QuoteReleases 16th installment amount of about Rs 21,000 crores under PM-KISAN; and 2nd and 3rd installments of about Rs 3800 crore under ‘Namo Shetkari MahaSanman Nidhi’
QuoteDisburses Rs 825 crore of revolving fund to 5.5 lakh women SHGs across Maharashtra
QuoteInitiates distribution of 1 crore Ayushman cards across Maharashtra
QuoteLaunches the Modi Awaas Gharkul Yojana
QuoteInaugurates statue of Pandit Deendayal Upadhyay in Yavatmal city
QuoteDedicates multiple road, rail and irrigation projects
Quote“We take inspiration from Chhatrapati Shivaji”
Quote“I have resolved to make every corner of India Viksit. Every particle of my body and every moment of my life is devoted to this resolution”
Quote“Everything done in the last 10 years lays the foundations for the next 25 years”
Quote“The poor are getting their deserved share today”
Quote“Strengthening of the rural economy is imperative to the creation of Viksit Bharat”
Quote“Pandit Deendayal Upadhyay is the inspiration figure of Antyodaya. His entire life was

ଜୟ ଭବାନୀ, ଜୟ ଭବାନୀ, ଜୟ ସେବାଲାଲ ! ଜୟ ବିରସା !
ଆପଣ ସମସ୍ତଙ୍କୁ ମୋର ନମସ୍କାର !

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀମାନ ରମେଶ ବୈସ୍ ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ଶିନ୍ଦେ ଜୀ, ଉପମୁଖ୍ୟମନ୍ତ୍ରୀ, ଦେବେନ୍ଦ୍ର ଫଡନଭିସ ଜୀ, ଅଜିତ ପାୱାର ଜୀ, ମଂଚ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ବରିଷ୍ଠ ମହାନୁଭବଗଣ । ଆଜି ଏହି କାର୍ଯ୍ୟକ୍ରମରେ ଦେଶର ମଧ୍ୟ ଅନ୍ୟ ସ୍ଥାନରୁ ବହୁତ ଅଧିକ ସଂଖ୍ୟାରେ ଆମର କୃଷକ ଭାଇ-ଭଉଣୀମାନେ ଯୋଡି ହୋଇଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ଏଠାରୁ ସ୍ୱାଗତ କରୁଛି ।

ଭାଇ ଓ ଭଉଣୀମାନେ,
ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ଏହି ପବିତ୍ର ଭୂମିକୁ ଶ୍ରଦ୍ଧାର ସହ ବନ୍ଦନ କରୁଛି । ମହାରାଷ୍ଟ୍ରର ସନ୍ତାନ ଏବଂ ଦେଶର ଗୌରବ, ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ମଧ୍ୟ ମୁଁ ପ୍ରଣାମ କରୁଛି । ୟଭତମାଲ-ବାସୀମ୍ ତାଂଣ୍ଡେର ମାର ଗୋର ବଂଜାରା ଭାଇ, ଭିୟା, ନାୟକ, ଦାଭ, କାରବାରୀ ତମନୁମ ହାତ ଜୋଡନ ରାମ ରାମୀ !

ବନ୍ଧୁଗଣ, 
ମୁଁ ୧୦ ବର୍ଷ ପୂର୍ବରୁ ଯେତେବେଳେ ‘ଚାୟ ପର ଚର୍ଚ୍ଚା’ କରିବାକୁ ୟଭତମାଲ ଆସିଥିଲି, ଆପଣମାନେ ବହୁତ ଆଶୀର୍ବାଦ ଦେଇଥିଲେ । ଏବଂ ଦେଶର ଜନତା ଏନଡିଏକୁ ୩୦୦ରୁ ଅଧିକ ପହଁଚାଇଥିଲେ । ପୁଣିଥରେ ମୁଁ ୨୦୧୯ରେ ଫେବୃଆରୀ ମାସରେ ହିଁ ୟଭତମାଲ ଆସିଥିଲି । ସେତେବଳେ ମଧ୍ୟ ଆପଣମାନେ ଆମ ଉପରେ ଅନେକ ଭଲପାଇବା ଦେଇଥିଲେ । ଦେଶରେ ମଧ୍ୟ ସେତେବେଳେ ଏନ୍‌ଡିଏକୁ ୩୫୦ରୁ ଅଧିକ କରାଇଥିଲେ । ଏବଂ ଆଜି ଯେତେବେଳେ ୨୦୨୪ର ନିର୍ବାଚନ ପୂର୍ବରୁ ବିକାଶର ଉତ୍ସବରେ ସାମିଲ ହେବାକୁ ଆସିଛି, ସେତେବେଳେ ସମଗ୍ର ଦେଶରେ ଗୋଟିଏ ହିଁ ସ୍ୱର ଗୁଂଜରିତ ହେଉଛି । ଏଥର...୪୦୦ ପାର, ଏଥର, ୪୦୦ ପାର.. ଏଥର... ୪୦୦ ପାର ! ମୁଁ ଏଠି ମୋ ସାମ୍ନାରେ ଦେଖୁଛି, ଏତେ ବଡ ସଂଖ୍ୟାରେ ମା ଓ ଭଉଣୀମାନେ ଆଶୀର୍ବାଦ ଦେବାକୁ ଆସିଛନ୍ତି, ଏହାଠାରୁ ବଳି ଜୀବନର ସୌଭାଗ୍ୟ କଣ ହୋଇପାରେ । ଗାଁ ଗାଁରୁ ଆସିଥିବା ଏହି ମା ଭଉଣୀମାନଙ୍କୁ ମୁଁ ବିଶେଷ ଭାବରେ ପ୍ରଣାଣ କରୁଛି । ଯେଉଁଭଳି ଭାବରେ ୟଭତମାଲ୍‌, ବାଶୀମ୍‌, ଚନ୍ଦ୍ରପୁର ସମେତ ସମଗ୍ର ବିଦର୍ଭର ଆଶୀର୍ବାଦ ମିଳୁଛି, ସେଥିରୁ ଜଣାପଡୁଛି...ଏନ୍‌ଡିଏ ସରକାର...୪୦୦ ପାର୍ ! ଏନଡିଏ ସରାକାର...୪୦୦ ପାର୍ !

 

|

ବନ୍ଧୁଗଣ,
ଆମେ ଛତ୍ରପତି ଶିବାଜୀ ମହାରାଜଙ୍କର ଆଦର୍ଶକୁ ମାନୁଥିବା ବ୍ୟକ୍ତି ଅଟୁ । ତାଙ୍କର ଶାସନକୁ ୩୫୦ ବର୍ଷ ପୁରିସାରିଛି । ଯେତେବେଳେ ତାଙ୍କର ରାଜ୍ୟାଭିଷେକ ହେଲା, ସବୁକିଛି ହାସଲ ହୋଇଗଲା । ସେ ମଧ୍ୟ ଆରମରେ କ୍ଷମତାକୁ ଭୋଗ କରିପାରିଥାନ୍ତେ । କିନ୍ତୁ ସେ କ୍ଷମତାକୁ ନୁହେଁ ବରଂ ରାଷ୍ଟ୍ର ଚେତନା, ରାଷ୍ଟ୍ରର ଶକ୍ତିକୁ ସର୍ବାର୍ଗେ ରଖିଥିଲେ ଏବଂ ଯେପର୍ଯ୍ୟନ୍ତ ବଂଚି ରହିଥିଲେ, ସେପର୍ଯ୍ୟନ୍ତ ଏଥିପାଇଁ ହିଁ କାର୍ଯ୍ୟ କରିଥିଲେ । ମୁଁ ମଧ୍ୟ ଦେଶ ଗଠନ ପାଇଁ, ଦେଶବାସୀଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ଏକ ମିଶନ୍ ସହ ଆଗକୁ ବଢୁଥିବା ବ୍ୟକ୍ତି ଅଟେ । ଏଥିପାଇଁ ଗତ ୧୦ ବର୍ଷରେ ଯାହା କିଛି ବି କରିଛି ତାହା ଆଗାମୀ ୨୫ ବର୍ଷର ମୂଳଦୂଆ ଅଟେ । ଭାରତର କୋଣ ଅନୁକୋଣକୁ ବିକଶିତ କରାଇବା ପାଇଁ ମୁଁ ସଂକଳ୍ପ ନେଇଛି । ଏହି ସଂକଳ୍ପର ସିଦ୍ଧି ପାଇଁ ଶରୀରର ପ୍ରତିଟି ଭାଗ, ଜୀବନର ପ୍ରତିଟି କ୍ଷଣ, ଆପଣ ସମସ୍ତଙ୍କ ସେବାରେ ସମର୍ପି ଦେଇଛି । ଏବଂ ଭାରତକୁ ବିକଶିତ କରାଇବା ପାଇଁ ସବୁଠୁ ବୃହତ ଚାରିଟି ପ୍ରାଥମିକତା ହେଉଛି – ଗରିବ, କୃଷକ, ଯୁବବର୍ଗ ଏବଂ ନାରୀଶକ୍ତି । ଏହି ଚାରି ଯଦି ସଶକ୍ତ ହୋଇଯାଆନ୍ତି, ତାହାଲେ ପ୍ରତି ସମାଜ, ପ୍ରତି ବର୍ଗ, ଦେଶର ସମସ୍ତ ପରିବାର ସଶକ୍ତ ହୋଇଯିବ ।

ବନ୍ଧୁଗଣ,
ଆଜି ଏଠି ୟବତମାଲରେ ଏହି ଗରିବ, କୃଷକ, ଯୁବକ ଏବଂ ନାରୀଶକ୍ତି, ଏହି ଚାରିଜଣଙ୍କୁ ସଶକ୍ତ କଲା ଭଳି କାର୍ଯ୍ୟ କରାଯାଇଛି । ଆଜି ଏଠି ମହାରାଷ୍ଟ୍ରର ବିକାଶ ସହ ଜଡିତ ହଜାରେ କୋଟି ଟଙ୍କାର ଶିଳାନ୍ୟାସ ଏବଂ ଲୋକାର୍ପଣ କାର୍ଯ୍ୟ କରାଯାଇଛି । ଆଜି କୃଷକମାନଙ୍କୁ ଜଳସେଚନ ସୁବିଧା ମିଳୁଛି, ଗରିବମାନଙ୍କୁ ପକ୍କା ଘର ମିଳୁଛି, ଗାଁର ମୋର ଭଉଣୀମାନଙ୍କୁ ଆର୍ଥିକ ସହାୟତା ମିଳୁଛି, ଏବଂ ଯୁବବର୍ଗର ଭବିଷ୍ୟତକୁ ନିର୍ମାଣ କଲା ଭଳି ଭିତିଭୂମୀ ମିଳୁଛି । ବିଦର୍ଭ ଏବଂ ମରାଠୱାଡାର ରେଳ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ରେଳ ପ୍ରକଳ୍ପ ଏବଂ ନୂତନ ଟ୍ରେନ୍ ସେବା ଆଜି ଆରମ୍ଭ ହୋଇଛି । ଏସବୁ ପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

 

|

ବନ୍ଧୁଗଣ,
ଆପଣମାନେ ମନେପକାନ୍ତୁ, ଏହି ଯେଉଁ ଇଣ୍ଡି ମେନ୍ଟ ରହିଛି, ଯେତେବେଳେ କେନ୍ଦ୍ରରେ ଏହାର ସରକାର ଥିଲା, ସେତେବେଳେ କିଭଳି ସ୍ଥିତି ଥିଲା? ସେତେବେଳେ ତ କୃଷି ମନ୍ତ୍ରୀ ମଧ୍ୟ ଏହି ମହାରାଷ୍ଟ୍ରର ଥିଲେ । ସେହି ସମୟରେ ଦିଲ୍ଲୀରୁ ବିଦର୍ଭର କୃଷକମାନଙ୍କ ନାଁରେ ପ୍ୟାକେଜ ଘୋଷଣା କରାଯାଉଥିଲା ଏବଂ ସେସବୁକୁ ବାଟମାରଣା କରି ଦିଆଯାଉଥିଲା । ଗାଁ, ଗରିବ, କୃଷକ, ଆଦିବାସୀମାନଙ୍କୁ କିଛି ମଧ୍ୟ ମିଳୁ ନଥିଲା । ଆଜି ଦେଖନ୍ତୁ, ମୁଁ ଗୋଟିଏ ସୁଇଚ୍ ଟିପିଲି, ଏବଂ ଦେଖୁ ଦେଖୁ  ପିଏମ୍ କିଷାନ୍ ସମ୍ମାନ ନିଧିର ୨୧ ହଜାର କୋଟି ଟଙ୍କା, ଏହା ଛୋଟ ଅଙ୍କ ନୁହେଁ, ୨୧ ହଜାର କୋଟି ଟଙ୍କା ଦେଶର କୋଟି କୋଟି କୃଷକଙ୍କ ଖାତାରେ ପହଁଚିଗଲା । ଏବଂ ଏହା ତ ମୋଦୀର ଗ୍ୟାରେଂଟି ଅଟେ । ଯେତେବେଳେ କଂଗ୍ରେସର ସରକାର ଥିଲା, ସେତେବେଳେ ଦିଲ୍ଲୀରୁ ଏକ ଟଙ୍କା ବାହାରୁ ଥିଲା, ୧୫ ପଇସା ପହଁଚୁଥିଲା । କଂଗ୍ରେସ ସରକାର ଥାଆନ୍ତା ତାହେଲେ ଆଜି ଆପଣମାନଙ୍କୁ ଯେଉଁ ୨୧ ହଜାର କୋଟି ଟଙ୍କା ମିଳିଲା, ସେଥିରୁ ୧୮ ହଜାର କୋଟି ଟଙ୍କା ମଝିରେ ହରିଲୁଟ ହୋଇ ଯାଇଥାଆନ୍ତା । କିନ୍ତୁ ବର୍ତମାନ ବିଜେପି ସରକାର ଅମଳରେ ଗରିବଙ୍କ ସମ୍ପୁର୍ଣ୍ଣ ଟଙ୍କା, ଗରିବମାନଙ୍କୁ ମିଳୁଛି । ମୋଦୀଙ୍କ ଗ୍ୟାରେଂଟି ଅଟେ - ପ୍ରତ୍ୟେକ ହିତାଧିକାରୀଙ୍କ ପୁରା ହକ୍‌, କଡାଗଣ୍ଡା କରି ତାଙ୍କ ବ୍ୟାଙ୍କ ଖାତାରେ ପହଁଚୁଛି ।

ବନ୍ଧୁଗଣ,
ମହାରାଷ୍ଟ୍ରର କୃଷକମାନଙ୍କ ନିକଟରେ ତ ଡବଲ ଇଞ୍ଜିନର ଡବଲ ଗ୍ୟାରେଂଟି ରହିଛି । ବର୍ତମାନ ମହାରାଷ୍ଟ୍ରର ଚାଷୀଙ୍କୁ ୩୮୦୦ କୋଟି ଟଙ୍କା ଅତିରିକ୍ତ ଭାବେ ହସ୍ତାନ୍ତର କରାଯାଇଛି । ଏହାର ଅର୍ଥ ହେଉଛି ମହାରାଷ୍ଟ୍ରର କୃଷକମାନଙ୍କୁ ପିଏମ୍ କିଷାନ ସମ୍ମାନନିଧିର ୧୨ ହଜାର ଟଙ୍କା ପ୍ରତି ବର୍ଷ ମିଳୁଛି ।

 

|

ବନ୍ଧୁଗଣ,
ପିଏମ୍ କିଷାନ ସମ୍ମାନନିଧି ଅଧିନରେ ବର୍ତମାନ ପର୍ଯ୍ୟନ୍ତ ଦେଶର ୧୧ କୋଟି କୃଷକଙ୍କ ଖାତାରେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇସାରିଛି । ଏଥିରେ ମହାରାଷ୍ଟ୍ରର କୃଷକମାନଙ୍କୁ ୩୦ ହଜାର କୋଟି ଏବଂ ୟବତମାଲର କୃଷକମାନଙ୍କୁ ୯୦୦ କୋଟି ଟଙ୍କା ମିଳିଛି । ଆପଣମାନେ କଳ୍ପନା କରନ୍ତୁ, ଏହି ଟଙ୍କା କ୍ଷୁଦ୍ର ଚାଷୀମାନଙ୍କର କେତେ କାମରେ ଆସୁଛି । କିଛି ଦିନ ପୂର୍ବରୁ ହିଁ ଆମ ସରକାର ଆଖୁର ସର୍ବନିମ୍ନ ମୂଲ୍ୟରେ ରେକର୍ଡ ପରିମାଣର ବୃଦ୍ଧି କରିଛନ୍ତି । ଏବେ ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କୁଇଂଟାଲ ୩୪୦ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ମହାରାଷ୍ଟ୍ରର କୋଟି କୋଟି ଆଖୁ ଚାଷୀ ଏବଂ ଖେତ ମଜଦୁର ଉପକୃତ ହେବେ । କିଛି ଦିନ ପୂର୍ବରୁ ହିଁ ଗାଁରେ ଶସ୍ୟ ଗୋଦାମ ନିର୍ମାଣ ପାଇଁ ବିଶ୍ୱର ସର୍ବବୃହତ ଯୋଜନା ଆରମ୍ଭ ହୋଇଛି । ଏହି ଗୋଦାମ ଗୁଡିକୁ ମଧ୍ୟ ଆମ କୃଷକମାନଙ୍କ ସମବାୟ ସମିତି, ଆମର ସମବାୟ ସଂଗଠନ ଗୁଡିକ ନିର୍ମାଣ କରିବେ, ସେଇ ହିଁ ଏଗୁଡିକୁ ନିୟନ୍ତ୍ରଣ କରିବେ । ଏହାଦ୍ୱାରା କ୍ଷୁଦ୍ର ଚାଷୀମାନଙ୍କୁ ଏଥିରୁ ବିଶେଷ ଲାଭ ମିଳିବ । ସେମାନେ ନିଜର ଉତ୍ପାଦଗୁଡିକୁ ଖୁବ୍ କମ୍ ମୂଲ୍ୟରେ ବିକ୍ରୟ କରିବାକୁ ବାଧ୍ୟ ହେବେ ନାହିଁ । 

ବନ୍ଧୁଗଣ,
ବିକଶିତ ଭାରତ ପାଇଁ ଗ୍ରାମାଂଚଳର ଅର୍ଥବ୍ୟବସ୍ଥା ସଶକ୍ତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣୁ, ଗତ ୧୦ ବର୍ଷ ମଧ୍ୟରେ, ଗାଁ ରେ ରହୁଥିବା ପ୍ରତ୍ୟେକ ପରିବାରର ସମସ୍ୟା ଦୂର କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆମେ ନିରନ୍ତର ପ୍ରୟାସ କରିଚାଲିଛୁ । ଜଳର ମହତ୍ୱ କ’ଣ ତାହା ବିଦର୍ଭବାସୀଙ୍କଠାରୁ ଆଉ କିଏ ଅଧିକ ଭଲ ଭାବେ ଜାଣିପାରିବ । ପାନ୍ୟ ଜଳ ହେଉ ଅବା ପୁଣି ଜଳସେଚନ ପାଇଁ ହେଉ, ୨୦୧୪ ମସିହା ପୂର୍ବରୁ ଦେଶର ଗାଁ ଗୁଡିକରେ ହାହାକାର ଥିଲା । କିନ୍ତୁ ଇଣ୍ଡି ମେନ୍ଟର ତତ୍କାଳୀନ ସରକାରକୁ ଏହାର କୌଣସି ଚିନ୍ତା ନଥିଲା । ଆପଣମାନେ ଟିକେ ଭାବନ୍ତୁ ତ, ସ୍ୱାଧିନତା ପରଠାରୁ ନେଇ ୨୦୧୪ ମସିହା ପର୍ଯ୍ୟନ୍ତ, ଦେଶର ଗ୍ରାମଗୁଡିକରେ ୧୦୦ଟି ପରିବାର ମଧ୍ୟରୁ କେବଳ ୧୫ ଜଣ ପରିବାର ଏଭଳି ଥିଲେ ଯେଉଁମାନଙ୍କ ଘରକୁ ପାଇପ ଯୋଗେ ଜଳ ପହଁଚୁଥିଲା । ୧୦୦ରୁ ୧୫ ଘର ।  ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ, ଦଳିତ, ପଛୁଆବର୍ଗ ଏବଂ ଆଦିବାସୀ ଥିଲେ, ଯେଉଁମାନଙ୍କୁ ଏହି ଲାଭ ମିଳୁନଥିଲା । ଆମ ମାଆ ଏବଂ ଭଉଣୀମାନଙ୍କ ପାଇଁ ଏହା ଏକ ବଡ ସଙ୍କଟ ଥିଲା । ଏଭଳି ସ୍ଥିତିରୁ ମାଆ-ଭଉଣୀମାନଙ୍କୁ ମୁକୁଳାଇବା ପାଇଁ ହିଁ ଲାଲକିଲ୍ଲାରୁ ମୋଦୀ ହର ଘର ଜଳର ଗ୍ୟାରେଂଟି ଦେଇଥିଲା । ୪-୫ ବର୍ଷ ମଧ୍ୟରେ ହିଁ, ଆଜି ପ୍ରତି ୧୦୦ରୁ ୭୫ ଗ୍ରାମୀଣ ପରିବାର ପର୍ଯ୍ୟନ୍ତ ପାଇପ ଯୋଗେ ଜଳ ପହଁଚି ସାରିଛି । ମହାରାଷ୍ଟ୍ରରେ ମଧ୍ୟ ଯେଉଁଠି ୫୦ ଲକ୍ଷରୁ କମ୍ ପରିବାରଙ୍କ ନିକଟରେ ପାଇପ୍ ଯୋଗେ ଜଳ ସଂଯୋଗ ଥିଲା, ଆଜି ପାଖାପାଖି ୧ କୋଟି ୨୫ ଲକ୍ଷ ଜଳ ସଂଯୋଗ ହୋଇପାରିଛି । ସେଥିପାଇଁ ତ ଦେଶ କହୁଛି – ମୋଦୀର ଗ୍ୟାରେଂଟି ଅର୍ଥାତ୍ ଗ୍ୟାରେଂଟି ପୂରଣ ହେବାର ଗ୍ୟାରେଂଟି ।

 

|

ବନ୍ଧୁଗଣ,
ମୋଦୀ ଆଉ ଏକ ଗ୍ୟାରେଂଟି ଦେଶର କୃଷକମାନଙ୍କୁ ଦେଇଥିଲା । କଂଗ୍ରେସ ସରକାର ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରାୟ ୧୦୦ଟି ବଡ ବଡ ଜଳସେଚନ ପ୍ରକଳ୍ପକୁ ଝୁଲାଇ ରଖିଥିଲା, ସେଥିମଧ୍ୟରୁ ୬୦ରୁ ଅଧିକ ସମ୍ପୁର୍ଣ୍ଣ ହୋଇସାରିଛି ଏବଂ ଅବଶିଷ୍ଟ ମଧ୍ୟ ସଂମ୍ପୁର୍ଣ୍ଣ ହେବାକୁ ଯାଉଛି । ପଡି ରହିଥିବା ଏହି ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟରେ ମହାରାଷ୍ଟ୍ରର ସର୍ବାଧିକ ୨୬ଟି ପ୍ରକଳ୍ପ ରହିଥିଲା । ମହାରାଷ୍ଟ୍ରର, ବିଦର୍ଭର ପ୍ରତି କୃଷକ ପରିବାରକୁ ଏହା ଜାଣିବାର ହକ୍ ରହିଛି ଯେ ତାହାର ପାପର ଶାସ୍ତି ଆପଣମାନଙ୍କର ପିଢି ପିଢିକୁ ଭୋଗିବାକୁ ପଡୁଛି । ଏହି ୨୬ଟି ଅଟକି ରହିଥିବା ପ୍ରକଳ୍ପ ଗୁଡିକ ମଧ୍ୟରୁ ୧୨ଟିର କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇସାରିଛି ଏବଂ ବାକି ଗୁଡିକର କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି । ଏହା ହେଉଛି ବିଜେପିର ସରକାର, ଯାହା ୫୦ ବର୍ଷ ପରେ ନିଲୱାଣ୍ଡେ ଡ୍ୟାମ ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରି ଦେଖାଇ ଦେଇଛି । କୃଷ୍ଣା – କୋୟନା ଉଠା ଜଳସେଚନ ପ୍ରକଳ୍ପ ଏବଂ ଟେମଭୁ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଦଶନ୍ଧି ଦଶନ୍ଧି ପରେ ସମ୍ପୁର୍ଣ୍ଣ ହୋଇଛି । ଗାଁସିଖୁର୍ଦ ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ମଧ୍ୟ ଆମ ସରକାର ସମ୍ପୁର୍ଣ୍ଣ କରିଛନ୍ତି । ଆଜି ମଧ୍ୟ ଏଠାରେ ବିଦର୍ଭ ଏବଂ ମରାଠୱାଡା ପାଇଁ ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଏବଂ ବଳିରାଜା ସଂଜୀବନୀ ଯୋଜନା ଅଧିନରେ ୫୧ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଏହାଦ୍ୱାରା ୮୦ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ମିଳିବ ।

ବନ୍ଧୁଗଣ,
ମୋଦୀ ଗାଁର ଭଉଣୀମାନଙ୍କୁ ଲକ୍ଷପତି ଦିଦି ବନାଇବାର ଗ୍ୟାରେଂଟି ମଧ୍ୟ ଦେଇଛି । ବର୍ତମାନ ସୁଦ୍ଧା ଦେଶର ଏକ କୋଟି ଭଉଣୀ ଲକ୍ଷପତି ଦିଦି ହୋଇସାରିଲେଣି ।  ଚଳିତ ବର୍ଷର ବଜେଟରେ ଆମେ ଘୋଷଣା କରିଛୁ ଯେ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି ବନାଇବାର ଅଛି । ଏବେ ଏହି ସଙ୍କଳ୍ପର ସିଦ୍ଧି ଦିଗରେ ମୁଁ ଲାଗି ପଡିଛି । ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ଭଉଣୀ ଏବଂ କନ୍ୟାମାନଙ୍କ ସଂଖ୍ୟା ୧୦ କୋଟି ଟପିଗଲାଣି । ଏହି ଭଉଣୀମାନଙ୍କୁ ବ୍ୟାଙ୍କ ଗୁଡିକରୁ ୮ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି , କେନ୍ଦ୍ର ସରକାର ୪୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ସଂଚୟ ଗୋଷ୍ଠୀ ସହ ଜଡିତ ଭଉଣୀମାନଙ୍କୁ ଏହାର ଅନେକ ଲାଭ ମିଳୁଛି । ଆଜି ଏହି ଗୋଷ୍ଠୀ ଗୁଡିକୁ ୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସହାୟତା ପ୍ରଦାନ କରାଯାଇଛି । ୟବତମାଲ ଜିଲ୍ଲାରେ ଭଉଣୀମାନଙ୍କୁ ଅନେକ ଇ-ରିକ୍ସା ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟ ପାଇଁ ମୁଁ ଶିନ୍ଦେ ଜୀ, ଦେବେନ୍ଦ୍ର ଜୀ ଏବଂ ଅଜିତ୍ ଦାଦାଙ୍କ ସହିତ ମହାରାଷ୍ଟ୍ରର ପୁରା ସରକାରଙ୍କୁ ଅଭିନନ୍ଦନ ଜଣାଉଛି ।

 

|

ଏବଂ ବନ୍ଧୁଗଣ,
ଏବେ ଭଉଣୀମାନେ ଇ-ରିକ୍ସା ତ ଚଳାଉଛନ୍ତି, ଏବେ ଡ୍ରୋନ୍ ମଧ୍ୟ ଚଳାଇବେ । ନମୋ ଡ୍ରୋନ୍ ଦିଦି ଯୋଜନା ଅଧୀନରେ ଭଉଣୀମାନଙ୍କ ଗୋଷ୍ଠୀ ଗୁଡିକୁ ଡ୍ରୋନ୍ ପାଇଲଟର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପୁଣି ସରକାର ଏହି ଭଉଣୀମାନଙ୍କୁ ଡ୍ରୋନ୍ ପ୍ରଦାନ କରିବେ, ଯାହା ଚାଷ କାର୍ଯ୍ୟରେ ଲାଗି ପାରିବ ।

ବନ୍ଧୁଗଣ,
ଆଜି ଏଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ପ୍ରତିମୂର୍ତିର ମଧ୍ୟ ଲୋକାର୍ପଣ କରାଯାଇଛି । ପଣ୍ଡିତ ଜୀ, ଅନ୍ତ୍ୟୋଦୟର ପ୍ରେରଣା ପୁରୁଷ ଅଟନ୍ତି । ତାଙ୍କର ସମ୍ପୁର୍ଣ୍ଣ ଜୀବନ ଗରିବମାନଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା । ଆମେ ସମସ୍ତେ ପଣ୍ଡିତ ଜୀଙ୍କ ଚିନ୍ତାଧାରାରୁ ପ୍ରେରଣା ନେଇଥାଉ । ଗତ ୧୦ ବର୍ଷ ଗରିବମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି । ପ୍ରଥମ ଥର ପାଇଁ ମାଗଣା ରାସନର ଗ୍ୟାରେଂଟି ମିଳିଛି । ପ୍ରଥମ ଥର ମାଗଣା ଚିକିତ୍ସା ସୁବିଧା ମିଳିଛି । ଆଜି ମଧ୍ୟ ଏଠାରେ ମହାରାଷ୍ଟ୍ରର ୧ କୋଟି ପରିବାରକୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବାର ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଥର କୋଟି କୋଟି ଗରିବଙ୍କ ପାଇଁ ଖୁବ ସୁନ୍ଦର ପକ୍କା ଘର ନିର୍ମାଣ କରାଯାଇଛି । ଆଜି ଓବିସି ପରିବାର ଗୁଡିକର ଗୃହ ନିର୍ମାଣ ପାଇଁ ବିଶେଷ ଯୋଜନାର ଆରମ୍ଭ କରାଯାଇଛି । ଏହି ଯୋଜନା ଅଧିନରେ ୧୦ ଲକ୍ଷ ଓବିସି ପରିବାର ପାଇଁ ପକ୍କା ଘର ନିର୍ମାଣ କରାଯିବ ।

 

|

ବନ୍ଧୁଗଣ,
ଯେଉଁମାନଙ୍କୁ କେହି କେବେ ପଚାରି ନାହିଁ, ମୋଦୀ ସେମାନଙ୍କୁ ପଚାରୁଛି, ସେମାନଙ୍କୁ ପୂଜା କରୁଛି । ବିଶ୍ୱକର୍ମା ବନ୍ଧୁମାନଙ୍କ ପାଇଁ, ବଲୁତେଦାର ସମ୍ପ୍ରଦାୟର କାରିଗରମାନଙ୍କ ପାଇଁ, କେବେ ମଧ୍ୟ କୌଣସି ବଡ ଯୋଜନା ପ୍ରସ୍ତୁତ କରାଯାଇ ନାହିଁ । ମୋଦୀ, ପ୍ରଥମଥର ପାଇଁ ୧୩ ହଜାର କୋଟି ଟଙ୍କାର ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛି । କଂଗ୍ରେସ ସମୟରେ ଆଦିବାସୀ ସମାଜକୁ ସର୍ବଦା ସୁବଠାରୁ ପଛରେ ରଖାଗଲା, ସେମାନଙ୍କୁ ସୁବିଧ ଦେଲା ନାହିଁ । କିନ୍ତୁ ମୋଦୀ ଆଦିବାସୀ ସମାଜରେ ମଧ୍ୟ ସବୁଠାରୁ ପଛୁଆ ଜନଜାତିଙ୍କ ପାଇଁ ଚିନ୍ତା ପ୍ରକଟ କରିଛି । ପ୍ରଥମ ଥର ପାଇଁ ସେମାନଙ୍କ ବିକାଶ ନିମନ୍ତେ ୨୩ ହଜାର କୋଟି ଟଙ୍କାର ପିଏମ୍‌-ଜନମନ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମହାରାଷ୍ଟ୍ରର କାତକରୀ, କୋଲାମ ଏବଂ ମାଡିଆ ଭଳି ଅନେକ ଜନଜାତି ସମୁଦାୟଙ୍କୁ ଉତମ ଜୀବନ ପ୍ରଦାନ କରିବ । ଗରିବ, କୃଷକ, ଯୁବକ ଏବଂ ନାରୀଶକ୍ତିକୁ ସଶକ୍ତ କରିବାର ଏହି ଅଭିଯାନ ଆହୁରି ଦୃତ ହେବାର ଅଛି । ଆଗାମୀ ୫ ବର୍ଷ, ଏହାଠାରୁ ମଧ୍ୟ ଅଧିକ ଦୃତ ବିକାଶ ହେବ । ଆଗାମୀ ୫ ବର୍ଷ ବିଦର୍ଭର ପ୍ରତ୍ୟେକ ପରିବାରର ଜୀବନକୁ ଉନ୍ନତ କରିବ । ପୁଣି ଥରେ କୃଷକ ପରିବାର ଏବଂ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ମୋ ସହ କୁହନ୍ତୁ – 
 

|

ଭାରତ ମାତା କି ଜୟ ! 
ଭାରତ ମାତା କି ଜୟ !
ଭାରତ ମାତା କି ଜୟ !
ଭାରତ ମାତା କି ଜୟ !
ଅନେକ ଅନେକ ଧନ୍ୟବାଦ ।

 

  • Jitendra Kumar May 13, 2025

    ❤️🇮🇳🙏
  • Dheeraj Thakur March 12, 2025

    जय श्री राम।
  • Dheeraj Thakur March 12, 2025

    जय श्री राम
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
  • ओम प्रकाश सैनी September 17, 2024

    Jai
  • ओम प्रकाश सैनी September 17, 2024

    Shanti
  • ओम प्रकाश सैनी September 17, 2024

    Shree ram
  • ओम प्रकाश सैनी September 17, 2024

    Om
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
How India’s ‘Digital Lifeline’ UPI Is Transforming Payments At Home & Abroad

Media Coverage

How India’s ‘Digital Lifeline’ UPI Is Transforming Payments At Home & Abroad
NM on the go

Nm on the go

Always be the first to hear from the PM. Get the App Now!
...
Our government is making the vision of women-led development the axis of development: PM Modi in Bhopal, Madhya Pradesh
May 31, 2025
QuotePM inaugurates, lays foundation stone of multiple development projects in Bhopal
QuoteThe name of Lokmata Devi Ahilyabai Holkar fills us with reverence, Words fall short to speak about her great personality: PM
QuoteDevi Ahilyabai was a great guardian of India's heritage: PM
QuoteMata Ahilyabai is a symbol of invaluable contribution of our women power in nation building: PM
QuoteOur government is making the vision of women-led development the axis of development: PM
QuoteThe Namo Drone Didi campaign is encouraging the rural women, increasing their income: PM
QuoteToday, a large number of women scientists are working in all our major space missions: PM
QuoteOperation Sindoor has also become a symbol of the strength of our women power: PM

मध्य प्रदेश के राज्यपाल श्रीमान मंगुभाई पटेल, हमारे लोकप्रिय मुख्यमंत्री श्रीमान मोहन यादव जी, टेक्नोलॉजी के माध्यम से हमारे साथ जुड़े हुए केंद्रीय मंत्री, इंदौर से तोखन साहू जी, दतिया से राम मोहन नायडू जी, सतना से मुरलीधर मोहोल जी, यहां मंच पर उपस्थित राज्य के उपमुख्यमंत्री जगदीश देवड़ा जी, राजेंद्र शुक्ला जी, लोकसभा में मेरे साथी वी डी शर्मा जी, अन्य मंत्रिगण, जनप्रतिनिधिगण और विशाल संख्या में आए हुए मेरे प्यारे भाइयों और बहनों।

सबसे पहले मैं मां भारती को भारत की मातृशक्ति को प्रणाम करता हूं। आज यहां इतनी बड़ी संख्या में माताएं-बहनें-बेटियां हमें आशीर्वाद देने आई हैं। मैं आप सभी बहनों के दर्शन पाकर धन्य हो गया हूं।

भाइयों और बहनों,

आज लोकमाता देवी अहिल्याबाई होल्कर जी की तीन सौवीं जन्म जयंती है।140 करोड़ भारतीयों के लिए ये अवसर प्रेरणा का है, राष्ट्र निर्माण के लिए हो रहे भागीरथ प्रयासों में अपना योगदान देने का है। देवी अहिल्याबाई कहती थीं, कि शासन का सही अर्थ जनता की सेवा करना और उनके जीवन में सुधार लाना होता है। आज का कार्यक्रम, उनकी इस सोच को आगे बढ़ाता है। आज इंदौर मेट्रो की शुरुआत हुई है। दतिया और सतना भी अब हवाई सेवा से जुड़ गए हैं। ये सभी प्रोजेक्ट मध्य प्रदेश में सुविधाएं बढ़ाएंगे, विकास को गति देंगे और रोजगार के अनेक नए अवसर बनाएंगे। मैं आज इस पवित्र दिवस पर विकास के इन सारे कामों के लिए आप सबको, पूरे मध्य प्रदेश को बहुत-बहुत बधाई देता हूं।

|

साथियों,

लोकमाता देवी अहिल्याबाई होलकर, ये नाम सुनते ही मन में श्रद्धा का भाव उमड़ पड़ता है। उनके महान व्यक्तित्व के बारे में बोलने के लिए शब्द कम पड़ जाते हैं। देवी अहिल्याबाई प्रतीक हैं, कि जब इच्छाशक्ति होती है, दृढ़ प्रतिज्ञा होती है, तो परिस्थितियां कितनी ही विपरीत क्यों ना हों, परिणाम लाकर दिखाया जा सकता है। ढाई-तीन सौ साल पहले, जब देश गुलामी की जंजीरों में जकड़ा हुआ था, उस समय ऐसे महान कार्य कर जाना, कि आने वाली अनेक पीढ़ियां उसकी चर्चा करें, ये कहना तो आसान है, करना आसान नहीं था।

साथियों,

लोकमाता अहिल्याबाई ने प्रभु सेवा और जन सेवा, इसे कभी अलग नहीं माना। कहते हैं, वे हमेशा शिवलिंग अपने साथ लेकर चलती थीं। उस चुनौतीपूर्ण कालखंड में एक राज्य का नेतृत्व कांटों से भरा ताज, कोई कल्पना कर सकता है, कांटों से भरा ताज पहनने जैसा वो काम, लेकिन लोकमाता अहिल्याबाई ने अपने राज्य की समृद्धि को नई दिशा दी। उन्होंने गरीब से गरीब को समर्थ बनाने के लिए काम किया। देवी अहिल्याबाई भारत की विरासत की बहुत बड़ी संरक्षक थीं। जब देश की संस्कृति पर, हमारे मंदिरों, हमारे तीर्थ स्थलों पर हमले हो रहे थे, तब लोकमाता ने उन्हें संरक्षित करने का बीड़ा उठाया, उन्होंने काशी विश्वनाथ सहित पूरे देश में हमारे अनेकों मंदिरों का, हमारे तीर्थों का पुनर्निर्माण किया। औऱ ये मेरा सौभाग्य है कि जिस काशी में लोकमाता अहिल्याबाई ने विकास के इतने काम किए, उस काशी ने मुझे भी सेवा का अवसर दिया है। आज अगर आप काशी विश्वनाथ महादेव के दर्शन करने जाएंगे, तो वहां आपको देवी अहिल्याबाई की मूर्ति भी वहाँ पर मिलेगी।

|

साथियों,

माता अहिल्याबाई ने गवर्नेंस का एक ऐसा उत्तम मॉडल अपनाया, जिसमें गरीबों और वंचितों को सबसे ज्यादा प्राथमिकता दी गई। रोजगार के लिए, उद्यम बढ़ाने के लिए उन्होंने अनेक योजनाओं को शुरू किया। उन्होंने कृषि और वन-उपज आधारित कुटीर उद्योग और हस्तकला को प्रोत्साहित किया। खेती को बढ़ावा देने के लिए, छोटी-छोटी नहरों की जाल बिछाई, उसे विकसित किया, उस जमाने में आप सोचिए 300 साल पहले। जल संरक्षण को बढ़ावा देने के लिए उन्होंने कितने ही तालाब बनवाए और आज तो हम लोग भी लगातार कह रहे हैं, catch the rain, बारिश के एक एक बूंद पानी को बचाओ। देवी अहिल्या जी ने ढाई सौ-तीन सौ साल पहले हमें ये काम बताया था। किसानों की आय बढ़ाने के लिए उन्होंने कपास और मसालों की खेती को प्रोत्साहित किया। आज ढाई सौ-तीन सौ साल के बाद भी हमें बार बार किसानों को कहना पड़ता है, कि crop diversification बहुत जरूरी है। हम सिर्फ धान की खेती करके या गन्ने की खेती करके अटक नहीं सकते, देश की जरूरतों को, सारी चीजों को हमें diversify करके उत्पादित करना चाहिए। उन्होंने आदिवासी समाज के लिए, घुमन्तु टोलियों के लिए, खाली पड़ी जमीन पर खेती की योजना बनाई। ये मेरा सौभाग्य है, कि मुझे एक आदिवासी बेटी, आज जो भारत के राष्ट्रपति पद पर विराजमान है, उनके मार्गदर्शन में मेरे आदिवासी भाई-बहनों की सेवा करने का मौका मिला है। देवी अहिल्या ने विश्व प्रसिद्ध माहेश्वरी साड़ी के लिए नए उद्योग लगाए और बहुत कम लोगों को पता होगा, कि देवी अहिल्या जी हूनर की पारखी थी और वो जूनागढ़ से गुजरात में, जूनागढ़ से कुछ परिवारों को माहेश्वर लाईं और उनको साथ जोड़कर के, आज से ढाई सौ-तीन सौ साल पहले ये माहेश्वरी साड़ी का काम आगे बढ़ाया, जो आज भी अनेक परिवारों को वो गहना बन गया है, और जिससे हमारे बुनकरों को बहुत फायदा हुआ।

साथियों,

देवी अहिल्याबाई को कई बड़े सामाजिक सुधारों के लिए भी हमेशा याद रखा जाएगा। आज अगर बेटियों की शादी की उम्र की चर्चा करें, तो हमारे देश में कुछ लोगों को सेक्यूलरिज्म खतरे में दिखता है, उनको लगता है ये हमारे धर्म के खिलाफ है। ये देवी अहिल्या जी देखिए, मातृशक्ति के गौरव के लिए उस जमाने में बेटियों की शादी की उम्र के विषय में सोचती थीं। उनकी खुद की शादी छोटी उम्र में हुई थी, लेकिन उनको सब पता था, बेटियों के विकास के लिए कौन सा रास्ता होना चाहिए। ये देवी अहिल्या जी थीं, उन्होंने महिलाओं का भी संपत्ति में अधिकार हो, जिन स्त्रियों के पति की असमय मृत्यु हो गई हो, वो फिर विवाह कर सकें, उस कालखंड में ये बातें करना भी बहुत मुश्किल होता था। लेकिन देवी अहिल्याबाई ने इन समाज सुधारों को भरपूर समर्थन दिया। उन्होंने मालवा की सेना में महिलाओं की एक विशेष टुकड़ी भी बनाई थी। ये पश्चिम की दुनिया के लोगों को पता नहीं है। हमें कोसते रहते हैं, हमारी माताओं बहनों के अधिकारों के नाम पर हमें नीचा दिखाने की कोशिश करते हैं। ढाई सौ-तीन सौ साल पहले हमारे देश में सेना में महिलाओं का होना, साथियों महिला सुरक्षा के लिए उन्होंने गांवों में नारी सुरक्षा टोलियां, ये भी बनाने का काम किया था। यानी माता अहिल्याबाई, राष्ट्र निर्माण में हमारी नारीशक्ति के अमूल्य योगदान का प्रतीक हैं। मैं, समाज में इतना बड़ा परिवर्तन लाने वाली देवी अहिल्या जी को आज श्रद्धापूर्वक नमन करता हूं, उनके चरणों में प्रणाम करता हूं और मैं उनसे प्रार्थना करता हूं, कि आप जहां भी हों, हम सभी पर अपना आशीर्वाद बरसाए।

साथियों,

देवी अहिल्या का एक प्रेरक कथन है, जो हम कभी भूल नहीं सकते। और उस कथन का अगर मोटे-मोटे शब्दों में मैं कहूं, उसका भाव यही था, कि जो कुछ भी हमें मिला है, वो जनता द्वारा दिया ऋण है, जिसे हमें चुकाना है। आज हमारी सरकार लोकमाता अहिल्याबाई के इन्हीं मूल्यों पर चलते हुए काम कर रही है। नागरिक देवो भव:- ये आज गवर्नेंस का मंत्र है। हमारी सरकार, वीमेन लेड डवलपमेंट के विजन को विकास की धुरी बना रही है। सरकार की हर बड़ी योजना के केंद्र में माताएं-बहनें-बेटियां हैं। आप भी जानती हैं, गरीबों के लिए 4 करोड़ घर बनाए जा चुके हैं और इनमें से अधिकतर घर हमारी माताओं-बहनों के नाम पर हैं, मालिकाना हक मेरी माताओं-बहनों को दिया है। इनमें से ज्यादातर महिलाएं ऐसी हैं, जिनके नाम पर पहली बार कोई संपत्ति दर्ज हुई है। यानी देश की करोड़ों बहनें पहली बार घर की मालकिन बनी हैं।

|

साथियों,

आज सरकार, हर घर तक नल से जल पहुंचा रही है, ताकि हमारी माताओं-बहनों को असुविधा न हो, बेटियां अपनी पढ़ाई में ध्यान दे सकें। करोड़ों बहनों के पास पहले, बिजली, एलपीजी गैस और टॉयलेट जैसी सुविधाएं भी नहीं थीं। ये सुविधाएं भी हमारी सरकार ने पहुंचाईं। और ये सिर्फ सुविधाएं नहीं हैं, ये माताओं-बहनों के सम्मान का हमारी तरफ से एक नम्र प्रयास है। इससे गांव की, गरीब परिवारों की माताओं-बहनों के जीवन से अनेक मुश्किलें कम हुईं हैं।

साथियों,

पहले माताएं-बहनें अपनी बीमारियां छुपाने पर मजबूर थीं। गर्भावस्था के दौरान अस्पताल जाने से बचती थीं। उनको लगता था, कि इससे परिवार पर बोझ पड़ेगा और इसलिए दर्द सहती थीं, लेकिन परिवार में किसी को बताती नहीं थीं। आयुष्मान भारत योजना ने उनकी इस चिंता को भी खत्म किया है। अब वो भी अस्पताल में 5 लाख रुपए तक का मुफ्त इलाज करा सकती हैं।

साथियों,

महिलाओं के लिए पढ़ाई और दवाई के साथ ही जो बहुत जरूरी चीज है, वो कमाई भी है। जब महिला की अपनी आय होती है, तो घर में उसका स्वाभिमान और बढ़ जाता है, घर के निर्णयों में उसकी सहभागिता और बढ़ जाती है। बीते 11 वर्षों में हमारी सरकार ने देश की महिलाओं को आर्थिक रूप से सशक्त करने के लिए निरंतर काम किया है। आप कल्पना कर सकते है, 2014 से पहले, आपने मुझे सेवा करने का मौका दिया उसके पहले, 30 करोड़ से ज्यादा बहनें ऐसी थीं, जिनका कोई बैंक खाता तक नहीं था। हमारी सरकार ने इन सभी के बैंक में जनधन खाते खुलवाए, इन्हीं खातों में अब सरकार अलग-अलग योजनाओं का पैसा सीधा उनके खाते में भेज रही है। अब वे गांव हो या शहर अपना कुछ ना कुछ काम कर रही हैं, आर्थिक उपार्जन कर रही हैं, स्वरोजगार कर रही हैं। उन्हें मुद्रा योजना से बिना गारंटी का लोन मिल रहा है। मुद्रा योजना की 75 प्रतिशत से ज्यादा लाभार्थी, ये हमारी माताएं-बहनें-बेटियां हैं।

|

साथियों,

आज देश में 10 करोड़ बहनें सेल्फ हेल्प ग्रुप्स से जुड़ी हैं, जो कोई न कोई आर्थिक गतिविधि करती हैं। ये बहनें अपनी कमाई के नए साधन बनाएं, इसके लिए सरकार लाखों रुपयों की मदद कर रही है। हमने ऐसी 3 करोड़ बहनों को लखपति दीदी बनाने का संकल्प लिया है। मुझे संतोष है कि अब तक डेढ़ करोड़ से ज्यादा बहनें, लखपति दीदी बन भी चुकी हैं। अब गांव-गांव में बैंक सखियां लोगों को बैंकिंग से जोड़ रही हैं। सरकार ने बीमा सखियां बनाने का अभियान भी शुरु किया है। हमारी बहनें-बेटियां अब देश को बीमा की सुरक्षा देने में भी बहुत बड़ी भूमिका निभा रही हैं।

साथियों,

एक समय था, जब नई टेक्नोलॉजी आती थी, तो उससे महिलाओं को दूर रखा जाता था। हमारा देश आज उस दौर को भी पीछे छोड़ रहा है। आज सरकार का प्रयास है कि आधुनिक टेक्नॉलॉजी में भी हमारी बहनें, हमारी बेटियां आगे बढ़कर के नेतृत्व दें। अब जैसे आज खेती में ड्रोन क्रांति आ रही है। इसको हमारी गांव की बहनें ही नेतृत्व दे रही हैं। नमो ड्रोन दीदी अभियान से गांव की बहनों का हौसला बढ़ रहा है, उनकी कमाई बढ़ रही है और गांव में उनकी एक नई पहचान बन रही है।

साथियों,

आज बहुत बड़ी संख्या में हमारी बेटियां वैज्ञानिक बन रही हैं, डॉक्टर-इंजीनियर और पायलट बन रही हैं। हमारे यहां साइंस और मैथ्स पढ़ने वाली बेटियों की संख्या लगातार बढ़ रही है। आज जितने भी हमारे बड़े स्पेस मिशन हैं, उनमें बड़ी संख्या में वैज्ञानिक के नाते हमारी माताएं-बहनें-बेटियां काम कर रही हैं। चंद्रयान थ्री मिशन, पूरा देश गौरव कर रहा है। चंद्रयान थ्री मिशन में तो 100 से अधिक महिला वैज्ञानिक और इंजीनियर शामिल थीं। ऐसे ही जमाना स्टार्ट अप्स का है, स्टार्ट अप्स के क्षेत्र में भी हमारी बेटियां अदभुत काम कर रही हैं। देश में लगभग पैंतालीस परसेंट स्टार्ट अप्स की, उसमे कम से कम एक डायरेक्टर कोई न कोई हमारी बहन है, कोई न कोई हमारी बेटी है, महिला है। और ये संख्या लगातार बढ़ रही है।

साथियों,

हमारा प्रयास है, कि नीति निर्माण में बेटियों की भागीदारी लगातार बढ़े। बीते एक दशक में इसके लिए एक के बाद एक अनेक कदम उठाए गए हैं। हमारी सरकार में पहली बार पूर्ण कालिक महिला रक्षामंत्री बनीं। पहली बार देश की वित्तमंत्री, एक महिला बनीं। पंचायत से लेकर पार्लियामेंट तक, महिलाओं की संख्या लगातार बढ़ रही है। इस बार 75 सांसद महिलाएं हैं। लेकिन हमारा प्रयास है कि ये भागीदारी और बढ़े। नारीशक्ति वंदन अधिनियम के पीछे भी यही भावना है। सालों तक इस कानून को रोका गया, लेकिन हमारी सरकार ने इसे पारित करके दिखाया। अब संसद और विधानसभाओं में महिला आरक्षण पक्का हो गया है। कहने का अर्थ ये है कि भाजपा सरकार, बहनों-बेटियों को हर स्तर पर, हर क्षेत्र में सशक्त कर रही है।

|

साथियों,

भारत संस्कृति और संस्कारों का देश है। और सिंदूर, ये हमारी परंपरा में नारीशक्ति का प्रतीक है। राम भक्ति में रंगे हनुमान जी भी सिंदूर को ही धारण किए हुए हैं। शक्ति पूजा में हम सिंदूर का अर्पण करते हैं। और यही सिंदूर अब भारत के शौर्य का प्रतीक बना है।

साथियों,

पहलगाम में आतंकियों ने सिर्फ भारतीयों का खून ही नहीं बहाया, उन्होंने हमारी संस्कृति पर भी प्रहार किया है। उन्होंने हमारे समाज को बांटने की कोशिश की है। और सबसे बड़ी बात, आतंकवादियों ने भारत की नारीशक्ति को चुनौती दी है। ये चुनौती, आतंकवादियों और उनके आकाओं के लिए काल बन गई है काल। ऑपरेशन सिंदूर, आतंकवादियों के खिलाफ भारत के इतिहास का सबसे बड़ा और सफल ऑपरेशन है। जहां पाकिस्तान की सेना ने सोचा तक नहीं था, वहां आतंकी ठिकानों को हमारी सेनाओं ने मिट्टी में मिला दिया। सैंकड़ों किलोमीटर अंदर घुसकर के मिट्टी में मिला दिया। ऑपरेशन सिंदूर ने डंके की चोट पर कह दिया है, कि आतंकवादियों के जरिए छद्म युद्ध, proxy war नहीं चलेगा। अब घर में घुसकर भी मारेंगे और जो आतंकियों की मदद करेगा, उसको भी इसकी भारी कीमत चुकानी पड़ेगी। अब भारत का एक-एक नागरिक कह रहा है, 140 करोड़ देशवासियों की बुलंद आवाज कह रही है- अगर, अगर तुम गोली चलाओगे, तो मानकर चलों गोली का जवाब गोले से दिया जाएगा।

साथियों,

ऑपरेशन सिंदूर हमारी नारीशक्ति के सामर्थ्य का भी प्रतीक बना है। हम सभी जानते हैं, कि BSF का इस ऑपरेशन में कितना बड़ा रोल रहा है। जम्मू से लेकर पंजाब, राजस्थान और गुजरात की सीमा तक बड़ी संख्या में BSF की हमारी बेटियां मोर्चे पर रही थीं, मोर्चा संभाल रही थीं। उन्होंने सीमापार से होने वाली फायरिंग का मुंहतोड़ जवाब दिया। कमांड एंड कंट्रोल सेंटर्स से लेकर दुश्मन की पोस्टों को ध्वस्त करने तक, BSF की वीर बेटियों ने अद्भुत शौर्य दिखाया है।

|

साथियों,

आज दुनिया, राष्ट्ररक्षा में भारत की बेटियों का सामर्थ्य देख रही है। इसके लिए भी बीते दशक में सरकार ने अनेक कदम उठाए हैं। स्कूल से लेकर युद्ध के मैदान तक, आज देश अपनी बेटियों के शौर्य पर अभूतपूर्व भरोसा कर रहा है। हमारी सेना ने पहली बार सैनिक स्कूलों के दरवाज़े बेटियों के लिए खोले हैं। 2014 से पहले एनसीसी में सिर्फ 25 प्रतिशत कैडेट्स ही बेटियां होती थीं, आज उनकी संख्या 50 प्रतिशत की तरफ आगे बढ़ रही है। कल के दिन देश में एक औऱ नया इतिहास बना है। आज अखबार में देखा होगा आपने, नेशनल डिफेंस एकेडमी यानी NDA से महिला कैडेट्स का पहला बैच पास आउट हुआ है। आज सेना, नौसेना और वायुसेना में बेटियां अग्रिम मोर्चे पर तैनात हो रही हैं। आज फाइटर प्लेन से लेकर INS विक्रांत युद्धपोत तक, वीमेन ऑफीसर्स अपनी जांबाजी दिखा रही हैं।

साथियों,

हमारी नौसेना की वीर बेटियों के साहस का ताज़ा उदाहरण भी देश के सामने है। आपको मैं नाविका सागर परिक्रमा के बारे में बताना चाहता हूं। नेवी की दो वीर बेटियों ने करीब ढाई सौ दिनों की समुद्री यात्रा पूरी की है, धरती का चक्कर लगाया है। हज़ारों किलोमीटर की ये यात्रा, उन्होंने ऐसी नाव से की जो मोटर से नहीं बल्कि हवा से चलती है। सोचिए, ढाई सौ दिन समंदर में, इतने दिनों तक समंदर में रहना, कई कई हफ्ते तक जमीन के दर्शन तक नहीं होना और ऊपर से समंदर का तूफान कितना तेज होता है, हमें पता है, खराब मौसम, भयानक तूफान, उन्होंने हर मुसीबत को हराया है। ये दिखाता है, कि चुनौती कितनी भी बड़ी हो, भारत की बेटियां उस पर विजय पा सकती हैं।

साथियों,

नक्सलियों के खिलाफ ऑपरेशन हों या फिर सीमापार का आतंक हो, आज हमारी बेटियां भारत की सुरक्षा की ढाल बन रही हैं। मैं आज देवी अहिल्या की इस पवित्र भूमि से, देश की नारीशक्ति को फिर से सैल्यूट करता हूं

|

साथियों,

देवी अहिल्या ने अपने शासनकाल में विकास के कार्यों के साथ साथ विरासत को भी सहेजा। आज का भारत भी विकास और विरासत, दोनों को साथ लेकर चल रहा है। आधुनिक इंफ्रास्ट्रक्चर के निर्माण को देश कैसे गति दे रहे है, आज का कार्यक्रम इसका उदाहरण है। आज मध्य प्रदेश को पहली मेट्रो सुविधा मिली है। इंदौर पहले ही स्वच्छता के लिए दुनिया में अपनी पहचान बना चुका है। अब इंदौर की पहचान उसकी मेट्रो से भी होने जा रही है। यहां भोपाल में भी मेट्रो का काम तेज़ी से चल रहा है। मध्य प्रदेश में, रेलवे के क्षेत्र में व्यापक काम हो रहा है। कुछ दिन पहले ही केंद्र सरकार ने रतलाम-नागदा रूट को चार लाइनों में बदलने के लिए स्वीकृति दे दी है। इससे इस क्षेत्र में और ज्यादा ट्रेनें चल पाएंगी, भीड़भाड़ कम होगी। केंद्र सरकार ने इंदौर–मनमाड रेल परियोजना को भी मंजूरी दे दी है।

साथियों,

आज मध्य प्रदेश के दतिया और सतना भी हवाई यात्रा के नेटवर्क से जुड़ गए हैं। इन दोनों हवाई अड्डों से बुंदेलखंड और विंध्य क्षेत्र में एयर कनेक्टिविटी बेहतर होगी। अब माँ पीतांबरा, मां शारदा देवी और पवित्र चित्रकूट धाम के दर्शन करना और सुलभ हो जाएगा।

|

साथियों,

आज भारत, इतिहास के उस मोड़ पर है, जहां हमें अपनी सुरक्षा, अपने सामर्थ्य और अपनी संस्कृति, हर स्तर पर काम करना है। हमें अपना परिश्रम बढ़ाना है। इसमें हमारी मातृशक्ति, हमारी माताओं-बहनों-बेटियों की भूमिका बहुत बड़ी है। हमारे सामने लोकमाता देवी अहिल्याबाई जी की प्रेरणा है। रानी लक्ष्मीबाई, रानी दुर्गावती, रानी कमलापति, अवंतीबाई लोधी, कित्तूर की रानी चेनम्मा, रानी गाइडिन्ल्यू, वेलु नाचियार, सावित्री बाई फुले, ऐसे हर नाम हमें गौरव से भर देते हैं। लोकमाता अहिल्याबाई की ये तीन सौवीं जन्मजयंती, हमें निरंतर प्रेरित करती रहे, आने वाली सदियों के लिए हम एक सशक्त भारत की नींव मजबूत करें, इसी कामना के साथ आप सभी को फिर से एक बार बहुत-बहुत शुभकामनाएं देता हूं। अपना तिरंगा ऊपर उठाकर के मेरे साथ बालिए –

भारत माता की जय!

भारत माता की जय!

भारत माता की जय!

वंदे मातरम!

वंदे मातरम!

वंदे मातरम!

वंदे मातरम!

वंदे मातरम!

वंदे मातरम!

वंदे मातरम!

वंदे मातरम!

वंदे मातरम!