କ୍ରମିକ ସଂଖ୍ୟା |
ବୁଝାମଣାପତ୍ର/ରାଜିନାମା/ସହମତି ପତ୍ର |
ଆଦାନପ୍ରଦାନ |
|
|
ଭାରତ ପକ୍ଷ |
ଇସ୍ରାଏଲ ପକ୍ଷ |
|
1 |
ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସାଇବର ସୁରକ୍ଷା ସହଯୋଗ ନେଇ ବୁଝାମଣାପତ୍ର |
ଶ୍ରୀ ବିଜୟ ଗୋଖଲେ, ସଚିବ (ପୂର୍ବ ଭାଗ) |
ମିଷ୍ଟର ୟୁଭାଲ ରୋଟେମ, ମହାନିର୍ଦ୍ଦେଶକ, ଇସ୍ରାଏଲ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
2 |
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ତୈଳ ଏବଂ ବାଷ୍ପ କ୍ଷେତ୍ରରେ ସହଯୋଗ ନେଇ ବୁଝାମଣା ପତ୍ର |
ଶ୍ରୀ ବିଜୟ ଗୋଖଲେ, ସଚିବ (ପୂର୍ବ ଭାଗ) |
ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ |
3 |
ବିମାନ ପରିବହନ ରାଜିନାମାରେ ସଂଶୋଧନ ସଂକ୍ରାନ୍ତ ଭାରତ, ଇସ୍ରାଏଲ ପ୍ରୋଟୋକଲ |
ଶ୍ରୀ ରାଜୀବ ନୟନ ଚୌବେ, ସଚିବ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ |
ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ |
4 |
ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଚଳଚିତ୍ର ସହ-ପ୍ରଯୋଜନା ନେଇ ରାଜିନାମା |
ଶ୍ରୀ ଏନ.କେ.ସିହ୍ନା, ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ |
ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ |
5 |
ହୋମିଓପାଥି ଭେଷଜ ଗବେଷଣା କ୍ଷେତ୍ରରେ ସହଯୋଗ ଲାଗି ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ ଏବଂ ସେଣ୍ଟର ଫର ଇଣ୍ଟେଗ୍ରେଟିଭ କମ୍ପ୍ଲିମେଣ୍ଟାରୀ ମେଡ଼ିସିନ, ଶାରେ ଯେଡେକ ମେଡିକାଲ ସେଣ୍ଟର ଅନ କୋପେରେସନ ଇନ ଦି ଫିଲ୍ଡ ଅଫ ରିସର୍ଚ ଇନ ହୋମିଓପାଥି ମେଡ଼ିସିନ ମଧ୍ୟରେ ବୁଝାମଣା |
ବୈଦ୍ୟ ରାଜେଶ କୋଟେଚା, ସଚିବ, ଆୟୁଷ ମନ୍ତ୍ରଣାଳୟ |
ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ |
6 |
ମହାକାଶ କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଏବଂ ଟେକନିଅନ-ଇସ୍ରାଏଲ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ମଧ୍ୟରେ ବୁଝାମଣାପତ୍ର |
ଡଃ ଭି.କେ.ଦଧୱାଲ, IIST ନିର୍ଦ୍ଦେଶକ |
ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ |
7 |
ଇନଭେଷ୍ଟ ଇଣ୍ଡିଆ ଏବଂ ଇନଭେଷ୍ଟ ଇନ ଇସ୍ରାଏଲ ମଧ୍ୟରେ ସହମତି ପତ୍ର |
ଶ୍ରୀ ଦୀପକ ବାଗଲା, ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ, ଇନଭେଷ୍ଟ ଇଣ୍ଡିଆ |
ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ |
8 |
ମେଟାଲ-ଏୟାର ବେଟେରିସ କ୍ଷେତ୍ରରେ ସହଯୋଗ ଲାଗି ଆଇଓସିଏଲ ଏବଂ ଫିନେର୍ଜୀ ଲିମିଟେଡ ମଧ୍ୟରେ ସହମତି ପତ୍ର |
ଶ୍ରୀ ସଞ୍ଜୀବ ସିଂହ, ଅଧ୍ୟକ୍ଷ, ଆଇଓସିଏଲ |
ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ |
9 |
କେନ୍ଦ୍ରୀଭୂତ ସୌର ତାପଜ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ଲାଗି ଆଇଓସିଏଲ ଏବଂ ୟେଡା ଗବେଷଣା ଓ ବିକାଶ କୋ ଲିମିଟେଡ ମଧ୍ୟରେ ସହମତି ପତ୍ର |
ଶ୍ରୀ ସଞ୍ଜୀବ ସିଂହ, ଅଧ୍ୟକ୍ଷ, ଆଇଓସିଏଲ |
ମିଷ୍ଟର ଡାନିଏଲ କାର୍ମୋନ, ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ |
PM Modi’s Vision for India’s Growth and Prosperity Garners Appreciation from Across the Country
#SwachhBharatMission has revolutionized India's sanitation landscape. Taking forward PM @narendramodi's vision, the 'Swabhav Swachhata Sanskaar Swachhata' (4S) campaign will launch on the 10th anniversary of #SBM, starting Sept 17 and concluding on Oct 2, 2024. pic.twitter.com/mekFaur4Ae
— Rishabh_Jha (@d_atticus_) September 13, 2024
@narendramodi "The PradhanSevak and Head of A family" with a charismatic personality, whose every act, expression and word force you to write something great for him and take inspiration from him.
— Nishant🇮🇳 (@iNishant4) September 12, 2024
"मोदी जी का नवदीप सिंह के सामने बैठ कर उनके हाथ से कैप पहनना और फिर उन्हें… pic.twitter.com/uFsHj1f0yv
'100 and counting'
— दिनेश चावला (@iDineshChawlaa) September 13, 2024
In the last 10 years and 100 days of its existence, never has the @narendramodi regime at the Centre lacked in pace or articulation of its priorities. Even its harshest critics won’t accuse it of a policy paralysis.#ModiHaiToMumkinHaihttps://t.co/JuhWWfBryV pic.twitter.com/bn8EIJhQMY
Thank you, PM @narendramodi! India's industrial output growth rises to 4.8% in July, with a remarkable 12% jump in capital goods production. Your policies are driving growth, boosting investments & creating a stronger economy #AatmanirbharBharat https://t.co/2gGD25yPcR
— Anita (@Anitasharma210) September 13, 2024
"Building a stronger India! PM @narendramodi's leadership is driving growth in India's steel sector, with consumption expected to rise 9-10% in FY25. His policies are boosting infrastructure development & creating a robust economy #MakeInIndia #SteelSector https://t.co/Tv2USIe175
— Pooja Soni (@Poojasoni432) September 13, 2024
Accelerating India's green revolution! PM @narendramodi's PM E-DRIVE scheme is set to electrify the nation, making EVs more accessible & affordable. Kudos to his vision for a sustainable future #PME_DRIVE #ElectricVibes #SustainableIndia https://t.co/uD5uQRbwY5
— Mamta Verma (@Mamtaverma231) September 13, 2024
PM @narendramodi's vision for an inclusive India takes flight! His efforts have made air travel accessible to all, bridging the gap between cities & towns. Affordable, convenient, and inclusive - a new era in Indian aviation #SabUdenSabJuden #ModiGovt https://t.co/n7KEmHx8Zu
— Anmol Jain (@AnmolJain144878) September 13, 2024
Under d leadership of PM Modi, @DRDO_India n Indian Navy,hav successfully flt tested,Vertical Launch Short Range Surface-to-Air Misslile,frm d Integated Test Range,Chindipur,off d coast of Odisha. Congrats to d team. It revalidates high degree weapon systm pic.twitter.com/TltAmw6pGZ
— Rukmani Varma 🇮🇳 (@pointponder) September 13, 2024
Thanks to PM @narendramodi Ji India's exceptional inflation management outshines US & Germany! From 2021 to 2024, India achieved one of the lowest deviations from its inflation targets, showcasing the success of his economic policies & visionary leadership https://t.co/YP111VlCUZ
— Nial Vidyarthi (@NialVidyarthi) September 13, 2024