱର ନିର୍ମାଣ ସମ୍ଭବ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି;

“ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭକାମନା ।

ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ଜୀଙ୍କ ଶାଶ୍ୱତ ଶିକ୍ଷା ସମଗ୍ର ବିଶ୍ୱର ଜୀବନକୁ ଆଲୋକିତ କରୁଛି । ଆମକୁ କରୁଣା, ବିନମ୍ରତା ଏବଂ ସେବା ଆଦିର ମୂଲ୍ୟକୁ ସ୍ମରଣ କରାଉଛି । ସେ ଆହୁରି କହିଛନ୍ତି କି, ଏହି ଶିକ୍ଷା ଆମର ଏକତା ଏବଂ ସଦଭାବର ଭାବନାକୁ ମଜବୁତ କରୁଛି ।

ଆମେ ସର୍ବଦା ଶ୍ରୀ ଗୁରୁ ଗନ୍ଥ ସାହିବ ଜୀଙ୍କ ଦ୍ୱାରା ଦର୍ଶାଯାଇଥିବା ଜ୍ଞାନର ମାର୍ଗରେ ଚାଲିଲେ ଏକ ଉନ୍ନତ ବିଶ୍ୱର ନିର୍ମାଣ ସମ୍ଭବ ହୋଇପାରିବ ।”

 

“ਸ੍ਰੀ ਗੁਰੂ ਗ੍ਰੰਥ ਸਾਹਿਬ ਜੀ ਦੇ ਪ੍ਰਕਾਸ਼ ਪੁਰਬ ਦੇ ਪਵਿੱਤਰ ਮੌਕੇ 'ਤੇ ਤਹਿ-ਦਿਲੋਂ ਵਧਾਈਆਂ। ਸ੍ਰੀ ਗੁਰੂ ਗ੍ਰੰਥ ਸਾਹਿਬ ਜੀ ਦੀਆਂ ਸਦੀਵੀ ਸਿੱਖਿਆਵਾਂ ਦੁਨੀਆ ਭਰ ਵਿੱਚ ਜ਼ਿੰਦਗੀਆਂ ਨੂੰ ਰੌਸ਼ਨ ਕਰਦੀਆਂ ਹਨ; ਸਾਨੂੰ ਦਇਆ, ਨਿਮਰਤਾ ਅਤੇ ਸੇਵਾ ਦੀਆਂ ਕਦਰਾਂ-ਕੀਮਤਾਂ ਦੀ ਯਾਦ ਦਿਵਾਉਂਦੀਆਂ ਹਨ। ਇਹ ਸਿੱਖਿਆਵਾਂ ਮਨੁੱਖਤਾ ਨੂੰ ਏਕਤਾ ਅਤੇ ਭਾਈਚਾਰੇ ਦੀ ਭਾਵਨਾ ਨੂੰ ਮਜ਼ਬੂਤ ​​ਕਰਨ ਲਈ ਪ੍ਰੇਰਿਤ ਕਰਦੀਆਂ ਹਨ। ਅਸੀਂ ਹਮੇਸ਼ਾ ਸ੍ਰੀ ਗੁਰੂ ਗ੍ਰੰਥ ਸਾਹਿਬ ਜੀ ਵਲੋਂ ਦਰਸਾਏ ਗਏ ਗਿਆਨ ਦੇ ਮਾਰਗ 'ਤੇ ਚੱਲੀਏ ਅਤੇ ਇੱਕ ਬਿਹਤਰ ਗ੍ਰਹਿ ਬਣਾਉਣ ਲਈ ਯਤਨਸ਼ੀਲ ਰਹੀਏ।“

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026