ଏସୀୟ କ୍ରୀଡ଼ାରେ ମହିଳା ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ହର୍ମିଲନ ବେନ୍ସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
ମହିଳା ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ହର୍ମିଲନ ବେନ୍ସଙ୍କୁ ଅଭିନନ୍ଦନ । ଖେଳ ପ୍ରତି ଉତ୍ସାହ, ନିଷ୍ଠା ଏବଂ ପ୍ରେମର ଏକ ଚମତ୍କାର ପ୍ରଦର୍ଶନ ।’
Congratulations @HarmilanBains on bringing home the Silver Medal in Women's 1500m event. A spectacular performance marked by unmatched zeal, passion and love for the sport. pic.twitter.com/l565q5dVva
— Narendra Modi (@narendramodi) October 1, 2023


