ସେୟାର
 
Comments

ସାର ଅନିରୁଦ୍ଧ ଜଗନ୍ନାଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି ।

ଏକ ଟ୍ଵିଟ୍‌ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି:

"ପଦ୍ମ ବିଭୂଷଣ ସାର ଅନିରୁଦ୍ଧ ଜଗନ୍ନାଥ, ଜଣେ ଉଚ୍ଚ କୋଟୀର ନେତା ଓ ରାଜନେତା  ତଥା ଆଧୁନିକ ମରିସସର ସ୍ଥପତି ଥିଲେ । ସେ ଜଣେ ଗର୍ବିତ ପ୍ରବାସୀ ଭାରତୀୟ, ଯିଏକି ସ୍ଵତନ୍ତ୍ର ଦ୍ୱିପାକ୍ଷିକ ସମ୍ପର୍କ ଗଢିବାରେ ସାହାଯ୍ୟ କରିଥିଲେ ଯାହାଦ୍ଵାରା ତାଙ୍କ ଉତ୍ତରାଧିକାରୀମାନେ ବିଶେଷ ଭାବେ ଉପକୃତ ହେବ । ତାଙ୍କ ପରିବାର ତଥା ମରିସସବାସୀଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
What is PM Modi's role in Union Budget? FM Nirmala Sitharaman reveals

Media Coverage

What is PM Modi's role in Union Budget? FM Nirmala Sitharaman reveals
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 5, 2023
February 05, 2023
ସେୟାର
 
Comments

Citizens Take Pride in PM Modi’s Continued Global Popularity

Modi Govt’s Economic Policies Instilling Confidence and Strength in the New India