PM Modi is a ‘Vikas Avtar’, says Swami Avdheshananda #NarmadaSevaYatra 
India will become a ‘Vishwaguru’ under PM Modi’s leadership, says MP Chief Minister Shivraj Singh Chouhan #NarmadaSevaYatra 
#NarmadaSevaYatra is a unique move in history: PM Modi
Maa Narmada is a life giver, says PM Modi #NarmadaSevaYatra 
Success of Swachh Bharat Mission is not due to governments but efforts of people: PM Modi

ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆମ ଶାସ୍ତ୍ରରେ ଗୋଟିଏ ମାନ୍ୟତା ସ୍ଥାପିତ ହୋଇଛି ଯେ ଯଦି ଆମେ ଯାତ୍ରା କରି ପାରୁନାହେଁ, କିନ୍ତୁ କୌଣସି ଯାତ୍ରୀଙ୍କୁ ଯଦି ପ୍ରଣାମ କରିଦେବା ତେବେ ଯାତ୍ରାର ପୁଣ୍ୟ ପ୍ରାପ୍ତ ହୋଇଥାଏ । ତ ମୁଁ ମଧ୍ୟ ଆପଣ ସମସ୍ତ ଯାତ୍ରୀଙ୍କୁ ପ୍ରଣାମ କରି, ଯେଉଁ ପୁଣ୍ୟ ଆପଣ ଅର୍ଜନ କରିଛନ୍ତି; ସେଥିରୁ ଆପଣଙ୍କଠାରୁ କିଛି ଭାଗ ମାଗୁଛି । କିନ୍ତୁ ସେହି ଭାଗ ମୁଁ ମୋ ପାଇଁ ମାଗୁନାହିଁ, ଆପଣଙ୍କ ଏହି ଯାତ୍ରାରୁ ଅର୍ଜନ କରିଥିବା ପୁଣ୍ୟ ମାଆ ଭାରତୀର କାମରେ ଆସୁ, ଶହେ ପଚିଶି କୋଟି ଭାରତୀୟଙ୍କ କାମରେ ଆସୁ, ଏହି ଦେଶର ଗରିବରୁ ଗରିବ ଲୋକର ଜୀବନରେ ପରିବର୍ତ୍ତନ ଆଣିବା କାମରେ ଆସୁ । ଆଉ ମୋର ବିଶ୍ୱାସ ନର୍ମଦା ଯାତ୍ରା ହିଁ ହେଉଛି ସେହି ଯାତ୍ରା ଯାହାକୁ ନର୍ମଦା ପରିକ୍ରମା ସହ ଯୋଡ଼ା ଯାଇଛି । ଆଉ ମୁଁ ଏହି ଶାସ୍ତ୍ର ସହିତ ଭଲ ଭାବେ ପରିଚିତ, ମୁଁ ସେହି ଦୁନିଆରେ ବଞ୍ଚିବାର ଚେଷ୍ଟା କେବେ କରିଥିଲି, ଆଉ ସେଥିରେ ମତେ ଜଣା ଅଛି ଯେ ଯେବେ ନର୍ମଦା ପରିକ୍ରମା କରନ୍ତି, ସେତେବେଳେ ଅହଙ୍କାର କିଭଳି ଭାଙ୍ଗି ଚୂନା ହୋଇଯାଇଥାଏ; ଅହଙ୍କାର କିଭଳି ମାଟିରେ ମିଶିଯାଇଥାଏ । ଆଉ ପରିକ୍ରମା କରୁଥିବା ବ୍ୟକ୍ତିକୁ ମାଆ ନର୍ମଦା ମାଟିରେ ଆଣି ଠିଆ କରିଦେଇଥାନ୍ତି । ସମସ୍ତ ବନ୍ଧନରୁ ମୁକ୍ତ କରିଦେଇଥାଆନ୍ତି । ସମସ୍ତ ପଦ ଉପାଧିରେ ଅଭିଭୂଷିତ ହୋଇ ଥାଆନ୍ତି, ତାଙ୍କୁ ମଧ୍ୟ ପରିକ୍ରମା ମଧ୍ୟରେ ମୁକ୍ତି ମିଳି ଯାଇଥାଏ । ମାଆ ନର୍ମଦା ଏବଂ ନର୍ମଦା ସେବକଙ୍କ ମଧ୍ୟରେ କୌଣସି ଆସୁରିକ ଭାବନା ବଂଚି ରହି ନଥାଏ, ଗୋଟିଏ

ଅଦ୍ୱୈତର ଅନୁଭୂତି ହୋଇଥାଏ । ଆପଣ ମଧ୍ୟ ଆଜି ମାଆ ନର୍ମଦାଙ୍କ ଏହି ମହାନ ସେବା କରିବାର ସଂକଳ୍ପ ନେଇଛନ୍ତି ।

ଯେବେ ସମୟ ପରିବର୍ତ୍ତନ ହୁଏ, ତ କେଉଁଠୁ କେଉଁଠିକୁ ପହଞ୍ଚାଇ ଦିଏ । ଆଉ ଯେବେ ଅତିକାର ଭାବ ପ୍ରବଳ ହୋଇଯାଏ, କର୍ତ୍ତବ୍ୟ ଭାବ କ୍ଷୀଣ ହୋଇଯାଏ, ସେତେବେଳେ ଏହି ସମସ୍ୟାଗୁଡ଼ିକ ସୃଷ୍ଟି ହୋଇଥାଏ; ଯେଉଁଥି ପାଇଁ ଆଜି ଆମକୁ ନର୍ମଦା ସେବାପାଇଁ ବାହାରିବାକୁ ପଡ଼ିଲା । ଇଏ ତ ହେଉଛନ୍ତି ସେହି ମାଆ ନର୍ମଦା ଯିଏ ହଜାର ହଜାର ବର୍ଷଧରି ଆମକୁ ବଞ୍ଚାଇଛନ୍ତି, ଆମକୁ ଜୀବନ ଦେଇଛନ୍ତି, ଆମ ପୂର୍ବପୁରୁଷଙ୍କୁ ରକ୍ଷା କରିଛନ୍ତି, କିନ୍ତୁ ଆମେ ଆମ ଅଧିକାର ବୋଲି ମାନିନେଲୁ, ଆମେ କର୍ତ୍ତବ୍ୟରୁ ବିମୁଖ ହୋଇଗଲୁ, ଆଉ ମାଆ ନର୍ମଦାଠାରୁ ଯେତିକି ଲୁଟିନେଇ ପାରିବା ଲୁଟି ଚାଲିଲୁ । ନିଜର ସ୍ୱାର୍ଥ ବଶତଃ ନିଜର ଆବଶ୍ୟକତା ଅନୁସାରେ ମାଆ ନର୍ମଦାର ତ ଖାତିର ନ କରି, ଆମେ ନିଜର ଆବଶ୍ୟକତାକୁ ନିଶ୍ଚିତ କଲୁ । ମନରେ ସେହି ଅଧିକାର ଭାବନା ଥିଲା ଯେ ମୋର ମାଆ ନର୍ମଦାଠାରେ ତ ଅଧିକାର ଅଛି, ମୁଁ ତେଣୁ ଯେମିତି ଚାହିଁବି ସେମିତି ତା’କୁ ଉପଭୋଗ କରିପାରିବି, ଆଉ ତାହାର ପରିଣାମ ହେଲା ଯେ ଯେଉଁ ମାଆ ନର୍ମଦା ଆମକୁ ବଞ୍ଚାଇଥିଲେ, ଆଜି ସେହି ମାଆ ନର୍ମଦାଙ୍କୁ ବଞ୍ଚାଇବାକୁ ଆମକୁ ଝାଳ ବୁହାଇବାକୁ ପଡ଼ୁଛି, ପରିସ୍ଥିତି ଏଭଳି ଆସିଛି । ଯଦି କର୍ତ୍ତବ୍ୟ ଭାବରୁ ଆମେ ବିମୁଖ ହୋଇ ନଥା’ନ୍ତେ, ମାଆ ପ୍ରତି କର୍ତ୍ତବ୍ୟକୁ ଆମେ ପାଳନ କରିଥାନ୍ତେ ତା’ହେଲେ ମାଆ ନର୍ମଦା, ତାଙ୍କୁ ବଞ୍ଚାଇବାର ସ୍ଥିତି ମନୁଷ୍ୟ ହାତରେ ନଥାନ୍ତା । ଆଉ ଏଥିପାଇଁ ସମୟ ଥାଉ ଥାଉ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ମଧ୍ୟପ୍ରଦେଶର ଜନତା ସଜାଗ ହୋଇଗଲେ ।

ହିନ୍ଦୁସ୍ଥାନରେ କେତେ ନଦୀ ଅଛନ୍ତି, ମାନଚିତ୍ରରେ ଚିହ୍ନ ରହିଛି, ପାଣିର ନାଁ-ଗନ୍ଧ ନାହିଁ । କେତେ ନଦୀ ଇତିହାସ ଗର୍ତ୍ତରେ ଶେଷ ହୋଇଯାଇଛନ୍ତି । ଆମ ଦେଶର କେରଳରେ ଏକ ନଦୀ ଅଛି, ବୋଧହୁଏ ଏହା ଗୋଟିଏ ହିଁ ନଦୀ ଯାହାର ନାମ ଭାରତରେ ଅଛି; ଭାରତ ପୂଜା । ସେହି କେରଳର ନଦୀ ବଞ୍ଚିକରି ରହିବ କି ନ ରହିବ, ଏହା ଚିନ୍ତାର ବିଷୟ । ଏଭଳି ତ ନୁହେଁ ଯେ ପାଣି ବ୍ୟବହାର କରିବା ଯୋଗୁଁ ନଦୀ ଶେଷ ହୋଇଛି । ନଦୀର ରକ୍ଷା ପାଇଁ ଯେଉଁ ତତ୍ତ୍ଵଗୁଡ଼ିକ ସହିତ ରକ୍ଷା କରିବାର ଦାୟିତ୍ୱ ରହିଥାଏ, ତାହା ଯଦି ଆମେ ପାଳନ ନ କରିବା ତ ମାନବ ଜାତିକୁ କେତେବଡ଼ କ୍ଷତି ହେବ ।


ଆମେ ଭଲ ଭାବରେ ଜାଣୁ ଯେ ମାଆ ନର୍ମଦା ବରଫ ପାହାଡ଼ରୁ ଆସନ୍ତି ନାହିଁ, ବରଫ ଚଟାଣରୁ ତରଳି କରି ଆସନ୍ତି ନାହିଁ । ମା ନର୍ମଦା ଗୋଟିଏ ଗୋଟିଏ ଗଛର ପ୍ରସାଦରୁ ପ୍ରକଟ ହୋଇଥାନ୍ତି ଆଉ ଯିଏ ଆମମାନଙ୍କୁ ଆଜ୍ଞା, ଆମମାନଙ୍କ ଜୀବନକୁ ପୁଲକିତ କରିଥାଆନ୍ତି । ଆଉ ଏଥିପାଇଁ ମଧ୍ୟପ୍ରଦେଶ ସରକାର ମାଆ ନର୍ମଦାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ମାଆ ନର୍ମଦାଙ୍କର ଗ୍ୟାରେଣ୍ଟି ପାଇଁ, ସବୁଠାରୁ ପ୍ରମୁଖ କାମ ହାତକୁ ନେଇଛନ୍ତି, ତା ହେଉଛି ଗଛ ଲଗାଇବାର; ବୃକ୍ଷରୋପଣ । ଯେବେ ଆମେ ଗଛ ଲଗାଇବା ତେବେ ଆମକୁ ମଧ୍ୟ ଅନୁମାନ ହେବ ନାହିଁ ଯେ ଆମେ ଆଗାମୀ ପିଢ଼ୀଙ୍କ ପାଇଁ କେତେ ବଡ଼ ସେବା କରୁଅଛୁ । ଆମ ପୂର୍ବ ପୁରୁଷ ଯେଉଁ ତପସ୍ୟା କରିଥିଲେ, ସାଧନା କରିଥିଲେ, ସେବା କରିଥିଲେ, ତାହାର ଇଏ ପରିଣାମ ହେଉଛି ଆଜି ଆମେ ମାଆ ନର୍ମଦାଙ୍କ ଲାଭ ଉଠାଇ ପାରୁଛେ । ଆଜି ଆମେ ଯେଉଁ ପୁରୁଷାର୍ଥ କରିବା, ଆଗାମୀ କେତେ ପିଢ଼ୀ ଆମକୁ ମନେ ରଖିବେ ଯେ କୌଣସି ଏକ ସମୟ ଥିଲା, ଯେବେ ମାଆ ନର୍ମଦାଙ୍କୁ ବଞ୍ଚାଇବା ପାଇଁ ଗଛ ଲତାଙ୍କର ସାହାଯ୍ୟ ନେଇ ପୁଣି ଥରେ ମାଆ ନର୍ମଦାଙ୍କୁ ପୁର୍ନଜୀବନ ଦିଆ ଯାଇଥିଲା ।

ପାଖାପାଖି ଦେଢ଼ ଶହ ଦିନର ଯାତ୍ରା ଏହା ହେଉଛି ଅସମ୍ଭବ କାର୍ଯ୍ୟ, କିନ୍ତୁ ଆମ ଦେଶର ଦୁର୍ଭାଗ୍ୟ ଏହି ଯେ ଯେଉଁଠି ସରକାର ଯୋଡ଼ି ହୋଇଯାଆନ୍ତି, ଯେଉଁଠି ରାଜନେତା ଯୋଡ଼ି ହୋଇଯାଆନ୍ତି, ତ ସବୁର ମହାତ୍ମ୍ୟକୁ ଖଣ୍ଡିତ କରିବାର ହିଁ ଚେଷ୍ଟା ହୋଇଥାଏ । ନହେଲେ ଏ ହେଉଛି ଏଭଳି ଘଟଣା, ଆଉ ମୁଁ ମଧ୍ୟପ୍ରଦେଶର ଜନତାଙ୍କୁ ନର୍ମଦା ଯାତ୍ରା ସହିତ ଯୋଡ଼ି ହୋଇଥିବା, ଏହି ସେବା ଯାତ୍ରା ସହିତ ଯୋଡ଼ି ହୋଇଥିବା, ଲକ୍ଷାଧିକ ଲୋକଙ୍କୁ, ନର୍ମଦା ତଟରେ ବସବାସ କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ହୃଦୟର ସହିତ ବଧାଇ ଦେଉଛି । ଏହା ଏଭଳି ଘଟଣା ଯେ ଦୁନିଆର କୌଣସି ଦେଶରେ ନଦୀର ରକ୍ଷା ପାଇଁ ଦେଢ଼ ଶହ ଦିନ ପର୍ଯ୍ୟନ୍ତ ଏତିକି ତପସ୍ୟା କରାଯାଇଥାନ୍ତା ତ ସାରା ବିଶ୍ୱରେ ତାହାର ଚର୍ଚ୍ଚା ହୋଇଥାଆନ୍ତା, ସାରା ବିଶ୍ୱରେ ତାହାର ଜୟ ଜୟକାର ହୋଇଥାଆନ୍ତା, ଦୁନିଆର ବଡ଼ ବଡ଼ ଟିଭି ଚ୍ୟାନେଲ୍ ଏହି ଘଟଣାକୁ ଅଙ୍କିତ କରିବା ପାଇଁ ଦୌଡ଼ି ପଡ଼ିଥାନ୍ତେ । କିନ୍ତୁ ଏହା ଆମ ଦେଶର ଦୁର୍ଭାଗ୍ୟ ଯେ ଆମେ ଆମର ନିଜର ଏଇ ଚେଷ୍ଟାର ବିଶ୍ୱସ୍ତରୀୟ ସାମର୍ଥ୍ୟ କ’ଣ ଅଛି, ନା ତାକୁ ଜାଣି ପାରନ୍ତି ନା ବୁଝି ପାରନ୍ତି, ଆଉ ସୁଯୋଗ ହରାଇ ଦିଅନ୍ତି ।

ଆଜି କେଉଁଠାରେ ଏକ ସୌର ପାର୍କ ତିଆରି ହୋଇଯାଏ ତା’ର ମଧ୍ୟ ସାରା ଦୁନିଆରେ

ଚର୍ଚ୍ଚା ହୋଇଥାଏ ଯେ ସେହି ଦେଶର ସେହି ଅଞ୍ଚଳରେ ମାନବତାର ରକ୍ଷା ପାଇଁ ସୌର ପାର୍କ ତିଆରି ହୋଇଛି । ଏହା ନଦୀ ବଞ୍ଚାଇବାର ଏତେ ବଡ଼ କାମ ହୋଇଛି, ପର୍ଯ୍ୟାବରଣ ରକ୍ଷାର ଏତେ ବଡ଼ କାମ ହୋଇଛି, 25 ଲକ୍ଷରୁ ଅଧିକ ଲୋକ ସଂକଳ୍ପ ନେଇଛନ୍ତି, କୋଟି କୋଟି ଜନତା ଏଥିରେ ଯୋଡ଼ି ହୋଇଛନ୍ତି, ଶରୀରକୁ କଷ୍ଟ ଦେଇଛନ୍ତି, ଦିନଗୁଡ଼ିକ କଠିନତା ସହ ବିତିଛି, ସ୍ୱୟଂ ପରିଶ୍ରମ କରି, ପାଦରେ ଚାଲି, ମାଆ ପୃଥିବୀର ରକ୍ଷା ପାଇଁ, ନଦୀର ରକ୍ଷା ପାଇଁ, ପର୍ଯ୍ୟାବରଣ ରକ୍ଷା ପାଇଁ, ମାନବତାର ରକ୍ଷା ପାଇଁ, ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ଆଉ ଏହାର ନେତୃତ୍ୱ ନେବା ପାଇଁ ମୁଁ ଶିବରାଜଜୀଙ୍କୁ, ତାଙ୍କର ପୂରା ଟିମକୁ, ଆଉ ମଧ୍ୟପ୍ରଦେଶର ଜନତାଙ୍କୁ ବଧାଇ ଜଣାଉଛି ।

ମୋର ଜନ୍ମ ହେଉଛି ଗୁଜୁରାଟରେ । ନର୍ମଦାର ଗୋଟିଏ ଗୋଟିଏ ବୁନ୍ଦା ପାଣିର ମୂଲ୍ୟ କ’ଣ, ତାହା ଗୁଜୁରାଟର ଲୋକମାନେ ଭଲ ଭାବରେ ଜାଣନ୍ତି । ଆଉ ଆଜି ଯେବେ ଆପଣ ନର୍ମଦାର ଭବିଷ୍ୟତ ପାଇଁ ଏତେ ବଡ଼ ପଦକ୍ଷେପ ଉଠାଇଛନ୍ତି, ତ ମୁଁ ଗୁଜୁରାଟର ଗାଁରୁ, କୃଷକଙ୍କ ତରଫରୁ, ସେଠାକାର ନାଗରିକଙ୍କ ତରଫରୁ; ରାଜସ୍ଥାନର ଗାଁ ତରଫରୁ, କୃଷକଙ୍କ ତରଫରୁ, ସେଠାକାର ନାଗରିକଙ୍କ ତରଫରୁ; ମହାରାଷ୍ଟ୍ରର ଗାଁ ତରଫରୁ, ମହାରାଷ୍ଟ୍ରର କୃଷକଙ୍କ ତରଫରୁ, ମହାରାଷ୍ଟ୍ରର ନାଗରିକଙ୍କ ତରଫରୁ, ମଧ୍ୟପ୍ରଦେଶର ଜନତାଙ୍କୁ, ମଧ୍ୟପ୍ରଦେଶର ସରକାରଙ୍କୁ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି, ତାଙ୍କୁ ଧନ୍ୟବାଦ ଜଣାଉଛି ।

ଏଇ କିଛି ଦିନ ହେବ ଦେଶରେ ସ୍ୱଚ୍ଛତା ଅଭିଯାନ, ତାକୁ ଏବେ ଢାଂଚାଗତ ବ୍ୟବସ୍ଥା ମିଳିଛି । ଲଗାତାର ତୃତୀୟ ପକ୍ଷ ଦ୍ୱାରା ହିନ୍ଦୁସ୍ଥାନରେ ମୂଲ୍ୟାୟନ ହେଉଛି । କେଉଁ ରାଜ୍ୟରେ ସ୍ୱଚ୍ଛତାର କ’ଣ ଚାଲୁଛି, କେଉଁ ସହର ହେଉଛି ସ୍ୱଚ୍ଛ । ଜନ ଭାଗିଦାରୀ ହେଉଛି ଲୋକତନ୍ତ୍ରର ସବୁଠାରୁ ବଡ଼ ଶକ୍ତି । ଆଉ ଯଦି ଆମେ ଜନ ସାମର୍ଥ୍ୟ, ଜନ ଶକ୍ତି, ଜନ ଭାଗିଦାରୀ, ଏହାର ଉପେକ୍ଷା କରିବା ତ ସରକାରମାନେ କିଛି ବି କରିବାରେ ସମର୍ଥ ହୁଅନ୍ତି ନାହିଁ । କେତେ ହିଁ ଭଲ ବିଚାର ହେଉ ନା କାହିଁକି, କେତେ ହିଁ ଭଲ ନେତୃତ୍ୱ ହେଉ ନା କାହିଁକି, କେତେ ହିଁ ଭଲ ବ୍ୟବସ୍ଥା ହେଉ ନା କାହିଁକି, କିନ୍ତୁ ଜନ ସମର୍ଥନ ବିନା କେବେ ବି କୌଣସି ଜିନିଷ ସଫଳ ହୁଏ ନାହିଁ । ଆଉ ଜନ ସମର୍ଥନ ଦ୍ୱାରା କିଭଳି ସଫଳ ହୋଇଥାଏ, ଏହାର ଉତ୍ତମ ଉଦାହରଣ ମଧ୍ୟପ୍ରଦେଶ ପ୍ରସ୍ତୁତ କରିଛି ।

ଗତ ଥର ଯେବେ ସର୍ବେକ୍ଷଣ ହୋଇଥିଲା ତେବେ ସ୍ୱଚ୍ଛତା ଦିଗରେ ମଧ୍ୟ ପ୍ରଦେଶର ନାମ ବଦନାମ୍ ସୀମାରେ ଆସି ଯାଇଥିଲା, କିନ୍ତୁ ମଧ୍ୟ ପ୍ରଦେଶ ମନରେ ଦୃଢ଼ କରିନେଇଥିଲା, ଏ କଳଙ୍କ ଲିଭାଇବାର ସଙ୍କଳ୍ପ କଲା, ଜନ ଜାଗରଣ କଲେ, ଜନ ଭାଗିଦାରୀ ବଢ଼ାଇଲା, ଜନ-ଜନଙ୍କୁ ଯୋଡ଼ିଲା, ଆଉ ଆଜି ମୁଁ ମଧ୍ୟପ୍ରଦେଶକୁ ବହୁତ ବହୁତ ବଧାଇ ଜଣାଉଛି । ଦେଶରେ ଯେଉଁ ଶହେଟି ସହର ସଫାଇ ପାଇଁ ଆକଳନ କରାଯାଇଥିଲା, ସେହି ଶହେଟି ସହର ମଧ୍ୟରେ, 100ରେ 22 ଟି ମଧ୍ୟପ୍ରଦେଶର ଅଟେ । ଇଏ ହେଉଛି ବହୁତ ବଡ଼ ସିଦ୍ଧି । ହିନ୍ଦୁସ୍ଥାନର ଅନ୍ୟ ରାଜ୍ୟଙ୍କୁ ପ୍ରେରଣା ଦେବାଭଳି କାମ, ସ୍ୱଚ୍ଛତା ଦିଗରେ ମଧ୍ୟପ୍ରଦେଶ ଜନଭାଗିଦାରୀ ଦ୍ୱାରା କରି ଦେଖାଇଲେ । ଇନ୍ଦୋର ଏବଂ ଭୋପାଳ ହିନ୍ଦୁସ୍ଥାନର ଶୀର୍ଷରେ ପ୍ରଥମ ଆଉ ଦ୍ୱିତୀୟ ସ୍ଥାନରେ ରହିଲେ ।


100 ରୁ 22 ଟି ସହର ସ୍ୱଚ୍ଛତା ଭିତରେ ଆଗ ଧାଡ଼ିରେ ଆସିଯାଆନ୍ତି, ଏହାର ଅର୍ଥ ଏହା ହେଲା ଯେ ସାରା ରାଜ୍ୟରେ ପ୍ରଶାସନ, ଶାସନ, ଜନତା ଜନାର୍ଦ୍ଦନ ଏହାକୁ ନିଜର କାମ ବୋଲି ମାନିନେଲେ । ଆଉ ଏହାର ପରିଣାମ ହେଉଛି ଏହି ନର୍ମଦା ଯୋଜନା ସେବା ଯାତ୍ରାର ସଫଳତା । ଏହି ସଫଳତା ମଧ୍ୟ ସରକାରଙ୍କ ଶକ୍ତି ଭରସାରେ ହୋଇନାହିଁ, ଏହି ଜନତା ଜନାର୍ଦ୍ଦନଙ୍କ ଶକ୍ତି ଭରସାରେ ହୋଇଛି । ଆଉ ଜନତାଙ୍କ ଶକ୍ତି ଯେବେ ଯୋଡ଼ି ହୋଇଥାଏ ତ କେତେ ବଡ଼ ପରିଣାମ ଆସିଥାଏ; ଶିବରାଜଜୀ 6 କୋଟିର ଲକ୍ଷ ରଖିଛନ୍ତି, 2 ଜୁଲାଇରେ ଗଛ ଲଗାଇବାର । ଆଉ ସେ ଏହି 6 କୋଟି ଗଛର ବ୍ୟବସ୍ଥା ପାଇଁ ଗତ ଦେଢ଼ ବର୍ଷ ହେଲା ଲଗାତାର କାମ କରୁଛନ୍ତି; ଏହା ଯାହା ହେଉଛି ଏହା ଅଚାନକ ହେଉନାହିଁ । ଏଥିପାଇଁ ନର୍ସରି ଭିତରେ ସବୁ ବ୍ୟବସ୍ଥା କରାଯାଏ, ତେବେ ଯାଇ କରି ହୋଇଥାଏ । କିନ୍ତୁ ଆମେ ଯେପରି ପରିବାରରେ ଗୋଟିଏ ସନ୍ତାନର ଦେଖା ଶୁଣା କରୁଛେ, ସେମିତି ହିଁ ଏହି ନୂଆ ଲଗାଯାଇଥିବା ଗଛ ଲତାର ଯତ୍ନ କରିବା, ଚିନ୍ତା କରିବା, ତେବେ ଯାଇ ସେହି ବଟବୃକ୍ଷ ପ୍ରସ୍ତୁତ ହେବ ।

ଆମର ଏଠି ଶାସ୍ତ୍ରରେ କୁହାଯାଏ ଯିଏ ଏକ ବର୍ଷ ପାଇଁ ଚିନ୍ତା କରେ ସେ ଧାନ ବୁଣିଥାଏ, କିନ୍ତୁ ଯିଏ ଆଗକୁ, ଭବିଷ୍ୟତ ପାଇଁ ଚିନ୍ତା କରିଥାଏ, ସେ ଫଳଦେବା ବୃକ୍ଷ ଲଗାଇଥାଏ । ଏଇ ଫଳଦେବା ବୃକ୍ଷ ଲଗାଇବାର କାମ, ଏହା ଆଗାମୀ ଦିନ ମାନଙ୍କରେ ଅନେକ ପରିବାରର ଆର୍ଥିକ ଗ୍ୟାରେଣ୍ଟିର କାରଣ ମଧ୍ୟ ହେବାକୁ ଯାଉଛି । ମୋର ବିଶ୍ୱାସ ଯେ ମଧ୍ୟପ୍ରଦେଶ ସରକାର ଯେଉଁ ଦାୟିତ୍ୱ ଉଠାଇଛନ୍ତି ଆଉ ସେ ଯେଉଁ କାର୍ଯ୍ୟ ଯୋଜନା ତିଆରି କରିଛନ୍ତି ସେହି କାର୍ଯ୍ୟ ଯୋଜନାର ପୁସ୍ତକ ସେ ମୋ ପାଖରେ ଆଗରୁ ପହଁଚାଇଥିଲେ, ମୁଁ ତାହାର ଅଧ୍ୟୟନ କଲି; ପ୍ରତ୍ୟେକଙ୍କ ପାଇଁ ସେଥିରେ କାମ ଅଛି, ସବୁ ଜାଗା ପାଇଁ ସେଥିରେ କାମ ଅଛି; କେବେ କରିବା, କିଭଳି କରିବା, ତାହାର ବିଧି ବିଧାନ ଅଛି; କିଏ କେଉଁ କାମକୁ ଦେଖିବ ଏହାର ସଂପୂର୍ଣ୍ଣ ସ୍ୱରୂପ ଅଛି; ଗୋଟିଏ ପ୍ରକାରରେ ଭବିଷ୍ୟତ ଦୃଷ୍ଟିକୋଣରୁ ଏହା ହେଉଛି ସଂପୂର୍ଣ୍ଣ ତଥ୍ୟ । ମୁଁ ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିବି ଏବଂ ଶିବରାଜଜୀଙ୍କୁ ମଧ୍ୟ ଅନୁରୋଧ କରିବି କି ହିନ୍ଦୁସ୍ଥାନର ସମସ୍ତ ରାଜ୍ୟ ଗୁଡ଼ିକୁ ଗୋଟିଏ ପୁସ୍ତକ ପଠାନ୍ତୁ ଆଉ ପ୍ରାକୃତିକ ସଂସାଧନ ଗୁଡ଼ିକୁ ସୁରକ୍ଷିତ କରିବାର କ’ଣ କୌଶଳ ଅଛି; ମଧ୍ୟପ୍ରଦେଶକୁ ଏକ ନମୁନା ଭାବେ, ଏକ ଉଦାହରଣ ଭାବେ ନେଇ ସମସ୍ତେ ନିଜ ନିଜର ଯୋଜନା ତିଆରି କରନ୍ତୁ ।

ଜଳ ହିଁ ହେଉଛି ଜୀବନ, ଏହା ତ ଆମେ କହିଥାଉ; ନଦୀ ହେଉଛି ମାଆ, ଏହା ଆମେ କହିଥାଉ; କିନ୍ତୁ ସଂପୂର୍ଣ୍ଣ ଅର୍ଥ ବ୍ୟବସ୍ଥା ତାହାରି ଉପରେ ଆଧାରିତ ହୋଇଥାଏ । ତାହା ବିନା ଅର୍ଥ ବ୍ୟବସ୍ଥା ଫମ୍ଫା ହୋଇଯାଇଥାଏ । ଯଦି ଆଜି ମଧ୍ୟପ୍ରଦେଶରେ କୃଷି ବିକାଶ 20 ପ୍ରତିଶତରେ ପହଂଚିଛି ତ ସେଥିରେ ସବୁଠାରୁ ବଡ଼ ଯୋଗଦାନ ହେଉଛି ନର୍ମଦା ନଦୀର । ଏହି ଶକ୍ତି ହେଉଛି, କୃଷକର ଜୀବନ ବଦଳେଇବାର ଶକ୍ତି, ଏହା ମାତା ନର୍ମଦାଙ୍କ ଠାରେ ଅଛି ।

2022 ପର୍ଯ୍ୟନ୍ତ ହିନ୍ଦୁସ୍ଥାନର କୃଷକଙ୍କ ଆୟ ଦୁଇଗୁଣା କରିବାର ସଂକଳ୍ପ ନେଇ କରି ସଂପୂର୍ଣ୍ଣ ଦେଶରେ କାମ ଚାଲୁଅଛି, ମଧ୍ୟପ୍ରଦେଶ ତା’ର ସଂପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଦେଇଛି । ଆଉ ତାହାର ଲାଭ କୃଷକମାନଙ୍କର ସହଯୋଗରେ ହିନ୍ଦୁସ୍ଥାନର ପ୍ରତ୍ୟେକ ଗାଁକୁ ମିଳିବ, ଏହା ହେଉଛି ମୋର ବିଶ୍ୱାସ ।

ଭାଇ ଓ ଭଉଣୀମାନେ, 2022, ସ୍ୱାଧୀନତାର 75 ବର୍ଷ ହେଉଛି । କ’ଣ ହିନ୍ଦୁସ୍ଥାନର ଶହେ ପଚିଶ କୋଟି ଦେଶବାସୀ ପ୍ରତିକ୍ଷଣରେ 2022କୁ ସ୍ମରଣ କରି ପାରିବେ ନାହିଁ ? ପ୍ରତି କ୍ଷଣରେ ସ୍ୱାଧୀନତାର 75 ବର୍ଷକୁ ସ୍ମରଣ କରି ପାରିବେ ନାହିଁ ? ଯେଉଁ ମହାପୁରୁଷମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି, ଜୀବନ ଦେଇ ଦେଲେ, ଯୁବାବସ୍ଥା ଜେଲରେ କାଟିଲେ, କେତେଜଣ ଫାଶୀ ଖୁଣ୍ଟରେ ଚଢିଗଲେ, ଯେଉଁମାନେ ନିଜ ଜୀବନ ଠାରୁ ବଳି ପରିବାରକୁ ନଷ୍ଟ କରିଦେଲେ; ମାଆ ଭାରତୀର ସ୍ୱାଧୀନତା ପାଇଁ କ’ଣ ସେମାନଙ୍କର ସ୍ୱପ୍ନକୁ ସ୍ମରଣ କରି ଆମେ ସଂକଳ୍ପ କରି ପାରିବା ନାହିଁ କି 2022 ପର୍ଯ୍ୟନ୍ତ, ବ୍ୟକ୍ତି ଭାବରେ ମୁଁ ଦେଶ ପାଇଁ ଏତିକି କରିବି, ପରିବାର ହିସାବରେ ଏତିକି କରିବି, ସମାଜ ହିସାବରେ ଏତିକି କରିବି । ଆମେ ଗାଁ ଲୋକ ମିଶି ଏହା କରିବା; ଆମେ ସହରର ଲୋକ ମିଶି କରି ଏହା କରିବା; ଆମେ ସଂସ୍ଥା ହିସାବରେ ଏହି କାମ

କରିବା, ଆମେ ସମାଜ ହିସାବରେ ଏହି କାର୍ଯ୍ୟ କରିବା, ଆମେ ରାଜ୍ୟ ହିସାବରେ, ଦେଶ ହିସାବରେ ଏହି ସଂକଳ୍ପ କରିବା । 2022, ‘ନବ ଭାରତ’ ନିର୍ମାଣ କରିବାର ସ୍ୱପ୍ନ ନେଇ ଚାଲିବାର ଅଛି । ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କୁ ଯୋଡିବାର ଅଛି । ସ୍ୱାଧୀନତା ଆନ୍ଦୋଳନରେ ଯେପରି ଯୋଡି ହୋଇଥିଲେ; ଦେଶକୁ ନୂଆ ଶିଖରକୁ ନେଇ ଯିବା ପାଇଁ, ‘ନବ ଭାରତ’ ନିର୍ମାଣ କରିବା ପାଇଁ ପ୍ରତ୍ୟେକ ଦେଶବାସୀଙ୍କୁ ଯୋଡିବାର ଅଛି । ଆଉ ଏଥିପାଇଁ ମୁଁ ଅନୁରୋଧ କରିବି; ଦେଶବାସୀଙ୍କୁ ଅନୁରୋଧ କରିବି, ମଧ୍ୟପ୍ରଦେଶର ସମସ୍ତ ସଂଗଠନକୁ ଅନୁରୋଧ କରିବି; ଆପଣ ମଧ୍ୟ ମିଳିମିଶି ବସି ସ୍ଥିର କରନ୍ତୁ କି 2022 ପର୍ଯ୍ୟନ୍ତ ଦେଶ ପାଇଁ ଆପଣଙ୍କ ସଂସ୍ଥା, ଆପଣଙ୍କ ପରିବାର, ଆପଣଙ୍କ ସମାଜ, ଆପଣଙ୍କ ସଂଗଠନ, ଆପଣଙ୍କ ଦଳ କଣ କରିବ; ଆପଣମାନେ ସ୍ଥିର କରନ୍ତୁ । ଥରେ ଦେଶରେ ପରିବେଶ ତିଆରି ହେଉ, ଏବେ ଆମର ପାଞ୍ଚ ବର୍ଷ ଅଛି । ପାଞ୍ଚ ବର୍ଷରେ ଆମେ ଦେଶକୁ କେଉଁଠାରୁ ନେଇ କେଉଁଠାରେ ପହଂଚାଇ ପାରିବା । ମୋର ବିଶ୍ୱାସ ଅଛି ଯଦି ଶହେ ପଚିଶ କୋଟି ଦେଶବାସୀ ଗୋଟିଏ ପାଦ ଦେଶ ପାଇଁ ଆଗକୁ ଚାଲିବେ ତ ଦେଶ ପାଞ୍ଚ ବର୍ଷ ଭିତରେ ଶହେ ପଚିଶ କୋଟି ପାଦ ଆଗକୁ ଚାଲି ଯିବ । ଆଉ ଏଥିପାଇଁ ଆମେ ଏହି ସଂକଳ୍ପକୁ ନେଇ କରି ଚାଲିବା ।

ମୁଁ ଆଜି ପୂଜ୍ୟ ଅବଧେଶାନନ୍ଦଜୀଙ୍କ ନିକଟରେ ବିଶେଷ କୃତଜ୍ଞ, ଯେଉଁ ଆଶୀର୍ବଚନ ସେ ମୋ ପାଇଁ କହିଛନ୍ତି, ଯେଉଁ ଭାବ ସେ ପ୍ରକଟ କରିଛନ୍ତି; ମୁଁ ଈଶ୍ୱରଙ୍କ ନିକଟରେ ସେହି ପ୍ରାର୍ଥନା କରିବି କି ଆମ ସମସ୍ତଙ୍କ ମଧ୍ୟରେ ସେହି କ୍ଷମତା ଆସୁ, ସେହି ଇଚ୍ଛା ଶକ୍ତି ଆସୁ, ସେହି ସମର୍ପଣର ଭାବ ଆସୁ, ଫଳରେ ଦେଶର ପ୍ରକୃତ ସେବା କରିବା ପାଇଁ ଆମେ ନିଜକୁ ନିଜେ ଯୋଗ୍ୟ ଭାବୁ, ଯୋଗ୍ୟ ହୋଇପାରୁ । ମୁଁ ତାଙ୍କର ଏହି ଆଶୀର୍ବଚନ ପାଇଁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି ଆଉ ତାଙ୍କୁ ପ୍ରଣାମ କରୁଛି ।

ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟର ସହିତ ବଧାଇ ଦେଉଛି, ଆଉ ଯେମିତି ଶିବରାଜ ଜୀ କହିଲେ, ଯାତ୍ରାର ଏଇଠି ବିରାମ ହେଉଛି; କିନ୍ତୁ ଏବେ ଯାତ୍ରାରେ ଯାହା ଚିନ୍ତା କଲେ, ଯାହା ମଧ୍ୟ ଦେଖିଲେ, ଯାହା ମଧ୍ୟ କଲେ, ଏହାକୁ ଚରିତାର୍ଥ କରିବାର ଯଜ୍ଞ ଆରମ୍ଭ ହେଉଅଛି । ଏହା ସେବାର ଯଜ୍ଞ ଆରମ୍ଭ ହେଉଅଛି । ଯାତ୍ରା ଶେଷ ହେଲା, ଯଜ୍ଞ ଆରମ୍ଭ ହେଲା । ଯଜ୍ଞରେ ଆହୁତି ଦେବାକୁ ପଡେ, ସମୟ ଦେବାକୁ ପଡେ, ନିଜର

ସମସ୍ତ ଇଚ୍ଛା-ଆକାଂକ୍ଷା ଗୁଡିକୁ ସମାଜ ପାଇଁ ଆହୁତି ଦେବାକୁ ପଡେ । ମୋର ବିଶ୍ୱାସ ଏ ନର୍ମଦାର ଉଜ୍ଜ୍ୱଳ ଭବିଷ୍ୟତର ଯଜ୍ଞ ଆପଣ ସମସ୍ତଙ୍କର ସଫଳ ପ୍ରଚେଷ୍ଟା ଦ୍ୱାରା ଅବଶ୍ୟ ନୂତନ ଶିଖରକୁ ଛୁଇଁବ । ଏହି ଏକ ଭାବନା ସହିତ ଆପଣ ସମସ୍ତେ ମୋ ସହିତ କହିବେ - ଦୁଇ ମୁଠା ବନ୍ଦ କରି, ହାତ ଉପରକୁ କରି କହିବେ- ମୁଁ କହିବି ନର୍ମଦେ, ଆପଣ କହିବେ ସର୍ବଦେ ।

ନର୍ମଦେ-ସର୍ବଦେ

ସ୍ୱର ମା’ ନର୍ମଦାଙ୍କ ସେ କୂଳ ପର୍ଯ୍ୟନ୍ତ ପହଂଚିବା ଦରକାର, ଖମ୍ବାତ ର ତଟ ପର୍ଯ୍ୟନ୍ତ ।

ନର୍ମଦେ-ସର୍ବଦେ

ନର୍ମଦେ-ସର୍ବଦେ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।