ସାର ଅନିରୁଦ୍ଧ ଜଗନ୍ନାଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:
"ପଦ୍ମ ବିଭୂଷଣ ସାର ଅନିରୁଦ୍ଧ ଜଗନ୍ନାଥ, ଜଣେ ଉଚ୍ଚ କୋଟୀର ନେତା ଓ ରାଜନେତା ତଥା ଆଧୁନିକ ମରିସସର ସ୍ଥପତି ଥିଲେ । ସେ ଜଣେ ଗର୍ବିତ ପ୍ରବାସୀ ଭାରତୀୟ, ଯିଏକି ସ୍ଵତନ୍ତ୍ର ଦ୍ୱିପାକ୍ଷିକ ସମ୍ପର୍କ ଗଢିବାରେ ସାହାଯ୍ୟ କରିଥିଲେ ଯାହାଦ୍ଵାରା ତାଙ୍କ ଉତ୍ତରାଧିକାରୀମାନେ ବିଶେଷ ଭାବେ ଉପକୃତ ହେବ । ତାଙ୍କ ପରିବାର ତଥା ମରିସସବାସୀଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।
Padma Vibhushan Sir Anerood Jugnauth, a tall leader & statesman, was the architect of modern Mauritius. A proud Pravasi Bharatiya, he helped forge the special bilateral relationship that will benefit from his legacy. Condolences to his family & the people of Mauritius. Om Shanti. pic.twitter.com/CktEnK4XMn
— Narendra Modi (@narendramodi) June 3, 2021