ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ବିନିଯୋଗ ସମାରୋହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଇଥିଲେ, ଯେଉଁଠାରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ପ୍ରତିରକ୍ଷା ବିନିଯୋଗ ସମାରେହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ର ଯୋଗ ଦେଇଥିଲି, ଯେଉଁଠାରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ସାହସିକତା ଏବଂ ଆମ ରାଷ୍ଟ୍ରର ସୁରକ୍ଷା ଦିଗରେ ସେମାନଙ୍କର ପ୍ରତିବଦ୍ଧତା ପାଇଁ ଭାରତ ସର୍ବଦା ଆମର ସଶସ୍ତ୍ର ବାହିନୀ ପ୍ରତି କୃତଜ୍ଞ ରହିବ ।”
Attended the Defence Investiture Ceremony-2025 (Phase-1), where Gallantry Awards were presented. India will always be grateful to our armed forces for their valour and commitment to safeguarding our nation. pic.twitter.com/cwT056n2e6
— Narendra Modi (@narendramodi) May 22, 2025


