ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନସେଲର ଶ୍ରୀ ଓଲାଫ ସୋଜଙ୍କ ସହ ଏକ ବ୍ୟବସାୟ ଗୋଲ ଟେବୁଲ ବୈଠକରେ ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି । ନିଜ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାର ଦ୍ୱାରା କରାଯାଇଥିବା ବଡ ବଡ ସଂସ୍କାର ସହ ଭାରତର କ୍ରମବର୍ଦ୍ଧିଷ୍ଣୁ ଷ୍ଟାର୍ଟଅପ ଓ ୟୁନିକର୍ଣ୍ଣ ଉପରେ ଆଲୋକପାତ କରିଥିଲେ । ଭାରତୀୟ ଯୁବଶକ୍ତିଙ୍କ ପଛରେ ପୁଞ୍ଜିନିବେଶ ନିମନ୍ତେ ସେ ବ୍ୟବସାୟୀ ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଭୟ ପକ୍ଷ ସରକାରୀ ଓ ବଛା ବଛା ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରତିନିଧି, ଜଳବାୟୁ ସହଯୋଗ, ଯୋଗାଣ ବ୍ୟବସ୍ଥା, ଗବେଷଣା ଓ ବିକାଶ ଉପରେ ମୁଖ୍ୟତଃ ଆଲୋଚନା କରିଥିଲେ ।

ନିମ୍ନଲିଖିତ ବ୍ୟାବସାୟିକ ନେତୃବୃନ୍ଦ ଗୋଲ ଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ ।

ଭାରତୀୟ ବ୍ୟାବସାୟିକ ପ୍ରତିନିଧି

ସଞ୍ଜୀବ ବଜାଜ (ଭାରତୀୟ ପ୍ରତିନିଧି ଦଳ ମୁଖ୍ୟ) ସିଆଇଆଇ ଅଧ୍ୟକ୍ଷ ଓ ବଜାଜ ଫିନସର୍ଭ ପରିଚାଳନା ନିର୍ଦ୍ଦେଶକ 

ବାବା ଏନ କଲ୍ୟାଣୀ ଭାରତ ଫୋରମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ

ସି କେ ବିରଳା, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ, ସିକେ ବିରଳା ଗ୍ରୁପ

ପୁନୀତ ଛତୱାଲ, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟକାର୍ଯ୍ୟନିର୍ବାହୀ ଭାରତୀୟ ହୋଟେଲ କମ୍ପାନୀ ଲିମିଟେଡ

ସଲୀଲ ସିଂଘଲ, ଅଧ୍ୟକ୍ଷ ଏମିରେଟ୍ସ, ପିଏଲ ଇଣ୍ଡଷ୍ଟ୍ରୀଜ୍

ସୁମନ୍ତ ସିହ୍ନା, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରିନ୍ୟୁପାୱାର ଆଣ୍ଡ ଅଧ୍ୟକ୍ଷ ଆସୋଚେମ

ଦିନେଶ ଖରା, ଅଧ୍ୟକ୍ଷ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ

ସିପି ଗୁଗନାନୀ- ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଟେକ ମହିନ୍ଦ୍ରା ଲିମିଟେଡ

ଦୀପକ ବାଗଲା ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ, ଇନଭଷ୍ଟେ ଇଣ୍ଡିଆ

ଜର୍ମାନ ବ୍ୟାବସାୟିକ ପ୍ରତିନିଧି

ରୋନାଲ୍ଡ ବୁସ୍ତେ, ଜର୍ମାନୀ ପ୍ରତିନିଧି ମଣ୍ଡଳ ମୁଖ୍ୟ, ଅଧ୍ୟକ୍ଷ ଓ ସିଇଓ ସିମେନ୍ସ ଓ ଅଧ୍ୟକ୍ଷ ଏସୀୟ ପେସିଫିକ କମିଟି ଅଫ ଜର୍ମାନ ବିଜନେସ

ମାର୍ଟିନ ବ୍ରୁଡରମିଲର କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ, ବିଏଏସଏଫ 

ହରବର୍ଟ ଡିଏସ, ପରିଚାଳନା ବୋର୍ଡ ଅଧ୍ୟକ୍ଷ ଭୋକ୍ସୱାଗେନ

ଷ୍ଟିଫାନ ହାର୍ଟୁ, ପରିଚାଳନା ବୋର୍ଡ ଅଧ୍ୟକ୍ଷ ବୋସେକ

ମାରିକା ଲୁଲାଲୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓ ପରିଚାଳନା ଅଧ୍ୟକ୍ଷ ଜିଏଫଟି ଟେକ୍ନୋଲୋଜି

କାଲୁସ ରୋଜେଫେଲଡ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାଫେଲର

ଖ୍ରୀଷ୍ଟିୟାନ ସିୱିଙ୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡସିଚ ବ୍ୟାଙ୍କ

ରାଲଫୱିଣ୍ଟରଗ୍ରେଷ୍ଟ, ପରିଚାଳନା ବୋର୍ଡ ଅଧ୍ୟକ୍ଷ ଗିସେକ+ଡେଭି୍ରଏଣ୍ଟ

ଜୁର୍ଗେନ ଜେସ୍କି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏରକନ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi