|
କ୍ରମିକ ସଂଖ୍ୟା |
ସହଯୋଗ କ୍ଷେତ୍ର |
ବୁଝାମଣା/ରାଜିନାମା/ସନ୍ଧି |
ଆର୍ଜେଣ୍ଟିନା ପକ୍ଷରୁ ଆଦାନପ୍ରଦାନ |
ଭାରତ ପକ୍ଷରୁ ଆଦାନପ୍ରଦାନ |
|
1. |
ପ୍ରତିରକ୍ଷା |
ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଆର୍ଜେଣ୍ଟିନା ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର |
ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ |
ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) |
|
2. |
ପର୍ଯ୍ୟଟନ |
ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ |
ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ |
ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) |
|
3. |
ପ୍ରସାରଣ ବିଷୟବସ୍ତୁ |
ପ୍ରସାରଣ ବିଷୟବସ୍ତୁକୁ ନେଇ ଭାରତର ପ୍ରସାର ଭାରତୀ ଏବଂ ଆର୍ଜେଣ୍ଟିନାର ଫେଡେରାଲ ମିଡିଆ ଓ ପବ୍ଲିକ କଟେଂଟ ମଧ୍ୟରେ ସହଯୋଗ ଏବଂ ସହଭାଗୀତା ନେଇ ବୁଝାମଣା ସ୍ୱାକ୍ଷରିତ |
ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ |
ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) |
|
4. |
ଫାର୍ମାସ୍ୟୁଟିକାଲ୍ସ |
ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଏବଂ ଆର୍ଜେଣ୍ଟିନାର ନ୍ୟାସନାଲ ଆଡମିନିଷ୍ଟ୍ରେସନ ଅଫ ଡ୍ରଗ୍ସ, ଫୁଡ ଆଣ୍ଡ ମେଡ଼ିକାଲ ଟେକନୋଲଜି ମଧ୍ୟରେ ବୁଝାମଣା |
ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ |
ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) |
|
5. |
ଆଣ୍ଟାର୍କାଟିକା |
ଆଣ୍ଟାର୍କାଟିକା କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆର୍ଜେଣ୍ଟିନା ସାଧାରଣତନ୍ତ୍ରର ୱରଶିପ ତଥା ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ |
ଜର୍ଜ ଫାଉରି, ଆର୍ଜେଣ୍ଟିନା ବର୍ହିବ୍ୟାପାର ମନ୍ତ୍ରୀ |
ରାଜ୍ୟବର୍ଦ୍ଧନ ସିଂ ରାଠୋର, ଭାରତର ସୂଚନା ଓ ପ୍ରସାରଣ ତଥା ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) |
|
6. |
କୃଷି |
2010ରେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ଆର୍ଜେଣ୍ଟିନାର ଉତ୍ପାଦନ ଏବଂ ଶ୍ରମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହା ଅଧୀନରେ ଆଜି ଦୁଇ ଦେଶ ମଧ୍ୟରେ ଏକ ସହଯୋଗ କାର୍ଯ୍ୟ ଯୋଜନା ସ୍ୱାକ୍ଷରିତ । |
ଆର୍ଜେଣ୍ଟିନା ପକ୍ଷରୁ କୃଷି ଉଦ୍ୟୋଗ ସଚିବ ଲୁଇସ ମିଗୁଏଲ ଏଚେହ୍ୱେର |
ଭାରତ ପକ୍ଷରୁ କୃଷି ସଚିବ ସଞ୍ଜୟ ଅଗ୍ରୱାଲ |
|
7. |
କୃଷି |
2006ରେ ସ୍ୱାକ୍ଷରିତ ଏମଓୟୁ ଅଧୀନରେ ଭାରତୀୟ ସାଧାରଣତନ୍ତ୍ରର ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ଆର୍ଜେଣ୍ଟିନାର ଉତ୍ପାଦନ ଏବଂ ଶ୍ରମ ମନ୍ତ୍ରଣାଳୟର କୃଷି ଉଦ୍ୟୋଗ ରାଷ୍ଟ୍ର ସଚିବାଳୟ ମଧ୍ୟରେ ୨୦୧୯-୨୧ ବର୍ଷ ପାଇଁ କାର୍ଯ୍ୟ ଯୋଜନା ସ୍ୱାକ୍ଷରିତ । |
ଆର୍ଜେଣ୍ଟିନା ପକ୍ଷରୁ କୃଷି ଉଦ୍ୟୋଗ ସଚିବ ଲୁଇସ ମିଗୁଏଲ ଏଚେହ୍ୱେର |
ଭାରତ ପକ୍ଷରୁ କୃଷି ସଚିବ ସଞ୍ଜୟ ଅଗ୍ରୱାଲ |
|
8. |
ସୂଚନା ଓ ସଂଚାର ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ |
ସୂଚନା ଓ ସଂଚାର ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ସରକାରଙ୍କ ସୂଚନା ଓ ସଂଚାର ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଆର୍ଜେଣ୍ଟିନା ସରକାରଙ୍କ ଆଧୁନିକୀକରଣ ସଚିବାଳୟ ମଧ୍ୟରେ ଯୁଗ୍ମ ଉଦ୍ଦେଶ୍ୟ ଘୋଷଣାନାମା ସ୍ୱାକ୍ଷରିତ । |
ଆର୍ଜେଣ୍ଟିନା ପକ୍ଷରୁ ଆଧୁନିକୀକରଣ ବିଭାଗ ସରକାରୀ ସଚିବ ଡ. ଆନ୍ଦ୍ରେସ ଇବାରା |
ଭାରତ ପକ୍ଷରୁ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ (ପୂର୍ବ) ବିଜୟ ଠାକୁର ସିଂ |
|
9. |
ବେସାମରିକ ପରମାଣୁ |
ବେସାମରିକ ପରମାଣୁ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତର ବୈଶ୍ୱିକ ପରମାଣ ଶକ୍ତି ସହଭାଗୀତା କେନ୍ଦ୍ର (ଜିସିଏନଇପି) ଏବଂ ଆର୍ଜେଣ୍ଟିନାର ସିଏନଇଏ ସଚିବାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ । |
ଆର୍ଜେଣ୍ଟିନା ପକ୍ଷରୁ ସିଏନଇଏର ଅଧ୍ୟକ୍ଷ ଓସଭାଲଡୋ କାଲଜେଟ୍ଟା ଲାରିୟୁ |
ଆର୍ଜେଣ୍ଟିନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ ରଞ୍ଜନ |
|
10. |
ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଉତ୍କର୍ଷ କେନ୍ଦ୍ର |
ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଉତ୍କର୍ଷ କେନ୍ଦ୍ର ପାଇଁ ଏକ ଚୁକ୍ତି ଭାରତ-ଆର୍ଜେଣ୍ଟିନା ସୂଚନା ଓ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ର ମଧ୍ୟରେ ସ୍ୱାକ୍ଷରିତ । |
ଆର୍ଜେଣ୍ଟିନାର ବର୍ହିବ୍ୟାପାର ମନ୍ତ୍ରୀ ଜର୍ଜ ଫାଉରି |
ଆର୍ଜେଣ୍ଟିନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜିବ ରଞ୍ଜନ |


