ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେକ୍ସାସର ହ୍ୟୁଷ୍ଟନଠାରେ ଶିଖ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିଥିଲେ । ଶିଖ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେକ୍ସାସର ହ୍ୟୁଷ୍ଟନଠାରେ ଶିଖ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିଥିଲେ । ଶିଖ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରିଥିଲେ ।

ଆଲୋଚନା ସମୟରେ ସମୁଦାୟର ସଦସ୍ୟ ଦେଶ ଏବଂ ଶିଖ ସମ୍ପ୍ରଦାୟର ସାମଗ୍ରୀକ ବିକାଶ ପାଇଁ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଥ ପ୍ରବର୍ତ୍ତକ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଥିଲେ, “ହ୍ୟୁଷ୍ଟନରେ ଶିଖ ସମୁଦାୟଙ୍କ ସହିତ ମୋର ଉତ୍ତମ ଆଲୋଚନା ହୋଇଛି । ଭାରତର ବିକାଶ ପ୍ରତି ସେମାନଙ୍କ ଉତ୍ସାହକୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ !”

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେକ୍ସାସର ହ୍ୟୁଷ୍ଟନଠାରେ ଦାଓଦି ବୋହରା ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଭେଟି ଭାବ ବିନିମୟ କରିଛନ୍ତି ।

ସମୁଦାୟର ସଦସ୍ୟମାନେ ହ୍ୟୁଷ୍ଟନଠାରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଲୋଚନା ସମୟରେ ଦାଓଦି ବୋହରା ସମ୍ପ୍ରଦାୟର ସଦସ୍ୟମାନେ ସିଏଦନା ସାହାବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାହଚର୍ଯ୍ୟକୁ ଗୁରୁତ୍ୱାରୋପ କରିଥିଲେ । ସେମାନଙ୍କ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଗତବର୍ଷ ନରେନ୍ଦ୍ର ମୋଦୀଙ୍କ ଇନ୍ଦୋର ଯାତ୍ରା ସମ୍ବନ୍ଧରେ ମଧ୍ୟ ସେମାନେ ସ୍ମରଣ କରିଥିଲେ।

ଭାବ ବିନିମୟ ପରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଦାଓଦି ବୋହରା ସମ୍ପ୍ରଦାୟ ସମଗ୍ର ବିଶ୍ୱରେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ହ୍ୟୁଷ୍ଟନରେ ମୋତେ ସେମାନଙ୍କ ସହିତ ସମୟ ଅତିବାହିତ କରିବା ଏବଂ ଅନେକ ବିଷୟ ଉପରେ ଆଲୋଚନା କରିବାର ଅବସର ମିଳିଥିଲା ।”

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେକ୍ସାସର ହ୍ୟୁଷ୍ଟନଠାରେ କାଶ୍ମୀର ପଣ୍ଡିତମାନଙ୍କର ଏକ ପ୍ରତିନିଧିମଣ୍ଡଳକୁ ଭେଟିଛନ୍ତି ।

ଆଲୋଚନା ସମୟରେ ସମୁଦାୟର ସଦସ୍ୟ ଭାରତର ପ୍ରଗତି ଏବଂ ସମସ୍ତ ଭାରତୀୟମାନଙ୍କ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଜୋରଦାର ସମର୍ଥନ କରିଥିଲେ ।

 

ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଥିଲେ, “ହ୍ୟୁଷ୍ଟନରେ କାଶ୍ମୀର ପଣ୍ଡିତମାନଙ୍କ ସହିତ ମୋର ବିଶେଷ ଆଲୋଚନା ହୋଇଛି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Bharat Innovates' Bridge Between India’s Talented Youth And European Expertise: PM Modi

Media Coverage

'Bharat Innovates' Bridge Between India’s Talented Youth And European Expertise: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of diversity in innovation and entrepreneurship
June 15, 2026

The Prime Minister, Shri Narendra Modi said that in the fields of innovation and entrepreneurship, every individual has a distinct way of thinking and a unique creative vision, and it is this diversity that gives rise to new possibilities. He noted that just as every source of water has a different taste, every talent possesses its own unique identity and contribution. The Prime Minister added that innovation and progress become possible through the convergence of diverse ideas and capabilities.

The Prime Minister shared a Sanskrit Subhashitam-

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”

The Subhashitam conveys that in the field of innovation and enterprise, each person has a different way of thinking and a unique creative vision, and this diversity gives rise to new possibilities. Just as the taste of water differs from one source to another, every talent has its own distinct identity and contribution. It is through the combination of these different ideas and abilities that innovation and progress become possible.

The Prime Minister wrote on X;

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”