“ଏକବିଂଶ ଶତାବ୍ଦୀର ଭାରତ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ନିରାପତ୍ତାର ଏକ ରୋଡ୍ ମ୍ୟାପ ଧରି ଆଗେଇ ଚାଲିଛି
“ଗତ ନଅ ବର୍ଷ ମଧ୍ୟରେ ଆର୍ଦ୍ରଭୂମି ଓ ରାମସାର ଇଲାକା ଭାରତରେ ପୂର୍ବାପେକ୍ଷା ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି”
“ବିଶ୍ୱର ପ୍ରତ୍ୟେକ ଦେଶ ନ୍ୟସ୍ତ ସ୍ୱାର୍ଥ ଉପରକୁ ଉଠି ବିଶ୍ୱ ଜଳବାୟୁ ନିରାପତ୍ତା ନେଇ ଚିନ୍ତା କରିବା ଉଚିତ”
“ହଜାର ହଜାର ବର୍ଷର ଭାରତୀୟ ସଂସ୍କୃତିରେ ପ୍ରଗତି ଓ ପ୍ରକୃତି ରହିଛି”
“ମିଶନ ଲାଇଫର ମୌଳିକ ନୀତି ବିଶ୍ୱରେ ପରିବର୍ତ୍ତନ ସହ ମଣିଷର ପ୍ରକୃତିରେ ମଧ୍ୟ ପରିବର୍ତ୍ତନ ଆଣୁଛି”
“ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନତା କେବଳ ଭାରତ ମଧ୍ୟରେ ସୀମାବଦ୍ଧ ନୁହେଁ, ଏଥିନେଇ ସମଗ୍ର ବିଶ୍ୱ ପଦକ୍ଷେପ ଗ୍ରହଣ କରୁଛି”
“ମିଶନ ଲାଇଫ ପାଇଁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ଭବିଷ୍ୟତରେ ପରିବେଶ ନିମନ୍ତେ ମଜଭୁତ ଢାଲ ଭଳି କାର୍ଯ୍ୟ କରିବ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୦୬-୨୦୨୩) ବିଶ୍ୱ ପରିବେଶ ଦିବସକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୦୬-୨୦୨୩) ବିଶ୍ୱ ପରିବେଶ ଦିବସକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି ।

ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରତ୍ୟେକ ଦେଶକୁ ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଚଳିତ ବର୍ଷ ପରିବେଶ ଦିବସର ବାର୍ତ୍ତା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଆଲୋକପାତ କରି ଭାରତ ଏ ଦିଗରେ ଗତ ଚାରିରୁ ପାଞ୍ଚ ବର୍ଷ ଧରି ଉଦ୍ୟମ କରି ଆସୁଥିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଭାରତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଦୁଇଟି ସ୍ତରରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରି ଆସୁଛି ବୋଲି ସେ କହିଥିଲେ । “ଗୋଟେ ପଟରେ ଆମେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ଅନ୍ୟପଟରେ ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣକୁ ମଧ୍ୟ ବାଧ୍ୟତାମୂଳକ କରୁଛୁ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଦେଶର ବାର୍ଷିକ ଶତକଡ଼ା ୭୫ ଭାଗ ପ୍ଲାଷ୍ଟିକ ବର୍ଜ୍ୟ ପ୍ରାୟ ୩୦ ଲକ୍ଷ ଟନ ପ୍ଲାଷ୍ଟିକର ବାଧ୍ୟତାମୂଳକ ପୁନଃ ପ୍ରକ୍ରିୟାକରଣ ହେଉଛି ଓ ପ୍ରାୟ ଦଶ ହଜାର ପ୍ରସ୍ତୁତକାରୀ, ଆମଦାନୀକାରୀ ଓ ବ୍ରାଣ୍ଡ ଏହାର ପରିସର ମଧ୍ୟକୁ ଆଜି ଆସି ପାରିଛନ୍ତି ।

ଏକବିଂଶ ଶତାବ୍ଦୀର ଭାରତ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ନେଇ ଏକ ସ୍ପଷ୍ଟ ଦିଗଦର୍ଶନ ସହ ଆଗେଇ ଚାଲୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତ ଦୃଶ୍ୟପଟ ମଧ୍ୟରେ ଏକ ସମନ୍ୱୟ ରକ୍ଷା କରାଯାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁଠାରୁ ଦରିଦ୍ରତମ ବ୍ୟକ୍ତିକୁ ସାହାଯ୍ୟ ଯୋଗାଇ ଦିଆଯାଉଥିବା ବେଳେ, ଭବିଷ୍ୟତର ଶକ୍ତି ଚାହିଦାକୁ ମଧ୍ୟ ଧ୍ୟାନ ଦିଆଯାଇଛି । “ଗତ ନଅ ବର୍ଷ ମଧ୍ୟରେ ଭାରତ ସବୁଜ ଓ ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ସୌର ଶକ୍ତି ଓ ଏଲଇଡି ବଲବ କିପରି ଜନସାଧାରଣଙ୍କ ଅର୍ଥ ବଞ୍ଚାଇବା ସହ ପରିବେଶ ସୁରକ୍ଷା କରିଛି, ତାହାର ଉଦାହାରଣ ଦେଇଥିଲେ । ବୈଶ୍ୱିକ ମହାମାରୀ କାଳରେ ଭାରତର ନେତୃତ୍ୱ ଉପରେ ଆଲୋକପାତ କରି ଭାରତ କିପରି ସବୁଜ ଉଦଜାନ ଅଭିଯାନ ସହ ପ୍ରାକୃତିକ କୃଷି ପାଇଁ ପଦକ୍ଷେପ ନେଇ ରାସାୟନିକ ସାର କବଳରୁ ମାଟି ଓ ପାଣିକୁ ରକ୍ଷା କରିଛି ତାହାର ଅବତାରଣା କରିଥିଲେ ।

“ଗତ ନଅ ବର୍ଷ ମଧ୍ୟରେ ଭାରତରେ ଆର୍ଦ୍ରଭୂମି ଓ ରାମସାର ଇଲାକା ସଂଖ୍ୟା ପୂର୍ବ ତୁଳନାରେ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି” । ଦୁଇଟି ଅଧିକ ଯୋଜନା ଭବିଷ୍ୟତ ଓ ଅର୍ଥନୀତି ବିକାଶ ନିମନ୍ତେ ଆଜିଠାରୁ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଅମ୍ରିତ ସରୋବର” ଯୋଜନା ଆଜିଠାରୁ ଆରମ୍ଭ କରାଯାଇଥିବା ବେଳେ ଜନସାଧାରଣଙ୍କ ସହଯୋଗରେ ରାମସାରର ସଂରକ୍ଷଣ ସୁନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ରାମସାର କ୍ଷେତ୍ର ଭବିଷ୍ୟତରେ ପରିବେଶ ପର୍ଯ୍ୟଟନ ଓ ହଜାର ହଜାର ଲୋକଙ୍କ ନିମନ୍ତେ ସବୁଜ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଥିଲେ । ଦ୍ୱିତୀୟଟି ହେଲା ‘ମିଷ୍ଟି ଯୋଜନା’ ଯାହା ଦେଶର ହେନ୍ତାଳବନ ପରିବେଶ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ । ଏଥିସହ ଦେଶର ନଅଟି ରାଜ୍ୟରେ ହେନ୍ତାଳ ବଣ ସବୁଜିମାର ପୁନରୁଦ୍ଧାର ହେବା ସହ ଏହା ଉପକୂଳ ଅଞ୍ଚଳର ସାମୁଦ୍ରିକ ଜଳପତ୍ତନ ବୃଦ୍ଧି ଓ ବାତ୍ୟା ଭଳି ବିପର୍ଯ୍ୟୟ ଦାଉରୁ ଜନସାଧାରଣଙ୍କ ଧନ ଜୀବନ ରକ୍ଷାରେ ସହାୟକ ହେବ ବୋଲି ସେ କହିଥିଲେ ।

ପୃଥିବୀର ପ୍ରତ୍ୟେକ ଦେଶ ନ୍ୟସ୍ତ ସ୍ୱାର୍ଥର ଉଦ୍ଧ୍ୱର୍ରେ ରହି ବିଶ୍ୱ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । ଡେଭଲପମେଣ୍ଟ ମଡେଲ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦୀର୍ଘଦିନ ଧରି ରାସ୍ତାର ବିକାଶ ସହ ପରିବେଶ ସମ୍ପର୍କିତ ଉଦବେଗ ଅନେକ ବୃହତ ଓ ଆଧୁନିକ ଦେଶମାନଙ୍କ ମଧ୍ୟରେ ରହି ଆସିଛି । ଏହି ଦେଶଗୁଡ଼ିକ ବିକାଶ ଲକ୍ଷ୍ୟ ହାସଲ କରିଥିଲେ ମଧ୍ୟ ସାରା ବିଶ୍ୱକୁ ପରିବେଶ ଅବହେଳାର ମୂଲ୍ୟ ଦେବାକୁ ହେଉଛି । ଆଜି ମଧ୍ୟ ଅନେକ ଉନ୍ନତ ରାଷ୍ଟ୍ରଙ୍କ ଭୁଲ ନୀତି ଯୋଗୁ ଅନେକ ଅନୁନ୍ନତ ଓ ବିକାଶମୁଖୀ ଦେଶ କଷ୍ଟ ଭୋଗ କରୁଛନ୍ତି । “ଯୁଗ ଯୁଗ ଧରି କେତେକ ବିକଶିତ ଦେଶଙ୍କ ଏହି ନୀତିର କେହି ପ୍ରତିବାଦ ମଧ୍ୟ କରୁ ନ ଥିବା ପ୍ରକାଶ କରି ଏହିସବୁ ରାଷ୍ଟ୍ରଙ୍କ ସାମ୍ନାରେ ଭାରତ ଜଳବାୟୁ ନ୍ୟାୟ ସମସ୍ୟା ନେଇ ପ୍ରଶ୍ନ ଉଠାଇଥିବାରୁ ପ୍ରଧାନମନ୍ତ୍ରୀ ପ୍ରସନ୍ନତା ବ୍ୟକ୍ତ କରିଥିଲେ ।”

“ଭାରତର ହଜାର ହଜାର ବର୍ଷର ପ୍ରାଚୀନ ସଂସ୍କୃତିରେ ପ୍ରଗତି ଓ ପ୍ରକୃତି ଏକାଠି ଚାଲିଛନ୍ତି ।” ସେ ଏହାର ଶ୍ରେୟ ଭାରତର ପରିବେଶ ଓ ଅର୍ଥନୀତି ଉପରେ ଧ୍ୟାନକୁ ନେଇଥିଲେ । ସେ କହିଥିଲେ ଯେ ଭାରତ ଏହାର ଭିତ୍ତିଭୂମି ବିକାଶ ଦିଗରେ ଅସ୍ୱାଭାବିକ ପୁଞ୍ଜି ବିନିଯୋଗ କରିବା ସହ ଏହାର ପରିବେଶ ଉପରେ ମଧ୍ୟ ସମାନ ଧ୍ୟାନ ଦେଉଛି । ଆର୍ଥିକ ବ୍ୟବସ୍ଥା ଓ ପରିବେଶ ଉପରେ ତୁଳନା କରି ପ୍ରଧାନମନ୍ତ୍ରୀ ୪-ଜି ଓ ୫-ଜିର ସମ୍ପ୍ରସାରଣ ଯୋଗାଯୋଗ ନେଇ ଗୋଟେ ପଟେ ନିଆଯାଉଥିବା ବେଳେ ଦେଶର ବର୍ଦ୍ଧିତ ଜଙ୍ଗଲ ପରିସୀମା ଅନ୍ୟ ଗୋଟେ ପଟେ ଥିବାର ଉଦାହରଣ ଦେଇଥିଲେ । ସରକାର ଗରୀବଙ୍କ ନିମନ୍ତେ ଚାରି କୋଟି ଘର ତିଆରି କରିଥିବା ବେଳେ, ବନ୍ୟପ୍ରାଣୀ ଅଭୟାରଣ୍ୟ ସଂଖ୍ୟା ଓ ବିଶ୍ୱ ପ୍ରାଣୀ ସମ୍ପଦ ମଧ୍ୟ ସମାନ ଭାବେ ବୃଦ୍ଧି ପାଉଥିବା ସେ କହିଥିଲେ । ଶ୍ରୀ ମୋଦୀ ମଧ୍ୟ ଜଳ ଜୀବନ ମିଶନ ଓ ଜଳ ସୁରକ୍ଷା ପାଇଁ ୫୦ ହଜାର ଅମୃତ ସରୋବର ନିର୍ମାଣ, ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ ଆର୍ଥିକ ଶକ୍ତି ହେବା ସହ ଅକ୍ଷୟ ଶକ୍ତି ଦିଗରେ ବିଶ୍ୱର ପାଞ୍ଚଟି ବୃହତ ଦେଶ ସହ ଯୋଡ଼ି ହେବା, କୃଷି ରପ୍ତାନୀ ବୃଦ୍ଧି ଓ ପେଟ୍ରୋଲରେ ଶତକଡ଼ା ୨୦ ଭାଗ ଇଥାନଲ ମିଶ୍ରଣର ଉଦାହରଣ ମାନ ଦେଇଥିଲେ । ଭାରତ ମଧ୍ୟ ସିଡିଆରଆଇ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ସଂଗଠନର ମୁଖ୍ୟ ହେବା ସହ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲିଆନ୍ସର ପ୍ରମୁଖ ଦେଶ ବିବେଚିତ ହୋଇଥିବା ସେ ପ୍ରକାଶ କରିଥିଲେ ।

ମିଶନ ଲାଇଫ ଯଥା ପରିବେଶ ନିମନ୍ତେ ଜୀବନଶୈଳୀ ଅଭିଯାନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଜନ ଆଂଦୋଳନରେ ପରିଣତ ହୋଇଛି । ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ନିମନ୍ତେ ଏହି ଅଭିଯାନ ଏକ ଜନସଚେତନତା ଜାଗ୍ରତ କରିବାରେ ସହାୟକ ହୋଇଛି । ଗୁଜରାଟର କେଭାଡିଆ- ଏକତା ନଗରୀରେ ଗତବର୍ଷ ଯେତେବେଳେ ଏହି ଅଭିଯାନ ଆରମ୍ଭ ହେଲା, ସେତେବେଳେ ଲୋକମାନଙ୍କ ମଧ୍ୟରେ ଏକ ବିସ୍ମୟ ଥିଲା । ମାତ୍ର ମାସକ ଆଗରୁ ଏହି ଅଭିଯାନ ଆରମ୍ଭ ହେବା ପରେ ମାତ୍ର ୩୦ ଦିନ ମଧ୍ୟରେ ଦୁଇ କୋଟି ଜନସାଧାରଣ ଏହାର ଅଂଶ ହୋଇଯାଇଛନ୍ତି । ଏ ସମ୍ପର୍କରେ ଆୟୋଜିତ ଶୋଭାଯାତ୍ରା ଓ କୁଇଜମାନ ମୋ ନଗରୀକୁ ଜୀବନ ଦିଅ ଉପରେ କରାଯାଇଛି । ଲକ୍ଷ ଲକ୍ଷ ଜନସାଧାରଣ ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣକୁ ଦୈନନ୍ଦିନ ଜୀବନରେ ଆବଶ୍ୟକତା ଭାବେ ଆପଣେଇଛନ୍ତି । ମିଶନ ଲାଇଫର ମୌଳିକ ନୀତି ହେଉଛି ବିଶ୍ୱରେ ପରିବର୍ତ୍ତନ ନିମନ୍ତେ ନିଜ ହାବଭାବରେ ପରିବର୍ତ୍ତନ ବୋଲି ସେ କହିଥିଲେ । “ମିଶନ ଲାଇଫ ସମଗ୍ର ମାନବତାର ଉଜ୍ଜ୍ୱଳ ଭବିଷ୍ୟତ ଓ ଆମର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ଉଦ୍ଦିଷ୍ଟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଜଳବାୟୁ ପରିବର୍ତ୍ତନ ସଚେତନତା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ, ସମଗ୍ର ବିଶ୍ୱରେ ଏହି ପଦକ୍ଷେପ ନେଇ ବୈଶ୍ୱିକ ସମର୍ଥନ ମଧ୍ୟ ବୃଦ୍ଧି ପାଉଛି” ବୋଲି ସେ କହିଥିଲେ । ସେ ସମଗ୍ର ବିଶ୍ୱକୁ କିପରି ଗତ ବର୍ଷ ପରିବେଶ ଦିବସରେ ଅନୁରୋଧ କରିଥିଲେ ତା’ର ସ୍ମୃତିଚାରଣ କରି ଜଳବାୟୁ ସମ୍ପର୍କିତ ବ୍ୟାବହାରିକ ପରିବର୍ତ୍ତନ ନେଇ ନିବେଦନ କରିବା ବିଷୟ କହିଥିଲେ । ହଜାର ହଜାର ସହକର୍ମୀ, ଛାତ୍ରଛାତ୍ରୀ, ଗବେଷକ, ବିଭିନ୍ନ କ୍ଷେତ୍ରରେ ଥିବା ବିଶେଷଜ୍ଞ, ବୃତ୍ତିଧାରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ପ୍ରାୟ ୭୦ଟି ଦେଶର ନାଗରିକ ତାଙ୍କର ମତକୁ ସମର୍ଥନ କରିଥିଲେ। ଯେଉଁମାନେ ସେମାନଙ୍କ ମତ ପାଇଁ ପୁରସ୍କୃତ ହୋଇଥିଲେ ସେ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ଅଭିଭାଷଣର ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ ମିଶନ ଲାଇଫ ଦିଗରେ ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ ଭବିଷ୍ୟତରେ ପରିବେଶ ସୁରକ୍ଷା ପାଇଁ ଢାଲ ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ । ମିଶନ ଲାଇଫ ନେଇ ଚିନ୍ତାଧାରା ଓ ନେତୃତ୍ୱ ନେଇ ସହାୟକ ହେବା ସହ ଆଂଦୋଳନକୁ ମଜଭୁତ କରିବ ବୋଲି ଶ୍ରୀ ମୋଦୀ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How NPS transformed in 2025: 80% withdrawals, 100% equity, and everything else that made it a future ready retirement planning tool

Media Coverage

How NPS transformed in 2025: 80% withdrawals, 100% equity, and everything else that made it a future ready retirement planning tool
NM on the go

Nm on the go

Always be the first to hear from the PM. Get the App Now!
...
West Bengal must be freed from TMC’s Maha Jungle Raj: PM Modi at Nadia virtual rally
December 20, 2025
Bengal and the Bengali language have made invaluable contributions to India’s history and culture, with Vande Mataram being one of the nation’s most powerful gifts: PM Modi
West Bengal needs a BJP government that works at double speed to restore the state’s pride: PM in Nadia
Whenever BJP raises concerns over infiltration, TMC leaders respond with abuse, which also explains their opposition to SIR in West Bengal: PM Modi
West Bengal must now free itself from what he described as Maha Jungle Raj: PM Modi’s call for “Bachte Chai, BJP Tai”

आमार शोकोल बांगाली भायों ओ बोनेदेर के…
आमार आंतोरिक शुभेच्छा

साथियो,

सर्वप्रथम मैं आपसे क्षमाप्रार्थी हूं कि मौसम खराब होने की वजह से मैं वहां आपके बीच उपस्थित नहीं हो सका। कोहरे की वजह से वहां हेलीकॉप्टर उतरने की स्थिति नहीं थी इसलिए मैं आपको टेलीफोन के माध्यम से संबोधित कर रहा हूं। मुझे ये भी जानकारी मिली है कि रैली स्थल पर पहुंचते समय खराब मौसम की वजह से भाजपा परिवार के कुछ कार्यकर्ता, रेल हादसे का शिकार हो गए हैं। जिन बीजेपी कार्यकर्ताओं की दुखद मृत्यु हुई है, उनके परिवारों के प्रति मेरी संवेदनाएं हैं। जो लोग इस हादसे में घायल हुए हैं, मैं उनके जल्द स्वस्थ होने की कामना करता हूं। दुख की इस घड़ी में हम सभी पीड़ित परिवार के साथ हैं।

साथियों,

मैं पश्चिम बंगाल बीजेपी से आग्रह करूंगा कि पीड़ित परिवारों की हर तरह से मदद की जाए। दुख की इस घड़ी में हम सभी पीड़ित परिवारों के साथ हैं। साथियों, हमारी सरकार का निरंतर प्रयास है कि पश्चिम बंगाल के उन हिंस्सों को भी आधुनिक कनेक्टिविटी मिले जो लंबे समय तक वंचित रहे हैं। बराजगुड़ी से कृष्णानगर तक फोर लेन बनने से नॉर्थ चौबीस परगना, नदिया, कृष्णानगर और अन्य क्षेत्र के लोगों को बहुत लाभ होगा। इससे कोलकाता से सिलीगुडी की यात्रा का समय करीब दो घंटे तक कम हो गया है आज बारासात से बराजगुड़ी तक भी फोर लेन सड़क पर भी काम शुरू हुआ है इन दोनों ही प्रोजेक्ट से इस पूरे क्षेत्र में आर्थिक गतिविधियों और पर्यटन का विस्तार होगा।

साथियों,

नादिया वो भूमि है जहाँ प्रेम, करुणा और भक्ति का जीवंत स्वरूप...श्री चैतन्य महाप्रभु प्रकट हुए। नदिया के गाँव-गाँव में... गंगा के तट-तट पर...जब हरिनाम संकीर्तन की गूंज उठती थी तो वह केवल भक्ति नहीं होती थी...वह सामाजिक एकता का आह्वान होती थी। होरिनाम दिये जोगोत माताले...आमार एकला निताई!! यह भावना...आज भी यहां की मिट्टी में, यहां के हवा-पानी में... और यहाँ के जन-मन में जीवित है।

साथियों,

समाज कल्याण के इस भाव को...हमारे मतुआ समाज ने भी हमेशा आगे बढ़ाया है। श्री हरीचांद ठाकुर ने हमें 'कर्म' का मर्म सिखाया...श्री गुरुचांद ठाकुर ने 'कलम' थमाई...और बॉरो माँ ने अपना मातृत्व बरसाया...इन सभी महान संतानों को भी मैं नमन करता हूं।

साथियों,

बंगाल ने, बांग्ला भाषा ने...भारत के इतिहास, भारत की संस्कृति को निरंतर समृद्ध किया है। वंदे मातरम्...ऐसा ही एक श्रेष्ठ योगदान है। वंदे मातरम् का 150 वर्ष पूरे होने का उत्सव पूरा देश मना रहा है हाल में ही, भारत की संसद ने वंदे मातरम् का गौरवगान किया। पश्चिम बंगाल की ये धरती...वंदे मातरम् के अमरगान की भूमि है। इस धरती ने बंकिम बाबू जैसा महान ऋषि देश को दिया... ऋषि बंकिम बाबू ने गुलाम भारत में वंदे मातरम् के ज़रिए, नई चेतना पैदा की। साथियों, वंदे मातरम्…19वीं सदी में गुलामी से मुक्ति का मंत्र बना...21वीं सदी में वंदे मातरम् को हमें राष्ट्र निर्माण का मंत्र बनाना है। अब वंदे मातरम् को हमें विकसित भारत की प्रेरणा बनाना है...इस गीत से हमें विकसित पश्चिम बंगाल की चेतना जगानी है। साथियों, वंदे मातरम् की पावन भावना ही...पश्चिम बंगाल के लिए बीजेपी का रोडमैप है।

साथियों,

विकसित भारत के इस लक्ष्य की प्राप्ति में केंद्र सरकार हर देशवासी के साथ कंधे से कंधा मिलाकर चल रही है। भाजपा सरकार ऐसी नीतियां बना रही है, ऐसे निर्णय ले रही है जिससे हर देशवासी का सामर्थ्य बढ़े आप सब भाई-बहनों का सामर्थ्य बढ़े। मैं आपको एक उदाहरण देता हूं। कुछ समय पहले...हमने GST बचत उत्सव मनाया। देशवासियों को कम से कम कीमत में ज़रूरी सामान मिले...भाजपा सरकार ने ये सुनिश्चित किया। इससे दुर्गापूजा के दौरान... अन्य त्योहारों के दौरान…पश्चिम बंगाल के लोगों ने खूब खरीदारी की।

साथियों,

हमारी सरकार यहां आधुनिक इंफ्रास्ट्रक्चर पर भी काफी निवेश कर रही है। और जैसा मैंने पहले बताया पश्चिम बंगाल को दो बड़े हाईवे प्रोजेक्ट्स मिले हैं। जिससे इस क्षेत्र की कोलकाता और सिलीगुड़ी से कनेक्टिविटी और बेहतर होने वाली है। साथियों, आज देश...तेज़ विकास चाहता है...आपने देखा है... पिछले महीने ही...बिहार ने विकास के लिए फिर से एनडीए सरकार को प्रचंड जनादेश दिया है। बिहार में भाजपा-NDA की प्रचंड विजय के बाद... मैंने एक बात कही थी...मैंने कहा था... गंगा जी बिहार से बहते हुए ही बंगाल तक पहुंचती है। तो बिहार ने बंगाल में भाजपा की विजय का रास्ता भी बना दिया है। बिहार ने जंगलराज को एक सुर से एक स्वर से नकार दिया है... 20 साल बाद भी भाजपा-NDA को पहले से भी अधिक सीटें दी हैं... अब पश्चिम बंगाल में जो महा-जंगलराज चल रहा है...उससे हमें मुक्ति पानी है। और इसलिए... पश्चिम बंगाल कह रहा है... पश्चिम बंगाल का बच्चा-बच्चा कह रहा है, पश्चिम बंगाल का हर गांव, हर शहर, हर गली, हर मोहल्ला कह रहा है... बाचते चाई….बीजेपी ताई! बाचते चाई बीजेपी ताई

साथियो,

मोदी आपके लिए बहुत कुछ करना चाहता है...पश्चिम बंगाल के विकास के लिए न पैसे की कमी है, न इरादों की और न ही योजनाओं की...लेकिन यहां ऐसी सरकार है जो सिर्फ कट और कमीशन में लगी रहती है। आज भी पश्चिम बंगाल में विकास से जुड़े...हज़ारों करोड़ रुपए के प्रोजेक्ट्स अटके हुए हैं। मैं आज बंगाल की महान जनता जनार्दन के सामने अपनी पीड़ा रखना चाहता हूं, और मैं हृदय की गहराई से कहना चाहता हूं। आप सबकों ध्यान में रखते हुए कहना चाहता हूं और मैं साफ-साफ कहना चाहता हूं। टीएमसी को मोदी का विरोध करना है करे सौ बार करे हजार बार करे। टीएमसी को बीजेपी का विरोध करना है जमकर करे बार-बार करे पूरी ताकत से करे लेकिन बंगाल के मेरे भाइयों बहनों मैं ये नहीं समझ पा रहा हूं कि पश्चिम बंगाल के विकास को क्यों रोका जा रहा है? और इसलिए मैं बार-बार कहता हूं कि मोदी का विरोध भले करे लेकिन बंगाल की जनता को दुखी ना करे, उनको उनके अधिकारों से वंचित ना करे उनके सपनों को चूर-चूर करने का पाप ना करे। और इसलिए मैं पश्चिम बंगाल की प्रभुत्व जनता से हाथ जोड़कर आग्रह कर रहा हूं, आप बीजेपी को मौका देकर देखिए, एक बार यहां बीजेपी की डबल इंजन सरकार बनाकर देखिए। देखिए, हम कितनी तेजी से बंगाल का विकास करते हैं।

साथियों,

बीजेपी के ईमानदार प्रयास के बीच आपको टीएमसी की साजिशों से भी उसके कारनामों से भी सावधान रहना होगा टीएमसी घुसपैठियों को बचाने के लिए पूरा जोर लगा रही है बीजेपी जब घुसपैठियों का सवाल उठाती है तो टीएमसी के नेता हमें गालियां देते हैं। मैंने अभी सोशल मीडिया में देखा कुछ जगह पर कुछ लोगों ने बोर्ड लगाया है गो-बैक मोदी अच्छा होता बंगाल की हर गली में हर खंबे पर ये लिखा जाता कि गो-बैक घुसपैठिए... गो-बैक घुसपैठिए, लेकिन दुर्भाग्य देखिए गो-बैक मोदी के लिए बंगाल की जनता के विरोधी नारे लगा रहे हैं लेकिन गो-बैक घुसपैठियों के लिए वे चुप हो जाते हैं। जिन घुसपैठियों ने बंगाल पर कब्जा करने की ठान रखी है...वो TMC को सबसे ज्यादा प्यारे लगते हैं। यही TMC का असली चेहरा है। TMC घुसपैठियों को बचाने के लिए ही… बंगाल में SIR का भी विरोध कर रही है।

साथियों,

हमारे बगल में त्रिपुरा को देखिए कम्युनिस्टों ने लाल झंडे वालों ने लेफ्टिस्टों ने तीस साल तक त्रिपुरा को बर्बाद कर दिया था, त्रिपुरा की जनता ने हमें मौका दिया हमने त्रिपुरा की जनता के सपनों के अनुरूप त्रिपुरा को आगे बढ़ाने का प्रयास किया बंगाल में भी लाल झंडेवालों से मुक्ति मिली। आशा थी कि लेफ्टवालों के जाने के बाद कुछ अच्छा होगा लेकिन दुर्भाग्य से टीएमसी ने लेफ्ट वालों की जितनी बुराइयां थीं उन सारी बुराइयों को और उन सारे लोगों को भी अपने में समा लिया और इसलिए अनेक गुणा बुराइयां बढ़ गई और इसी का परिणाम है कि त्रिपुरा तेज गते से बढ़ रहा है और बंगाल टीएमसी के कारण तेज गति से तबाह हो रहा है।

साथियो,

बंगाल को बीजेपी की एक ऐसी सरकार चाहिए जो डबल इंजन की गति से बंगाल के गौरव को फिर से लौटाने के लिए काम करे। मैं आपसे बीजेपी के विजन के बारे में विस्तार से बात करूंगा जब मैं वहां खुद आऊंगा, जब आपका दर्शन करूंगा, आपके उत्साह और उमंग को नमन करूंगा। लेकिन आज मौसम ने कुछ कठिनाइंया पैदा की है। और मैं उन नेताओं में से नहीं हूं कि मौसम की मूसीबत को भी मैं राजनीति के रंग से रंग दूं। पहले बहुत बार हुआ है।

मैं जानता हूं कि कभी-कभी मौसम परेशान करता है लेकिन मैं जल्द ही आपके बीच आऊंगा, बार-बार आऊंगा, आपके उत्साह और उमंग को नमन करूंगा। मैं आपके लिए आपके सपनों को पूरा करने के लिए, बंगाल के उज्ज्वल भविष्य के लिए पूरी शक्ति के साथ कंधे से कंधा मिलाकर के आपके साथ काम करूंगा। आप सभी को मेरा बहुत-बहुत धन्यवाद।

मेरे साथ पूरी ताकत से बोलिए...

वंदे मातरम्..

वंदे मातरम्..

वंदे मातरम्

बहुत-बहुत धन्यवाद