Mr. Yousuf bin Alawi bin Abdullah, Minister Responsible for Foreign Affairs of Oman meets PM Modi

ଓମାନ୍‌ର ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୁସୁଫ୍‌ ବିନ୍‌ ଆଲାୱି ବିନ୍‌ ଅବଦୁଲ୍ଲା ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । 

ଏହି ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ଓ ଓମାନର ବୈଦେଶିକ ମନ୍ତ୍ରୀ ଆଲାୱି ବିନ୍‌ ଅବଦୁଲ୍ଲା ଭାରତ ଏବଂ ଓମାନ ମଧ୍ୟରେ ରହି ଆସିଥିବା ଘନିଷ୍ଠ ଦ୍ୱିପାକ୍ଷିକ ସଂପର୍କ ଉପରେ ମତ ବିନିମୟ କରିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂପର୍କ ବୃଦ୍ଧିପାଇବାରେ ଲାଗିଛି । 

  ଶ୍ରୀ ଆଲାୱି ସେ ଦେଶର ଶାସକ ମହାନୁଭବ ସୁଲତାନ କାବୁସ୍‌ ବିନ୍‌ ସୈଦ ଅଲ୍‌ ସୈଦଙ୍କ ଠାରୁ ଆଣିଥିବା ଶୁଭେଚ୍ଛା ବାର୍ତ୍ତାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଜବାବରେ ପ୍ରଧାନମନ୍ତ୍ରୀ ଓମାନର ଶାସକଙ୍କୁ ଶ୍ରୀ ଆଲାୱିଙ୍କ ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond