ଏଆଇ ଏହି ଶତାବ୍ଦୀରେ ମାନବିକତା ପାଇଁ କୋଡ୍ ଲେଖୁଛି: ପ୍ରଧାନମନ୍ତ୍ରୀ
ଆମର ମିଳିତ ମୂଲ୍ୟବୋଧକୁ ବଜାୟ ରଖିବା, ବିପଦ ଦୂର କରିବା ଏବଂ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଶାସନ ଏବଂ ମାନକ ପ୍ରତିଷ୍ଠା ପାଇଁ ବିଶ୍ୱସ୍ତରରେ ସାମୂହିକ ପ୍ରୟାସ ଆବଶ୍ୟକ: ପ୍ରଧାନମନ୍ତ୍ରୀ
ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣି ଲକ୍ଷ ଲକ୍ଷ ଜୀବନରେ ପରିବର୍ତ୍ତନ ଆଣିବାରେ ଏଆଇ ସହାୟକ ହୋଇପାରିବ: ପ୍ରଧାନମନ୍ତ୍ରୀ
ଏକ ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଆମକୁ ଲୋକଙ୍କୁ ଦକ୍ଷ କରିବା ଏବଂ ପୁନଃ କୁଶଳୀ କରିବା ପାଇଁ ନିବେଶ କରିବାର ଆବଶ୍ୟକତା ରହିଛି: ପ୍ରଧାନମନ୍ତ୍ରୀ
ଜନସ୍ୱାର୍ଥ ପାଇଁ ଆମେ ଏଆଇ ଆପ୍ଲିକେସନ୍ ବିକଶିତ କରୁଛୁ: ପ୍ରଧାନମନ୍ତ୍ରୀ
ଏଆଇ ଭବିଷ୍ୟତ ମଙ୍ଗଳକାରୀ ଏବଂ ସମସ୍ତଙ୍କ ପାଇଁ ବୋଲି ସୁନିଶ୍ଚିତ କରିବା ପାଇଁ ଭାରତ ଏହାର ଅଭିଜ୍ଞତା ଏବଂ ଦକ୍ଷତା ବାଣ୍ଟିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ଆଜିର ଆଲୋଚନାରେ ଗୋଟିଏ କଥା ସାମ୍ନାକୁ ଆସିଛି - ସବୁ ଅଂଶୀଦାରଙ୍କ ଦୃଷ୍ଟିକୋଣ ଓ ଉଦ୍ଦେଶ୍ୟରେ ଏକତା ରହିଛି।

‘‘ଏଆଇ ଫାଉଣ୍ଡେସନ’’ ଏବଂ ‘‘ସଷ୍ଟେନେବଲ ଏଆଇ କାଉନସିଲ୍’’ ପ୍ରତିଷ୍ଠା କରିବାର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି। ଏହି ପଦକ୍ଷେପଗୁଡ଼ିକ ପାଇଁ ମୁଁ ଫ୍ରାନ୍ସର ରାଷ୍ଟ୍ରପତି ଓ ମୋର ପ୍ରିୟ ବନ୍ଧୁ ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ମୋର ସମ୍ପୂର୍ଣ୍ଣ ସମର୍ଥନ ପାଇଁ ଆଶ୍ୱାସନା ଦେଉଛି।

ଆମକୁ ‘‘ଏଆଇ ପାଇଁ ବୈଶ୍ୱିକ ଭାଗିଦାରୀ’’କୁ ମଧ୍ୟ ବାସ୍ତବରେ ବୈଶ୍ୱିକ କରିବାକୁ ହେବ। ଏହା ଗ୍ଲୋବାଲ୍‌ ସାଉଥ୍‌ ଏବଂ ଏହାର ପ୍ରାଥମିକତା, ଚିନ୍ତା ଏବଂ ଆବଶ୍ୟକତାକୁ ଅଧିକ ଅନ୍ତର୍ଭୁକ୍ତ କରିବା ଉଚିତ।

ଏହି ଆକ୍ସନ୍‌ ସମିଟର ଗତି ବଢ଼ାଇବା ପାଇଁ ପରବର୍ତ୍ତୀ ଶିଖର ସମ୍ମିଳନୀ ଆୟୋଜନ କରି ଭାରତ ଖୁସି ହେବ।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership