ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ଜିତିଥିବା ବ୍ୟାଡମିଣ୍ଟନ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ବ୍ୟାଡମିଣ୍ଟନ ଦଳର @srikidambi, @satwiksairaj, @buss_reddy, @lakshya_sen, @Shettychirag04, Treesa Jolly, Aakarshi Kashyap, @P9Ashwini, Gayatri Gopichand and @Pvsindhu1ଙ୍କୁ ଶୁଭେଚ୍ଛା । ସେମାନଙ୍କ ସଫଳତାରେ ଗର୍ବିତ ।”
“ଭାରତରେ ବ୍ୟାଡମିଣ୍ଟନ ବେଶ ଲୋକପ୍ରିୟ ଖେଳ । ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ବ୍ୟାଡମିଣ୍ଟନକୁ ଆହୁରି ଲୋକପ୍ରିୟ କରିବ ଓ ଆଗାମୀ ଦିନରେ ଅଧିକ ଲୋକ ଏହାକୁ ଆପଣାଇବେ ।”
Badminton is among the most admired sports in India. The Silver medal in the CWG will go a long way in making the game even more popular and ensuring more people pursue it in the times to come. 🏸 pic.twitter.com/RypZ0r3Lca
— Narendra Modi (@narendramodi) August 3, 2022


