Reaffirms strong India-Japan Ties

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିଞ୍ଜେ ଆବେଙ୍କ ପତ୍ନୀ ଶ୍ରୀମତୀ ଆବେଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ସାକ୍ଷାତକାର ସମୟରେ ଶ୍ରୀ ମୋଦୀ ଦିବଙ୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତାଙ୍କର ମଧୁର ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଭାରତ-ଜାପାନ ଦୃଢ଼ ସମ୍ପର୍କ ଉପରେ ଆବେ ସାନଙ୍କ ଆସ୍ଥା ବିଷୟ ଉଲ୍ଲେଖ କରିଥିଲେ ।

ଭାରତ ପ୍ରତି ଶ୍ରୀମତୀ ଆବେଙ୍କ ସହଯୋଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଅପରାହ୍ଣରେ ଶ୍ରୀମତୀ ଆବେଙ୍କୁ ଭଟି ଖୁସି ହେଲି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ସ୍ମରଣ କଲି । ଭାରତ-ଜାପାନ ସମ୍ପର୍କର ସମ୍ଭାବନା ଉପରେ ଆବେ ସାନଙ୍କ ଆସ୍ଥା ହିଁ ଆମ ଶକ୍ତିର ସୂତ୍ର । ଭାରତ ପ୍ରତି ତାଙ୍କର ସହଯୋଗକୁ ପ୍ରଶଂସା କରୁଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
West Asia conflict: 59 India-bound vessels transited Hormuz since war

Media Coverage

West Asia conflict: 59 India-bound vessels transited Hormuz since war
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 22, 2026
July 22, 2026

From Scholarships to Homes to High-Speed Rail: Inclusive Growth Under PM Modi’s Leadership