ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ,ବିଶ୍ୱର ସବୁଠୁ ଯୁବ ରାଷ୍ଟ୍ର ଭାବେ ଭାରତ ନୂଆ ଦଶନ୍ଧି ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି ଏବଂ ଏ ଦିଗରେ ଖୁବ ଦ୍ରୁତ ଗତିରେ ଆଗେଇବା ଲାଗି ପ୍ରସ୍ତୁତ ଅଛି । ସରକାର ମଧ୍ୟ ଏପରି ଭାବନା ନେଇ କାର୍ଯ୍ୟ କରିବା ସହିତ ଗତ 8 ମାସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଶତକ ପୂରଣ କରିଛନ୍ତି ।

ଏଠାରେ ଗତ 8 ମାସରେ ସରକାରଙ୍କ ବଡ଼ ବଡ଼ ଉପଲବ୍ଧି ଦିଆଯାଇଛି ,ଯାହା ପ୍ରଧାନମନ୍ତ୍ରୀ ମୋଦୀ ଟାଇମ୍ସ ନାଓ ଶିଖର ସମ୍ମିଳନୀରେ ଉଲ୍ଲେଖ କରିଥିଲେ :

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ସମସ୍ତ କିଷାନଙ୍କୁ କଭର କରାଯାଇଛି

ଚାଷୀ ,ଶ୍ରମିକ ,ଦୋକାନୀଙ୍କ ପେନସନ ସୁନିଶ୍ଚିତ କରାଯାଉଛି

ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦ୍ଵିଧାକୁ ସମାପ୍ତ କରିବା ପାଇଁ ଜଳ ଶକ୍ତି ମନ୍ତ୍ରଣାଳୟର ଗଠନ

ମଧ୍ୟମବର୍ଗଙ୍କ ପାଇଁ ହାଉସିଂ ପ୍ରକଳ୍ପକୁ ପୁରା କରିବା ପାଇଁ ସ୍ୱତନ୍ତ୍ର 25,000 କୋଟି ଟଙ୍କାର ଫଣ୍ଡ

ଦିଲ୍ଲୀର ଅନଧିକୃତ କଲୋନୀଗୁଡ଼ିକୁ ନିୟମିତ କରାଯାଇଛି ,ଯାହା ଫଳରେ 40 ଲକ୍ଷ ଲୋକେ ଉପକୃତ ହୋଇପାରିବେ

ତିନି ତଲାକ ସମ୍ପର୍କୀ ଆଇନ

ଶିଶୁ ଉତ୍ପୀଡ଼ନ ବିରୁଦ୍ଧରେ ଶକ୍ତ ସଜା ଲାଗି ଆଇନ

ଟ୍ରାନ୍ସଜେଣ୍ଡର ବ୍ୟକ୍ତିତ୍ୱଙ୍କୁ ସଶକ୍ତ କରିବା ପାଇଁ ଆଇନ

ଚିଟଫଣ୍ଡ ଯୋଜନା ଠକ ନିବାରଣ ଆଇନ

ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଅଧିନିୟମ

କର୍ପୋରେଟ ଟିକସରେ ଐତିହାସିକ ହ୍ରାସ

ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଶକ୍ତ ଆଇନ

ଚିଫ ଅଫ ଡିଫେନ୍ସ ଷ୍ଟାଫର ନିଯୁକ୍ତି

ଦେଶକୁ ଆଗାମୀ ପିଢ଼ିର ଯୁଦ୍ଧ ବିମାନ

ବୋଡ଼ୋ ଶାନ୍ତି ରାଜିନାମା  

ବ୍ରୁ-ରୀଆଙ୍ଗ ସ୍ଥାୟୀ ବ୍ୟବସ୍ଥା

ଏକ ଭବ୍ୟ ରାମ ମନ୍ଦିର ପାଇଁ ଟ୍ରଷ୍ଟ ଗଠନ

ଧାରା-370 ଉଚ୍ଛେଦ ଲାଗି ନିଷ୍ପତ୍ତି

ଜାମ୍ମୁ ,କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ଭାବେ ଗଠନ କରିବାର ନିର୍ଣ୍ଣୟ

ନାଗରିକତା ସଂଶୋଧନ ଅଧିନିୟମ 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Green energy boost as renewables account for 20% generation in July

Media Coverage

Green energy boost as renewables account for 20% generation in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on positive thoughts and constructive habits
August 31, 2026

The Prime Minister, Shri Narendra Modi today shared Sanskrit Subhashitam emphasising the importance of cultivating positive thoughts and constructive habits. It reminds us that sustained focus and repeated practice shape the tendencies of the mind and, ultimately, influence our actions and conduct:

“यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।। “

The Prime Minister posted on X:

यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।।