ଭିତ୍ତିଭୂମି ବିକାଶ ଯୋଗୁଁ ଆତ୍ମନିର୍ଭର ଭାରତର ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ଆସାମ – ପ୍ରଧାନମନ୍ତ୍ରୀ

ଭାରତ ମାତାକୀ ଜୟ, ଭାରତ ମାତାକୀ ଜୟ!

ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ମହାଶୟ, କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀ ରାମେଶ୍ୱର ତେଲୀ ମହାଶୟ, ଆସାମ ସରକାରରେ ଥିବା ମନ୍ତ୍ରୀ ଡକ୍ଟର ହେମନ୍ତା ବିଶ୍ୱାସର୍ମା ମହାଶୟ, ଭାଇ ଅତୁଲ ବୋରା ମହାଶୟ, ଶ୍ରୀ କେଶବ ମହନ୍ତ ମହାଶୟ, ଶ୍ରୀ ସଞ୍ଜୟ କିଷାନ ମହାଶୟ, ଶ୍ରୀ ଜଗନ ମୋହନ ମହାଶୟ, ହାଉସ୍‍ ଫେଡ଼ର ଅଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର ଦାସ ମହାଶୟ, ଅନ୍ୟାନ୍ୟ ସମସ୍ତ ସାଂସଦଗଣ, ବିଧାୟକଗଣ, ଏବଂ ଆସାମର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ମୋଈ ଅଖାଁମ-ବାଖିକ୍‍ ଇଂରାଜୀ ନବବରଖା ଅରୁଭୁଗାଲୀ ବିହୁର ଅନ୍ତରିକ ହୁଭେସ୍‍ସା ଜୋନୈସୁ। ଅହି-ବାଲୋଗିଆ ଦିନବୁର ହୋକୋଲୁରେ ବାବେହୁଖଅରୁ ହମାରି ଧିରେ ପୁର୍ନାହୌକ !

ସାଥୀଗଣ,

ଆସାମର ଲୋକମାନଙ୍କର ଏହି ଆଶୀର୍ବାଦ, ଆପଣମାନଙ୍କର ଏହି ଆତ୍ମୀୟତା ହେଉଛି ମୋ ପାଇଁ ବହୁତ ବଡ଼ ସୌଭାଗ୍ୟର ବିଷୟ । ଆପଣମାନଙ୍କର ଏହି ଭଲ ପାଇବା, ଏହି ସ୍ନେହ ମୋତେ ବାରମ୍ବାର ଆସାମକୁ ଟାଣି ନେଇ ଆସୁଛି । ବିଗତ ବର୍ଷମାନଙ୍କରେ ଅନେକ ଥର ମୋତେ ଆସାମର ଭିନ୍ନ-ଭିନ୍ନ ଅଞ୍ଚଳକୁ ଆସିବା ପାଇଁ, ଆସାମର ଭାଇ ଭଉଣୀମାନଙ୍କ ସହିତ ବାର୍ତ୍ତାଳାପ କରିବା ଏବଂ ବିକାଶର କାର୍ଯ୍ୟଗୁଡ଼ିକରେ ଯୋଡ଼ି ହେବାର ସୁଯୋଗ ମିଳିଛି। ଗତ ବର୍ଷ ମୁଁ କୋକରାଝାରରେ ଐତିହାସିକ ବୋଡୋ ବୁଝାମଣା ପରେ ହୋଇଥିବା ଉତ୍ସବରେ ସାମିଲ ହୋଇଥିଲି । ଏବେ ଏଥର ଆସାର ମୂଳ ନିବାସୀଙ୍କ ସ୍ୱାଭିମାନ ଏବଂ ସୁରକ୍ଷା ସହିତ ଜଡ଼ିତ ଏତେ ବଡ଼ ଆୟୋଜନରେ, ମୁଁ ଆପଣମାନଙ୍କ ଖୁସିରେ ସାମିଲ ହେବାପାଇଁ ଆସିଛି। ଆଜି ଆସାମରେ ଥିବା ଆମ ସରକାର ଆପଣମାନଙ୍କ ଜୀବନର ବହୁତ ବଡ଼ ଚିନ୍ତାକୁ ଦୂର କରିବାର କାର୍ଯ୍ୟ କରିଛନ୍ତି । 1 ଲକ୍ଷରୁ ଅଧିକ ମୂଳ ନିବାସୀଙ୍କ ପରିବାରଙ୍କୁ ଭୂମିର ସ୍ୱାମିତ୍ୱର ଅଧିକାର ମିଳିବା ଦ୍ୱାରା ଆପଣମାନଙ୍କ ଜୀବନର ଏକ ବହୁତ ବଡ଼ ଚିନ୍ତା ଦୂର ହୋଇଯାଇଛି।

ଭାଇ ଓ ଭଉଣୀମାନେ,

ଆଜିକାର ଦିନ ସ୍ୱାଭିମାନ, ସ୍ୱାଧୀନତା ଏବଂ ସୁରକ୍ଷାର ତିନୋଟି ଯାକ ପ୍ରତୀକ ଗୁଡ଼ିକର ଏକ ପ୍ରକାରରେ ମଧ୍ୟ ସମାଗମ ହେଉଛି । ପ୍ରଥମରେ, ଆଜି ଆସାମର ମାଟିକୁ ଭଲ ପାଉଥିବା, ମୂଳ ନିବାସୀଙ୍କର ନିଜ ଜମି ସହିତ ଆତ୍ମୀୟତାକୁ ଆଇନଗତ ସଂରକ୍ଷଣ ଦିଆଗଲା। ଦ୍ୱିତୀୟରେ, ଏହି କାର୍ଯ୍ୟ ଐତିହାସିକ ଶିବସାଗରରେ, ଜେରେଙ୍ଗା ପଠାରର ମାଟିରେ ହେଉଛି। ଏହି ଭୂମି ହେଉଛି ଆସାମର ଭବିଷ୍ୟତ ପାଇଁ ସର୍ବୋଚ୍ଚ ତ୍ୟାଗ କରିଥିବା ମହାସତୀ ଜୟମତୀଙ୍କ ବଳିଦାନର ଭୂମି। ଅନେକ ଅଦମ୍ୟ ସାହସକୁ ଏବଂ ଏହି ଭୂମିକୁ ମୁଁ ଆଦର ପୂର୍ବକ ପ୍ରଣାମ କରୁଛି । ଶିବସାଗରର ଏହି ମହତ୍ୱକୁ ଦେଖି ଏହାକୁ ଦେଶର ୫ଟି ସବୁଠାରୁ ବଡ଼ ଆଇକନିକ୍‍ ପ୍ରତ୍ନତତ୍ୱବିତ୍‍ ମଧ୍ୟରେ ସାମିଲ କରିବା ପାଇଁ ସରକାର ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଭାଇ ଓ ଭଉଣୀମାନେ,

ଆଜି ହିଁ ଦେଶ ଆମ ସମସ୍ତଙ୍କ ପ୍ରିୟ, ଆମ ସମସ୍ତଙ୍କ ଶ୍ରଧେୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ଜୟନ୍ତୀ ପାଳନ କରୁଛି। ଦେଶ ଏବେ ସ୍ଥିର କରିଛି ଯେ ଏହି ଦିନର ପରିଚୟ ଏବେ ପରାକ୍ରମ ଦିବସ ରୂପରେ ପାଳନ ହେବ। ମାଆ ଭାରତୀର ସ୍ୱାଭିମାନ ଏବଂ ସ୍ୱାଧୀନତା ପାଇଁ ନେତାଜୀଙ୍କର ସ୍ମରଣ ଆଜି ମଧ୍ୟ ଆମକୁ ପ୍ରେରଣା ପ୍ରଦାନ କରୁଛି। ଆଜି ପରାକ୍ରମ ଦିବସରେ ସମଗ୍ର ଦେଶରେ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଉଛି। ଏଥିପାଇଁ ଗୋଟିଏ ପ୍ରକାରରେ ଆଜିକାର ଦିନ ଆଶା ଆକାଂକ୍ଷା ପୂରଣ ହେବା ସହିତ ଆମର ରାଷ୍ଟ୍ରୀୟ ସଂକଳ୍ପଗୁଡ଼ିକର ସିଦ୍ଧି ପାଇଁ ପ୍ରେରଣା ନେବା ପାଇଁ ମଧ୍ୟ ହେଉଛି ଏକ ଅବସର।

ସାଥୀଗଣ,

ଆମେ ସମସ୍ତେ ହେଉଛୁ ଏକ ଏଭଳି ସଂସ୍କୃତିର ଧ୍ୱଜାବାହାକ, ଯେଉଁଠାରେ ଆମ ଧରଣୀ, ଆମର ମାଟି କେବଳ ଘାସ, ମାଟି, ପଥରର ରୂପରେ ଦେଖାଯାଏ ନାହିଁ। ଆମ ଧରଣୀ ହେଉଛି ଆମର ମାତାଙ୍କ ରୂପ। ଆସାମର ମହାନ ସନ୍ତାନ, ଭାରତରତ୍ନ ଭୂପେନ ହଜାରିକା କହିଥିଲେ – ଓମୁର ଧରତୀଆଈ, ଚୋରୋନେଟେ ଡିବାଥାଈ, ଖେତିୟୋକୋର ନିସ୍ତାରନାଈ, ମୋଟିବିନେ ଓହୋହାଈ। ଅର୍ଥାତ ହେ ଧରଣୀ ମାତା, ମୋତେ ନିଜ ଚରଣରେ ସ୍ଥାନ ଦିଅନ୍ତୁ। ଆପଣଙ୍କ ବିନା ଚାଷ କାର୍ଯ୍ୟ କରୁଥିବା ଲୋକଟି କ’ଣ କରିବ? ମାଟି ବିନା ସେ ଅସହାୟ ହୋଇ ପଡ଼ିବ।

ସାଥୀଗଣ,

ଏହା ହେଉଛି ଦୁଃଖ ଯେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆସାମରେ ଏପରି ଲକ୍ଷ-ଲକ୍ଷ ପରିବାର ରହିଗଲେ ଯାହାଙ୍କୁ କୌଣସି ନା କୌଣସି କାରଣରୁ ନିଜ ଜମି ଉପରେ ଆଇନଗତ ଅଧିକାର ମିଳି ପାରିଲା ନାହିଁ। ଏହି କାରଣରୁ ବିଶେଷ ଭାବେ ଆଦିବାସୀ ଅଞ୍ଚଳର ଏକ ବହୁତ ବଡ଼ ଜନସଂଖ୍ୟା ଭୂମିହୀନ ହୋଇ ରହିଗଲା, ସେମାନଙ୍କର ଜୀବନ-ଜୀବିକା ଉପରେ କ୍ରମାଗତ ଭାବେ ବିପଦ ଲାଗି ରହିଲା ।  ଆସାମରେ ଯେତେବେଳେ ଆମର ସରକାର ଗଠନ ହେଲା, ତେବେ ସେହି ସମୟରେ ମଧ୍ୟ ଏଠାରେ ପ୍ରାୟତଃ ୬ ଲକ୍ଷ ମୂଳ ନିବାସୀ ଏପରି ପରିବାର ଥିଲେ, ଯାହାଙ୍କ ପାଖରେ ଜମିର ଆଇନଗତ କାଗଜ ପତ୍ର ନଥିଲା । ପୂର୍ବର ସରକାରମାନେ ଆପଣଙ୍କର ଏହି ଚିନ୍ତା, ସେମାନଙ୍କର ପ୍ରାଥମିକତାରେ ନଥିଲା । କିନ୍ତୁ ସର୍ବାନନ୍ଦ ସୋନେୱାଲ ମହାଶୟଙ୍କ ନେତୃତ୍ୱରେ ଏଠାକାର ସରକାର ଆପଣଙ୍କର ଏହି ଚିନ୍ତାକୁ ଦୂର କରିବା ପାଇଁ ଗମ୍ଭୀରତାର ସହ କାର୍ଯ୍ୟ କଲେ । ଆଜି ଆସାମର ମୂଳ ନିବାସୀମାନଙ୍କର ଭାଷା ଏବଂ ସଂସ୍କୃତିର ସଂରକ୍ଷଣ ସହିତ ଭୂମି ସହିତ ଜଡ଼ିତ ଅନେକ ଅଧିକାର ସବୁକୁ ସୁରକ୍ଷିତ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି । ୨୦୧୯ରେ ଯେଉଁ ନୂତନ ଭୂମି ନୀତି ପ୍ରସ୍ତୁତ କରାଯାଇଛି, ତାହା ଏଠାକାର ସରକାରଙ୍କର ପ୍ରତିବଦ୍ଧତାକୁ ସୂଚାଇ ଥାଏ। ଏହି ସବୁ ପ୍ରୟାସର କାରଣରୁ ହିଁ ପରିଣାମ ହେଉଛି ଏହା ଯେ ବିଗତ ବର୍ଷମାନଙ୍କରେ ୨ ଲକ୍ଷ ପଚିଶ ହଜାରରୁ ଅଧିଳ ମୂଳ ନିବାସୀ ପରିବାରଙ୍କୁ ଜମିର ପଟ୍ଟା ପ୍ରଦାନ କରାଯାଇ ସାରିଛି। ଏବେ ସେଥିରେ ଆଉ ୧ ଲକ୍ଷରୁ ଅଧିକ ପରିବାର ଯୋଡ଼ି ହୋଇଯିବେ। ଏହା ହେଉଛି ଲକ୍ଷ୍ୟ ଯେ ଆସାମର ଏଭଳି ସମସ୍ତ ପରିବାରଙ୍କୁ ଜମି ଉପରେ ଆଇନଗତ ଅଧିକାର ଶୀଘ୍ରରୁ ଅତି ଶୀଘ୍ର ମିଳି ପାରୁ।

ଭାଇ ଓ ଭଉଣୀମାନେ,

ଜମିର ପଟ୍ଟା ମିଳିବା ଦ୍ୱାରା ମୂଳ ନିବାସୀମାନଙ୍କର ଦୀର୍ଘ ଦିନର ଦାବୀ ପୂରଣ ହୋଇ ପାରିଛି, ଏହାଦ୍ୱାରା ଲକ୍ଷ-ଲକ୍ଷ ଲୋକଙ୍କର ଜୀବନ ସ୍ତର ଉନ୍ନତ ଧରଣର ହେବାର ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି । ଏବେ ଏମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଅନେକ ଯୋଜନା ସବୁର ଲାଭ ମଧ୍ୟ ମିଳିବା ସୁନିଶ୍ଚିତ ହୋଇଛି, ଯେଉଁଥିରୁ ଆମର ଏହି ସାଥୀମାନେ ବଞ୍ଚିତ ହୋଇ ରହୁଥିଲେ। ଏବେ ଏହି ସାଥୀମାନେ ଆସାମର ସେହି ଲକ୍ଷ-ଲକ୍ଷ କୃଷକ ପରିବାରଙ୍କ ମଧ୍ୟରେ ସାମିଲ ହୋଇଯିବେ ଯାହାଙ୍କୁ କିଷାନ ସମ୍ମାନ ନିଧି ମାଧ୍ୟମରେ ହଜାର-ହଜାର ଟଙ୍କାର ସହାୟତା ରାଶି ସିଧା ସଳଖ ଭାବେ ସେମାନଙ୍କର ବ୍ୟାଙ୍କ ଖାତାକୁ ପଠାଯାଉଛି। ଏବେ ଏମାନଙ୍କୁ ମଧ୍ୟ କିଷାନ କ୍ରେଡିଟ୍‍ କାର୍ଡ, ଫସଲ ବୀମା ଯୋଜନା ଏବଂ କୃଷକମାନଙ୍କ ପାଇଁ ଲାଗୁ କରାଯାଇଥିବା ଅନ୍ୟାନ୍ୟ ଯୋଜନାଗୁଡ଼ିକର ମଧ୍ୟ ଲାଭ ମିଳି ପାରିବ। କେବଳ ଏତିକି ହିଁ ନୁହେଁ, ସେମାନେ ନିଜର ବ୍ୟବସାୟ-ବାଣିଜ୍ୟ ପାଇଁ ଏହି ଜମି ଉପରେ ବ୍ୟାଙ୍କମାନଙ୍କରୁ ସହଜରେ ଋଣ ମଧ୍ୟ ନେଇ ପାରିବେ।

ଭାଇ ଓ ଭଉଣୀମାନେ,

ଆସାମର ପ୍ରାୟ 70 ଟି ଛୋଟ-ବଡ଼ ଜନଜାତିମାନଙ୍କୁ ସାମାଜିକ ସଂରକ୍ଷଣ ଦେଇ, ସେମାନଙ୍କର ଦ୍ରୁତ ବିକାଶ ପାଇଁ ଆମର କେନ୍ଦ୍ର ସରକାର ପ୍ରତିବଦ୍ଧ ରହିଛନ୍ତି। ଅଟଳ ମହାଶୟଙ୍କ ସରକାର ହେଉ କିମ୍ବା ଗତ କିଛି ବର୍ଷ ଧରି କେନ୍ଦ୍ର ଏବଂ ରାଜ୍ୟରେ ଏନଡିଏ ସରକାର, ଆସାମର ସଂସ୍କୃତି, ସ୍ୱାଭିମାନ ଏବଂ ସୁରକ୍ଷା ନେଇ ଆମର ପ୍ରାଥମିକତା ରହି ଆସିଛି। ଅହମୀୟା ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି । ଏହିଭଳି ଭାବେ ପ୍ରତ୍ୟେକ ସମୁଦାୟର ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବାର କାର୍ଯ୍ୟ ବିଗତ ବର୍ଷମାନଙ୍କରେ ଆସାମର ଧରଣୀରେ ହୋଇଛି। ଶ୍ରୀମନ୍ତ ଶଙ୍କରଦେବଜୀଙ୍କ ଦର୍ଶନ, ତାଙ୍କର ଶିକ୍ଷା ଆସାମ ସହିତ ସଂପୂର୍ଣ୍ଣ ଦେଶ, ସଂପୂର୍ଣ୍ଣ ମାନବତା ପାଇଁ ହେଉଛି ବହୁତ ଅମୂଲ୍ୟ ସମ୍ପଦ। ଏଭଳି ପରମ୍ପରାକୁ ବଞ୍ଚାଇବା ପାଇଁ ଏବଂ ତାହାର ପ୍ରଚାର ପ୍ରସାର ପାଇଁ ଚେଷ୍ଟା ହେଉ, ଏହା ପ୍ରତ୍ୟେକ ସରକାରଙ୍କର ଦାୟିତ୍ୱ ହେବା ଆବଶ୍ୟକ ଥିଲା। କିନ୍ତୁ ବାଟାଦ୍ରବା ଅଧିବେଶନ ସହିତ ଅନ୍ୟାନ୍ୟ ଅଧିବେଶନ ଗୁଡ଼ିକ ସହିତ କିଭଳି ବ୍ୟବହାର କରାଗଲା, ଏହା ଆସାମର ଲୋକମାନଙ୍କ ପାଖରେ ଲୁଚି ରହିନାହିଁ । ବିଗତ ସାଢ଼େ ୪ ବର୍ଷ ମଧ୍ୟରେ ଆସାମ ସରକାର ଆସ୍ଥା ଏବଂ ଆଧ୍ୟାତ୍ମର ଏହି ସଂସ୍ଥାଗୁଡ଼ିକୁ ଭବ୍ୟ କରିବା ପାଇଁ, କଳା ସହିତ ଜଡ଼ିତ ଐତିହାସିକ ବସ୍ତୁଗୁଡ଼ିକୁ ସଂଯୋଜନା କରିବା ପାଇଁ ଅନେକ ପ୍ରୟାସ କରଛନ୍ତି । ଏହିଭଳି ଭାବେ ଆସାମ ଏବଂ ଭାରତର ଗୌରବ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମଧ୍ୟ ଅତିକ୍ରମଣରୁ ମୁକ୍ତ କରିବା ଏବଂ ଉଦ୍ୟାନକୁ ଆହୁରି ଉନ୍ନତମାନର କରିବା ପାଇଁ ମଧ୍ୟ ଦ୍ରୁତ ଗତିରେ ପଦକ୍ଷେପ ନିଆଯାଉଛି।

ଭାଇ ଓ ଭଉଣୀମାନେ,

ଆତ୍ମନିର୍ଭର ଭାରତ ପାଇଁ ଉତର-ପୂର୍ବର ଦ୍ରୁତ ବିକାଶ, ଆସାମର ଦ୍ରୁତ ବିକାଶ ହେଉଛି ଖୁବ୍‍ ଗୁରୁତ୍ୱପୂର୍ଣ୍ଣ। ଆତ୍ମନିର୍ଭର ଆସାମର ପଥ ଆସାମର ଲୋକମାନଙ୍କର ଆତ୍ମବିଶ୍ୱାସ ନେଇ ଆଗକୁ ଯାଇଥାଏ ଏବଂ ଆତ୍ମବିଶ୍ୱାସକୁ ମଧ୍ୟ ବଢ଼ାଇଥାଏ। ଯେତେବେଳେ ଘର-ପରିବାରରେ ମଧ୍ୟ ସୁବିଧା ସବୁ ମିଳି ଯାଇଥାଏ ଏବଂ ରାଜ୍ୟ ଭିତରେ ଭିତିଭୂମି ମଧ୍ୟ ସୁଧୁରିଥାଏ। ବିଗତ ବର୍ଷମାନଙ୍କରେ ଏହି ଦୁଇ ସ୍ଥାନରେ ଆସାମରେ ଅଦ୍ଭୁତପୂର୍ବ କାର୍ଯ୍ୟ କରାଯାଇଛି। ଆସାମରେ ପ୍ରାୟ 1 କୋଟି ପଞ୍ଚସ୍ତାରୀ ଲକ୍ଷ ଗରିବଙ୍କର ବ୍ୟାଙ୍କରେ ଜନ ଧନ ଖାତା ଖୋଲା ଯାଇଛି। ଏହି ଖାତାଗୁଡ଼ିକ କାରଣରୁ କରୋନା ସମୟରେ ମଧ୍ୟ ଆସାମର ହଜାର-ହଜାର ଭଉଣୀ ଏବଂ ଲକ୍ଷ-ଲକ୍ଷ କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ସାହାଯ୍ୟ ପଠାଇବା ସମ୍ଭବପର ହୋଇ ପାରିଛି। ଆଜି ଆସାମ ଜନସଂଖ୍ୟାର ପ୍ରାୟ 40 ପ୍ରତିଶତ ହେଉଛନ୍ତି ଆୟୂଷ୍ମାନ ଭାରତର ହିତାଧିକାରୀ, ଯେଉଁଥି ମଧ୍ୟରୁ ପ୍ରାୟ ଦେଢ଼ ଲକ୍ଷ ସାଥୀଙ୍କୁ ମଧ୍ୟ ମାଗଣାରେ ଚିକିତ୍ସା ସୁବିଧା ମିଳି ସାରିଛି। ବିଗତ 6 ବର୍ଷ ମଧ୍ୟରେ ଆସାମରେ ଶୌଚାଳୟର ବ୍ୟପକତା 38 ପ୍ରତିଶତରୁ ବଢ଼ି ଶତ-ପ୍ରତିଶତ ହୋଇ ସାରିଛି। 5 ବର୍ଷ ପୂର୍ବ ପର୍ଯ୍ୟନ୍ତ ଆସାମର 50 ପ୍ରତିଶତରୁ ମଧ୍ୟ କମ୍‍ ଘରେ ବିଜୁଳି ପହଞ୍ଚି ପାରିଥିଲା, ଯାହା ଏବେ ପ୍ରାୟ 100 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଜଳ ଜୀବନ ମିଶନ ମାଧ୍ୟମରେ ବିଗତ ଦେଢ଼ ବର୍ଷରେ ଆସାମରେ ଅଢ଼େଇ ଲକ୍ଷରରୁ ଅଧିକ ଘରେ ପାଣିର ସଂଯୋଗ କରାଯାଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଡବଲ ଇଂଜିନ, 3-4 ବର୍ଷ ମଧ୍ୟରେ ଆସାମର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପାଇପ୍‍ ମାଧ୍ୟମରେ ଜଳ ବହଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି।

ଭାଇ ଓ ଭଉଣୀମାନେ,

ଏହିସବୁ ଯେତେ ମଧ୍ୟ ସୁବିଧା ରହିଛି, ଏହାର ଲାଭ ସବୁଠାରୁ ଅଧିକ ଆମର ଭଉଣୀ-ଝିଅମାନଙ୍କୁ ହିଁ ହୋଇଥାଏ। ଆସାମର ଭଉଣୀ-ଝିଅମାନଙ୍କୁ ବହୁତ ବଡ଼ ଲାଭ ଉଜ୍ଜ୍ୱଳା ଯୋଜନା ଦ୍ୱାରା ମଧ୍ୟ ହୋଇଛି । ଆଜି ଆସାମର ପ୍ରାୟ 35 ଲକ୍ଷ ଗରିବ ଭଉଣୀଙ୍କୁ ରୋଷେଇ ଘରେ ଉଜ୍ଜ୍ୱଳାର ଗ୍ୟାସ ସଂଯୋଗ ହୋଇଛି । ଏଥିରେ ମଧ୍ୟ ପ୍ରାୟ 4 ଲକ୍ଷ ପରିବାର ହେଉଛନ୍ତି ଅନୁସୂଚିତ ଜାତି/ଜନଜାତି ସମ୍ପ୍ରଦାୟର । 2014 ରେ ଯେତେବେଳେ ଆମର ସରକାର କେନ୍ଦ୍ରରେ ଗଠନ ହେଲା, ସେତେବେଳେ ଆସାମରେ ଏଲପିଜିର ବ୍ୟାପକତା କେବଳ 40 ପ୍ରତିଶତ ହିଁ ଥିଲା । ଏବେ ଉଜ୍ଜ୍ୱଳା ଯୋଜନା କାରଣରୁ ଆସାମରେ ଏଲପିଜି ବ୍ୟାପକତା ବୃଦ୍ଧି ହୋଇ 99 ପ୍ରତିଶତ ହୋଇଯାଇଛି। ଆସାମର ଦୂର-ଦୂରାନ୍ତର ଅଞ୍ଚଳମାନଙ୍କରେ ଗ୍ୟାସ ପହଞ୍ଚାଇବାରେ ଅସୁବିଧା ଉତ୍ପନ୍ନ ନ ହେଉ, ଏଥିପାଇଁ ସରକାର ବିତରକମାନଙ୍କ ସଂଖ୍ୟାକୁ ମଧ୍ୟ ଢ଼େର ବଢ଼ାଇଛନ୍ତି । 2014ରେ ଆସାମରେ ତିନି ଶହ ତିରିଶ ଏଲପିଜି ଗ୍ୟାସ ବିତରକ ଥିଲେ, ଏବେ ଆଜି ସେମାନଙ୍କର ସଂଖ୍ୟ ପାଞ୍ଚ ଶହ ପଞ୍ଚସ୍ତରୀରୁ ମଧ୍ୟ ଅଧିକ ହୋଇ ଯାଇଛି। ଆମେ ଦେଖିଛୁ କିଭଳି ଉଜ୍ଜ୍ୱଳା କରୋନା ସମୟରେ ମଧ୍ୟ ଲୋକମାନଙ୍କୁ ସାହାଯ୍ୟ କରିଛି। ଏହି ସମୟ ମଧ୍ୟରେ ଆସାମରେ 50 ଲକ୍ଷରୁ ଅଧିକ ମାଗଣା ଗ୍ୟାସ ସିଲିଣ୍ଡର ଉଜ୍ଜ୍ୱଳାର ହିତାଧିକାରୀଙ୍କୁ ଦିଆ ଯାଇଛି । ଅର୍ଥାତ ଉଜ୍ଜ୍ୱଳା ଯୋଜନା କାରଣରୁ ଆସାମର ଭଉଣୀମାନଙ୍କର ଜୀବନ ମଧ୍ୟ ସହଜ ହୋଇଛି ଆଉ ଏଥିପାଇଁ ଯେଉଁ ହଜାର-ହଜାର ନୂତନ ବିତରଣ କେନ୍ଦ୍ର ଗଠନ ହୋଇଛି, ତାହାଦ୍ୱାରା ଅନେକ ଯୁବକମାନଙ୍କୁ ରୋଜଗାର ମଧ୍ୟ ମିଳୁଛି।

ସାଥୀଗଣ,

ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ, ଏହି ମନ୍ତ୍ରକୁ ଧରି ଗତି କରୁଥିବା ଆମ ସରକାର ଆସାମର ପ୍ରତ୍ୟେକ ଭାଗରେ, ପ୍ରତ୍ୟେକ ବର୍ଗକୁ ଦ୍ରୁତ ଗତିରେ ବିକାଶର ଲାଭ ପହଞ୍ଚାଇବାରେ ଲାଗି ପଡ଼ିଛନ୍ତି । ପୂର୍ବର ନୀତିଗୁଡ଼ିକ କାରଣରୁ ଚାୟ ଜନଜାତିଙ୍କର ସ୍ଥିତି କିଭଳି ହୋଇଯାଇଥିଲା, ଏହା ମୋ ଠାରୁ ଅଧିକ ଭଲ ଭାବେ ଆପଣମାନେ ଜାଣିଛନ୍ତି। ଏବେ ଚାୟ ଜନଜାତିଙ୍କୁ ଘର ଏବଂ ଶୌଚାଳୟ ଭଳି ମୌଳିକ ସୁବିଧା ସହିତ ଯୋଡ଼ା ଯାଉଛି । ଚାୟ ଜନଜାତିଙ୍କର ଅନେକ ପରିବାରଙ୍କୁ ମଧ୍ୟ ଜମିର ଆଇନଗତ କ୍ଷମତା ମିଳିଛି । ଚାୟ ଜନଜାତିର ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାରର ସୁବିଧାଗୁଡ଼ିକ ଉପରେ ଧ୍ୟାନ ଦିଆଯାଉଛି । ପ୍ରଥମ ଥର ସେମାନଙ୍କୁ ବ୍ୟାଙ୍କର ସୁବିଧା ଗୁଡ଼ିକ ସହିତ ଯୋଡ଼ା ଯାଇଛି । ଏବେ ଏହି ପରିବାରଗୁଡ଼କୁ ମଧ୍ୟ ସରକାରଙ୍କର ଭିନ୍ନ-ଭିନ୍ନ ଯୋଜନା ସବୁର ଲାଭ ସିଧା ସଳଖ ବ୍ୟାଙ୍କ ଖାତାରେ ମିଳି ପାରୁଛି । ଶ୍ରମିକ ନେତା ସନ୍ତୋଷ ଟୋପ୍ନୋଙ୍କ ସହିତ ଚାୟ ଜନଜାତିଙ୍କ ଅନ୍ୟ ବଡ଼ ନେତାମାନଙ୍କର ପ୍ରତିମା ସବୁ ସ୍ଥାପିତ କରି, ରାଜ୍ୟ ସରକାର ଚାୟ ଜନଜାତିଙ୍କର ଯୋଗଦାନକୁ ସମ୍ମାନ ଦେଇଛନ୍ତି।

ସାଥୀଗଣ,

ଆସାମର ପ୍ରତ୍ୟେକ ଅଞ୍ଚଳର ପ୍ରତ୍ୟେକ ଜନଜାତିଙ୍କୁ ସାଙ୍ଗରେ ନେଇ ଚାଲିବାର ଏହି ନୀତି ଯୋଗୁଁ ଆଜି ଆସାମ ଶାନ୍ତି ଏବଂ ପ୍ରଗତି ପଥରେ ଆଗେଇ ଚାଲିଛି । ଐତିହାସିକ ବୋଡୋ ଚୁକ୍ତି  ଯୋଗୁଁ ଆସାମର ଏକ ବହୁତ ବଡ଼ ଅଂଶ ବର୍ତ୍ତମାନ ଶାନ୍ତି ଏବଂ ବିକାଶର ପଥକୁ ଫେରିଆସିଛି । ଏହି ବୁଝାମଣା ପରେ ନିକଟରେ ବୋଡୋ ଲ୍ୟାଣ୍ଡ ଆଞ୍ଚଳିକ ପରିଷଦର ପ୍ରଥମେ ନିର୍ବାଚନ କରାଯାଇଥିଲା, ପ୍ରତିନିଧୀ ନିର୍ବାଚିତ ହୋଇଥିଲେ । ମୋର ବିଶ୍ବାସ ଯେ ବର୍ତ୍ତମାନ ବୋଡୋ ଆଞ୍ଚଳିକ ପରିଷଦ ବିକାଶ ଏବଂ ବିଶ୍ୱାସର ନୂତନ ପ୍ରତିମାନ ପ୍ରତିଷ୍ଠା କରିବ ।

ଭାଇ ଓ ଭଉଣୀମାନେ,

ଆଜି ଆମ ସରକାର ଆସାମର ଆବଶ୍ୟକତାକୁ ଚିହ୍ନଟ କରି, ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି । ଗତ 6 ବର୍ଷ ଧରି ଆସାମ ସହିତ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ଅଦ୍ଭୁତପୂର୍ବ ସଂମ୍ପ୍ରସାରଣ ମଧ୍ୟ ହେଉଛି, ଆଧୁନିକୀକରଣ  କରାଯାଉଛି । ଆଜି ଆସାମ ଏବଂ ଉତ୍ତର ପୂର୍ବ ଭାରତର ଆକ୍ଟ ଇଷ୍ଟ ନୀତି, ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଆମର ଯୋଗାଯୋଗ ବୃଦ୍ଧି କରୁଛି । ଉନ୍ନତ ଭିତ୍ତିଭୂମି ଯୋଗୁ ଆସାମ ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବରେ ବିକଶିତ ହେଉଛି । ବିଗତ ବର୍ଷମାନଙ୍କରେ ଆସାମର ଗାଁଗୁଡିକରେ 11 ହଜାର କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ଡକ୍ଟର ଭୁପେନ ହାଜାରିକା ସେତୁ ହେଉ, ବୋଗିବେଲ ସେତୁ ହେଉ, ସରାୟଘାଟ ବ୍ରିଜ ହେଉ, ଏଭଳି ଅନେକ ସେତୁ ଯହାର ନିର୍ମାଣ ଶେଷ ହୋଇଛି କିମ୍ବା ନିର୍ମାଣ କରାଯାଉଛି, ଏହା ଦ୍ବାରା ଆସାମର ଯୋଗାଯୋଗ ସଶକ୍ତ ହୋଇଛି । ବର୍ତ୍ତମାନ ଉତ୍ତର-ପୂର୍ବାଞ୍ଚଳ ଏବଂ ଆସାମର ଲୋକମାନଙ୍କୁ ଦୀର୍ଘ ପଥ ଏବଂ ଜୀବନକୁ ବିପଦରେ ପକାଇ ଯାତାୟାତର ବାଧ୍ୟବାଧତାରୁ ମୁକ୍ତି ମିଳିଛି । ଏହା ବ୍ୟତୀତ ବାଂଲାଦେଶ, ନେପାଳ, ଭୁଟାନ ଏବଂ ମାଁମାର ସହିତ ଜଳପଥ ମାଧ୍ୟମରେ ଯୋଗାଯୋଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି।

ସଥୀଗଣ,

ଆସାମରେ ରେଳ ଏବଂ ଆକାଶ ପଥ ମାଧ୍ୟମରେ ଯୋଗାଯୋଗ ବ୍ୟବସ୍ଥାର ପରିସର ବୃଦ୍ଧି ପାଉଛି, ଲଜିଷ୍ଟିକ୍ସ ସହିତ ଜଡିତ ସୁବିଧାଗୁଡିକ ଉନ୍ନତ ହେଉଛି, ସେହିଭଳି ଭାବରେ  ଏଠାରେ ଉଦ୍ୟୋଗ ଏବଂ ନିଯୁକ୍ତିର ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି । ଲୋକପ୍ରିୟ ଗୋପୀନାଥ ବୋର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଧୁନିକ ଟର୍ମିନାଲ ଏବଂ କଷ୍ଟମ କ୍ଲିୟରାନ୍ସ କେନ୍ଦ୍ର ନିର୍ମାଣ ହେଉ, କୋକରାଝାରରେ ରୂପସୀ ବିମାନବନ୍ଦରର ଆଧୁନିକୀକରଣ ହେଉ, ବଙ୍ଗାଇଗାଁଓରେ ବହୁମୁଖୀ ମଡେଲ ଲଜିଷ୍ଟିକ୍ କେନ୍ଦ୍ରର ନିର୍ମାଣ ହେଉ, ଏହିଭଳି ସୁବିଧାଗୁଡିକ ଆସାମରେ ଔଦ୍ୟୋଗୀକ ବିକାଶ ପାଇଁ ଏକ ନୂତନ ଶକ୍ତି ମିଳିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଆଜି ଯେତେବେଳେ ଦେଶ ଗ୍ୟାସ୍ ଆଧାରିତ ଅର୍ଥନୀତି ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି, ଆସାମ ମଧ୍ୟ ଏହି ଅଭିଯାନର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଆସାମରେ ତୈଳ ଓ ଗ୍ୟାସ ସହିତ ଭିତ୍ତିଭୂମି ଉପରେ ବିଗତ ବର୍ଷରେ 40 ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି । ଗୁଆହାଟି-ବରୌନୀ ଗ୍ୟାସ ପାଇପଲାଇନ୍ ଦ୍ବାରା ଉତ୍ତର-ପୂର୍ବ ଏବଂ ପୂର୍ବ ଭାରତର ଗ୍ୟାସ ସଂଯୋଗ ସୁଦୃଢ ହେବାକୁ ଯାଉଛି ଓ ଆସାମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ନୁମାଲିଗଡ ବିଶୋଧନାଗାରକୁ ସଂପ୍ରସାରଣ କରିବା ସହିତ ବର୍ତ୍ତମାନ ସେଠାରେ ଏକ ବାୟୋ-ରିଫାଇନାରୀ ସୁବିଧା ମଧ୍ୟ ଯୋଡି ଦିଆଯାଇଛି। ଏହା ଦ୍ବାରା ଆସାମ ତୈଳ ଏବଂ ଗ୍ୟାସ ସହିତ ଇଥାନଲ ଭଳି ଜୈବ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ଦେଶର ମୁଖ୍ୟ ରାଜ୍ୟ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଆସାମ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଏକ କେନ୍ଦ୍ର ବା ହବ୍ ଭାବରେ ବିକଶିତ ହେଉଛି । ଏମ୍ସ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ଭଳି ସଂସ୍ଥାନ ପ୍ରତିଷ୍ଠା ହେବା ସହିତ ଆସାମର ଯୁବକମାନଙ୍କୁ ଆଧୁନିକ ଶିକ୍ଷାର ନୂତନ ସୁଯୋଗ ମିଳିବାକୁ ଯାଉଛି । ଯେଉଁଭଳି ଭାବରେ ଆସାମରେ କରୋନା ମହାମାରୀକୁ ନିୟନ୍ତ୍ରଣ କରାଯାଇଛି ତାହା ମଧ୍ୟ ପ୍ରଶଂସନୀୟ। ମୁଁ ବିଶେଷ ଭାବରେ ଆସାମର ଲୋକ ତଥା ସୋନୋୱାଲ ମହାଶୟ, ହେମନ୍ତ ମହାଶୟ, ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଉଛି । ମୋର ବିଶ୍ବାସ ଯେ ଆସାମ ବର୍ତ୍ତମାନ ଟିକାକରଣ ଅଭିଯାନକୁ ସଫଳତା ସହିତ ଆଗକୁ ବଢାଇବ । ମୋର ଆସାମର ଲୋକଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ କରୋନା ଟିକାକରଣ ପାଇଁ ଯାହାର ପାଳି ବଡିବ, ସେ ନିଶ୍ଚୟ ଟିକା ନିଅନ୍ତୁ । ଆଉ ଏହା ମଧ୍ୟ ମନେରଖନ୍ତୁ ଯେ ଟିକା ର ଗୋଟିଏ ଡୋଜ୍ ନୁହେଁ, ଦୁଇଟି ଡୋଜ ନେବା ଜରୁରୀ |

ସାଥୀଗଣ,

ସମଗ୍ର ବିଶ୍ୱରେ ଭାରତରେ ପ୍ରସ୍ତୁତ ଟିକାର ଚାହିଦା ରହିଛି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି । ଆମକୁ ମଧ୍ୟ ଟିକା ନେବାକୁ ପଡିବ ଏବଂ ସତର୍କ ରହିବାକୁ ପଡିବ। ଶେଷରେ, ପୁଣି ଥରେ, ସେହି ସମସ୍ତ ସାଥୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଯେଉଁମାନଙ୍କୁ ଜମି ଅଧିକାର ମିଳିଛି । ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ, ଆପଣ ସମସ୍ତେ ପ୍ରଗତି କରନ୍ତୁ, ଏହି କାମନା ସହିତ, ଆପଣଙ୍କୁ ବହୁତ- ବହୁତ ଧନ୍ୟବାଦ ! ମୋ ସହିତ କୁହନ୍ତୁ, ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ!

ବହୁତ-  ବହୁତ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।