“ଆମେ ଅମୃତ କାଳକୁ କର୍ତ୍ତବ୍ୟ କାଳ ଭାବେ ନାମିତ କରିଛୁ ।” ଆମ ଶପଥ ମଧ୍ୟରେ ରହିଛି ଆମର ଆଧ୍ୟାତ୍ମିକ ମୂଲ୍ୟବୋଧର ଦିଗଦର୍ଶନ ଓ ଭବିଷ୍ୟତ ନିମନ୍ତେ ସଂକଳ୍ପ
“ଆଧ୍ୟାତ୍ମିକ ମହତ୍ତ୍ୱ ବା ସ୍ଥାନଗୁଡ଼ିକର ପୁନରୁଦ୍ଧାରରେ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ରହିଛି ଭାରତ”
“ସମାଜର ପ୍ରତ୍ୟେକ ଶ୍ରେଣୀର ଅବଦାନ ଫଳରେ ଦେଶରେ ଅବସ୍ଥାନ୍ତର ଘଟିଛି”
“ଭାରତରେ ହଜାର ହଜାର ବର୍ଷ ଧରି ସମସ୍ତ ମୁନୀ ଋଷିଗଣ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହକୁ ଋଦ୍ଧିମନ୍ତ କରିଛନ୍ତି”
“ଭାରତ ଭଳି ଦେଶରେ ଧାର୍ମିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସଦାସର୍ବଦା ସମାଜ କଲ୍ୟାଣର କେନ୍ଦ୍ରବିନ୍ଦୁ ରହି ଆସିଛନ୍ତି”
“ସତ୍ୟସାଇ ଜିଲ୍ଲାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିବାକୁ ଆମେ ସଂକଳ୍ପ ନେବା ଆବଶ୍ୟକ”
“ଭାରତ ସ୍ଥାୟୀ ଓ ନିରନ୍ତର ଜୀବନ ଶୈଳୀ ଓ ପରିବେଶ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବେଳେ ସତ୍ୟସାଇ ନ୍ୟାସ ଭଳି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନମାନେ ଏ ଦିଗରେ ବିରାଟ ଭୂମିକା ଗ୍ରହଣ କରିପାରିବେ”

ସାଇରାମ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ଅବଦୁଲ ନଜିର, ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟୀ ଶ୍ରୀ ଆର. ଜେ. ରତ୍ନାକର ଜୀ, ଶ୍ରୀ କେ. ଚକ୍ରବର୍ତ୍ତୀ ଜୀ, ମୋର ବହୁତ ପୁରୁଣା ବନ୍ଧୁ ଶ୍ରୀ ୟୁକୋ ହୀରା ଜୀ, ଡ. ମୋହନ ଜୀ, ଶ୍ରୀ ଏମ ଏମ ନାଗାନନ୍ଦ ଜୀ, ଶ୍ରୀ ନିମିଷ ପାଣ୍ଡ୍ୟା ଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ, ଆପଣ ସମସ୍ତଙ୍କୁ ପୁଣିଥରେ ସାଇରାମ ।

ମୋତେ ଅନେକ ଥର ପୁଟପର୍ତ୍ତୀ ଆସିବାର ସୌଭାଗ୍ୟ ମିଳିଛି । ମୋର ବହୁତ ଇଚ୍ଛା ଥିଲା ଯେ ଏଥର ମଧ୍ୟ ମୁଁ ଆପଣ ସମସ୍ତଙ୍କ ମଧ୍ୟକୁ ଆସିବି, ଆପଣମାନଙ୍କୁ ଭେଟିବି, ସେଠାରେ ଉପସ୍ଥିତ ରହିବି ଏବଂ ଏହି କାର୍ଯ୍ୟକ୍ରମର ଅଂଶ ହେବି । କିନ୍ତୁ ସେଠିକାର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ମୁଁ ଉପସ୍ଥିତ ହୋଇ ପାରିଲି ନାହିଁ । ବର୍ତ୍ତମାନ ଭାଇ ରତ୍ନାକର ଜୀ ମୋତେ ନିମନ୍ତ୍ରଣ ଦେବା ସମୟରେ କହିଲେ ଯେ ଆପଣ ଥରେ ଆସନ୍ତୁ ଏବଂ ଆଶୀର୍ବାଦ ଦିଅନ୍ତୁ । ମୋତେ ଲାଗିଲା ଯେ ରତ୍ନାକର ଜୀଙ୍କର କଥାକୁ ସଂଶୋଧନ କରାଯିବା ଉଚିତ । ମୁଁ ନିଶ୍ଚିତ ଭାବରେ ସେଠାକୁ ଆସିବି କିନ୍ତୁ ଆଶୀର୍ବାଦ ଦେବାକୁ ନୁହେଁ, ଆଶୀର୍ବାଦ ନେବାକୁ ଆସିବି । ଟେକ୍ନୋଲୋଜୀ ମାଧ୍ୟମରେ ମୁଁ ଆପଣ ସମସ୍ତଙ୍କ ମଧ୍ୟରେ ଅଛି । ଆଜି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ମୁଁ ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟ ସହିତ ଜଡ଼ିତ ସମସ୍ତ ସଦସ୍ୟମାନଙ୍କୁ, ଏବଂ ସତ୍ୟସାଇ ବାବାଙ୍କ ସମସ୍ତ ଭକ୍ତମାନଙ୍କୁ ଆଜିର ଏହି ଆୟୋଜନ ପାଇଁ ଶୁଭେଚ୍ଛା ଜଣାଉଛି । ଏହି ସମସ୍ତ ଆୟୋଜନରେ ଶ୍ରୀ ସତ୍ୟସାଇଙ୍କ ପ୍ରେରଣା, ତାଙ୍କର ଆଶୀର୍ବାଦ ଆମ ସହିତ ଅଛି । ମୋତେ ଖୁସି ଲାଗୁଛି ଯେ ଏହି ଶୁଭ ଅବସରରେ ଶ୍ରୀ ସତ୍ୟସାଇ ବାବାଙ୍କ ମିଶନର ବିସ୍ତାର ହେଉଛି । ଶ୍ରୀ ହୀରା ଗ୍ଲୋବଲ କନଭେନସନ ସେଣ୍ଟର ଆକାରରେ ଏକ ପ୍ରମୁଖ ବିଚାର କେନ୍ଦ୍ର ମିଳୁଛି । ମୁଁ ଏହି କନଭେନସନ ସେଣ୍ଟରର ଚିତ୍ର ଦେଖିଛି ଏବଂ ବର୍ତ୍ତମାନ ଆପଣଙ୍କର ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଏହି କେନ୍ଦ୍ରରେ ଆଧ୍ୟାତ୍ମିକତାର ଏକ ଭାବନା ରହିବା ଉଚିତ, ଏବଂ ଆଧୁନିକତାର ଏକ ଆଭା ମଧ୍ୟ ଅଛି । ଏଥିରେ ସାଂସ୍କୃତିକ ଦିବ୍ୟତା ମଧ୍ୟ ଅଛି । ଏବଂ ଆଦର୍ଶଗତ ମହାନତା ମଧ୍ୟ ଅଛି । ଏହି କେନ୍ଦ୍ର ଆଧ୍ୟାତ୍ମିକ ସମ୍ମିଳନୀ ଏବଂ ଏକାଡେମୀକ୍ କାର୍ଯ୍ୟକ୍ରମ ପାଇଁ ଏକ କେନ୍ଦ୍ର ହେବ । ଏଠାରେ ଭିନ୍ନ ଭିନ୍ନ କ୍ଷେତ୍ର ସହିତ ଜଡ଼ିତ ସମଗ୍ର ଦୁନିଆର ବିଦ୍ୱାନ ଏବଂ ବିଶେଷଜ୍ଞମାନେ ଏଠାରେ ଏକତ୍ରିତ ହେବେ । ମୁଁ ଆଶା କରୁଛି ଯେ, ଏହି କେନ୍ଦ୍ରରୁ ଯୁବଗୋଷ୍ଠୀଙ୍କୁ ବହୁତ ସାହାଯ୍ୟ ମିଳିବ । 

ସାଥୀମାନେ,

ଯେକୌଣସି ବିଚାରଧାରା ସେତେବେଳେ ଅଧିକ ପ୍ରଭାବଶାଳୀ ହୋଇଥାଏ ଯେତେବେଳେ ତାହାର ବିଚାର ଆଗକୁ ବଢ଼ିଥାଏ । ଛୋଟ ଛୋଟ ଶବ୍ଦଗୁଡ଼ିକ ପ୍ରଭାବ ସୃଷ୍ଟି କରେ ନାହିଁ । ଯେତିକି ଏକ ସତକ୍ରମ ସୃଷ୍ଟି କରିଥାଏ । ଆଜି କନଭେନସନ ସେଣ୍ଟରର ଲୋକାର୍ପଣ ସହିତ ହିଁ ଏଠାରେ ଶ୍ରୀ ସତ୍ୟସାଇ ଗ୍ଲୋବାଲ କାଉନସିଲର ନେତାଙ୍କ ସମ୍ମିଳନୀ ମଧ୍ୟ ଏଠାରେ ଆରମ୍ଭ ହେଉଛି । ଏହି ସମ୍ମିଳନୀରେ ଦେଶ ତଥା ବିଶ୍ୱର ଅନେକ ଦେଶରୁ ପ୍ରତିନିଧିମାନେ ଉପସ୍ଥିତ ଅଛନ୍ତି । ବିଶେଷ କରି, ଆପଣ ଏହି ଆୟୋଜନ ପାଇଁ ବାଛିଥିବା ଥିମ- “ଅଭ୍ୟାସ ଏବଂ ପ୍ରେରଣା”, ଏହି ଥିମ୍ ଉଭୟ ପ୍ରଭାବଶାଳୀ ଏବଂ ପ୍ରାସଙ୍ଗିକ ଅଟେ । ଆମ ଏଠାରେ କୁହା ମଧ୍ୟ ଯାଇଥାଏ ଯେ- ୟତ୍ ୟତ୍ ଆଚରିତ ଶ୍ରେଷ୍ଠଃ, ତତ୍ - ତତ୍ ଏବଂ ଇତରଃ ଜନଃ । ଅର୍ଥାତ, ଶ୍ରେଷ୍ଠ ଲୋକମାନେ ଯେମିତି ଯେମିତି ଆଚରଣ କରିଥାନ୍ତି, ସମାଜ ସେହିଭଳି ଅନୁସରଣ କରିଥାଏ ।

ତେଣୁ, ଆମର ଆଚରଣ ଅନ୍ୟମାନଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା ହୋଇଥାଏ । ସତ୍ୟସାଇ ବାବାଙ୍କ ଜୀବନ ନିଜେ ଏହାର ଏକ ଜୀବନ ଉଦାହରଣ । ଆଜି ଭାରତ ମଧ୍ୟ କର୍ତ୍ତବ୍ୟକୁ ପ୍ରଥମ ପ୍ରାଥମିକତା ଦେଇ ଆଗକୁ ବଢୁଛି । ସ୍ୱାଧୀନତାର ୧୦୦ ବର୍ଷର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇ ଆମେ ଆମର ଅମୃତ କାଳକୁ କର୍ତ୍ତବ୍ୟର ସମୟ ଭାବରେ ନାମିତ କରିଛୁ । ଆମର ଏହି କର୍ତ୍ତବ୍ୟରେ ଆଧ୍ୟାତ୍ମିକ ମୂଲ୍ୟବୋଧର ମାର୍ଗଦର୍ଶନ ଅଛି, ଏବଂ ଭବିଷ୍ୟତ ପାଇଁ ସଂକଳ୍ପ ମଧ୍ୟ ଅଛି । ଏଥିରେ ବିକାଶ ମଧ୍ୟ ଅଛି ଏବଂ ଐତିହ୍ୟ ମଧ୍ୟ ଅଛି । ଆଜି ଆଉ ଏକ ଦେଶରେ ଆଧ୍ୟାତ୍ମିକ କେନ୍ଦ୍ରଗୁଡ଼ିକର ପୁନଃରୁଦ୍ଧାର ହେଉଛି ତା’ ସହିତ ଭାରତର ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଣୀ ରହିଛି । ଆଜି ଭାରତ ବିଶ୍ୱର ଶୀର୍ଷ ୫ ଅର୍ଥନୀତିରେ ସାମିଲ ହୋଇପାରିଛି । ଆଜି ଭାରତରେ ବିଶ୍ୱରେ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ ଇକୋସିଷ୍ଟମ ଅଛି । ଡିଜିଟାଲ ଟେକ୍ନୋଲୋଜି ଏବଂ ୫-ଜି ପରି କ୍ଷେତ୍ରରେ ଆମେ ବଡ଼ ବଡ଼ ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛୁ । ବିଶ୍ୱରେ ଆଜି ଯେତେ ମଧ୍ୟ ରିଅଲ ଟାଇମ ଅନଲାଇନ ନେଣଦେଣ ହେଉଛି, ତାହାର ୪୦ ପ୍ରତିଶତ କେବଳ ଭାରତରେ ହେଉଛି । ଏବଂ ମୁଁ ଆଜି ରତ୍ନାକର ଜୀଙ୍କୁ ଅନୁଗ୍ରହ କରିବି ଏବଂ ସମସ୍ତ ଆମର ସାଇ ଭକ୍ତମାନଙ୍କୁ ମଧ୍ୟ ନିବେଦନ କରିବି, ଏହା ଆମର ନୂତନ ଗଠିତ ଜିଲ୍ଲା ଯାହା ସାଇ ବାବାଙ୍କ ନାମ ସହିତ ଯୋଡ଼ି ହୋଇଛି କି? ଏହି ପୂରା ପୁଟପର୍ତ୍ତୀ ଜିଲ୍ଲା କ’ଣ ଆପଣ ଏହାକୁ ଶତ ପ୍ରତିଶତ ଡିଜିଟାଲ କରିପାରିବେ । ପ୍ରତ୍ୟେକ ନେଣଦେଣ ଡିଜିଟାଲ ହେଉ, ଆପଣ ଦେଖନ୍ତୁ ବିଶ୍ୱରେ ଏହି ଜିଲ୍ଲାର ଭିନ୍ନ ଏକ ପରିଚୟ ହୋଇଯିବ ଏବଂ ବାବାଙ୍କ ଆଶୀର୍ବାଦରେ ରତ୍ନାକର ଜୀ ଯେଭଳି ମୋର ମିତ୍ର ଯଦି ଏହି କର୍ତ୍ତବ୍ୟକୁ ନିଜର ଦାୟିତ୍ୱ ମାନିନେବେ ତେବେ ହୋଇପାରେ ଯେ ବାବାଙ୍କର ଆଗାମୀ ଜନ୍ମଦିନ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାକୁ ଡିଜିଟାଲ କରିପାରିବା । ଯେଉଁଠାରେ କୌଣସି ନଗଦ ଅର୍ଥ ଆବଶ୍ୟକ ହେବ ନାହିଁ ଏହା କରାଯାଇ ପାରିବ ।

ସାଥୀମାନେ,

ସମାଜର ପ୍ରତ୍ୟେକ ବର୍ଗର ଅଂଶଗ୍ରହଣ ସହିତ ପରିବର୍ତ୍ତନ ଆସୁଛି । ତେଣୁ, ଗ୍ଲୋବାଲ କାଉନସିଲ ପରି ଆୟୋଜନ ଭାରତ ବିଷୟରେ ଜାଣିବାର ଏକ ବିଶ୍ୱର ଅନ୍ୟମାନଙ୍କ ସହିତ ସଂଯୋଗ କରିବାର ଏକ ପ୍ରଭାବଶାଳୀ ଉପାୟ ଅଟେ।

ସାଥୀମାନେ,

ସନ୍ଥମାନେ ଆମର ଏଠାରେ ପ୍ରାୟତଃ ପ୍ରବାହିତ ଜଳ ବୋଲି ବର୍ଣ୍ଣନା କରାଯାଏ । କାରଣ ସନ୍ଥମାନେ କାଦାପି ବିଚାରଧାରା ସହିତ ଅଟକି ଯାଆନ୍ତି ନାହିଁ କିମ୍ବା ଆଚରଣ ସହିତ କେବେ ମଧ୍ୟ ଅଟକି ଯାଆନ୍ତି ନାହିଁ । ନିରନ୍ତର ପ୍ରବାହ ଏବଂ ନିରନ୍ତର ପ୍ରୟାସ ହେଉଛି ସାଧୁମାନଙ୍କ ଜୀବନ । ଜଣେ ସାଧାରଣ ଭାରତୀୟଙ୍କ ପାଇଁ ଏହି ସାଧୁମାନଙ୍କ ଜନ୍ମସ୍ଥାନ କ’ଣ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଙ୍କ ପାଇଁ କୌଣସି ପ୍ରକୃତ ସାଧୁ ତାଙ୍କର ହୋଇଥାଏ, ତାଙ୍କର ବିଶ୍ୱାସ ଏବଂ ସଂସ୍କୃତିର ପ୍ରତିନିଧି ହୋଇଥାଏ । ସେଥିପାଇଁ ଆମର ସାଧୁମାନେ ହଜାର ହଜାର ବର୍ଷ ଧରି ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ପୋଷଣ କରିଛନ୍ତି । ସତ୍ୟସାଇ ବାବା ମଧ୍ୟ ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଅନୁଗାମୀ, ତାଙ୍କର ପ୍ରଶଂସକମାନେ ବିଶ୍ୱର ପ୍ରତ୍ୟେକ କୋଣରେ ଅଛନ୍ତି । ଆଜି ଦେଶର ପ୍ରତ୍ୟେକ ଅଞ୍ଚଳରେ ସତ୍ୟସାଇଙ୍କ ସହିତ ଜଡ଼ିତ ସ୍ଥାନ ଏବଂ ଆଶ୍ରମ ମଧ୍ୟ ଅଛି । ପ୍ରତ୍ୟେକ ଭାଷା, ପ୍ରତ୍ୟେକ ରୀତିନୀତିରେ ଏକ ମିଶନ ଅଧିନରେ ପ୍ରଶାନ୍ତି ନିଳୟମ ସହିତ ଯୋଡ଼ି ହୋଇଛନ୍ତି । ଏହା ହେଉଛି ଭାରତର ଚେତନା, ଯାହା ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ, ଏହାକୁ ଅମର କରିଥାଏ । 

ସାଥୀମାନେ,

ଶ୍ରୀ ସତ୍ୟସାଇ କହୁଥିଲେ- ସେବା ଅନେ, ରେଡ୍ଡୁ ଅକ୍ଷରାଲ-ଲାନେ, ଅନନ୍ତ-ମଇନ ଶକ୍ତି ଇମିଡି ଉଦୀ । ଅର୍ଥାତ, ସେବାର ଦୁଇଟି ଅକ୍ଷରରେ ହିଁ ନିହତ ରହିଛି ଅସୀମ ଶକ୍ତି । ସତ୍ୟସାଇଙ୍କ ଜୀବନ ଏହି ଭାବନାର ଜୀବନ୍ତ ସ୍ୱରୂପ ଥିଲା। ଏହା ମୋର ସୌଭାଗ୍ୟ ରହିଛି ଯେ ମୋତେ ସତ୍ୟସାଇ ବାବାଙ୍କ ଜୀବନକୁ ଅତି ନିକଟରୁ ଦେଖିବାର, ତାଙ୍କ ଠାରୁ ଶିଖିବାର ଏବଂ ଅବିରତ ତାଙ୍କର ଆଶୀର୍ବାଦର ଛତ୍ରଛାୟାରେ ବଂଚିବାର ସୁଯୋଗ ପାଇଛି । ତାଙ୍କର ସବୁବେଳେ ମୋ ପାଇଁ ଏକ ବିଶେଷ ଭଲ ପାଇବା ଥିଲା, ସବୁବେଳେ ତାଙ୍କର ଆଶୀର୍ବାଦ ମୋତେ ମିଳୁଥିଲା । ଯେତେବେଳେ ମଧ୍ୟ ତାଙ୍କ ସହିତ କଥାବାର୍ତ୍ତା ହେଉଥିଲା, ସେ ଗଭୀରରୁ ଗଭୀର କଥା ମଧ୍ୟ ବହୁତ ସରଳତାର ସହିତ କହି ଦେଉଥିଲେ। ମୋତେ ଏବଂ ତାଙ୍କର ଭକ୍ତମାନଙ୍କୁ ଶ୍ରୀ ସତ୍ୟସାଇଙ୍କର ଅନେକ ଏମିତି ମନ ଆଜି ମଧ୍ୟ ମନରେ ଅଛି । “ସମସ୍ତଙ୍କୁ ଭଲପାଅ, ସମସ୍ତଙ୍କ ସେବା କର”, “ସାହାଯ୍ୟ କର, କେବେ ବି କାହାକୁ ଆଘାତ ଦିଅନାହିଁ”, “କମ କଥା ବେଶୀ କାମ, ପ୍ରତ୍ୟେକ ଅଭିଜ୍ଞତା ଏକ ଶିକ୍ଷା- ପ୍ରତ୍ୟେକ କ୍ଷତି ଏକ ଲାଭ”- ଏମିତି ଅନେକ ଜୀବନର ସୂତ୍ର ଶ୍ରୀ ସତ୍ୟସାଇ ଆମକୁ ଶିକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଅଛି, ଜୀବନର ଏକ ଗମ୍ଭୀର ଦର୍ଶନ ମଧ୍ୟ ଅଛି । ମୋର ମନେ ଅଛି, ଗୁଜରାଟରେ ଭୂକମ୍ପ ଆସିଥିଲା । ସେତେବେଳେ ସେ ମୋତେ ବିଶେଷ ଭାବରେ ଫୋନ କରିଥିଲେ । ସବୁ ପ୍ରକାରରେ ସେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ସଂଗଠନର ହଜାର ହଜାର ଲୋକ ତାଙ୍କ ନିର୍ଦେଶରେ ଭୁଜ୍ ପ୍ରଭାବିତ ଅଞ୍ଚଳରେ ଦିନରାତି କାମ କରୁଥିଲେ । ସେ ଯେକୌଣସି ବ୍ୟକ୍ତି ହୁଅନ୍ତୁ, ସେ ତାଙ୍କ ବିଷୟରେ ଚିନ୍ତା କରୁଥିଲେ, ଯେପରି କେହି ଜଣେ ତାଙ୍କ ନିକଟତର । ସତ୍ୟସାଇଙ୍କ ପାଇଁ ‘ମାନବ ସେବା ହିଁ ମାଧବ ସେବା’ ଥିଲା, ‘ପ୍ରତ୍ୟେକ ମଣିଷଙ୍କ ମଧ୍ୟରେ ନାରାୟଣ’, ପ୍ରତ୍ୟେକ ଜୀବନରେ ଶିବ’ ଦେଖିବାର ଏହି ଅନୁଭବ ଜନସାଧାରଣ ଜନାର୍ଦନ କରିଥାଏ ।

ସାଥୀମାନେ,

ଭାରତ ପରି ଦେଶରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ, ସର୍ବଦା ସାମାଜିକ ଉନ୍ନତିର କେନ୍ଦ୍ରରେ ରହି ଆସିଛନ୍ତି। ଆଜି ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି ଏବଂ ପରବର୍ତ୍ତୀ ୨୫ ବର୍ଷ ପାଇଁ ଏକ ସଂକଳ୍ପ ନେଇ ଆମେ ଅମୃତ କାଳରେ ପ୍ରବେଶ କରିଛୁ । ଆଜି, ଯେତେବେଳେ ଆମେ ଐତିହ୍ୟର ବିକାଶ ପାଇଁ ଜୋର ଦେଉଛୁ, ସତ୍ୟସାଇ ଟ୍ରଷ୍ଟ ପରି ସଂଗଠନ ଗୁଡ଼ିକ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ମୁଁ ଖୁସି ଯେ ଆପଣଙ୍କର ଆଧ୍ୟାତ୍ମିକ ଦିଗ ବାଲବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ପିଢ଼ି ମଧ୍ୟରେ ସାଂସ୍କୃତିକ ଭାରତ ସୃଷ୍ଟି କରୁଛି । ସତ୍ୟ ସାଇବାବା ମାନବ ସେବା ପାଇଁ ଡାକ୍ତରଖାନା ନିର୍ମାଣ କରିଥିଲେ । ପ୍ରଶାନ୍ତି ନିଳୟମରେ ଏକ ହାଇଟେକ ହସ୍ପିଟାଲ ନିର୍ମାଣ କରାଯାଇଥିଲା । ସତ୍ୟସାଇ ଟ୍ରଷ୍ଟ ବର୍ଷ ବର୍ଷ ଧରି ମାଗଣା ଶିକ୍ଷା ପାଇଁ ଭଲ ବିଦ୍ୟାଳୟ ଏବଂ କଲେଜ ମଧ୍ୟ ଚଳାଉଛି । ରାଷ୍ଟ୍ର ନିର୍ମାଣରେ ତଥା ସମାଜର ସଶକ୍ତୀକରଣରେ ଆପଣଙ୍କ ସଂଗଠନର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ଅଟେ ।

ସତ୍ୟସାଇ ସହ ଜଡ଼ିତ ସଂଗଠନଗୁଡ଼ିକ ମଧ୍ୟ ଦେଶରେ ନେଇଥିବା ପଦକ୍ଷେପ ଗୁଡ଼ିକରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ଦେଶ ପ୍ରତ୍ୟେକ ଗାଁକୁ ‘ଜଳ ଜୀବନ ମିଶନ’ଅଧିନରେ ବିଶୁଦ୍ଧ ଜଳ ଯୋଗାଣ ସହିତ ସଂଯୋଗ କରୁଛି । ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟ ମଧ୍ୟ ଦୂରଦୂରାନ୍ତରେ ଥିବା ଗ୍ରାମାଞ୍ଚଳକୁ ମାଗଣା ଜଳ ଯୋଗାଇ ଏହି ମାନବୀୟ କାର୍ଯ୍ୟରେ ଅଂଶୀଦାର ହେବାକୁ ଯାଉଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀର ଆହ୍ୱାନକୁ ଦେଖିଲେ ଜଳବାୟୁ ପରିବର୍ତ୍ତନ ମଧ୍ୟ ସମଗ୍ର ବିଶ୍ୱ ସମ୍ମୁଖିନ ହେଉଥିବା ଏକ ପ୍ରମୁଖ ସମସ୍ୟା ଅଟେ । ମିଶନ ଲାଇଫ ପରି ବିଶ୍ୱ ପ୍ଲାଟଫର୍ମରେ ଭାରତ ଅନେକ ପଦକ୍ଷେପ ନେଇଛି । ଭାରତର ନେତୃତ୍ୱ ଉପରେ ବିଶ୍ୱ ବିଶ୍ୱାସ କରୁଛି । ଆପଣ ସମସ୍ତେ ଜାଣନ୍ତି, ଚଳିତ ବର୍ଷ ଜି-୨୦ ପରି ଏକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀର ଅଧ୍ୟକ୍ଷତା ମଧ୍ୟ ଭାରତ ସହିତ ଅଛି । ଏହି ଆୟୋଜନ ମଧ୍ୟ ଚଳିତ ଥର ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟବସ୍ତୁ ଉପରେ ଆଧାରିତ । ଆଜି ଭାରତର ଏହି ଦର୍ଶନ ଦ୍ୱାରା ବିଶ୍ୱ ପ୍ରଭାବିତ ହେଉଛି ଏବଂ ବିଶ୍ୱରେ ଭାରତ ପ୍ରତି ଆକର୍ଷଣ ମଧ୍ୟ ବୃଦ୍ଧି ପାଉଛି । ଆପଣ ଦେଖିଥିବେ, ଗତ ମାସରେ ୨୧ ଜୁନ, ଅନ୍ତର୍ଜାତୀୟ ଯୋଗ ଦିବସରେ ମିଳିତ ଜାତିସଂଘ ମୁଖ୍ୟାଳୟରେ କିପରି ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଥିଲା । ବିଶ୍ୱର ବହୁ ସଂଖ୍ୟକ ଦେଶର ପ୍ରତିନିଧିମାନେ ଏକ ସମୟରେ ଯୋଗ ପାଇଁ ଏକାଠି ହୋଇଥିଲେ । ଯୋଗ ଆଜି ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଛି ।

ଆଜି ଲୋକମାନେ ଆୟୁର୍ବେଦକୁ ଆପଣାଉଛନ୍ତି, ଭାରତର ସ୍ଥାୟୀ ଜୀବନ ଶୈଳୀରୁ ଶିଖିବାର କଥାବାର୍ତ୍ତା କରୁଛନ୍ତି, ଆମର ସଂସ୍କୃତି, ଆମର ଐତିହ୍ୟ, ଆମର ଅତୀତ, ଆମର ପରମ୍ପରା ବିଷୟରେ ମଧ୍ୟ କୌତୂହଳ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ କେବଳ କୌତୂହଳ ନୁହେଁ, ବିଶ୍ୱାସ ମଧ୍ୟ ବଢୁଛି । ଗତ କିଛି ଦିନ ମଧ୍ୟରେ ବିଶ୍ୱକୁ ବିଭିନ୍ନ ଦେଶରୁ କେତେ ଏମିତି ମୂର୍ତ୍ତିମାନ ଭାରତ ଆସିଛି, ଯେଉଁ ମୂର୍ତ୍ତି ଶହ ଶହ ବର୍ଷ ପୂର୍ବରୁ ୫୦ ବର୍ଷ ପୂର୍ବରୁ ଆମ ଦେଶରୁ ଚୋରି ହୋଇ ବାହାରକୁ ଚାଲି ଯାଉଥିଲା । ଭାରତର ଏହି ପ୍ରୟାସ ପଛରେ, ଏହି ନେତୃତ୍ୱ ପଛରେ ଆମର ସାଂସ୍କୃତିକ ଚିନ୍ତାଧାରା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି । ତେଣୁ ସତ୍ୟସାଇ ଟ୍ରଷ୍ଟ ପରି ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନ ଗୁଡ଼ିକର ଏହି ସବୁ ପ୍ରୟାସର ଏକ ପ୍ରମୁଖ ଭୂମିକା ରହିଛି । ଆପଣ ଆଗାମୀ ୨ ବର୍ଷରେ ‘ପ୍ରେମ ତରୁ’ ନାମରେ ଏକ କୋଟି ଗଛ ଲଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୁଁ ଚାହିଁବି ଯେ ବୃକ୍ଷରୋପ ହେଉ ଏବଂ ମୁଁ ଚାହିଁବି ଯେ ଯେତେବେଳେ ମୋର ମିତ୍ର ଭାଇ ହୀରା ଜୀ ଏଠାରେ ବସିଛନ୍ତି ତେବେ ଜାପାନର ଯେଉଁ ଛୋଟ ଛୋଟ ଜଙ୍ଗଲ ତିଆରି କରିବାର କୌଶଳ ଅଛି, ମିୟାୱାକୀ, ମୁଁ ଚାହେଁ ଟ୍ରଷ୍ଟୀର ଲୋକମାନେ ଏହାକୁ ଏଠାରେ ବ୍ୟବହାର କରନ୍ତୁ ଏବଂ ଆମେ କେବଳ ଗଛ ନୁହଁ, ଆମେ ବିଭିନ୍ନ ଦେଶର ବିଭିନ୍ନ ସ୍ଥାନରେ ଛୋଟ ଜଙ୍ଗଲ ତିଆରି କରିବାର ଏକ ନମୁନା ଦେଶ ସମ୍ମୁଖରେ ଉପସ୍ଥାପନ କରୁଛୁ । ତେଣୁ ବହୁତ ପରିମାଣରେ କାରଣ ପରସ୍ପରକୁ ଜୀବନ୍ତ ରଖିବାର ଶକ୍ତି ଅଛି । ଅନ୍ୟ ଏକ ଉଦ୍ଭିଦକୁ ଜୀବନ୍ତ ରଖିବାର ଶକ୍ତି ଅଛି । ମୁଁ ବୁଝିପାରୁଛି ଯେ ହୀରା ଜୀ ଏହାକୁ ଏଠାରେ ଅଧ୍ୟୟନ କରୁଛନ୍ତି ଏବଂ ମୁଁ ହୀରା ଜୀଙ୍କୁ କୌଣସି କାମ କହିପାରିବି । ଏବଂ ସେଥିପାଇଁ ଆଜି ମୁଁ ହୀରା ଜୀଙ୍କୁ ମଧ୍ୟ କହିଲି- ଦେଖନ୍ତୁ, ପ୍ଲାଷ୍ଟିକ ମୁକ୍ତ ଭାରତର ଏକ ସଂକଳ୍ପ ହେଉ, ଆପଣ ଏହା ସହିତ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ନ୍ତୁ ।

ଲୋକମାନଙ୍କୁ ସୌର ଶକ୍ତି ନିର୍ମଳ ଶକ୍ତିର ବିକଳ୍ପ ପାଇଁ ମଧ୍ୟ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ମୋତେ କୁହାଯାଇଛି ଏବଂ ବର୍ତ୍ତମାନ ଆପଣଙ୍କର ଛୋଟିଆ ଭିଡିଓରେ ଦେଖା ଯାଇଛି ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟ, ଆନ୍ଧ୍ରର ପ୍ରାୟ ୪୦ ଲକ୍ଷ ଛାତ୍ରଙ୍କୁ ଶ୍ରୀ ଅନ୍ନ ରାଗୀ-ଜବା ଦ୍ୱାରା ଭୋଜନ ଦେଉଛନ୍ତି । ଏହା ମଧ୍ୟ ଏକ ପ୍ରଶଂସନୀୟ ପଦକ୍ଷେପ । ଏହିପରି ଭାବରେ ପଦକ୍ଷେପ ସହିତ ଯଦି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ସଂଯୁକ୍ତ କରାଯିବ ତେବେ ଦେଶକୁ ଏଥିରୁ ବହୁତ ବଡ଼ ଲାଭ ମିଳିବ । ଶ୍ରୀ ଅନ୍ନରେ ସ୍ୱାସ୍ଥ୍ୟ ମଧ୍ୟ ଅଛି, ଏବଂ ସମ୍ଭାବନା ମଧ୍ୟ ଅଛି । ଆମର ଏଭଳି ସମସ୍ତ ଉଦ୍ୟମ ବିଶ୍ୱସ୍ତରରେ ଭାରତର ସାମର୍ଥ୍ୟକୁ ବୃଦ୍ଧି କରିବ, ଭାରତର ପରିଚୟକୁ ଦୃଢ଼ କରିବ ।

ସତ୍ୟସାଇଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ସହିତ ଅଛି । ଏହି ଶକ୍ତିର ସହିତ ଆମେ ଏକ ବିକଶିତ ଭାରତ ଗଠନ କରିବୁ ଏବଂ ସମଗ୍ର ବିଶ୍ୱକୁ ସେବା କରିବା ପାଇଁ ଆମର ସଂକଳ୍ପ ପୂରଣ କରିବୁ । ମୁଁ ପୁଣିଥରେ ମୁହାଁମୁହିଁ ହେବାକୁ ଆସିପାରି ନାହିଁ; କିନ୍ତୁ ଭବିଷ୍ୟତରେ ନିଶ୍ଚିତ ଆସିବି, ଆପଣ ସମସ୍ତଙ୍କ ମଧ୍ୟ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ବହୁତ ଗୌରବର ମୁହୂର୍ତ୍ତଗୁଡ଼ିକ ବିତାଇବି । ହୀରା ଜୀ, ସମୟ ସମୟରେ ସାକ୍ଷାତ ହୋଇଥାଏ; କିନ୍ତୁ ମୁଁ ଆଜି ବିଶ୍ୱାସ ଦେଉଛି ଯେ ଆଜି ହୁଏତ ମୁଁ ଆସିପାରିଲି ନାହିଁ କିନ୍ତୁ ଆଗାମୀ ଦିନରେ ନିଶ୍ଚିତ ଆସିବି ଏବଂ ଏହି ବିଶ୍ୱାସର ସହିତ, ମୁଁ ସମସ୍ତଙ୍କୁ ପୁଣିଥରେ ହୃଦୟରୁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଓମ୍ ସାଇରାମ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।