ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ନୂଆଦିଲ୍ଲୀରେ ସିକିମ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ସିଂହ ତମାଙ୍ଗ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି:
“ସିକିମ ମୁଖ୍ୟମନ୍ତ୍ରୀ Shri @PSTamangGolay ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଭେଟିଛନ୍ତି ।”
Chief Minister of Sikkim, Shri @PSTamangGolay, met Prime Minister @narendramodi. pic.twitter.com/qexGISkCs8
— PMO India (@PMOIndia) May 20, 2025


