ସଂଖ୍ୟା

କ୍ଷେତ୍ର

ରାଜିନାମା / ବୁଝାମଣା

ସହଯୋଗ କ୍ଷେତ୍ର

ଭାରତ ପକ୍ଷରୁ ସ୍ଵାକ୍ଷର

ରୱାଣ୍ଡା

ପକ୍ଷରୁ ସ୍ଵାକ୍ଷର

1.

କୃଷି ରାଜିନାମା

31.05.2007ରେ ସ୍ଵାକ୍ଷରିତ

କୃଷି ଓ ପଶୁସମ୍ପଦ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାରେ ସଂଶୋଧନ

କୃଷି ଏବଂ ପ୍ରାଣୀଧନ ଗବେଷଣା ଉପରେ ଗୁରୁତ୍ଵ, ପ୍ରଯୁକ୍ତି ବିକାଶ, କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ ସହିତ ପୁଞ୍ଜିଲଗାଣ ଲାଗି ପ୍ରବର୍ତ୍ତାଇବା ଦିଗରେ ସହଯୋଗ

ମିଷ୍ଟର ଟି.ଏସ. ତିରୁମୂର୍ତ୍ତୀ,ସଚିବ (ଅର୍ଥନୀତି ସମ୍ବନ୍ଧୀୟ) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ମହାମାନ୍ୟ ଗେରଲଡାଇନ ମୁକେଶୀମାନା,କୃଷି ଓ ପଶୁସମ୍ପଦ ମନ୍ତ୍ରୀ

2.

ପ୍ରତିରକ୍ଷା

ପ୍ରତିରକ୍ଷା କ୍ଷମତା ନିର୍ମାଣ,ପ୍ରତିରକ୍ଷା,ଶିଳ୍ପ, ବିଜ୍ଞାନ ଓ କାରିଗରୀ ସହଯୋଗ ରାଜିନାମା

କ୍ଷମତା ନିର୍ମାଣ,ପ୍ରତିରକ୍ଷା, ଶିଳ୍ପ,ବିଜ୍ଞାନ ଓ କାରିଗରୀ କୌଶଳ

ମିଷ୍ଟର ଟି.ଏସ. ତିରୁମୂର୍ତ୍ତୀ,ସଚିବ (ଅର୍ଥନୀତି ସମ୍ବନ୍ଧୀୟ) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ମହାମାନ୍ୟ ଜେମ୍ସ କବାରେବେ,ପ୍ରତିରକ୍ଷା ମନ୍ତ୍ରୀ

3.

ସଂସ୍କୃତି ରାଜିନାମା

ପ୍ରଥମେ ସ୍ଵାକ୍ଷରିତ ହୋଇଥିଲା 1975

2018-22 ବର୍ଷ ଲାଗି ସଂସ୍କୃତି ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଉପରେ ବୁଝାମଣା

ସଙ୍ଗୀତ ଓ ନାଟକ,ଥିଏଟର,ପ୍ରଦର୍ଶନୀ,ସେମିନାର ଏବଂ ସମ୍ମିଳନୀ,ପ୍ରତ୍ନତତ୍ଵ,ଅଭିଲେଖ,ଲାଇବ୍ରେରୀ,ସଂଗ୍ରହାଳୟ,ସାହିତ୍ୟ,ଗବେଷଣା ଏବଂ  ଦସ୍ତାବିଜକରଣ ଇତ୍ୟାଦି

ମିଷ୍ଟର ଟି.ଏସ. ତିରୁମୂର୍ତ୍ତୀ,ସଚିବ (ଅର୍ଥନୀତି ସମ୍ବନ୍ଧୀୟ) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ମହାମାନ୍ୟ ଉୱାକୁ ଜୁଲିଏନେ,କ୍ରିଡା ଏବଂ ସଂସ୍କୃତି ମନ୍ତ୍ରୀ

4.

ଦୁଗ୍ଧ ଏବଂ ଦୁଗ୍ଧ ଜାତ ଦ୍ରବ୍ୟ କ୍ଷେତ୍ରରେ ସହଯୋଗ

RAB ଏବଂICARମଧ୍ୟରେ କୃଷିଭିତ୍ତିକ ଗବେଷଣା ଓ ଶିକ୍ଷା ଉପରେ ବୁଝାମଣା

ଦୁଗ୍ଧ, ଦୁଗ୍ଧ ଜାତ ଦ୍ରବ୍ୟର ପ୍ରକ୍ରିୟାକରଣ,ଗୁଣବତ୍ତା ଏବଂ ଦୁଗ୍ଧର ସୁରକ୍ଷା,ପ୍ରାଣୀଧନ କ୍ଷେତ୍ରରେ ଜୈବ ପ୍ରଯୁକ୍ତିଗତ ଉପଯୋଗ  ସଂକ୍ରାନ୍ତ ପ୍ରଶିକ୍ଷଣ ଓ ଗବେଷଣା

ମିଷ୍ଟର ଟି.ଏସ. ତିରୁମୂର୍ତ୍ତୀ,ସଚିବ (ଅର୍ଥନୀତି ସମ୍ବନ୍ଧୀୟ) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ମିଷ୍ଟର ପତ୍ରିକ କରଙ୍ଗୱା,ପିଏଚଡି

ମହାନିର୍ଦ୍ଦେଶକ

5.

ଚମଡା ଏବଂ ତତସଂଲଗ୍ନ ଉଦ୍ୟୋଗ କ୍ଷେତ୍ର

ଚମଡା ଓ ତତସଂଲଗ୍ନ ସାମଗ୍ରୀ କ୍ଷେତ୍ରରେ ସହଯୋଗ ଲାଗିNIRDAଏବଂ CSIR-CLRIମଧ୍ୟରେ ବୁଝାମଣା

 

ଡଃ ବି. ଚନ୍ଦ୍ରଶେଖରନ,

ନିର୍ଦ୍ଦେଶକ,CSIR-CLRI

ସୁଶ୍ରୀ କମ୍ପେଟା ସାଇଞ୍ଜୋଗା,ମହାନିର୍ଦ୍ଦେଶକ, NIRDA

6.

ଋଣ ସହାୟତାରାଜିନାମା

ଶିଳ୍ପ ପାର୍କର ବିକାଶ  ଏବଂ କିଗାଲି ସ୍ଵତନ୍ତ୍ର ଆର୍ଥିକ ଜୋନର ସଂପ୍ରସାରଣ ଲାଗି 100 ନିୟୁତ ଡଲାର 

ଋଣ ସହାୟତାରାଜିନାମା

 

ନଦୀମ ପାଞ୍ଜେତାନ,ମୁଖ୍ୟ ପ୍ରବନ୍ଧକ, EXIM ବ୍ୟାଙ୍କ

ମାହାମାନ୍ୟ ଡଃ ଉଜ୍ଜିଏଲ ନାଗିଜିମାନା,ଅର୍ଥ ଓ ଆର୍ଥିକ ଯୋଜନା ମନ୍ତ୍ରୀ

7.

ଋଣ ସହାୟତାରାଜିନାମା

ରୱାଣ୍ଡାରେ କୃଷି ଓ ଜଳସେଚନ ଯୋଜନା ଲାଗି 100 ନିୟୁତ ଡଲାର 

ଋଣ ସହାୟତାରାଜିନାମା

 

ନଦୀମ ପାଞ୍ଜେତାନ,ମୁଖ୍ୟ ପ୍ରବନ୍ଧକ, EXIM ବ୍ୟାଙ୍କ

ମାହାମାନ୍ୟ ଡଃ ଉଜ୍ଜିଏଲ ନାଗିଜିମାନା,ଅର୍ଥ ଓ ଆର୍ଥିକ ଯୋଜନା ମନ୍ତ୍ରୀ

8.

ବାଣିଜ୍ୟ

ବାଣିଜ୍ୟ ସହଯୋଗ ଢାଞ୍ଚା

 

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସହଯୋଗର ବିକାଶ ଓ ବହୁମୂଖୀ ସୁଗମତା

ମିଷ୍ଟର ଟି.ଏସ. ତିରୁମୂର୍ତ୍ତୀ,ସଚିବ (ଅର୍ଥନୀତି ସମ୍ବନ୍ଧୀୟ) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ମହାମାନ୍ୟ ବିଂସେଟ ମୁନ୍ୟେଶାକା,ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Years In Govt, Still Popular Among Citizens’: Meloni Praises PM Modi’s Vision, Pragmatism

Media Coverage

‘Years In Govt, Still Popular Among Citizens’: Meloni Praises PM Modi’s Vision, Pragmatism
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the sacred legacy of our motherland and praying for universal prosperity
May 21, 2026

Prime Minister Shri Narendra Modi today shared a Sanskrit Subhashitam, noting that our motherland has been the sacred land of spiritual practice and worship, as well as courage, strength, and universal welfare. Shri Modi expressed his earnest wish that this holy land of great heritage and ancient culture may always keep everyone replete with happiness and prosperity.

The Prime Minister posted on X:

"हमारी मातृभूमि साधना और उपासना के साथ-साथ साहस, शक्ति और सर्व-कल्याण की पुण्यभूमि रही है। महान विरासत और प्राचीन संस्कृति की यह पावन धरती हर किसी को सदैव सुख-समृद्धि से परिपूर्ण रखे, यही कामना है।

यस्यां पूर्वे पूर्वजना विचक्रिरे यस्यां देवा असुरानभ्यवर्तयन् ।
गवामश्वानां वयसश्च विष्ठा भगं वर्चः पृथिवी नो दधातु ।।"

May the land where our ancestors performed great and benevolent deeds, and where the gods defeated the unjust forces, that motherland, full of livestock and power, grant us vast space and prosperity.