|
କ୍ରମିକ ସଂଖ୍ୟା
|
ଶୀର୍ଷକ
|
କ୍ଷେତ୍ର |
|
୧. |
ଭାରତ-ଫ୍ରାନ୍ସ ସମ୍ପର୍କକୁ ‘ବିଶେଷ ବିଶ୍ୱ ରଣନୈତିକ ସହଭାଗୀତା’ ସ୍ତରକୁ ଉନ୍ନୀତ କରିବା |
ରାଜନୈତିକ ଏବଂ କୂଟନୈତିକ ସମ୍ବନ୍ଧ
|
|
୨. |
ଉନ୍ନତ ସହଭାଗୀତା ଏବଂ ‘ହୋରାଇଜନ୍ ୨୦୪୭’ ରୋଡମ୍ୟାପର କାର୍ଯ୍ୟାନ୍ୱୟନର ନିୟମିତ ସମୀକ୍ଷା ପାଇଁ ବାର୍ଷିକ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ସ୍ଥାପନ
|
|
|
୩. |
ଭାରତ-ଫ୍ରାନ୍ସ ନବାଚାର ବର୍ଷର ଶୁଭାରମ୍ଭ
|
ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର
|
|
୪. |
ଭାରତ-ଫ୍ରାନ୍ସ ନବାଚାର ନେଟୱାର୍କର ଶୁଭାରମ୍ଭ |
|
|
୫. |
କର୍ଣ୍ଣାଟକର ଭେମଗଲରେ ଏଚ୍୧୨୫ ହେଲିକପ୍ଟର ଫାଇନାଲ୍ ଆସେମ୍ବ୍ଲି ଲାଇନର ଉଦ୍ଘାଟନ
|
ପ୍ରତିରକ୍ଷା ଏବଂ ସୁରକ୍ଷା
|
|
୬. |
ପ୍ରତିରକ୍ଷା ସହଯୋଗ ପାଇଁ ଭାରତ ସରକାର ଏବଂ ଫ୍ରାନ୍ସ ମଧ୍ୟରେ ଚୁକ୍ତିନାମାର ନବୀକରଣ |
|
|
୭. |
ଭାରତରେ ହାମର କ୍ଷେପଣାସ୍ତ୍ରର ନିର୍ମାଣ ପାଇଁ ବିଇଏଲ୍ ଏବଂ ସାଫରାନ ମଧ୍ୟରେ ମିଳିତ ବୁଝାମଣା |
|
|
୮. |
ଭାରତୀୟ ଏବଂ ଫ୍ରାନ୍ସ ସ୍ଥଳସେନା ପ୍ରତିଷ୍ଠାନରେ ଅଧିକାରୀଙ୍କ ପାରସ୍ପରିକ ନିୟୋଜନ
|
|
|
୯. |
ଏକ ମିଳିତ ଉନ୍ନତ ପ୍ରଯୁକ୍ତିବିଦ୍ୟା ବିକାଶ ସମୂହ ଗଠନ |
ପ୍ରତିରକ୍ଷା ସମେତ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା
|
|
୧୦. |
ଦୁର୍ଲଭ ଖଣିଜ ଏବଂ ଧାତୁ କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ଘୋଷଣା ପତ୍ର
|
|
|
୧୧. |
ଡିଏସ୍ଟି ଏବଂ ସିଏନ୍ଆର୍ଏସ୍ ମଧ୍ୟରେ ଉନ୍ନତ ସାମଗ୍ରୀ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଆଗ୍ରହ ପତ୍ର |
|
|
୧୨. |
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱୈତ ଟିକସ ପରିହାର ଚୁକ୍ତିନାମା ଉପରେ ସଂଶୋଧନ ପ୍ରୋଟାକଲ |
ଅର୍ଥନୀତି, ଷ୍ଟାର୍ଟଅପ୍, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ନବୀକରଣୀୟ ଶକ୍ତି ଏବଂ ଦକ୍ଷତା ବିକାଶ
|
|
୧୩. |
ଷ୍ଟାର୍ଟଅପ୍ ଇକୋସିଷ୍ଟମ, ନବାଚାର ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରଣନୈତିକ ସହଯୋଗ ପାଇଁ ଟି-ହବ୍ ଏବଂ ନର୍ଡ ଫ୍ରାନ୍ସ ମଧ୍ୟରେ ଆଗ୍ରହ ପତ୍ର |
|
|
୧୪. |
ଡିଏସ୍ଟି ଏବଂ ସିଏନ୍ଆର୍ଏସ୍ ମଧ୍ୟରେ ବୈଜ୍ଞାନିକ ସହଯୋଗ ପାଇଁ ବୁଝାମଣାପତ୍ର |
|
|
ଡିଜିଟାଲ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ଭାରତ-ଫ୍ରାନ୍ସ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରତ୍ରର ମିଳିତ ଘୋଷଣାନାମା |
|
|
|
୧୬. |
ନୂଆଦିଲ୍ଲୀର ଏମ୍ସରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇ ପାଇଁ ଭାରତ-ଫ୍ରାନ୍ସ କେନ୍ଦ୍ରର ଶୁଭାରମ୍ଭ |
|
|
୧୭. |
ସଂକ୍ରାମକ ରୋଗ ଏବଂ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଡିବିଟି ଏବଂ ଏଏନ୍ଆର୍ଏସ୍ ମଧ୍ୟରେ ଆଗ୍ରହ ପତ୍ର |
|
|
୧୮. |
ମେଟାବୋଲିକ ସ୍ୱାସ୍ଥ୍ୟ ବିଜ୍ଞାନ ପାଇଁ ଭାରତ-ଫ୍ରାନ୍ସ କେନ୍ଦ୍ର ପ୍ରତିଷ୍ଠା ପାଇଁ ଚୁକ୍ତିନାମା |
|
|
୧୯. |
ଏରୋନେଟିକ୍ସରେ ଦକ୍ଷତା ବିକାଶ ପାଇଁ ଏକ ଜାତୀୟ ଉତ୍କର୍ଷତା କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଆଗ୍ରହ ପତ୍ର |
|
|
୨୦. |
ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଅର୍ଥନୀତି, ଅର୍ଥ ତଥା ଶିଳ୍ପ, ଶକ୍ତି ଏବଂ ଡିଜିଟାଲ ସାର୍ବଭୌମତ୍ୱ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ନବୀକରଣ |
|
|
୨୧. |
ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ଏବଂ ଫ୍ରାନ୍ସର ଲା ପୋଷ୍ଟେ ମଧ୍ୟରେ ଆଗ୍ରହ ପତ୍ର
|
|
Prime Minister Shri Narendra Modi today expressed deep grief over the passing of the former Chief Minister of Uttarakhand, Major General Bhuwan Chandra Khanduri (Retd.).
The Prime Minister noted that Major General Khanduri made invaluable contributions spanning from the armed forces to the political sphere, for which he will always be remembered. Shri Modi highlighted his unwavering dedication to the development of Uttarakhand during his tenure as Chief Minister, and described his stint as a Union Minister as truly inspiring. He further lauded his tireless efforts toward significantly improving connectivity across the nation.
The Prime Minister extended his heartfelt condolences to the family and supporters of the departed leader in this hour of grief.
The Prime Minister posted on X:
"उत्तराखंड के पूर्व मुख्यमंत्री मेजर जनरल भुवन चंद्र खण्डूडी (सेवानिवृत्त) जी के निधन से अत्यंत दुख हुआ है। सशस्त्र बलों से लेकर राजनीतिक जगत में उन्होंने बहुमूल्य योगदान दिया, जिसके लिए उन्हें सदैव याद किया जाएगा। उत्तराखंड के विकास के लिए वे हमेशा समर्पित रहे, जो मुख्यमंत्री के रूप में उनके कार्यकाल में भी साफ तौर पर दिखा। केंद्रीय मंत्री के रूप में भी उनका कार्यकाल हर किसी को प्रेरित करने वाला है। देशभर में कनेक्टिविटी की बेहतरी के लिए उन्होंने निरंतर अथक प्रयास किए। शोक की इस घड़ी में मेरी संवेदनाएं उनके परिजनों और समर्थकों के साथ हैं। ओम शांति!"
उत्तराखंड के पूर्व मुख्यमंत्री मेजर जनरल भुवन चंद्र खण्डूडी (सेवानिवृत्त) जी के निधन से अत्यंत दुख हुआ है। सशस्त्र बलों से लेकर राजनीतिक जगत में उन्होंने बहुमूल्य योगदान दिया, जिसके लिए उन्हें सदैव याद किया जाएगा। उत्तराखंड के विकास के लिए वे हमेशा समर्पित रहे, जो मुख्यमंत्री के… pic.twitter.com/JNhgOsj0eY
— Narendra Modi (@narendramodi) May 19, 2026


