ମିଳିତ ଜାତିସଂଘର କାର୍ଯ୍ୟର ଗମ୍ଭୀର ଅନୁସନ୍ଧାନର ଆବଶ୍ୟକତାକୁ ସୂଚାଇଥିବା ଅନେକ ଉଦାହରଣ ଅଛି: ପ୍ରଧାନମନ୍ତ୍ରୀ ମୋଦୀ
ଭାରତର ଲୋକମାନେ ମିଳିତ ଜାତିସଂଘର ସଂସ୍କାରକୁ ନେଇ ଯେଉଁ ପ୍ରକାର ଚିନ୍ତାଧାରାରେ ଅଛନ୍ତି, ତାହାକୁ ପୂରଣ କରିବା ଲାଗି ଦୀର୍ଘ ସମୟ ଧରି ପ୍ରତୀକ୍ଷା ମଧ୍ୟ କରି ରହିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
ଭାରତର ଟୀକା ଉତ୍ପାଦନ ଏବଂ ଟୀକା ବିତରଣ କ୍ଷମତା ସମଗ୍ର ମାନବ ସମାଜକୁ ଏହି ସଙ୍କଟରୁ ବାହାର କରିବା ପାଇଁ କାର୍ଯ୍ୟ କରିବ: ପ୍ରଧାନମନ୍ତ୍ରୀ ମୋଦୀ
ଭାରତ ସବୁବେଳେ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧି ସମର୍ଥନରେ କଥାବାର୍ତ୍ତା କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର “ସଂସ୍କାର” ଏବଂ “ପ୍ରତିକ୍ରିୟାରେ ପରିବର୍ତ୍ତନ” ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯଦି ଆମେମାନେ ବିଗତ 75 ବର୍ଷ ମଧ୍ୟରେ ମିଳିତ ଜାତିସଂଘର ଉପଲବ୍ଧିଗୁଡ଼ିକର ମୂଲ୍ୟାୟନ କରିବା, ତେବେ ଆମମାନଙ୍କୁ ଅନେକ ଉପଲବ୍ଧି ଦୃଶ୍ୟ ଅବଶ୍ୟ ହେବ । କିନ୍ତୁ ସେଥି ସହିତ ଅନେକ ଏଭଳି ଉଦାହରଣ ମଧ୍ୟ ମିଳିବ, ଯାହା ମିଳିତ ଜାତିସଂଘ ସମ୍ମୁଖରେ ଗମ୍ଭୀର ଆତ୍ମମନ୍ଥନର ଆବଶ୍ୟକତା ଠିଆ କରିଛି।"

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's food services market to reach USD 150 billion by FY31, online share to rise to 18%: Report

Media Coverage

India's food services market to reach USD 150 billion by FY31, online share to rise to 18%: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 10, 2026
July 10, 2026

Building Viksit Bharat: PM Modi Accelerating India's Growth at Home and Across the World