ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ ପାଇଁ ଆପଣଙ୍କ ବିଚାର ଏବଂ ପରାମର୍ଶ ସେୟାର କରନ୍ତୁ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,କେନ୍ଦ୍ରୀୟ ବଜେଟ 130 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରେ ଏବଂ ଭାରତର ବିକାଶ ଦିଗରେ ମାର୍ଗ ପ୍ରଶସ୍ତ କରେ I ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ ପାଇଁ ବିଚାର ଏବଂ ପରାମର୍ଶ ସେୟାର କରିବା ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଆମନ୍ତ୍ରିତ କରୁଛି ।
ଆପଣ ଆପଣଙ୍କ ବିଚାର ଏବଂ ପରାମର୍ଶକୁ ତଳେ ଦିଆଯାଇଥିବା ଟିପ୍ପଣୀ ବକ୍ସରେ ସେୟାର କରନ୍ତୁ ।


Comment 0