କ୍ରମିକ ସଂଖ୍ୟା

ବୁଝାମଣାପତ୍ର / ରାଜିନାମାର ନାମ

ବୁଝାମଣାପତ୍ର/ ରାଜିନାମାର ବିବରଣୀ

ଭାରତ ପକ୍ଷ

ଇରାନ ପକ୍ଷ

1.

ଦ୍ୱୈତ ଟିକସ ଏଡ଼ାଇବା ଏବଂ ଟିକସ ଆୟ ଉପରେ ଟିକସ ଫାଙ୍କି ରୋକିବା  ଲାଗି ଚୁକ୍ତି

ନିବେଶର ପ୍ରବାହ ଏବଂ ସେବାକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଦ୍ୱୈତ ଟିକସର ବୋଝ ଏଡ଼ାଇବା ଲାଗି ଦୁଇ ଦେଶ ମଧ୍ୟରେ ଚୁକ୍ତି

ଶ୍ରୀମତୀ ସୁଷମା ସ୍ଵରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଡଃ ମାସୌଦ କାର୍ବାସିଆନ, ଆର୍ଥିକ ବ୍ୟାପାର ଏବଂ ଅର୍ଥ ମନ୍ତ୍ରୀ

2.

କୂଟନୈତିକ ପାର୍ସପୋର୍ଟଧାରୀଙ୍କୁ ଭିସା ଆବଶ୍ୟକତା ଛାଡ଼ ପାଇଁ ବୁଝାମଣାପତ୍ର

ପ୍ରତ୍ୟେକ ଦେଶର କୂଟନୈତିକ ପାସପୋର୍ଟଧାରୀଙ୍କ ଭ୍ରମଣ ପାଇଁ ଭିସା ଆବଶ୍ୟକତା ଉଚ୍ଛେଦ

ଶ୍ରୀମତୀ ସୁଷମା ସ୍ଵରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଡଃ ମହମ୍ମଦ ଜାଭଦ ଜାରିଫ, ବୈଦେଶିକ ବ୍ୟାପାର ମନ୍ତ୍ରୀ

3.

ପ୍ରତ୍ୟର୍ପଣ ଚୁକ୍ତିର ଅନୁମୋଦନ ଉପାଦାନର ବିନିମୟ

ଭାରତ ଏବଂ ଇରାନ ମଧ୍ୟରେ 2008ରେ ସ୍ୱାକ୍ଷରିତ ପ୍ରତ୍ୟର୍ପଣ ଚୁକ୍ତିକୁ ଲାଗୁ କରିବା

ଶ୍ରୀମତୀ ସୁଷମା ସ୍ଵରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ

ଡଃ ମହମ୍ମଦ ଜାଭଦ ଜାରିଫ, ବୈଦେଶିକ ବ୍ୟାପାର ମନ୍ତ୍ରୀ

4.

ଇରାନର ପୋର୍ଟ ବନ୍ଦର ଏବଂ ସାମୁଦ୍ରିକ ସଂଗଠନ (ପିଏମଓ) ଏବଂ ଭାରତୀୟ ବନ୍ଦର ବିଶ୍ୱ ଲିଃ (ଆଇପିଜିଏଲ)ମଧ୍ୟରେ ଚାବହର ବନ୍ଦରର ଶାହିଦ ବେହେସ୍ତି ବନ୍ଦର ଫେଜ-1ର ଅନ୍ତରୀଣ ସମୟ ଅବଧି ଲିଜ ପାଇଁ ଲିଜ ଚୁକ୍ତି

ବନ୍ଦର ପାଇଁ ଥିବା ସୁବିଧାର ପରିଚାଳନା ଏବଂ ଉପଯୋଗ ଲାଗି ବହୁମୁଖୀ ଅଂଚଳ ଏବଂ କଂଟେନର ଟର୍ମିନାଲର ଦେଢ଼ ବର୍ଷ (18ମାସ) ପାଇଁ ଲିଜ୍

ଶ୍ରୀ ନିତିନ ଗଡକରି, ଜାହାଜ ଚଳାଚଳ ମନ୍ତ୍ରୀ

ଡଃ ଆବ୍ବାସ ଆଖୁନ୍ଦି, ସଡକ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ

5.

ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ସହଯୋଗ ପାଇଁ ଏମଓୟୁ

ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ସହଯୋଗକୁ ବିକଶିତ ଏବଂ ସୁଦୃଢ଼ କରିବା । ଶିକ୍ଷାଦାନ, ଅଭ୍ୟାସ, ଔଷଧ ଏବଂ ଔଷଧମୁକ୍ତ ଚିକିତ୍ସାର ନିୟନ୍ତ୍ରଣ, ସମସ୍ତ ଔଷଧ ସାମଗ୍ରୀ ଏବଂ କାଗଜପତ୍ର ଯୋଗାଣ ସୁବିଧା ଯୋଗାଇବା, ଚିକିତ୍ସକ, ପାରାମେଡିକ୍ସ, ବୈଜ୍ଞାନିକ, ଶିକ୍ଷା ପେସାଦାରଙ୍କ ତାଲିମ ପାଇଁ ବିଶେଷଜ୍ଞଙ୍କ ବିନିମୟ ଏବଂ ସେମାନଙ୍କ ଗବେଷଣା, ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମ ପାଇଁ ସଂସ୍ଥାର ସୁବିଧା ଯୋଗାଇ ଦେବା ଆଦି ବ୍ୟବସ୍ଥା ଏଥିରେ ରହିଛି । ଫାର୍ମାକୋପୋଇଆ ଏବଂ ଫର୍ମୁଲାରିଜର ଆପୋସ ଅନୁମୋଦନ; ଶିକ୍ଷା ବେଂଚ ପ୍ରତିଷ୍ଠା କରିବା; ବୃତ୍ତି ବ୍ୟବସ୍ଥା;  ପାରସ୍ପରିକ ଆଧାରରେ ପାରମ୍ପରିକ ପ୍ରସ୍ତୁତିକୁ ଅନୁମୋଦନ ଦେବା; ପାରସ୍ପରିକ ଆଧାରରେ ଚିକିତ୍ସାକୁ ଅନୁମୋଦନ କରିବା ।

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

ଇରାନର ରାଷ୍ଟ୍ରଦୂତ ମହାମାନ୍ୟ ଘୋଲାମରେଜା ଆନସାରୀ

6.

ଆପୋସ ସ୍ୱାର୍ଥ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ବାଣିଜ୍ୟ ଉପାୟର ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିବା ଲାଗି ଏମଓୟୁ

ଡୋପିଂ ନିରୋଧୀ ଏବଂ ପ୍ରତିକାରୀ ଶୁଳ୍କ ଆଦି ବାଣିଜ୍ୟ ଉପାୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପାଇଁ ଏକ ଫ୍ରେମୱାର୍କ ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ

ଶ୍ରୀମତୀ ରୀତା ତିଓତିଆ, କେନ୍ଦ୍ର ବାଣିଜ୍ୟ ସଚିବ

ଡଃ ମହମ୍ମଦ ଖାଜାଇ, ଇରାନର ଆର୍ଥିକ ବ୍ୟାପାର ଓ ଅର୍ଥ ଉପମନ୍ତ୍ରୀ

7.

କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ପାଇଁ ଏମଓୟୁ

ଯୁଗ୍ମ କାର୍ଯ୍ୟକଳାପ କାର୍ଯ୍ୟକ୍ରମ, ସୂଚନା ଏବଂ ଅଧିକାରୀଙ୍କ ବିନିୟମ ସମେତ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ; କୃଷି ଫସଲ, କୃଷି ସମ୍ପ୍ରସାରଣ, ଉଦ୍ୟାନକୃଷି, ଯନ୍ତ୍ରାଂଶ, ଅମଳ ପରବର୍ତ୍ତୀ ପ୍ରଯୁକ୍ତି, ପ୍ଲାଂଟ ପୃଥକୀକରଣ ପଦକ୍ଷେପ, ମୃର୍ତିକା ସଂରକ୍ଷଣ, ବିହନ ପ୍ରଯୁକ୍ତି, ଋଣ ଏବଂ ସହଯୋଗ, ପଶୁପାଳନ, ଗୋପାଳନ ବିକାଶ ଆଦି କ୍ଷେତ୍ରରେ ସହଯୋଗ

ଶ୍ରୀ ଏସ.କେ. ପଟନାୟକ, କେନ୍ଦ୍ର କୃଷି ସଚିବ

ଡଃ ମହମ୍ମଦ ଖାଜାଇ, ଇରାନର ଆର୍ଥିକ ବ୍ୟାପାର ଓ ଅର୍ଥ ଉପମନ୍ତ୍ରୀ

8.

ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ସହଯୋଗ ପାଇଁ ଏମଓୟୁ

ଆପୋସ ଲାଭ ପାଇଁ ବୈଷୟିକ, ବୈଜ୍ଞାନିକ, ଆର୍ଥିକ ଏବଂ ମାନବ ସମ୍ବଳର ବିକାଶ ଲାଗି ଉଭୟ ପକ୍ଷ ମଧ୍ୟରେ ଆନ୍ତଃମନ୍ତ୍ରଣାଳୟ ଏବଂ ଆନ୍ତସଂସ୍ଥାଗତ ସହଯୋଗ ପ୍ରତିଷ୍ଠା; ସ୍ୱାସ୍ଥ୍ୟସେବା, ମେଡିକାଲ ଶିକ୍ଷା, ଗବେଷଣା ,ବଂ ତାଲିମ କ୍ଷେତ୍ରରେ ଭିତିଭୂମି ସମ୍ବଳ ଓ ମାନବ ସମ୍ବଳର ମାନ ଏବଂ ସଂଖ୍ୟା ବଢ଼ାଇବା; ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମରେ ଅଭିଜ୍ଞତା ବିନିମୟ, ସ୍ୱାସ୍ଥ୍ୟ ସେବା ସୁବିଧା ପ୍ରତିଷ୍ଠା ଏବଂ ମାନବ ସମ୍ବଳ ବିକାଶ ପାଇଁ ସହାୟାତ, ଔଷଧ, ଚିକିତ୍ସା ଉପକରଣ ଏବଂ କସମେଟିକ୍ସର ନିୟନ୍ତ୍ରଣ ଏବଂ ସୂଚନା ଆଦାନ ପ୍ରଦାନ କରିବା; ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ, ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ଏହି ଏମଓୟୁର ଉଦ୍ଦେଶ୍ୟ

ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ

ଇରାନର ରାଷ୍ଟ୍ରଦୂତ ମହାମାନ୍ୟ ଘୋଲାମରେଜା ଆନସାରୀ

9.

ଡାକ ସହଯୋଗ ପାଇଁ ଏମଓୟୁ

ଅଭିଜ୍ଞତା, ଜ୍ଞାନ ଏବଂ ଇ-ବାଣିଜ୍ୟ/ଲଜିଷ୍ଟିକ୍ସ ସେବା କ୍ଷେତ୍ରରେ ପ୍ରଯୁକ୍ତିର ବିନିମୟ ଲାଗି ଉଭୟ ଦେଶର ଡାକ ସଂସ୍ଥା ମଧ୍ୟରେ ସହଯୋଗ; ଡାକ ଟିକେଟ କ୍ଷେତ୍ରରେ ସହଯୋଗ; ବିଶେଷଜ୍ଞମାନଙ୍କୁ ନେଇ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା; ଉଭୟ ଦେଶର ବାୟୁ ଏବଂ ଭୂମି ପରିବହନ କ୍ଷମତାର ଉପଯୋଗର ବ୍ୟବହାରୀକ ଅଧ୍ୟୟନ ପାଇଁ ଉଭୟ ଡାକ ସଂସ୍ଥା ମଧ୍ୟରେ ସହଯୋଗ ଏମଓୟୁର ଉଦ୍ଦେଶ୍ୟ

ଶ୍ରୀ ଅନନ୍ତ ନାରାୟଣ ନନ୍ଦ, ଡାକ ବିଭାଗ ସଚିବ

ଇରାନର ରାଷ୍ଟ୍ରଦୂତ ମହାମାନ୍ୟ ଘୋଲାମରେଜା ଆନସାରୀ

ଗସ୍ତ ଅବସରରେ ବାଣିଜ୍ୟ ସଂଗଠନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ନିମ୍ନରେ ଦିଆଗଲା

(1) ଭାରତର ଇଇପିସି ଏବଂ ଇରାନର ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ମଧ୍ୟରେ ଏମଓୟୁ

(2) ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ (ଫିକ୍କି) ଏବଂ ଇରାନ ଚାମ୍ବର ଅଫ କମର୍ସ, ଇଣ୍ଡଷ୍ଟି୍ର, ମାଇନ୍ସ ଏଣ୍ଡ ଏଗ୍ରିକଲଚର (ଆଇସିସିଆଇଏମଏ) ମଧ୍ୟରେ ଏମଓୟୁ ।

(3) ଆସୋସିଏଟେଡ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ (ଆସୋଚାମ) ଏବଂ ଇରାନ ଚାମ୍ବର ଅଫ କମର୍ସ, ଇଣ୍ଡଷ୍ଟ୍ରି, ମାଇନ୍ସ ଏଣ୍ଡ ଏଗ୍ରିକଲଚର (ଆଇସିସିଆଇଏମଏ) ମଧ୍ୟରେ ଏମଓୟୁ ।

(4) ପିଏଚଡି ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ (ପିଏଚଡିସିସିଆଇ) ଏବଂ ଇରାନ ଚାମ୍ବର ଅଫ କମର୍ସ, ଇଣ୍ଡଷ୍ଟ୍ରି, ମାଇନ୍ସ ଏଣ୍ଡ ଏଗ୍ରିକଲଚର (ଆଇସିସିଆଇଏମଏ) ମଧ୍ୟରେ ଏମଓୟୁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from the US Vice President
August 08, 2026
PM and Vice President Vance review progress in the India-U.S. Strategic Partnership.
PM and Vice President Vance exchange views on regional and global developments.
PM warmly congratulates Vice President Vance and Ms. Usha Vance on the birth of their son.

Prime Minister Shri Narendra Modi received a telephone call today from the Vice President of the United States, Mr. J.D. Vance.

Prime Minister and Vice President Vance reviewed progress in the India-U.S. Comprehensive Global Strategic Partnership. They noted the sustained momentum in the high-level engagements and reaffirmed their commitment to further strengthening cooperation in trade, defence, critical and emerging technologies, energy security and critical minerals.

They also exchanged views on regional and global developments of mutual interest.

Prime Minister warmly congratulated Vice President Vance and Ms. Usha Vance on the birth of their son and conveyed best wishes to the family.