ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୨୫୦୦ କୋଟି ଟଙ୍କା ବିନିଯୋଗରେ ୧୧ଟି ଭିନ୍ନ ଭିନ୍ନ ଯୋଜନା ପାଇଁ ମିଜୋରମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଏହି ଯୋଜନାଗୁଡିକର ଉଦଘାଟନ ତଥା ଶିଳାନ୍ୟାସ କରିଥିଲେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିଭିନ୍ନ କ୍ଷେତ୍ରକୁ ସାମିଲ କରୁଥିବା ଏହି ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରଗତି ପଥ ପ୍ରଶସ୍ତ ହୋଇଥିବାରୁ ମିଜୋରମବାସୀଙ୍କୁ ଅଭିନନ୍ଦନ ।”
ଅଧିକ ବିବରଣୀ ଜାଣିବା ପାଇଁ ଦେଖନ୍ତୁhttps://pib.gov.in/PressReleasePage.aspx?PRID=1912878
Congratulations to the people of Mizoram for the boost to the state’s growth trajectory through these development works covering various sectors. https://t.co/o36i7crmuD
— Narendra Modi (@narendramodi) April 2, 2023


