India has had strong ties with Africa for centuries: PM Modi
India’s partnership with Africa is based on a model of cooperation which is responsive to the needs of African countries: PM
One of our best partnerships in the area of skills is the training of “solar mamas”: PM Modi
We have successfully completed the Pan Africa e-network project for tele-medicine and tele-network covering 48 African countries: PM
Our aim is that India must be an engine of growth as well as an example in climate friendly development in the years to come: PM

ବେନିନ୍ ଓ ସେନେଗାଲର ମହାମହିମ ରାଷ୍ଟ୍ରପତି

କୋଟେ ଡି’ଇଭୋରିଏର ମହାମହିମ ଉପରାଷ୍ଟ୍ରପତି

ଆଫ୍ରିକା ଉନ୍ନୟନ ବ୍ୟାଙ୍କର ଅଧ୍ୟକ୍ଷ

ଆଫ୍ରିକୀୟ ୟୁନିଅନ୍ ର ମହାସଚିବ

କମିଶନର, ଆଫ୍ରିକୀୟ ୟୁନିଅନ୍ କମିଶନ

ମୋର କ୍ୟାବିନେଟ୍ ସହଯୋଗୀ ଅରୁଣ ଜେଟଲୀ

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ବିଶିଷ୍ଟ ଅତିଥିଗଣ ଓ ଆଫ୍ରିକାର ମୋର ଭାଇ ଓ ଭଉଣୀମାନେ

ଦେବୀ ଓ ସଜ୍ଜନମାନେ

ଗୁଜରାଟରେ ଆମେ ଆଜି ଏକାଠି ହୋଇଛେ । ବ୍ୟବସାୟ ପାଇଁ ଗୁଜରାଟୀଙ୍କ ସ୍ୱଭାବ ସବୁଠି ପରିଚିତ । ଗୁଜରାଟୀମାନେ ମଧ୍ୟ ଆଫ୍ରିକାରେ ନିଜର ଭଲପାଇବା ପାଇଁ ପ୍ରସିଦ୍ଧ । ଜଣେ ଭାରତୀୟ ଓ ଜଣେ ଗୁଜରାଟୀ ଭାବେ ମୁଁ ଅତ୍ୟନ୍ତ ଖୁସି ଯେ ଏହି ବୈଠକ ଭାରତରେ ହେଉଛି ।  ଆଉ ତା’ପୁଣି ଗୁଜରାଟରେ ।

ଭାରତର ଶହ ଶହ ବର୍ଷ ଧରି ଆଫ୍ରିକା ସହ ସୁଦୃଢ଼ ସମ୍ପର୍କ ରହିଛି । ଐତିହାସିକ ଭାବେ, ପଶ୍ଚିମ ଭାରତ ସମୁଦାୟ ବିଶେଷକରି ଗୁଜରାଟ ଓ ପୂର୍ବ ଆଫ୍ରିକୀୟ ଉପକୂଳର ବାସିନ୍ଦା ପରସ୍ପରର ଭୂମିକୁ ଯାଇ ବାସ କରୁଛନ୍ତି । କୁହାଯାଏ କି ଭାରତର ସିଦ୍ଧିମାନେ ପୂର୍ବ ଆଫ୍ରିକାରୁ ଆସିଥିଲେ ।  କେନିୟା ଉପକୂଳରେ ବୋହରା ସମୁଦାୟ ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ଫେରି ଯାଇଥିଲେ । କୁହାଯାଏ ଭାସ୍କୋ-ଡା-ଗାମା ମାଲିନ୍ଦିରୁ ଜଣେ ଗୁଜରାଟୀ ନାବିକଙ୍କ ସହାୟତାରେ କାଲିକଟ୍ ପହଚିଂଥିଲେ । ଗୁଜରାଟର ପାଲଟଣା ଜାହାଜ ବ୍ୟବସାୟୀଙ୍କୁ ଉଭୟ ଦିଗରେ ନେଉଥିଲା । ସମାଜ ଭିତରେ ପ୍ରାଚୀନ ସମ୍ବନ୍ଧ ମଧ୍ୟ ଆମର ସଂସ୍କୃତିକୁ ସମୃଦ୍ଧ କରିଛି । ସମୃଦ୍ଧ ସ୍ୱାହିଲି ଭାଷାରେ କେତେକ ହିନ୍ଦି ଶବ୍ଦ ସାମିଲ ଅଛି ।

ଉପନିବେଶବାଦ ଯୁଗ ସମୟରେ, 32ହଜାର ଭାରତୀୟ କେନିଆ ଯାଇଥିଲେ, ଯେଉଁଠି ସେମାନେ ପ୍ରତିଷ୍ଠିତ ମୋମ୍ବାସା ଉଗାଣ୍ଡା ରେଳବାଇ ନିର୍ମାଣ କରିଥିଲେ । ଅନେକ ଲୋକ ଏହି ନିର୍ମାଣ ସମୟରେ ପ୍ରାଣ ହରାଇଥିଲେ । ଏଥିରୁ ପ୍ରାୟ 6-ହଜାର ଲୋକ ରହିଯାଇଥିଲେ ଓ ନିଜର ପରିବାରକୁ ନେଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଛୋଟ ବ୍ୟବସାୟ ‘ଡୁକାସ’  ଆରମ୍ଭ କରିଥିଲେ ଓ ସେମାନେ ‘ଡୁକ୍କାୱାଲାସ୍’ ଭାବେ ପରିଚିତ ହେଲେ । ଉପନିବେଶବାଦ ବର୍ଷଗୁଡ଼ିକରେ ବ୍ୟବସାୟୀ, କାରିଗର ଓ ପରେ ଅଧିକାରୀ, ଶିକ୍ଷକ, ଡାକ୍ତର ଓ ଅନ୍ୟ ପେଷାଦାରମାନେ ପୂର୍ବ ଓ ପଶ୍ଚିମ ଆଫ୍ରିକାରେ ଏକ ସମୃଦ୍ଧ ସମୁଦାୟ ନିର୍ମାଣ କରିଥିଲେ, ଯାହାକି ଭାରତ ଓ ଆଫ୍ରିକାର ସବୁଠାରୁ ଶ୍ରେଷ୍ଠ ମିଶ୍ରଣ ।

ମହାତ୍ମା ଗାନ୍ଧୀ, ଆଉ ଜଣେ ଗୁଜରାଟୀ, ଦକ୍ଷିଣ ଆଫ୍ରିକାରେ ନିଜର ଅହିଂସା ସଂଘର୍ଷକୁ ପ୍ରମାଣିତ କରିଥିଲେ । ସେ 1912 ମସିହାରେ ଗୋପାଳ କୃଷ୍ଣ ଗୋଖଲେଙ୍କ ସହ ତାଞ୍ଜାନିଆ ମଧ୍ୟ ଗସ୍ତ କରିଥିଲେ । ଭାରତୀୟ ବଂଶୋଦ୍ଭବର ଅନେକ ନେତାମାନେ ଦୃଢ଼ ଭାବେ ସମର୍ଥନ କରିଥିଲେ ଓ ଏକାଠି ଲଢ଼ିଥିଲେ । ଆଫ୍ରିକାର ସ୍ୱାଧୀନତା ପାଇଁ ଶ୍ରୀମାନ ନାଇରେରେ, ଶ୍ରୀମାନ କେନ୍ୟାଟା ଓ ନେଲସନ୍ ମଣ୍ଡେଲାଙ୍କ ସମେତ ଅନେକ ନେତା ସଂଘର୍ଷ କରିଥିଲେ । ସ୍ୱାଧୀନତା ସଂଗ୍ରାମ ପରେ ଭାରତୀୟ ବଂଶୋଦ୍ଭବ ଅନେକ ନେତା ମଧ୍ୟ ତାଞ୍ଜାନିଆ ଓ ଦକ୍ଷିଣ ଆଫ୍ରିକା କ୍ୟାବିନେଟରେ ସ୍ଥାନ ପାଇଥିଲେ । ପ୍ରାୟ 6 ଜଣ ଭାରତୀୟ ବଂଶୋଦ୍ଭବ ଭାରତୀୟ ଏବେ ତାଞ୍ଜାନିଆ ସଂସଦରେ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

ପୂର୍ବ ଆଫ୍ରିକାରେ ଟ୍ରେଡ୍ ୟୁନିଅନ୍ ଆନ୍ଦୋଳନର ଆରମ୍ଭ ମାଖନ୍ ସିଂହ କରିଥିଲେ । ଏହି ଟ୍ରେଡ୍ ୟୁନିଅନ୍ ବୈଠକ ସମୟରେ ହିଁ କେନିଆର ସ୍ୱାଧୀନତାକୁ ପ୍ରଥମେ ସ୍ୱର ଉଠିଥିଲା । ଏମ୍.ଏ.ଦେଶାଇ ଓ ପିଓ ଗାମା ପିଟୋଂ କେନିଆର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଭାଗ ନେଇଥିଲେ । ସେତେବେଳେ ତତ୍କାଳନୀ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହୁରୁ ଭାରତୀୟ ସଂସଦର ସଦସ୍ୟ ଦିୱାନ ଚମନଲାଲଙ୍କୁ ଶ୍ରୀମାନ୍ କେନ୍ୟାଟାଙ୍କ ପ୍ରତିରକ୍ଷା ଟିମ୍ ରେ ସାମିଲ ହେବା ପାଇଁ ପଠାଇଥିଲେ । ସେତେବେଳେ ତାଙ୍କୁ 1953 ମସିହାରେ କମ୍ପେନଗୁରିଆ ମକଦ୍ଦମା ମାମଲାରେ ବନ୍ଦୀ କରାଯାଇଥିଲା । ରକ୍ଷା ଟିମ୍ ରେ ଭାରତୀୟ ବଂଶୋଦ୍ଭବ ଅନ୍ୟ ଦୁଇଜଣ ବ୍ୟକ୍ତି ସାମିଲ ଥିଲେ । ଭାରତ ଆଫ୍ରିକାର ସ୍ୱାଧୀନତା ପାଇଁ ନିଜର ଦୃଢ଼ ସମର୍ଥନ ଦେଇଥିଲା । ନେଲସନ୍ ମଣ୍ଡେଲା କହିଥିଲେ, ମୁଁ ଏଠି ତାଙ୍କର ବ୍ୟକ୍ତବ୍ୟକୁ ଉଦ୍ଧୃତ କରୁଛି ‘ “ଭାରତ ଆମକୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲା, ଯେତେବେଳେ ବାକି ଦୁନିଆଁ ଛିଡ଼ା ହୋଇଥିଲେ ଅବା ଆମର ଉତ୍ପୀଡ଼କଙ୍କୁ ସହାୟତା ଦେଉଥିଲେ । ଯେତେବେଳେ ଆନ୍ତର୍ଜାତିକ ପରିଷଦର ଦ୍ୱାର ଆମ ପାଇଁ ବନ୍ଦ ହେଉଥିଲା, ଭାରତ ରାସ୍ତା ଖୋଲି ଦେଉଥିଲା । ଆପଣ ଆମର ସଂଘର୍ଷକୁ ଆଗେଇ ନେଇଥିଲେ, ଯେମିତି ତାହା ନିଜର ଥିଲା ।” 

ଦୀର୍ଘ ଦଶନ୍ଧି ଧରି, ଆମର ସମ୍ବନ୍ଧ ସୁଦୃଢ଼ ହୋଇ ରହିଛି । 2014ରେ ଦାୟିତ୍ୱ ସମ୍ଭାଳିବା ପରେ  ମୁଁ ଆଫ୍ରିକାକୁ ଭାରତର ବୈଦେଶିକ ଓ ଆର୍ଥିକ ନୀତିରେ ସର୍ବୋଚ୍ଚ ପ୍ରାଥମିକତା ଦେଇଛି । 2015 ମସିହା ଏକ ମହତ୍ଵପୂର୍ଣ୍ଣ ସମୟ ଥିଲା । ତୃତୀୟ ଭାରତ-ଆଫ୍ରିକା ଶିଖର ସମ୍ମିଳନୀରେ ଭାରତ ସହ କୂଟନୀତିକ ସମ୍ବନ୍ଧ ରଖୁଥିବା ସମସ୍ତ 14 ଆଫ୍ରିକୀୟ ରାଷ୍ଟ୍ରର ସରକାର ମୁଖ୍ୟମାନେ ଭାଗ ନେଇଥିଲେ ।

2015 ମସିହାଠାରୁ ମୁଁ 6ଟି ଆଫ୍ରିକୀୟ ରାଷ୍ଟ୍ର ଯଥା ଦକ୍ଷିଣ ଆଫ୍ରିକା, ମୋଜାମ୍ବିକ୍, ତାଞ୍ଜାନିଆ, କେନିଆ, ମରିସସ୍ ଓ ସିସିଲି ଗସ୍ତ କରିଛି । ଆମର ରାଷ୍ଟ୍ରପତି ମଧ୍ୟ 3 ଟି ରାଷ୍ଟ୍ର - ନାମ୍ବିଆ, ଘାନା ଓ ଆଇଭରୀ କୋଷ୍ଟ ଗସ୍ତ କରିଥିଲେ । ଆମ ଉପରାଷ୍ଟ୍ରପତି ମଧ୍ୟ 7 ଟି ରାଷ୍ଟ୍ର - ମରକ୍କୋ, ଟ୍ୟୁନିସିଆ, ନାଇଜେରିଆ, ମାଲି, ଆଲଜେରିଆ, ରୱାଣ୍ଡା ଓ ଉଗାଣ୍ଡା ଗସ୍ତ କରିଥିଲେ । ମୁଁ ଗର୍ବର ସହ କହିପାରେ କି ଆଫ୍ରିକାରେ ଏମିତି କୌଣସି ରାଷ୍ଟ୍ର ନାହିଁ ଯେଉଁଠିକି ଗତ 3 ବର୍ଷ ମଧ୍ୟରେ ଭାରତୀୟ ମନ୍ତ୍ରୀମାନେ ଗସ୍ତ କରିନାହାନ୍ତି । ବନ୍ଧୁଗଣ, ଯେବେଠାରୁ ଆମ ପାଖରେ ମୁଖ୍ୟତଃ ମୋମ୍ବାସା ଓ ମୁମ୍ବାଇ ମଧ୍ୟରେ ବ୍ୟବସାୟିକ ଓ ସାମୁଦ୍ରିକ ସମ୍ପର୍କ ଥିଲା, ସେବେଠାରୁ  ଆଜିପର୍ଯ୍ୟନ୍ତ ଆମ ପାଖରେ ରହିଛି ।

-ଏହି ବାର୍ଷିକ ବୈଠକ ଆବିଦଜାନ ଓ ଅହମ୍ମଦାବାଦକୁ ଯୋଡ଼ୁଛି

- ବାମାକୋ ଓ ବାଙ୍ଗାଲୋର ମଧ୍ୟରେ ବ୍ୟବସାୟିକ ସମ୍ପର୍କ

- ଚେନ୍ନାଇ ଓ କେପ୍ ଟାଉନ୍ ମଧ୍ୟରେ କ୍ରିକେଟ ସମ୍ପର୍କ

- ଦିଲ୍ଲୀ ଓ ଡକାର ମଧ୍ୟରେ ବିକାଶ ସମ୍ପର୍କ

ଏହା ମୋତେ ଆମର ବିକାଶ ସହଯୋଗ ଆଡ଼କୁ ନେଉଛି । ଭାରତର ଆଫ୍ରିକା ସହ ସହଯୋଗ ଏକ ମଡେଲ୍ ବା ଢାଞ୍ଚା ଉପରେ ଆଧାରିତ, ଯାହା ଆଫ୍ରିକୀୟ ରାଷ୍ଟ୍ରର ଆବଶ୍ୟକତା ପ୍ରତି ଉତ୍ତରଦାୟୀ । ଏହା ଚାହିଦା ଅନୁରୂପ ଓ ସର୍ତ୍ତମୁକ୍ତ ।

ଏହି ସହଯୋଗର ଏକ ମୁଖ୍ୟ ଭାଗ ଭାବେ ଭାରତ ନିଜର ଏକ୍ସିମ୍ ବ୍ୟାଙ୍କ ମାଧ୍ୟମରେ ଋଣ ସହାୟତା ଦେଉଛି । ପ୍ରାୟ 8 ବିଲିଅନ୍ ଡଲାରର 152 ଟି ଋଣ ମୋଟ 44 ଟି ରାଷ୍ଟ୍ରକୁ ଦିଆଯାଇଛି ।

 

ତୃତୀୟ ଭାରତ-ଆଫ୍ରିକୀୟ ଫୋରମ୍ ର ଶିଖର ସମ୍ମିଳନୀ ସମୟରେ ଭାରତ ଆସନ୍ତା 5 ବର୍ଷ ନିମନ୍ତେ ବିକାଶ ପରିଯୋଜନା ପାଇଁ 10 ବଲିୟନ ଡଲାର ଦେବାକୁ ପ୍ରସ୍ତାବ ଦେଇଥିଲା । ଆମେ 600 ମିଲିୟନ ଡଲାରର ଅନୁଦାନ ସହାୟତା ମଧ୍ୟ ପ୍ରଦାନ କରିଛୁ ।

 

ଆଫ୍ରିକା ସହ ନିଜର ଶିକ୍ଷା ଓ ବୈଷୟିକ ସମ୍ପର୍କକୁ ନେଇ ଭାରତ ଗର୍ବ କରେ । ବର୍ତ୍ତମାନର ଆଫ୍ରିକାର 13 ଜଣ ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିମାନେ ଭାରତରେ ଶିକ୍ଷା ଅବା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ସାମିଲ ହୋଇଥିଲେ । ଆଫ୍ରିକାରେ ସଶସ୍ତ୍ର ବାହିନୀର 6 ଜଣ ବର୍ତ୍ତମାନ ଅବା ପୂର୍ବତନ ମୁଖ୍ୟ ମଧ୍ୟ ଭାରତର ସାମରିକ ସଂସ୍ଥାନରେ ପ୍ରଶିକ୍ଷଣ ନେଇଛନ୍ତି ।  ଭାରତର ପ୍ରତିଷ୍ଠାନରେ ଆଫ୍ରିକାର ଦୁଇଜଣ ଆଭ୍ୟନ୍ତରୀଣ ମନ୍ତ୍ରୀ ମଧ୍ୟ ଏବେ ଶିକ୍ଷା ଲାଭ କରୁଛନ୍ତି । 2007 ମସିହାରୁ ଭାରତର ଲୋକପ୍ରିୟ ବୈଷୟିକ ଓ ଆର୍ଥିକ ସହଯୋଗ ଯୋଜନାରେ 33 ହଜାରରୁ ଉର୍ଦ୍ଧ୍ଵ ସ୍କଲାରସିପ୍ ଆଫ୍ରିକୀୟ ରାଷ୍ଟ୍ରର ଅଧିକାରୀମାନଙ୍କୁ ଦିଆଯାଇଛି ।

କୌଶଳ କ୍ଷେତ୍ରରେ ଆମର ସବୁଠାରୁ ଭଲ ଭାଗିଦାରୀ ମଧ୍ୟରେ ଗୋଟିଏ ହେଉଛି ସୌର ମାମା । ପ୍ରତିବର୍ଷ 80 ଜଣ ଆଫ୍ରିକୀୟ ମହିଳାଙ୍କୁ ସୌର ପ୍ୟାନେଲ ଓ ସର୍କିଟରେ କାମ କରିବା ପାଇଁ ଭାରତରେ ପ୍ରଶିକ୍ଷଣ ଦିଆଯାଉଛି । ନିଜର ପ୍ରଶିକ୍ଷଣ ପରେ ସେମାନେ ଫେରି ଯାଉଛନ୍ତି ଓ  ନିଜର ସମୁଦାୟକୁ ବିଦ୍ୟୁତକରଣ ସମ୍ପର୍କରେ ବୁଝାଉଛନ୍ତି । ପ୍ରତ୍ୟେକ ମହିଳା ଏଠୁ ଫେରିବା ପରେ ନିଜ ସମୁଦାୟର 50ଟି ଘରକୁ ବିଦ୍ୟୁତକରଣର ଦାୟିତ୍ୱ ନେଉଛନ୍ତି । ମହିଳାଙ୍କୁ ଚୟନ କରିବା ପାଇଁ ଏକ ଆବଶ୍ୟକ ସର୍ତ୍ତ ମଧ୍ୟ ରହିଚି କି ସେମାନେ ନିରକ୍ଷର ଓ ଅର୍ଦ୍ଧଶିକ୍ଷିତ ହୋଇଥିବେ । ସେମାନେ ନିଜର ରହିବା ସମୟରେ ବାସ୍କେଟ୍ ତିଆରି କରିବା, ମହୁମାଛି ପାଳିବା, ରୋଷେଇ ଘର ପାଇଁ ବଗିଚା ପ୍ରସ୍ତୁତ ଆଦି କୌଶଳ ମଧ୍ୟ ଶିକ୍ଷା କରିଥାନ୍ତି ।

ଆମେ ଦକ୍ଷିଣ ଆଫ୍ରିକାର 48ଟି ରାଷ୍ଟ୍ର ସହ ଯୋଡ଼ି ହେବା ପାଇଁ ଟେଲି ମେଡିସିନ୍ ଓ ଦୂରସଂଚାର ନେଟୱାର୍କର ଆଫ୍ରିକା ବ୍ୟାପୀ ଇ-ନେଟ୍ୱାର୍କ ପରିଯୋଜନାକୁ ସଫଳତାପୂର୍ବକ ପୂରଣ କରିଛୁ ।

ଭାରତରେ 5 ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର କାର୍ଯ୍ୟକ୍ରମ ଆଧାରରେ ପ୍ରମାଣପତ୍ର ପ୍ରଦାନ କରାଯାଉଛି । 12ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପରାମର୍ଶ ଓ ନିରନ୍ତର ମେଡିକାଲ ଶିକ୍ଷା ପ୍ରଦାନ କରୁଛନ୍ତି । ପ୍ରାୟ 7ହଜାର ଛାତ୍ରଛାତ୍ରୀ ନିଜର ପାଠପଢ଼ା ପୂରଣ କରିଛନ୍ତି । ଖୁବଶୀଘ୍ର ଆମେ ଆଗାମୀ ପର୍ଯ୍ୟାୟର ଶୁଭାରମ୍ଭ କରିବୁ ।

2012 ମସିହାରେ ଆଫ୍ରିକୀୟ ରାଷ୍ଟ୍ର ପାଇଁ ଆରମ୍ଭ କରାଯାଇଥିବା କଟନ୍ ଟେକନିକ୍ ସହାୟତା କାର୍ଯ୍ୟକ୍ରମକୁ ଆମେ ଖୁବଶୀଘ୍ର ସଫଳତାପୂର୍ବକ ପୂରଣ କରିବୁ । ଏହି ପରିଯୋଜନା ବେନିନ୍, ବୁର୍କିନା ଫାସୋ, ଚାଦ, ମଲାୱି, ନାଇଜେରିଆ ଓ ଉଗାଣ୍ଡାରେ କାର୍ଯ୍ୟକାରୀ ହୋଇଥିଲା ।

ବନ୍ଧୁଗଣ

ଆଫ୍ରିକା-ଭାରତର ବ୍ୟବସାୟ ଗତ 15 ବର୍ଷ ମଧ୍ୟରେ ବହୁଗୁଣା ବଢ଼ିଛି । ଏହା ଗତ 5 ବର୍ଷ ମଧ୍ୟରେ ଦ୍ୱିଗୁଣ ହୋଇ 2014-15ରେ ପ୍ରାୟ 72 ମିଲିୟନ ଆମେରିକୀୟ ଡଲାରରେ ପହଂଚିଛି । 2015-16ରେ ଆଫ୍ରିକା ସହ ଭାରତୀୟ ସମୁଦାୟର ବ୍ୟବସାୟ ଆମେରିକା ସହ ଆମର ବ୍ୟବସାୟ ତୁଳନାରେ ଅଧିକ ରହିଥିଲା ।

ଆଫ୍ରିକାରେ ବିକାଶକୁ ସମର୍ଥନ କରିବା ପାଇଁ ଭାରତ ମଧ୍ୟ ଆମେରିକା ଓ ଜାପାନ ସହ କାମ କରୁଛି । ଟୋକିଓ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଆଲୋଚନାକୁ ଖୁସିର ସହ ମନେ ପକାଉଛି । ଆମେ ସମସ୍ତଙ୍କ ପାଇଁ ବିକାଶର ସମ୍ଭାବନାକୁ ଆଗେଇ ନେବାର ପ୍ରତିବଦ୍ଧତା ଉପରେ ଆଲୋଚନା କରିଛୁ । ଆମର ମିଳିତ ଘୋଷଣାରେ ଆମେ ଏସିଆ ଆଫ୍ରିକା କରିଡରର ଉଲ୍ଲେଖ କରିଥିଲୁ ଓ ଆଫ୍ରିକାରେ ଆମର ଭାଇ ଓ ଭଉଣୀଙ୍କ ସହ ଆଲୋଚନାକୁ ଆଗେଇ ନେବାକୁ ପ୍ରସ୍ତାବ ରଖିଛୁ ।

ଭାରତୀୟ ଓ ଜାପାନୀ ଗବେଷଣା ସଂସ୍ଥାନ ଏକ ଭିଜନ୍ ଦସ୍ତାବିଜ ସହ ଆଗେଇ ଆସିଛନ୍ତି । ମୁଁ ଆରଆଇଏସ୍, ଇଆରଆଇଏ, ଆଇଡିଇ-ଜେଇଟିଆରଓକୁ ଏକଜୁଟ ହେବା ନିମନ୍ତେ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଉଛି । ଏହା ଆଫ୍ରିକାର ଚିନ୍ତନ ମଣ୍ଡଳୀଙ୍କ ପରାମର୍ଶରେ କରାଯାଇଛି । ମୁଁ ଭାବୁଛି କି ଭିଜନ ଦସ୍ତାବିଜ ବୋର୍ଡର ବୈଠକ ପରେ ଉପସ୍ଥାପିତ କରାଯିବ ।  ଚିନ୍ତା କରାଯାଉଛି କି ଭାରତ ଓ ଜାପାନ, ଅନ୍ୟ ଇଚ୍ଛୁକ ଭାଗିଦାରୀଙ୍କ ସହ ଦକ୍ଷତା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ନିର୍ମାଣ ଓ ଯୋଗାଯୋଗ କ୍ଷେତ୍ରରେ ମିଳିତ ପ୍ରୟାସର ସମ୍ଭାବନାକୁ ଖୋଜାଯାଇପାରିବ ।

ଆମର ଭାଗିଦାରୀ ଏକାକୀ ସରକାର ମଧ୍ୟରେ ସୀମିତ ନାହିଁ । ଭାରତର ଘରୋଇ କ୍ଷେତ୍ର ମଧ୍ୟ ଏହାକୁ ଗତିଶୀଳ କରିବାରେ ସବୁଠୁ ଆଗରେ ରହିଛି । 1996ରୁ 2016 ମସିହା ମଧ୍ୟରେ ଆଫ୍ରିକାରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶର ପ୍ରାୟ ଏକ ପଞ୍ଚମାଂଶ ଭାରତର ରହିଛି । ଆଫ୍ରିକା ମହାଦ୍ୱୀପରେ ନିବେଶ କରିବାରେ ଭାରତ ପଂଚମ ସର୍ବବୃହତ୍ ରାଷ୍ଟ୍ର । ଯିଏକି ଗତ 20ବର୍ଷ ମଧ୍ୟରେ 54 ବିଲିୟନ ଡଲାର ନିବେଶ କରିଛି ଓ ଆଫ୍ରିକାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

2015 ନଭେମ୍ବର ମାସରେ ପ୍ୟାରିସ୍ ଠାରେ ଅନୁଷ୍ଠିତ ହୋଇଥିବା ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଆରମ୍ଭ କରାଯାଇଥିବା ଅନ୍ତର୍ଜାତୀୟ ସୌର ମେଂଟ ଅଭିଯାନ ପ୍ରତି ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକର ଆଗ୍ରହ ଦେଖି ଆମେ ଉତ୍ସାହିତ  । ଏହି ମେଂଟ ସ୍ୱତନ୍ତ୍ର ଶକ୍ତି ଆବଶ୍ୟକତା ପୂରଣ କରିବା ଲାଗି ସୌର ସମ୍ବଳରେ ସମୃଦ୍ଧ ରାଷ୍ଟ୍ରଗୁଡ଼ିକୁ ନେଇ ଗଢ଼ାଯାଇଛି  । ମୁଁ ଖୁସି ଯେ ଅଧିକାଂଶ ଆଫ୍ରିକୀୟ ରାଷ୍ଟ୍ର ଏହି ଅନ୍ତର୍ଜାତୀୟ ସୌର ମେଂଟ ଅଭିଯାନ ପ୍ରତି ସେମାନଙ୍କ ସମର୍ଥନ ଜଣାଇଛନ୍ତି  ।

ନୂଆ ବିକାଶ ବ୍ୟାଙ୍କ “ବ୍ରିକ୍ସ ବ୍ୟାଙ୍କ”ର ଅନ୍ୟତମ ପ୍ରତିଷ୍ଠାତା ଭାବେ ଭାରତ ଏହି ବ୍ୟାଙ୍କର ଆଂଚଳିକ କେନ୍ଦ୍ର ଦକ୍ଷିଣ ଆଫ୍ରିକାରେ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ସମର୍ଥନ କରିଛି  । ଏହାଦ୍ୱାରା ଏନଡିବି ଏବଂ ଆଫ୍ରିକା ଉନ୍ନୟନ ବ୍ୟାଙ୍କ ଭଳି ଅନ୍ୟ ବିକାଶ ଭାଗିଦାରମାନଙ୍କ ସହ ସହଭାଗୀ ହେବା ଲାଗି ମୂଳଦୁଆ ଯୋଗାଇବ  ।

ଭାରତ 1982ରେ ଆଫ୍ରିକା ଉନ୍ନୟନ ପାଣ୍ଠିରେ ଯୋଗ ଦେଇଥିଲା ଏବଂ 1983ରେ ଆଫ୍ରିକା ଉନ୍ନୟନ ବ୍ୟାଙ୍କ ସହ ଯୋଡ଼ି ହୋଇଥିଲା । ବ୍ୟାଙ୍କର ସମସ୍ତ ସାଧାରଣ ପୁଞ୍ଜି ବୃଦ୍ଧିରେ ଭାରତ ଯୋଗଦାନ ଦେଇଛି  ।  ନିକଟରେ ଆଫ୍ରିକା ଉନ୍ନୟନ ପାଣ୍ଠିର ପୁନଃଭରଣ ସମୟରେ ଭାରତ 29 ନିୟୁତ ଡଲାର ଯୋଗଦାନ ଦେଇଥିଲା  । ଆମେ ଉଚ୍ଚଋଣଗ୍ରସ୍ତ ଗରିବ ରାଷ୍ଟ୍ର ଏବଂ ବହୁପକ୍ଷୀୟ ଋଣ ହ୍ରାସ କାର୍ଯ୍ୟକ୍ରମ ପାଇଁ ଯୋଗଦାନ ଦେଇଛୁ  ।

ଏହି ବୈଠକ ଶେଷ ହେବା ପରେ ଭାରତ ସରକାର ଭାରତୀୟ ଶିଳ୍ପ ମହାସଂଘ ସହିତ ଏକ ସମ୍ମିଳନୀ ଏବଂ ଆଲୋଚନାଚକ୍ରର ଆୟୋଜନ କରିଛନ୍ତି  । ସେହିପରି ଫେଡରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ର - ଫିକି ମିଳିତ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ  । ଏଥିରେ କୃଷି ଠାରୁ ଆରମ୍ଭ କରି ଅଭିନବୀକରଣ  ପର୍ଯ୍ୟନ୍ତ ଏବଂ ଷ୍ଟାର୍ଟଅପ୍ ସହିତ ଅନ୍ୟ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରାଯାଇଛି  ।

ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି “ଆଫ୍ରିକାରେ ସଂପତ୍ତି ସୃଷ୍ଟି ଲାଗି କୃଷିକ୍ଷେତ୍ରରେ ରୂପାନ୍ତରଣ” । ଏହି କ୍ଷେତ୍ରରେ ଭାରତ ଏବଂ ବ୍ୟାଙ୍କ ପରସ୍ପର ସହ ହାତ ମିଳାଇ ସଫଳ ହୋଇପାରିବେ  । ମୁଁ ପୂର୍ବରୁ କଟନ୍ ଟେକ୍ନିକାଲ୍ ଆସିଷ୍ଟାନ୍ସ କାର୍ଯ୍ୟକ୍ରମ ନେଇ କହିସାରିଛି  ।

ଭାରତରେ 2022 ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା କରିବା ଲାଗି ମୁଁ ଏକ ଯୋଜନା ଆରମ୍ଭ କରିଛି  । ଏହାକୁ ସଫଳ କରିବାକୁ ହେଲେ ଉନ୍ନତ ବିହନ ଠାରୁ ଆରମ୍ଭ କରି  ଅନୁକୂଳ ନିବେଶ, ଫସଲ ହାନି ପରିମାଣ ହ୍ରାସ, ଉତ୍ତମ ବଜାର ସୁବିଧା ଆଦି ପାଇଁ ଏକାନ୍ତ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି  । ଆମେ ଏହି ଯୋଜନା ଦିଗରେ ଆଗେଇ ଥିବାରୁ ଭାରତ ଆପଣମାନଙ୍କ ଅଭିଜ୍ଞତାରୁ ଶିକ୍ଷା ଲାଭ କରିବାକୁ ଚାହୁଁଛି  ।

ମୋ ଆଫ୍ରିକୀୟ ଭାଇ ଓ ଭଉଣୀମାନେ

ଆମେ ଭୋଗୁଥିବା ଅଧିକାଂଶ ସମସ୍ୟା ପ୍ରାୟତଃ ସମାନ : କୃଷକ ଏବଂ ଗରିବ ଲୋକଙ୍କ କଲ୍ୟାଣ; ମହିଳା ସଶକ୍ତିକରଣ; ଗ୍ରାମୀଣ ଲୋକମାନଙ୍କ ନିକଟରେ ଅର୍ଥ ପ୍ରବାହ ପହଂଚାଇବା, ଭିତ୍ତିଭୂମି ନିର୍ମାଣ ଆଦି ଆମ ପାଇଁ ଆହ୍ୱାନ  । ସୀମିତ ଆର୍ଥିକ ସମ୍ବଳ ମଧ୍ୟରେ ଆମକୁ ଏସବୁ କରିବାକୁ ହେବ  । ଆମକୁ  ସମଷ୍ଟିଗତ ଅର୍ଥନୈତିକ ସ୍ଥିରତା ବଜାୟ ରଖିବାକୁ ହେବ ଯାହାଦ୍ୱାରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରାଯାଇପାରିବ ଏବଂ ବାର୍ଷିକ ଆଦାନପ୍ରଦାନକୁ ସ୍ଥିର ରଖିହେବ  । ଏ ସମସ୍ତ କ୍ଷେତ୍ରରେ ପରସ୍ପରର ଅଭିଜ୍ଞତାକୁ ବାଣ୍ଟିବା ଦ୍ୱାରା ଆମେ ବହୁତ କିଛି ଲାଭ ପାଇପାରିବା  । ଉଦାହରଣସ୍ୱରୂପ ନଗଦମୁକ୍ତ ଅର୍ଥନୀତି ଦିଗରେ ଆମର ପଦକ୍ଷେପ କ୍ଷେତ୍ରରେ ଆମେ କେନିୟା ଭଳି ଆଫ୍ରିକୀୟ ଦେଶ ଠାରୁ ମୋବାଇଲ୍ ବ୍ୟାଙ୍କିଙ୍ଗର ସଫଳତା ବିଷୟରେ ଜାଣିପାରିଛୁ  ।

ମୁଁ ଖୁସିର ସହିତ କହିବାକୁ ଚାହେଁ ଯେ ବିଗତ ତିନି ବର୍ଷ ମଧ୍ୟରେ ଭାରତ ସମସ୍ତ ସମଷ୍ଟିଗତ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିଛି  । ବିତ୍ତିୟ ନିଅଂଟ, ବାର୍ଷିକ ଆଦାନପ୍ରଦାନରେ ସନ୍ତୁଳନ ଏବଂ ମୁଦ୍ରାସ୍ଫିତୀରେ ହ୍ରାସ ଘଟିଛି  । ଜିଡିପି ଅଭିବୃଦ୍ଧି ହାର, ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ସାଧାରଣ ମୂଳ ପୁଞ୍ଜିରେ ବୃଦ୍ଧି ଘଟିଛି  । ସମାନ ଭାବେ ଆମେ ବିକାଶ କ୍ଷେତ୍ରରେ ଅଗ୍ରଗତି କରିବାରେ ସଫଳ ହୋଇଛୁ  ।

ଆଫ୍ରିକା ଉନ୍ନୟନ ବ୍ୟାଙ୍କର ଅଧ୍ୟକ୍ଷ, ଏମିତି ଖବର ଆସିଛି ଯେ ନିକଟରେ ଆମ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ପାଠ୍ୟପୁସ୍ତକ ବିଷୟ ଭଳି ଶିକ୍ଷଣୀୟ ବୋଲି ଆପଣ ବର୍ଣ୍ଣନା କରିବା ସହ ଆମକୁ ବିକାଶର ଆଲୋକସ୍ତମ୍ଭ ଭାବେ ଅଭିହିତ କରିଛନ୍ତି  । ଏଭଳି ପ୍ରଶଂସାସୂଚକ ଶବ୍ଦ ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି  । ମୁଁ ଏହା ଜାଣି ଖୁସି ଯେ ଆପଣ ପୂର୍ବରୁ କିଛିଦିନ ହାଇଦ୍ରାବାଦରେ ରହି ତାଲିମ ଗ୍ରହଣ କରିଛନ୍ତି  । ତେବେ ମୁଁ ନିଶ୍ଚିତ ଭାବେ କହିବି ଯେ ଆଗକୁ ଆହୁରି ଅନେକ ଆହ୍ୱାନର ମୁକାବିଲା ପାଇଁ ଆମେ ଦୃଢ଼ସଂକଳ୍ପ  । ଏହି ପରିପ୍ରେକ୍ଷୀରେ ଗତ 3 ବର୍ଷ ମଧ୍ୟରେ ଆମେ ବ୍ୟବହାର କରିଥିବା କେତେକ ରଣନୀତି ବିଷୟରେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହେଁ  ।

ଗରିବ ଲୋକମାନଙ୍କୁ ପରୋକ୍ଷ ଭାବେ ଆର୍ଥିକ ରିହାତି ଦେବା ବଦଳରେ ସିଧାସଳଖ ସେମାନଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କରି ଆମେ ବହୁପରିମାଣର ବିତ୍ତିୟ ସଂଚୟ ହାସଲ କରିପାରିଛୁ  । ଗତ ତିନି ବର୍ଷ ମଧ୍ୟରେ କେବଳ ରନ୍ଧନ ଗ୍ୟାସ କ୍ଷେତ୍ରରେ ଆମେ 4 ବିଲିୟନ୍ ଡଲାର ସଂଚୟ କରିପାରିଛୁ  । ଏହା ଅତିରିକ୍ତ ସ୍ୱତଃପ୍ରବୃତ ଭାବେ ସ୍ୱଚ୍ଛଳ ନାଗରିକମାନଙ୍କୁ ଗ୍ୟାସ ସବସିଡି ତ୍ୟାଗ କରିବାକୁ ଅନୁରୋଧ କରିଥିଲି  । ଗିଭ୍ ଇଟ୍ ଅପ୍ ଅଭିଯାନ ଜରିଆରେ ଏଥିରୁ ସଂଚୟ ହେଉଥିବା ଅର୍ଥରେ ଗରିବ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯିବ  । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ 10 ନିୟୁତରୁ ଅଧିକ ଭାରତୀୟ ସ୍ୱତଃପ୍ରବୃତ ଭାବେ ଏପରି କରିଛନ୍ତି  । ଏହି ସଂଚୟ କାରଣରୁ ଆମେ 50 ନିୟୁତ ଦରିଦ୍ର ଲୋକଙ୍କୁ ଗ୍ୟାସ ସଂଯୋଗ ଦେବା ଲାଗି ଯୋଜନା ଆରମ୍ଭ କରିଛୁ  । ବର୍ତ୍ତମାନ ସୁଦ୍ଧା 15 ନିୟୁତରୁ ଅଧିକ ଗ୍ୟାସ ସଂଯୋଗ ଦିଆଯାଇସାରିଲାଣି  । ଏହାର ଗ୍ରାମୀଣ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି  । କାଠ ଚୁଲିରେ ରୋଷେଇ କରିବା ଯୋଗୁ ହେଉଥିବା ସ୍ୱାସ୍ଥ୍ୟହାନୀରୁ ସେମାନେ ମୁକ୍ତ ହୋଇପାରିଛନ୍ତି  । ଏହା ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ହ୍ରାସରେ ମଧ୍ୟ ସହାୟକ ହୋଇଛି  । ସଂସ୍କାର ବଳରେ ପରିବର୍ତ୍ତର ଏହା ଏକ ଉଦାହରଣ : ଏହା ଜୀବନ ପରିବର୍ତ୍ତନ ଲାଗି ସମ୍ମିଳିତ କାର୍ଯ୍ୟର ଏକ ସମାହାର  ।

କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁରିଆ ସାର ବେଆଇନ ଭାବେ  ରାସାୟନିକ ଉତ୍ପାଦନ ଭଳି ଅଣକୃଷି କାର୍ଯ୍ୟପାଇଁ ବ୍ୟବହୃତ ହେଉଥିଲା । ଆମେ ସାମଗ୍ରୀକ ନିମ୍ବ ପ୍ରଲେପିତ ୟୁରିଆ ବ୍ୟବହାର ଆରମ୍ଭ କଲୁ ।

ଏହା ସାର ବାଟମାରଣାକୁ ବନ୍ଦ କରିଦେଲା  । ଏହାଦ୍ୱାରା କେବଳ ଆର୍ଥିକ ସଂଚୟ ହେଲା ନାହିଁ, ବରଂ ନିମ୍ବ ପ୍ରଲେପିତ-ୟୁରିଆ ଦ୍ୱାରା ସାରା ଗୁଣବତ୍ତା ବୃଦ୍ଧି ପାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଲା  ।

ଆମେ କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେଉଛୁ ଏହା ସେମାନଙ୍କୁ ସେମାନଙ୍କ ଜମିର ପ୍ରକୃତ ଗୁଣ ଜାଣିବାରେ ସହାୟକ ହେଉଛି ଏବଂ ସେମାନେ ଏ ଦିଗରେ ଆବଶ୍ୟକ ପରାମର୍ଶ ମଧ୍ୟ ପାଇପାରୁଛନ୍ତି  । ଏହା ମିତବ୍ୟୟୀ ନିବେଶକୁ ପ୍ରୋତ୍ସାହନ ଦେଉଛି ଏବଂ ଫସଲ ପରିମାଣରେ ବୃଦ୍ଧି ଘଟାଉଛି  ।

ରେଳବାଇ, ରାଜପଥ, ଶକ୍ତି ଏବଂ ଗ୍ୟାସ ପାଇପ୍ ଲାଇନ୍ ଭଳି ବୃହତ ଭିତିଭୂମି କ୍ଷେତ୍ରରେ ଆମେ ପୁଞ୍ଜି ନିବେଶ ପରିମାଣ ବଢ଼ାଇ ଦେଇଛୁ  । ଆସନ୍ତାବର୍ଷ ସୁଦ୍ଧା ଭାରତରେ ଗୋଟିଏ ହେଲେ ବି ଗ୍ରାମ ବିଦ୍ୟୁତ୍ ସେବାରୁ ବଂଚିତ ହୋଇ ରହିନଥିବ  । ଆମର ସ୍ୱଚ୍ଛ ଗଙ୍ଗା, ନବୀକରଣ ଶକ୍ତି, ଡିଜିଟାଲ୍ ଇଣ୍ଡିଆ, ସ୍ପାର୍ଟ ସିଟି, ସମସ୍ତଙ୍କ ପାଇଁ ଆବାସ ଏବଂ ସ୍କିଲ୍ ଇଣ୍ଡିଆ ଅଭିଯାନ ଆମକୁ ଏକ ସ୍ୱଚ୍ଛ, ଅଧିକ ସମୃଦ୍ଧି, ଦୃତ ଅଭିବୃଦ୍ଧିଶୀଳ ଏବଂ ଆଧୁନିକ ନୂତନ ଭାରତ ଦିଗରେ ଆଗେଇ ନେଉଛି  । ଆଗାମୀ ବର୍ଷଗୁଡ଼ିକରେ ଭାରତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବା ସହ ପରିବେଶ ଅନୁକୂଳ ବିକାଶ ହାସଲ କରିବା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ  ।

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଆମକୁ ସହାୟକ ହୋଇଛି  । ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ପ୍ରଥମେ ପରିବର୍ତ୍ତନ ଅଣାଗଲା  । ଗତ 3 ବର୍ଷ ମଧ୍ୟରେ ଆମ ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ଲକ୍ଷ୍ୟ ହାସଲ କରିପାରିଛୁ  । ଆମେ ଲୋକମାନଙ୍କ ଧନ ଅଭିଯାନ ବା ଜନଧନଯୋଜନା ଆରମ୍ଭ କରିଥିଲୁ ଏହା ଅଧୀନରେ ସହରା ଏବଂ ଗ୍ରାମାଂଚଳର ଗରିବ ଲୋକମାନେ 208 ନିୟୁତ ବ୍ୟାଙ୍କ ଏକାଉଂଟ ଖୋଲିପାରିଛନ୍ତି  । ଏହି ଯୋଜନା ଯୋଗୁ ପ୍ରାୟତଃ ସବୁ ଭାରତୀୟ ପରିବାର ନିକଟରେ ଗୋଟିଏ ବ୍ୟାଙ୍କ ଏକାଉଂଟ ରହିଛି  । ସାଧାରଣତଃ ବ୍ୟାଙ୍କଗୁଡ଼ିକ ବ୍ୟବସାୟୀ ଏବଂ ଧନୀ ଲୋକମାନଙ୍କୁ ସହାୟକ ହୋଇଥାନ୍ତି  । ଆମେ ସେମାନଙ୍କୁ ଗରିବ ଲୋକ ଏବଂ ସେମାନଙ୍କ ସହାୟତା କରିବା ଲାଗି ନିର୍ଦ୍ଦେଶ ଦେଇଥିଲୁ  । ଆମେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରିଥିଲୁ ଏବଂ ସ୍ୱଚ୍ଛ ଚୟନ ପ୍ରକ୍ରିୟା ଜରିଆରେ ପେସାଦାର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କୁ ଚୟନ କରିବା ଲାଗି ସେମାନଙ୍କୁ ପରାମର୍ଶ ଦେଇଥିଲୁ  ।

ଆମର ସାମଗ୍ରୀକ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥା ଆଧାର ଦ୍ୱିତୀୟ ଉପାଦାନ ଥିଲା  । ଏହା ଅଯୋଗ୍ୟଙ୍କୁ ସହାୟତା ପାଇବାରୁ ରୋକିଥିଲା । ଅଯୋଗ୍ୟ ଦାବିଦାରଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଂଚାଇବା ଲାଗି ଏହା ଆମକୁ କ୍ଷମତା ପ୍ରଦାନ କରିଥିଲା  ।

ବନ୍ଧୁଗଣ, ଏକ ସଫଳ ଏବଂ ଫଳପ୍ରଦ ବାର୍ଷିକ ବୈଠକ ପାଇଁ ଆଶା କରିବା ସହ ମୁଁ ମୋର ଅଭିଭାଷଣ ଶେଷ କରିବାକୁ ଚାହୁଁଛି  । କ୍ରୀଡ଼ା କ୍ଷେତ୍ରରେ, ଅଧିକ ଦୂରତାବିଶିଷ୍ଟ ଦୌଡ଼ରେ ଆଫ୍ରିକା ସହ ଭାରତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ  । କିନ୍ତୁ ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଭାରତ ସବୁବେଳେ ଆପଣମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହେବ, ଉତ୍ତମ ଭବିଷ୍ୟତ ପାଇଁ ଲମ୍ବ ଏବଂ କଷ୍ଟଦାୟକ ଦୌଡ଼ରେ ଆପଣମାନଙ୍କୁ ସହାୟତା ଯୋଗାଇଦେବ  ।

ମହାମହିମ! ଭାଇ ଓ ଭଉଣୀମାନେ ! ମୁଁ ଏବେ ଆନନ୍ଦର ସହକାରେ ଆଫ୍ରିକା ଉନ୍ନୟନ ବ୍ୟାଙ୍କ ଗ୍ରୁପ୍ର ବୋର୍ଡ ଅଫ୍ ଗଭର୍ଣ୍ଣରଙ୍କ ବୈଠକ ଉଦ୍ଘାଟନ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରୁଛି  ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।