କ୍ରମିକ ସଂଖ୍ୟା

ସହଯୋଗ କ୍ଷେତ୍ର

ବୁଝାମଣା/ରାଜିନାମା/ସନ୍ଧି

ଆର୍ଜେଣ୍ଟିନା ପକ୍ଷରୁ ଆଦାନପ୍ରଦାନ

ଭାରତ ପକ୍ଷରୁ ଆଦାନପ୍ରଦାନ

1.

ପ୍ରତିରକ୍ଷା

ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆର୍ଜେଣ୍ଟିନା ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର

ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ

ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)

2.

ପର୍ଯ୍ୟଟନ

ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ

ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)

3.

ପ୍ରସାରଣ ବିଷୟବସ୍ତୁ

ପ୍ରସାରଣ ବିଷୟବସ୍ତୁକୁ ନେଇ ଭାରତର ପ୍ରସାର ଭାରତୀ ଏବଂ ଆର୍ଜେଣ୍ଟିନାର ଫେଡେରାଲ ମିଡିଆ ଓ ପବ୍ଲିକ କଟେଂଟ ମଧ୍ୟରେ ସହଯୋଗ ଏବଂ ସହଭାଗୀତା ନେଇ ବୁଝାମଣା ସ୍ୱାକ୍ଷରିତ

ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ

ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)

4.

ଫାର୍ମାସ୍ୟୁଟିକାଲ୍ସ

ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଏବଂ ଆର୍ଜେଣ୍ଟିନାର ନ୍ୟାସନାଲ ଆଡମିନିଷ୍ଟ୍ରେସନ ଅଫ ଡ୍ରଗ୍ସ, ଫୁଡ ଆଣ୍ଡ ମେଡ଼ିକାଲ ଟେକନୋଲଜି ମଧ୍ୟରେ ବୁଝାମଣା

ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ

ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)

5.

ଆଣ୍ଟାର୍କାଟିକା

ଆଣ୍ଟାର୍କାଟିକା କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆର୍ଜେଣ୍ଟିନା ସାଧାରଣତନ୍ତ୍ରର ୱରଶିପ ତଥା ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ

ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)

6.

କୃଷି

2010ରେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ଆର୍ଜେଣ୍ଟିନାର ଉତ୍ପାଦନ ଏବଂ ଶ୍ରମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହା ଅଧୀନରେ ଆଜି ଦୁଇ ଦେଶ ମଧ୍ୟରେ ଏକ ସହଯୋଗ କାର୍ଯ୍ୟ ଯୋଜନା ସ୍ୱାକ୍ଷରିତ ।

ଆର୍ଜେଣ୍ଟିନା ପକ୍ଷରୁ କୃଷି ଉଦ୍ୟୋଗ ସଚିବ ଲୁଇସ ମିଗୁଏଲ ଏଚେହ୍ୱେର

ଭାରତ ପକ୍ଷରୁ କୃଷି ସଚିବ ସଞ୍ଜୟ ଅଗ୍ରୱାଲ

7.

କୃଷି

2006ରେ ସ୍ୱାକ୍ଷରିତ ଏମଓୟୁ ଅଧୀନରେ ଭାରତୀୟ ସାଧାରଣତନ୍ତ୍ରର ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ଆର୍ଜେଣ୍ଟିନାର ଉତ୍ପାଦନ ଏବଂ ଶ୍ରମ ମନ୍ତ୍ରଣାଳୟର କୃଷି ଉଦ୍ୟୋଗ ରାଷ୍ଟ୍ର ସଚିବାଳୟ ମଧ୍ୟରେ ୨୦୧୯-୨୧ ବର୍ଷ ପାଇଁ କାର୍ଯ୍ୟ ଯୋଜନା ସ୍ୱାକ୍ଷରିତ ।

ଆର୍ଜେଣ୍ଟିନା ପକ୍ଷରୁ କୃଷି ଉଦ୍ୟୋଗ ସଚିବ ଲୁଇସ ମିଗୁଏଲ ଏଚେହ୍ୱେର

ଭାରତ ପକ୍ଷରୁ କୃଷି ସଚିବ ସଞ୍ଜୟ ଅଗ୍ରୱାଲ

8.

ସୂଚନା ଓ ସଂଚାର ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ

ସୂଚନା ଓ ସଂଚାର ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ସରକାରଙ୍କ ସୂଚନା ଓ ସଂଚାର ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଆର୍ଜେଣ୍ଟିନା ସରକାରଙ୍କ ଆଧୁନିକୀକରଣ ସଚିବାଳୟ ମଧ୍ୟରେ ଯୁଗ୍ମ ଉଦ୍ଦେଶ୍ୟ ଘୋଷଣାନାମା ସ୍ୱାକ୍ଷରିତ ।

ଆର୍ଜେଣ୍ଟିନା ପକ୍ଷରୁ ଆଧୁନିକୀକରଣ ବିଭାଗ ସରକାରୀ ସଚିବ ଡ. ଆନ୍ଦ୍ରେସ ଇବାରା

ଭାରତ ପକ୍ଷରୁ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ (ପୂର୍ବ) ବିଜୟ ଠାକୁର

ସିଂ

9.

ବେସାମରିକ ପରମାଣୁ

ବେସାମରିକ ପରମାଣୁ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତର ବୈଶ୍ୱିକ ପରମାଣ ଶକ୍ତି ସହଭାଗୀତା କେନ୍ଦ୍ର (ଜିସିଏନଇପି) ଏବଂ ଆର୍ଜେଣ୍ଟିନାର ସିଏନଇଏ ସଚିବାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ।

ଆର୍ଜେଣ୍ଟିନା ପକ୍ଷରୁ ସିଏନଇଏର ଅଧ୍ୟକ୍ଷ ଓସଭାଲଡୋ କାଲଜେଟ୍ଟା ଲାରିୟୁ

ଆର୍ଜେଣ୍ଟିନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ ରଞ୍ଜନ

10.

ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଉତ୍କର୍ଷ କେନ୍ଦ୍ର

ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଉତ୍କର୍ଷ କେନ୍ଦ୍ର ପାଇଁ ଏକ ଚୁକ୍ତି ଭାରତ-ଆର୍ଜେଣ୍ଟିନା ସୂଚନା ଓ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ର ମଧ୍ୟରେ ସ୍ୱାକ୍ଷରିତ ।

ଆର୍ଜେଣ୍ଟିନାର ବର୍ହିବ୍ୟାପାର ମନ୍ତ୍ରୀ ଜର୍ଜ ଫାଉରି

ଆର୍ଜେଣ୍ଟିନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜିବ ରଞ୍ଜନ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership