କ୍ରମିକ ନଂ

ବୁଝାମଣା/ବୁଝାମଣା ପତ୍ର

୧.

ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କାର ଋଣ ସହାୟତା (ଏଲଓସି)ର ବିସ୍ତାର

୨.

ଭାରତ ସରକାରଙ୍କ ଦ୍ୱାରା ଘୋଷିତ ଋଣ ସହାୟତାରେ ମାଳଦ୍ୱୀପର ବାର୍ଷିକ ଋଣ ପରିଶୋଧ ବୋଝ ହ୍ରାସ

୩.

ଭାରତ-ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଆଇଏମଏଫଟିଏ) ଉପରେ ଆଲୋଚନାର ଶୁଭାରମ୍ଭ ହେଲା

୪.

ଭାରତ-ମାଳଦ୍ୱୀପ ରାଜନୈତିକ ସମ୍ବନ୍ଧ ପ୍ରତିଷ୍ଠାର ୬୦ ବର୍ଷ ପୂର୍ତ୍ତିରେ ମିଳିତ ଭାବେ ସ୍ମାରକ ଡାକଟିକଟ ଜାରି କରାଗଲା

କ୍ରମିକ ନଂ

ଉଦଘାଟନ/ହସ୍ତାନ୍ତରଣ

୧.

ଭାରତର କ୍ରେତା ଋଣ ସୁବିଧା ଅନ୍ତର୍ଗତ ହୁଲହୁମାଲେରେ ୩,୩୦୦ ସାମାଜିକ ଆବାସର ହସ୍ତାନ୍ତରଣ କରାଗଲା

୨.

ଅଡ୍ଡୁ ସହରରେ ସଡ଼କ ଏବଂ ଜଳ ନିଷ୍କାସନ ପ୍ରଣାଳୀ ପ୍ରକଳ୍ପର ଉଦଘାଟନ କରାଗଲା

୩.

ମାଳଦ୍ୱୀପରେ ଉଚ୍ଚ ପ୍ରଭାବ ବିଶିଷ୍ଟ ୬ଟି ସାମୁଦାୟିକ ବିକାଶ ପ୍ରକଳ୍ପର ଉଦଘାଟନ କରାଗଲା

୪.

୭୨ଟି ଗାଡ଼ି ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ହସ୍ତାନ୍ତର କରାଗଲା

୫.

ଦୁଇଟି ଭୀଷ୍ମ କୁ୍ୟବ ସେଟ ହସ୍ତାନ୍ତର କରାଗଲା

୬.

ମାଲେରେ ରକ୍ଷା ମନ୍ତ୍ରାଳୟ ଭବନର ଉଦଘାଟନ କରାଗଲା

କ୍ରମିକ ନଂ

ବୁଝାମଣାପତ୍ର ଆଦାନପ୍ରଦାନ/ବୁଝାମଣା

ମାଳଦ୍ୱୀପ ପକ୍ଷରୁ ପ୍ରତିନିଧି

ଭାରତ ପକ୍ଷରୁ ପତିନିଧି

୧.

ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କାର ଋଣ ସହାୟତା ପାଇଁ ବୁଝାମଣା ।

ଶ୍ରୀ ମୁଷା ଜମିର, ଅର୍ଥ ଏବଂ ଯୋଜନା ମନ୍ତ୍ରୀ

ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ

୨.

ଭାରତ ସରକାରଙ୍କ ଦ୍ୱାରା ବିତ୍ତପୋଷିତ ଋଣ ସହାୟତା ଉପରେ ମାଳଦ୍ୱୀପର ବାର୍ଷିକ ଋଣ ପରିଶୋଧ ଦାୟିତ୍ୱକୁ ହ୍ରାସ କରିବା ପାଇଁ ସଂଶୋଧିତ ବୁଝାମଣା

ଶ୍ରୀ ମୁଷା ଜମିର, ଅର୍ଥ ଏବଂ ଯୋଜନା ମନ୍ତ୍ରୀ

 

ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ

 

୩.

ଭାରତ-ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ) ବିଚାରାର୍ଥ ବିଷୟ

ଶ୍ରୀ ମହମ୍ମଦ ସଇଦ, ଆର୍ଥିକ ବିକାଶ ଏବଂ ବାଣିଜ୍ୟ ମନ୍ତ୍ରୀ

ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ

୪.

ମତ୍ସ୍ୟ ପାଳନ ଏବଂ ଜଳୀୟ କୃଷି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

ଶ୍ରୀ ଅହମ୍ମଦ ସିୟାମ, ମତ୍ସ୍ୟପାଳନ ଏବଂ ସମୁଦ୍ରୀ ସଂସାଧନ ମନ୍ତ୍ରୀ

ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ

୫.

ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଟ୍ରପିକାଲ ମେଟେରେଲୋଜି (ଆଇଆଇଟିଏମ୍), ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଏବଂ ମାଳଦ୍ୱୀପ ପାଣିପାଗ ସେବା (ଏମଏମଏସ), ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର

ଶ୍ରୀ ଥୋରିକ ଇବ୍ରାହିମ, ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ

 

ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ

 

୬.

ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକୀ ମନ୍ତ୍ରାଳୟ ତଥା ମାଳଦ୍ୱୀପର ଗୃହ ସୁରକ୍ଷା ଏବଂ ପ୍ରାଦ୍ୟୋଗିକୀ ମନ୍ତ୍ରାଳୟ ମଧ୍ୟରେ ଡିଜିଟାଲ ପରିବର୍ତ୍ତନ ପାଇଁ ଜନସଂଖ୍ୟା ସ୍ତରରେ କାର୍ଯ୍ୟାନ୍ୱିତ ସଫଳ ଡିଜିଟାଲ ସମାଧାନକୁ ଆଦାନପ୍ରଦାନ କରିବା ଦିଗରେ ସହଯୋଗ ପାଇଁ ବୁଝାମଣାପତ୍ର

ଶ୍ରୀ ଅଲ୍ଲୀ ଏହସାନ, ଗୃହ ଏବ ପ୍ରାଦ୍ୟୋଗିକୀ ମନ୍ତ୍ରୀ

 

ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ

 

୭.

ମାଳଦ୍ୱୀପ ଦ୍ୱାରା ଭାରତୀୟ ଫାର୍ମାକୋପିଆ (ଆଇପି)କୁ ସ୍ୱୀକୃତି ଦେବା ପାଇଁ ବୁଝମଣାପତ୍ର

ଶ୍ରୀ ଅବଦୁଲ ନାଜିମ ଇବ୍ରାହିମ, ସ୍ୱାସ୍ଥ୍ୟମନ୍ତ୍ରୀ

 

ଡ. ଏସ ଜୟଶଙ୍କର, ବିଦେଶ ବ୍ୟାପାର ମନ୍ତ୍ରୀ

 

୮.

ମାଳଦ୍ୱୀପରେ ୟୁପିଆଇ ଉପଯୋଗ ନେଇ ଭାରତର ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟ ଲିମିଟେଡ (ଏନଆଇପିଏଲ) ଏବଂ ମାଳଦ୍ୱୀପ ମୌଦ୍ରିକ ପ୍ରାଧିକରଣ (ଏମଏମଏ) ମଧ୍ୟରେ ନେଟୱର୍କରୁ ନେଟୱର୍କ ବୁଝାମଣାପତ୍ର

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Water conservation in India: The community as custodian

Media Coverage

Water conservation in India: The community as custodian
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 21, 2026
March 21, 2026

Empowering Bharat Holistically: Health, Finance, Heritage & Export Growth Under the Leadership of PM Modi