ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସୁଟର ରମିତା, ମେହୁଲି ଘୋଷ ଏବଂ ଆଶି ଚୌକ୍ସିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରୌପ୍ୟ ପଦକ ହେଉଛି ତୁମ କଠିନ ପରିଶ୍ରମ ଏବଂ ଉତ୍ସର୍ଗର ଫଳ । ଆସନ୍ତୁ ଆମେ ଏସୀୟ କ୍ରୀଡ଼ା ୨୦୨୨ରେ ଚମକିବା ଜାରି ରଖିବା ।
"Taking aim and hitting the mark! 🎯🥈
— SAI Media (@Media_SAI) September 24, 2023
Our incredible trio and #TOPSchemeAthletes @Ramita11789732 @GhoshMehuli and Ashi Chouksey in the 10m Air Rifle Women's team event secured a stellar 2️⃣ place with a score of 1886.0 🇮🇳🌟
Well done, Champs👍🏻#Cheer4India#Hallabol… pic.twitter.com/3ovelv1WXQ





