ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସ ଜାଭେଲିନ୍ ଥ୍ରୋ ଏଫ୍ ୪୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ରିଙ୍କୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସୀୟ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋ ଏଫ୍ ୪୬ ଇଭେଣ୍ଟରେ ରିଙ୍କୁଙ୍କ ଚମତ୍କାର ରୌପ୍ୟ ପଦକ ପାଇଁ ତାଙ୍କୁ ଅଭିନନ୍ଦନ । ଆଗାମୀ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି..
A fantastic Silver Medal by Rinku in the Javelin Throw F46 event at the Asian Para Games. Congratulations to him. Wishing him the very best for the endeavours ahead. pic.twitter.com/zSInBpPAn0
— Narendra Modi (@narendramodi) October 25, 2023


