Artwork made with over 5 lakh pearls presented to PM Modi

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁକ୍ତା ଖଚିତ କଳାକୃତି ପ୍ରଦାନ କରାଯାଇଛି । ଏହି କଳାକୃତିରେ ଭାରତର ମାନଚିତ୍ରକୁ ଚିତ୍ରଣ କରାଯାଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଛବି ମଧ୍ୟ ରହିଛି ।

କଳାକୃତିର ନିର୍ମାତା ସୁଶ୍ରୀ ଖୁସବୁ ଆକାଶ ଦାଭଡାଙ୍କ କହିବା ଅନୁସାରେ, ପାଞ୍ଚ ଲକ୍ଷରୁ ଅଧିକ ମୁକ୍ତା ଏହି କାରୁକୃତିରେ ବ୍ୟବହାର କରାଯାଇଛି । ଏହାଛଡା କଳାକୃତି ମଧ୍ୟରେ ମୁକ୍ତାଗୁଡିକୁ ଗୁନ୍ଥିବା ପାଇଁ 10 କିଲୋମିଟର ଲମ୍ବର ସୂତା ବ୍ୟବହୃତ ହୋଇଛି । 7 ଫୁଟ ଲମ୍ବ ଓ 7 ଫୁଟ ଓସାରର ଏହି କଳାକୃତିଟି ପ୍ରସ୍ତୁତ କରିବା ପାଇଁ 850 ଘଣ୍ଟା ସମୟ ଲାଗିଛି ।

ଏହି କଳାକୃତି ପ୍ରଦାନ ଅବସରରେ ରାଜକୋଟର ସାଂସଦ ଶ୍ରୀ ମୋହନଭାଇ କୁଣ୍ଡରୀୟା ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 14, 2026
June 14, 2026

From Healthcare to Himalayas: PM Modi's Vision Building an Unstoppable India