ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଲଭିଏମ୍‍୩ ର ସଫଳ ଉତକ୍ଷେପଣ ପାଇଁ ଏନଏସଆଇଏଲ, ଇନ୍‍-ସ୍ପେଶ୍‍ ଏବଂ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।

ୱାନ ୱେବ ର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏନଏସଆଇଏଲ୍‍ ଇଣ୍ଡିଆ, ଇନସ୍ପେଶଇଣ୍ଡିଆ, ଇସ୍ରୋକୁ କୁ ୩୬ ୱାନୱେବ ଉପଗ୍ରହ ସହିତ ଏଲଭିଏମ୍‍୩ ର ଆଉ ଏକ ସଫଳ ଉତକ୍ଷେପଣ ପାଇଁ ଅଭିନନ୍ଦନ । ଏହା ଆତ୍ମନିର୍ଭରତାର ପ୍ରକୃତ ଆବଗେରେ ବିଶ୍ୱ ବ୍ୟବସାୟିକ ଉତକ୍ଷେପଣ ସେବା ପ୍ରଦାନକାରୀ ଭାବରେ ଭାରତର ଅଗ୍ରଣୀ ଭୂମିକାକୁ ଦୃଢ କରିଛି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Portraits of PVC recipients replace British officers at Rashtrapati Bhavan

Media Coverage

Portraits of PVC recipients replace British officers at Rashtrapati Bhavan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 17, 2025
December 17, 2025

From Rural Livelihoods to International Laurels: India's Rise Under PM Modi