ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କେୱଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।

2014ଠାରୁ ପ୍ରତିବର୍ଷ 31 ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପରେ ପାଳନ କରାଯାଉଛି । ସମାଜର ପ୍ରତ୍ୟେକ ବର୍ଗର ଲୋକ ସାରା ଦେଶରେ “ଏକତା ଦୌଡ଼”ରେ ଅଂଶଗ୍ରହଣ କରୁଛନ୍ତି ।

ସାରା ଦେଶରରୁ  ଆସିଥିବା ପତାକାଧାରୀ ଏବଂ ଗୁଜରାଟ ଛାତ୍ର କ୍ୟାଡେଟ କୋର ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ “ଏକ ଭାରତ ଶ୍ରେଷ୍ଠ ଭାରତ” ଉପରେ ଡ୍ରିଲ ପ୍ରସ୍ତୁତ କରାଯାଇଥିଲା । ଏଥିସହିତ ଏନଏସଜି, ସିଆଇଏସଏଫ, ଏନଡିଆରଏଫ, ସିଆରପିଏଫ, ଗୁଜରାଟ ଏବଂ ଜମ୍ମୁ-କଶ୍ମୀର ପୁଲିସର ଯବାନମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ନିଜ ନିଜ ପ୍ରଦର୍ଶନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହା ପରେ କେୱଡ଼ିଆରେ ପ୍ରଯୁକ୍ତି ପ୍ରଦର୍ଶନୀ ସ୍ଥଳର ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ପୁଲିସବାହିନୀର ଷ୍ଟଲ ପରିଦର୍ଶନ ମଧ୍ୟ କରିଥିଲେ ଯେଉଁଥିରେ ବିମାନଚଳାଚଳ ସୁରକ୍ଷା, ପୁଲିସ ବାହିନୀର ଆଧୁନିକୀକରଣ ସମେତ ଅନେକ ବିଷୟ ଉପରେ ଆଧୁନିକ ପ୍ରଯୁକ୍ତି ପ୍ରଦର୍ଶିତ ହୋଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥