PM Modi wishes people of China on their National Day on Chinese social network Weibo
India & China reflect, in many ways, similar aspirations, challenges and opportunities, and can be inspired by each other’s successes: PM Modi
Progress and prosperity of China & India, our close cooperation, have the potential to shape a peaceful and stable future for Asia: PM Modi

ଚୀନର ରାଷ୍ଟ୍ରୀୟ ଦିବସ ଅବସରରେ ସେଠାକାର ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ।

ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯୁଗ ଯୁଗର । ଅଧ୍ୟାତ୍ମବାଦ, ଶିକ୍ଷା, ଅଧ୍ୟୟନ, କଳା, ବାଣିଜ୍ୟ, ପରସ୍ପର ସଭ୍ୟତା ଓ ସମୃଦ୍ଧିକୁ ଆଦର କରିବା ହେଉଛି ଆମ ସମ୍ପର୍କର ମୂଳାଧାର । ମୁଁ ପୂର୍ବରୁ କହିଛି, ଦୁଇ ଦେଶର ସଭ୍ୟତା ଓ ସଂସ୍କୃତିରେ ଆଶା, ଆକାଂକ୍ଷା, ଆହ୍ଵାନ ଓ ସୁଯୋଗର ମିଶ୍ରିତ ପ୍ରତିଫଳନ ହେଉଛି । ଆମେ ପରସ୍ପରର ସଫଳତାରେ ଅନୁପ୍ରାଣିତ ହୋଇ ପାରିବା । ଯେତେବେଳେ ସାରା ବିଶ୍ଵ ଏସିଆ ଆଡକୁ ଅନେଇଛି, ଚୀନ ଓ ଭାରତର ପ୍ରଗତି ତଥା ସମୃଦ୍ଧି ଏବଂ ଆମ ଦୁଇ ଦେଶ ମଧ୍ୟରେ ନୀବିଡ ସହଯୋଗିତା ଏହି ମହାଦେଶର ଶାନ୍ତି ଓ ସ୍ଥିରତାର ଭବିଷ୍ୟତକୁ ଏକ ସୂନ୍ଦର ରୂପ ଦେବାର ସାମର୍ଥ୍ୟ ବହନ କରେ । ରାଷ୍ଟ୍ରପତି ଜି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲିଙ୍କ ସହିତ ମୁଁ ଏହି ଭବିଷ୍ୟଦୃଷ୍ଟି ଦେଖୁଛି ।

ନିକଟରେ ଆମେ ଆମର ସମ୍ବନ୍ଧର ସବୁ ଦିଗରେ ସହଯୋଗିତା ଓ ଆଲୋଚନାକୁ ଆହୁରି ମଜବୁତ କରିପାରିଛୁ । ପରସ୍ପର ମଧ୍ୟରେ ଆସ୍ଥା ଓ ବିଶ୍ଵାସ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଦିଗନ୍ତବିସ୍ତାରୀ ଓ ସୁଦୃଢ କରିବାର ଆଶା ରଖିଛୁ । ଏହି ଦିଗରେ ଯାତ୍ରା ପାଇଁ ଆମର ପ୍ରୟାସ ଜାରି ରହିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Scan, withdraw, done: EPFO 3.0 plans instant PF access via ATMs and UPI

Media Coverage

Scan, withdraw, done: EPFO 3.0 plans instant PF access via ATMs and UPI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Janez Janša on his election as Prime Minister of Slovenia
May 28, 2026

The Prime Minister, Shri Narendra Modi, today congratulated Mr. Janez Janša on his election as the Prime Minister of Slovenia.

In a post on X, the Prime Minister said;

“Heartiest congratulations to Mr. Janez Janša on his election as the Prime Minister of Slovenia. I look forward to working closely with him to further strengthen our bilateral ties for the shared prosperity and mutual benefit of our people.

@JJansaSDS”