ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମହିଳା ହକିରେ ଅଳ୍ପକେ ପଦକ ହରାଇଛୁ କିନ୍ତୁ ଏହି ଦଳ ନୂତନ ଭାରତର ଆବେଗକୁ ପ୍ରତିଫଳିତ କରିଛି- ଯେଉଁଠାରେ ଆମେ ଆମର ଶ୍ରେଷ୍ଠ ତଥା ନୂତନ କୃତିତ୍ୱ ହାସଲ କରିଛୁ । ସେ ଏହା ମଧ୍ୟ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ ।

ଏକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 ଟୋକିଓ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ । ସେମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଦଳର ପ୍ରତ୍ୟେକ ସଦସ୍ୟ ଉଲ୍ଲେଖନୀୟ ସାହସ, ଦକ୍ଷତା ଏବଂ ସହନଶୀଳତା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ଏହି ଦଳ ପାଇଁ ଭାରତ ଗର୍ବିତ ।

ଆମେ ମହିଳା ହକିରେ ଏକ ପଦକକୁ ଅଳ୍ପକେ ହରାଇଲୁ କିନ୍ତୁ ଏହି ଦଳ ନୂଆ ଭାରତର ଆବେଗକୁ ପ୍ରତିଫଳିତ କରିଛି - ଯେଉଁଠାରେ ଆମେ ଆମର ସର୍ବୋତ୍ତମ ଏବଂ ନୂତନ କୃତୀତ୍ୱ ହାସଲ କରିପାରିଛୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ଟୋକିଓ ୨୦୨୦ ରେ ସେମାନଙ୍କର ସଫଳତା  ଭାରତର  ଛୋଟ  ଝିଅମାନଙ୍କୁ ହକି ଖେଳିବାକୁ ଉତ୍ସାହିତ କରିବ ଏବଂ ଏଥିରେ ଉତ୍କର୍ଷତା ପ୍ରତିପାଦନ କରିବ ।  ଏହି ଦଳ ପାଇଁ ଗର୍ବିତ ।

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
BUDGET 2023: Making ‘Make in India’ happen

Media Coverage

BUDGET 2023: Making ‘Make in India’ happen
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 5, 2023
February 05, 2023
ସେୟାର
 
Comments

Citizens Take Pride in PM Modi’s Continued Global Popularity

Modi Govt’s Economic Policies Instilling Confidence and Strength in the New India