ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଗ୍ରାମି ପୁରସ୍କାର ଜିତିଥିବା ସଂଗୀତ ସଂଯୋଜକ ରିକି କେଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଉ ଏକ ସଫଳତା ପାଇଁ ଅଭିନନ୍ଦନ @rickykej । ଆଗାମୀ ଦିନ ପାଇଁ ସଫଳତା କାମନା କରୁଛି ।”
Congratulations @rickykej for yet another accomplishment. Best wishes for your coming endeavours. https://t.co/mAzRw3Yoqg
— Narendra Modi (@narendramodi) February 6, 2023


